ଆମ ଜିଲା ଖବର

ଅପ୍ରୋଚ ରୋଡ଼ ନିର୍ମାଣରେ ଫାଟ

ଚଣ୍ଡିଖୋଲ,୧ା୧୨ଡି.ଏନ.ଏ.): ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ଚଣ୍ଡିଖୋଲ ଉପଖଣ୍ଡ ଅଧୀନ ବାଉଜଙ୍ଗ-ଧାଉଡ଼ିଆପଦା ରାସ୍ତାର ଚାରିନଙ୍ଗଳଠାରେ ବିରୂପା ନଦୀ ଉପରେ ସେତୁ ନିର୍ମାଣ ହୋଇଛି। ଏହି ସେତୁ ନିର୍ମାଣ କାମ ୨ବର୍ଷ ହେବ ଶେଷ ହୋଇଛି। ହେଲେ ଉଭୟ ପାର୍ଶ୍ୱରେ ଅପ୍ରୋଚ୍‌ ରୋଡ…

ଟ୍ରକ୍‌ ପଛରେ ପିଟି ହେଲା କାର୍‌, ୪ ଜଣଙ୍କ ଜୀବନ ଗଲା

ଖୋର୍ଦ୍ଧା ଅଫିସ,୧ା୧୨: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ବଡ଼ପୋଖରୀଆ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏନ୍‌ଏଚ୍‌-୧୬ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ କାର୍‌ ପିଟି ହେବାରୁ ଘଟଣାସ୍ଥଳରେ ୪ଜଣଙ୍କ ଜୀବନ ଯାଇଛି। କାର୍‌ରେ ଥିବା ୨ଜଣ…

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଦୁଇ ଗାଁ

ଚିତ୍ରକୋଣ୍ଡା,୧ା୧୨(ଡି.ଏନ୍‌.ଏ.): ଓଡ଼ିଶା ଆନ୍ଧ୍ର ସୀମାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତ ଅନ୍ତର୍ଭୁକ୍ତ ଉପାନ୍ତ ଦୁର୍ଗମ ଇଲାକା ଜୁମଡାଙ୍ଗଠାରୁ ୭ କିଲୋମିଟର ପାହାଡ଼ି ଭିତରେ ଅବସ୍ଥିତ ଥିବା ଦୁଇଟି ଗାଁ କନ୍ଦୁଲପାଡୁ ଏବଂ ବାଙ୍ଗରାକୋଣ୍ଡା ପ୍ରଶାସନର ଦୃଷ୍ଟି ଆଢୁଆଳରେ…

ବନୀକରଣ ହେଉଛି, ବଞ୍ଚୁନାହିଁ ୧୦ ପ୍ରତିଶତ ଗଛ

ଫୁଲବାଣୀ ଅଫିସ,୧ା୧୨: କନ୍ଧମାଳ ଜିଲାରେ ପ୍ରତିବର୍ଷ ବନ ବିଭାଗ ପକ୍ଷରୁ ଚାରାରୋପଣ କରାଯାଉଛି। ଜଙ୍ଗଲ, ରାସ୍ତା ପାର୍ଶ୍ୱରେ ଏହି ଗଛ ଲଗାଯାଉଛି। ହେଲେ ଏହା ଧର୍ମକୁ ଆଖିଠାର। ଗଛ ଲଗାଇବା ପରେ ଏହାକୁ ବଞ୍ଚାଇବା ଲାଗି ସରକାର ବହୁ ଅର୍ଥ ଶ୍ରାଦ୍ଧ…

ଗଞ୍ଜାମ କଲେଜରେ ଅଣଛାତ୍ର ପ୍ରବେଶ: ଅଘଟଣ ପୂର୍ବରୁ ଉଠାଇନେଲା ପୋଲିସ

ଗଞ୍ଜାମ,୩୦ା୧୧(ଡି.ଏନ୍‌.ଏ.): ଗଞ୍ଜାମ କଲେଜରେ ବୁଧବାର କିଛି ଅଣ ଛାତ୍ର ପ୍ରବେଶକୁ ନେଇ କଲେଜ ଛାତ୍ରୀଛାତ୍ର ଓ ଅଧ୍ୟାପିକା /ଅଧ୍ୟାପକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l କିନ୍ତୁ କିଛି ଅଘଟଣ ପୂର୍ବରୁ ପୋଲିସ ଦୁଇଜଣ ଅଣଛାତ୍ରଙ୍କୁ ଉଠାଇ ଥାନାରେ ଅଟକ ରଖିଛି l…

ଭତ୍ତା ଟଙ୍କା ହଡ଼ପ ଅଭିଯୋଗରେ ୩ ଦଣ୍ଡିତ

କେନ୍ଦୁଝର,୩୦ା୧୧(ସ୍ବ.ପ୍ର.): ଭତ୍ତା ଟଙ୍କା ହଡ଼ପ ଅଭିଯୋଗରେ ୨ ଜଣ ପୂର୍ବତନ ପିଇଓଙ୍କ ସମେତ ଜଣେ ପୂର୍ବତନ ସରପଞ୍ଚଙ୍କଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଏବଂ ୩୫ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ଦଣ୍ଡାଦେଶ ହୋଇଛି।…

ଯୁବକଙ୍କୁ ପଥରରେ ଛେଚି ହତ୍ୟା ଘଟଣା: ଅଭିଯୁକ୍ତ ୨ ଭାଇ କୋର୍ଟ ଚାଲାଣ

କୋକସରା,୩୦ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗ୍ରାମରେ ଗତ ସୋମବାର ସେହି ଗ୍ରାମର ଯୁବକ ଦୟାନିଧି ଦୁଣ୍ଡକିଆ (୫୨)ଙ୍କୁ ଗାଁ ପାଖ ଏକ ଧାନ ଖଳାରେ ନୃଶଂସ ଭାବେ ପଥରରେ ଛେଚି ହତ୍ୟା ଅଭିଯୋଗ ହୋଇଥିଲା। ଜମିବାଡ଼ି ବିବାଦକୁ…

ଦନ୍ତା ଆକ୍ରମଣରେ ଗଜ ସାଥୀଙ୍କ ଜୀବନ ଗଲା

କେନ୍ଦୁଝର,୩୦ା୧୧(ସ୍ବ.ପ୍ର.): ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ସେକ୍ସନର କାଳିକା ପ୍ରସାଦ ବିଟ୍‌ ଅଧିନସ୍ଥ ମିରିଗିସିଙ୍ଗା ଜଙ୍ଗଲରେ ହାତୀ ଟ୍ରାକିଂ କାମରେ ଯାଇଥିବା ବେଳେ ବୁଧବାର ଅପରାହ୍ନରେ ଏକ ଦନ୍ତା ଆକ୍ରମଣରେ ଜଣେ ଗଜ ସାଥୀଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଗୁରୁତର ଅବସ୍ଥାରେ…

ବାଇକ୍‌ ଦୁର୍ଘଟଣାରେ ଯୁବକଙ୍କ ଛାତିରେ ଲାଗିଲା ଆଘାତ, ଅସ୍ତ୍ରୋପଚାର ସଫଳ

ସୋରଡ଼ା,୩୦ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ସରକାରୀ ଡାକ୍ତରଖାନାରେ ବୁଧବାର ସନ୍ଧ୍ୟାରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଗୁରୁତର ଯୁବକଙ୍କ ଅସ୍ତ୍ରୋପଚାର କରାଯାଇଛି। ବ୍ଲକର ପଳାଶପଲ୍ଲୀ ଗ୍ରାମର ରିତୁ ଗଉଡ ନିଜ ଗ୍ରାମକୁ ଫେରୁଥିବା ବେଳେ ଘାଟି ରାସ୍ତାରେ ବିପରୀତ ଦିଗରୁ କେହି…

ଅପଡେଟ ହେବ ୧୦ ବର୍ଷ ପୁରୁଣା ଆଧାରକାର୍ଡ

ଛତ୍ରପୁର,୩୦।୧୧(ଡି.ଏନ.ଏ.): ୧୦ବର୍ଷ ପୁରୁଣା ଆଧାର କାର୍ଡ ଥିଲେ ତୁରନ୍ତ ଅପଡେଟ କରିବାକୁ ପଡିବ ବୋଲି ୟୁଆଇଡିଏଆଇ(ୟୁନିକ ଆଇଡେଟିଂଫିକେସନ ଅଥରିଟି ଅଫ ଇଣ୍ଡିଆ) ସୂଚନା ଜାରି କରିଛି। ଛତ୍ରପୁରସ୍ଥିତ ଜିଲାପାଳ ସମ୍ମିଳନୀ କକ୍ଷରେ ବୁଧବାର ଗଞ୍ଜାମ ଜିଲାସ୍ତରୀୟ ଆଧାର ମନଟରିଂ କମିଟି ବୈଠକ…

ରାଷ୍ଟ୍ରପତିଙ୍କୁ ଖୋଲା ଚିଠି ଲେଖିଲେ ଛାତ୍ରୀ: ସାବିତ୍ରୀ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି

ଭଞ୍ଜନଗର,୩୦।୧୧(ଡି.ଏନ.ଏ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ସ୍ଥାପନ ହେବାର ୪୨ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏହାକୁ ସରକାରୀ ମାନ୍ୟତା ମିଳିନାହିଁ। ଏହାକୁ ସରକାରୀ ମାନ୍ୟତା ଦିଆଯାଉ ବୋଲି ବୁଧବାର ମହାବିଦ୍ୟାଳୟର ଛାତ୍ରୀମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ…

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଆସିକା,୩୦।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଆସିକା ଅତିରିକ୍ତ ଜିଲାଜଜ୍‌ ଚୌଧୁରୀ ପ୍ରବୀର କୁମାର ବୁଧବାର ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ୬ମାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?