ଆମ ଜିଲା ଖବର

ମୟୂରଭଞ୍ଜକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି

ବାରିପଦା ଅଫିସ,୧୦ା୧୨: ମୟୂରଭଞ୍ଜ ଜିଲାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିରେ ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ଶୁକ୍ରବାର ୪ଦଫା ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ସେନାର ଜିଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ…

ଛତୁଆଗାଡ଼ି ଅଟକ ରଖିଲେ ଅଙ୍ଗନୱାଡି କର୍ମୀ

ବଲସକୁମ୍ପା, ୧୦ା୧୨: ଖଜୁରୀପଡ଼ା ବ୍ଲକର ସମସ୍ତ ଅଙ୍ଗନୱାଡି କର୍ମୀ ଶୁକ୍ରବାର ସକାଳୁ ଦୁତିମେଣ୍ଡି ଗ୍ରାମପଞ୍ଚାୟତ ସମ୍ବେପଦରଠାରେ ଥିବା ଛତୁଆ ପ୍ରସ୍ତୁତ କମ୍ପାନୀରୁ ଗୋଟିଏ ପିକ୍‌ଅପ ଗାଡ଼ିରେ ଛତୁଆ ବୋଝେଇ ହୋଇ ବାହାରୁଥିବା ଖବର ପାଇବା ପରେ ସେଠାରେ ପହଞ୍ଚି ଗାଡିକୁ ଅଟକ…

ସାହେବ କେନାଲ ଅବରୋଧ, ଚିନ୍ତାରେ ମତ୍ସ୍ୟଜୀବୀ

ଗଞ୍ଜାମ,୧୦ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ନିକଟରୁ ଚିଲିକାକୁ ସଂଯୋଗ କରୁଥିବା ପାଲୁରୁ ସାହେବ କେନାଲ ପ୍ରାୟ ୧୨ କିଲୋମିଟର ଲମ୍ବିଛି। ଏହି କେନାଲକୁ ବେଆଇନ ଭାବେ ଅବରୋଧ କରାଯାଉଥିବାରୁ ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ, ଯାହାକୁ ନେଇ ଚିଲିକା ହ୍ରଦ ଓ…

୧୯୬୭ ନମ୍ବରରେ ଚାଷୀ ଧାନବିକ୍ରି ତଥ୍ୟ ପାଇବେ

  ଭଞ୍ଜନଗର,୧୦।୧୨(ଡି.ଏନ.ଏ): ଭଞ୍ଜନଗର ଉପଖଣ୍ଡରେ ଚଳିତବର୍ଷ ଖରିଫ୍‌ ଧାନ ଫସଲ ଭଲ ହୋଇଛି । ଲକ୍ଷ୍ୟଠାରୁ ଅଧିକ ଫସଲ ଅମଳ ଆଶା କରାଯାଉଛି। କେତେକ ଅଞ୍ଚଳରେ ବନ୍ୟପ୍ରାଣୀ ଉପଦ୍ରବ ଏବଂ ନିମ୍ନମାନର ବିହନ ଯୋଗୁ ଅମଳ କମିବା ସମ୍ଭାବନା ରହିଛି। ସେପଟେ…

ଜଗବନ୍ଧୁ ପୋଖରୀ ହୁଡ଼ାରୁ ୯୦ଘର ଉଚ୍ଛେଦ

ବ୍ରହ୍ମପୁର ଅଫିସ,୧୦ା୧୨: ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ନିୟମ ବଳରେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହରର ବନ୍ଧ ହୁଡାରେ ରହିଥିବା ବସ୍ତିଗୁଡିକୁ ଉଚ୍ଛେଦ କରାଯାଉଛି। ଶୁକ୍ରବାର ବିଏମ୍‌ସି ଏନଫୋର୍ସମେଣ୍ଟ୍‌ ପକ୍ଷରୁ ୯ନଂ. ୱାର୍ଡ ଅନ୍ତର୍ଗତ ଜଗବନ୍ଧୁ ପୋଖରୀ ହୁଡାରେ…

ସଂଯୋଗ ନ ହୋଇ ବାରଣ୍ଡାରେ ଝୁଲୁଛି ବିଦ୍ୟୁତ୍‌ ତାର

ନାଉଗଁା,୧୦ା୧୨(ସ୍ବ.ପ୍ର.): ନାଉଗଁା ବ୍ଲକର ୧୧୯ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୪୨ ଅଙ୍ଗନୱାଡି କେନ୍ଦ୍ରକୁ ବିଦ୍ୟୁତିକରଣ କରାଯାଇଛି। ମାତ୍ର ଦାୟିତ୍ୱରେ ଥିବା ଠିକାଦାରଙ୍କ ମନମୁଖି କାମ ଯୋଗୁ କୁନି ପିଲାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି। ସିଡିପିଓଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ,…

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ପର୍ଯ୍ୟଟନ କ୍ଷେତ୍ର

ଜଗତସିଂହପୁର ଅଫିସ, ୧୦ା୧୨: ଜଗତ୍‌ସିଂହପୁର ଜିଲାର ମଠ, ମନ୍ଦିର, କଳା, ସଂସ୍କୃତିି ତଥା ପର୍ଯ୍ୟଟନ କ୍ଷେତ୍ର ସବୁବେଳେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ଶାରଳା । ତାଙ୍କ ଦର୍ଶନ ପାଇଁ କେବଳ ରାଜ୍ୟ ନୁହେଁ, ବାହାରୁ ପ୍ରତ୍ୟହ…

ବର୍ଷକ ଆହାର ଛଡ଼ାଇ ନେଉଛନ୍ତି ବାର୍‌ହା ପଲ

କେନ୍ଦ୍ରାପଡ଼ା ଅଫିସ, ୧୦ା୧୨: ଚଳିତ ମାସ ଶେଷ ସପ୍ତାହରେ ଖରିଫ ଧାନ ବିକ୍ରି ପାଇଁ ସରକାରୀ ମଣ୍ଡି ଖୋଲିବ ା ଏଥିପାଇଁ କେନ୍ଦ୍ରାପଡ଼ା ଜିଲାରେ ଖରିଫ ଧାନ ଅମଳ ଆରମ୍ଭ ହୋଇଛି ା ତେବେ ଜାତୀୟ ଉଦ୍ୟାନ ନିକଟସ୍ଥ ମହାକାଳପଡ଼ା, ରାଜନଗର…

ମା’ ଗିରଫ, ଝିଅ ଫେରାର୍‌

ଆଳି,୧୦ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଜୁଆଣିଆ ପଞ୍ଚାୟତସ୍ତରୀୟ ସଂଘର ସଭାପତି ଓ ସମ୍ପାଦକଙ୍କ ଅଗୋଚରରେ ଏମ୍‌ବିକେ ଓ ସିଆରପି ଥିବା ମା’ଝିଅ ସେମାନଙ୍କ ଜାଲ ଦସ୍ତଖତ କରି ବ୍ୟାଙ୍କରୁ ୧୭ ଲକ୍ଷ ୯୬ ହଜାର ଟଙ୍କା ଆତ୍ମସାତ କରିଥିଲେ ା…

‘ସୂର୍ଯ୍ୟମନ୍ଦିର ଗରିମାକୁ କ୍ଷୁଣ୍ଣ କରୁଛି ଏଏସ୍‌ଆଇ’

କୋଣାର୍କ, ୧୦ା୧୨(ଡି.ଏନ୍‌.ଏ.): ବିଶ୍ୱ ଐତିହ୍ୟ କୋଣାର୍କର ଗର୍ବ ଓ ଗୌରବ ହେଉଛି ସୂର୍ଯ୍ୟମନ୍ଦିର। ଏହାର ଐତିହ୍ୟ, ସ୍ଥାପତ୍ୟ ଓ କଳାସଂସ୍କୃତି ବିଶ୍ବରେ ଅନନ୍ୟ ଏବଂ ଅଦ୍ବିତୀୟ। ସୂର୍ଯ୍ୟ ମନ୍ଦିର ଓଡ଼ିଶାର ଅସ୍ମିତା ଓ ସଂସ୍କୃତିର ପ୍ରାଣକେନ୍ଦ୍ର। କେନ୍ଦ୍ର ସରକାରଙ୍କ ଅଧୀନ ଭାରତୀୟ…

ବେଲପାହାଡ଼ରୁ ଉଦ୍ଧାର ହିମାଳୟ ଶାଗୁଣା ନନ୍ଦନକାନନ ଆସିଲା

ବାରଙ୍ଗ,୧୦।୧୨(ଡି.ଏନ୍‌.ଏ.): ଝାରସୁଗୁଡ଼ା ଡିଭିଜନ ବେଲପାହାଡ଼ ରେଞ୍ଜ୍‌ରୁ ଉଦ୍ଧାର ହୋଇଥିବା ହିମାଳୟ ଶାଗୁଣା ଶୁକ୍ରବାର ରାତିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛି। ଶାଗୁଣାର ଲିଙ୍ଗ ଚିହ୍ନଟ ହୋଇ ନ ଥିବାବେଳେ ଏହାର ବୟସ ୨ ବର୍ଷ ହେବ। ଏହାର ରଙ୍ଗ ଧଳା ହୋଇଥିବା…

ଅଭିଯୁକ୍ତଙ୍କୁ ୧୦ ଦିନ ଅନ୍ତରୀଣ ଜାମିନ

କଟକ ଅଫିସ,୧୦ା୧୨: ନୟାଗଡ଼ ଜିଲା ଯଦୁପୁର ଅଞ୍ଚଳର ୫ ବର୍ଷର ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକଙ୍କୁ ହାଇକୋର୍ଟ ଶୁକ୍ରବାର ୧୦ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜାମିନରେ ଯିବା ଦିନଠାରୁ ଠିକ୍‌ ୧୦ ଦିନ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?