ଆମ ଜିଲା ଖବର

ନୂଆବର୍ଷ ଅଧରାତିରେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତିକୁ ବିରୋଧ

ପୁରୀ ଅଫିସ,୧୯ା୧୧: ଇଂଲିଶ୍‌ ନବବର୍ଷରେ ଶ୍ରୀମନ୍ଦିରର ରୀତିନୀତିକୁ ଉପେକ୍ଷା କରି ଅର୍ଦ୍ଧରାତ୍ରରେ ଦ୍ୱାରଫିଟା ନୀତିକୁ ବିରୋଧ କରିଛନ୍ତି ସୂଚନାଧିକାର କର୍ମୀ ଜୟନ୍ତ ଦାଶ। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ପ୍ରଦାନ କରିଛନ୍ତି। ଚିଠିରେ ଉଲ୍ଲେଖ କରିଛନ୍ତି, ସେ…

ବାଘ ପାଇଁ ବନ ବିଭାଗ ନାକେଦମ୍‌

ଖୋର୍ଦ୍ଧା ଅଫିସ,୧୯ା୧୧: ଖୋର୍ଦ୍ଧା ବନାଞ୍ଚଳରେ ବାଘ ବୁଲୁଥିବା ନେଇ ଖବର ପ୍ରଚାରିତ ହେବା ପରେ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଶୁକ୍ରବାର ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍‌ ଶରଧାପୁର, ଜରିପୁଟ, ତୋଟାପଡା, ବେରୁଅଁ ଆଦି ଜଙ୍ଗଲରେ…

‘ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି’

ପୁରୀ ଅଫିସ, ୧୯ା୧୧: ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି। ଏହାକୁ ରୋକିବା ଆମ ସମସ୍ତଙ୍କର ସାମାଜିକ ଦାୟିତ୍ୱ ବୋଲି ଅତିରିକ୍ତ ଜିଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ କହିଛନ୍ତି। ଶନିବାର ପୁରୀ ଜିଲା ପ୍ରଶାସନ, ୟୁନିସେଫ୍‌, ଆକ୍ସନ ଏଡ୍‌, ଜିଲା ଶିଶୁ…

ପୋଲିସ ସହ ଆଇନ ବିଦ୍ୟାର୍ଥୀଙ୍କ ବୃତ୍ତିଗତ ସମ୍ପର୍କ ଆରମ୍ଭ: ଡିଜିପି

କଟକ ଅଫିସ,୧୯ା୧୧: ଓଡ଼ିଶା ପୋଲିସ ଓ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ(ଏନ୍‌ଏଲ୍‌ୟୁ) ମଧ୍ୟରେ ଶୁକ୍ରବାର ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ମୁଖ୍ୟ ଅତିଥି ଭାବେ ଡିଜିପି ସୁନୀଲ ବଂଶଲ ଯୋଗଦେଇ ଏହି ଏମ୍‌ଓୟୁ ଏକ ଅନନ୍ୟ କାର୍ଯ୍ୟକ୍ରମ ଓ ଏହା ନିଶ୍ଚିତ…

ଚିନ୍ତା ବଢ଼ାଇଛନ୍ତି ୧୯ଟିକିଆ ହାତୀପଲ

ଖୁଣ୍ଟୁଣୀ/ଚୌଦ୍ୱାର,୧୯l୧୧(ଡି.ଏନ୍‌.ଏ): ଚନ୍ଦକାରୁ ୧୫ଦିନ ହେଲା ପଳାଇ ଆସିଥିବା ୧୯ଟିକିଆ ହାତୀପଲ ଖୁଣ୍ଟୁଣୀ ବନାଞ୍ଚଳର ସୁନିଆଁମୁହଁ ସଂରକ୍ଷିତ ଜଙ୍ଗଲରେ ବିଚରଣ କରୁଥିତ୍ଲା ବେଳେ ଶୁକ୍ରବାର ଭୋର ସମୟରେ କୁଶପଙ୍ଗି ଦେଇ ୫୫ନଂ ଜାତୀୟ ରାଜପଥ ପାର୍ଶ୍ୱ ଡିହସାହିକୁ ଚାଲି ଆସିଛନ୍ତି। ସେମାନେ ସକାଳ…

ବାଲିଯାତ୍ରା: ସମ୍ପୂର୍ଣ୍ଣ ଆୟବ୍ୟୟର ଅଡିଟ୍‌ ହେଉ

କଟକ ଅଫିସ,୧୯ା୧୧: ଐତିହାସିକ କଟକ ବାଲିଯାତ୍ରା ଗୁରୁବାର ଶେଷ ହୋଇଛି। ବାଲିଯାତ୍ରାରେ ଜିଲା ପ୍ରଶାସନ ମନମୁଖି କାର୍ଯ୍ୟକ୍ରମ କରିଥିବା ନେଇ ସ୍ଥାନୀୟ ସର୍କିଟ୍‌ ହାଉସ୍‌ଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କଟକ ମହାନଗର ପୂଜା କମିଟି ଓ ଶାନ୍ତି କମିଟି ପକ୍ଷରୁ…

ଦୀଘା ମୁହାଣରୁ ଧରାହେଲା ବିରଳ ପ୍ରଜାତିର ସଙ୍କର ଚିଲ ମାଛ

ଭୋଗରାଇ, ୧୯।୧୧(ଡି.ଏନ.ଏ.): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ମୁହାଣ ଗଭୀର ସମୁଦ୍ରରୁ ଶୁକ୍ରବାର ପୁଣି ଏକ ବିରଳ ପ୍ରଜାତିର ସଙ୍କର ଚିଲ ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି। ଟ୍ରଲର ମାଲିକ ଏହି ମାଛକୁ ଦୀଘା ମାର୍କେଟ୍‌ ନିଲାମ କେନ୍ଦ୍ରକୁ ଆଣି ବିକ୍ରି…

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଅଫିସ, ୧୯ା୧୧: ମାର୍ଗଶିର ମାସ କୃଷ୍ଣପକ୍ଷ ଦଶମୀ ତିଥିରେ ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ହେବ। ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦିଆଯିବା ଉଦ୍ଦେଶ୍ୟରେ ଏହି ନୀତି ହୋଇଥାଏ। ଏହି ଗୁପ୍ତ ନୀତି ସମୟରେ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର…

ବେଆଇନ ପଲିଥିନ ଜବତ

ଗୋପାଳପୁର,୧୮ା୧୧(ଡି.ଏନ.ଏ.)-ଗୋଳନ୍ଥରା ଥାନା ପୋଲିସ ୩ ଟନ୍‌ ୩୦୦ କେଜି ବେଆଇନ ପଲିଥିନ ଜବତ କରିଛି। ତେଲଙ୍ଗାନା ହାଇଦ୍ରାବାଦ ଅଞ୍ଚଳରୁ ଏକ ଟାଟା ଏସିଇ ଯୋଗେ ପଲିଥିନ ଲୋଡ଼ ହୋଇ ହଳଦିଆପଦର ଆସିଥିଲା। ଏହି ସମୟରେ ଗୋଳନ୍ଥରା ଥାନା ପୋଲିସ ବୁଧବାର ଉକ୍ତ…

ମାମୁଁ ଘରକୁ ବୁଲିବାକୁ ଆସି ନାବାଳିକା ଅପହରଣ: ଜଣେ ଗିରଫ

ଫୁଲବାଣୀ ଅଫିସ/ଚକାପାଦ, ୧୮ା୧୧: କନ୍ଧମାଳ ଜିଲା ଚକାପାଦ ଥାନା ପୋଲିସ ଜଣେ ଯୁବତୀଙ୍କୁ ଅପହରଣ ଏବଂ ବଳାତ୍କାର କରିବା ଅଭିଯୋଗରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ନୟାଗଡ ଜିଲା ବାଣୀଗୋଚ୍ଛା ଥାନା ଅଞ୍ଚଳର ବାସବ ନାୟକ(୨୫)। ଉକ୍ତ ଥାନା…

ବଧୂ ହତ୍ୟା ମାମଲାର ୩ ଗିରଫ

ବୁଗୁଡ଼ା,୧୮ା୧୧(ଡି.ଏନ.ଏ.): ବୁଗୁଡ଼ା ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ୩ ଜଣ କନଭିକ୍ସନ୍‌ ଆସାମୀଙ୍କୁ ୱାରେଣ୍ଟି ବଳରେ ପୋଲିସ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସୁବାସ ଭୂୟାଁ, କନକ ଭୂୟାଁ ଓ ପ୍ରଦୀପ କୁମାର ଭୂୟାଁ। ଏ ନେଇ ଏସ୍‌ସି ନଂ…

ମୋବାଇଲ ଟାୱାର ବସାଇବାକୁ କହି ଠକେଇ: କଟକରୁ ବାନ୍ଧିଲା ପୋଲିସ

ବୈଶିଙ୍ଗା,୧୮ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ତିଳଦା ଗ୍ରାମର ଜନୈକା ମହିଳାଙ୍କୁ ମୋବାଇଲ ଟାୱାର ବସାଇବାକୁ କହି ଟଙ୍କା ହଡ଼ପ ଘଟଣାରେ କଟକରୁ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ତିଳଦା ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?