ଆମ ଜିଲା ଖବର

କୁଲେଇରେ ୫୨ ହାତୀ

ପରଜଙ୍ଗ, ୨୨।୧୨(ଡି.ଏନ.ଏ.): କିଛିଦିନର ବ୍ୟବଧାନ ପରେ ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ କୁଲେଇ ଗ୍ରାମରେ ହାତୀ ଆତଙ୍କ ଦେଖାଦେଇଛି। ତାଳଚେର ଅଞ୍ଚଳରୁ ବ୍ରାହ୍ମଣୀ ନଦୀ ପାର୍‌ ହୋଇ ମହାବିରୋଡ ରେଞ୍ଜ୍‌ରେ ପ୍ରବେଶ କରିଥିବା ୫୨ ହାତୀ ଖଳା ମୁହଁା…

ବାଇକ୍‌ ସହ ପୋଲ ତଳକୁ ଖସିପଡ଼ିଲେ, ଚାଲିଗଲା ଜୀବନ ଗଲା

ପାଟଣା,୨୨ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମାଛଗଡ଼ ସାହାରପଡ଼ା ରାସ୍ତାର ପଇତାମଜା ନିକଟରେ ଏକ ପୋଲ ତଳକୁ ଖସି ପଡ଼ି ଜଣେ ୪୬ ବର୍ଷୀୟ ବାଇକ ଆରୋହୀଙ୍କ ଜୀବନ ଯାଇଛି। ମୃତକ ଜଣକ ହେଉଛନ୍ତି କରଞ୍ଜିଆ ଥାନା ପାଟବିଲା ପଞ୍ଚାୟତ କେଞ୍ଜରା ଗ୍ରାମର ସୁଶୀଲ…

ସର୍ବକନିଷ୍ଠ ବର୍ଗରେ ଢେଙ୍କାନାଳର ରାଜଶ୍ରୀ ମିସ୍‌ ଓଡ଼ିଶା

ଢେଙ୍କାନାଳ ଅଫିସ୍‌, ୨୨।୧୨: ରାଉରକେଲାର ସାମାଜିକ ଅନୁଷ୍ଠାନ ‘ସାଇନିଂ ରକର୍ସ’ର ୫ମ ବାର୍ଷିକ ଉତ୍ସବ ତଥା ‘ଓଡ଼ିଶା ସାଇନିଂ ଆଇକନ ସିଜିନ-୫’ର ସର୍ବକନିଷ୍ଠ ବର୍ଗରେ ଢେଙ୍କାନାଳର ରାଜଶ୍ରୀ ସିଂ ମିସ୍‌ ଓଡ଼ିଶା ଟାଇଟଲ ହାସଲ କରିଛନ୍ତି। ସେକ୍ଟର-୫ ଭଞ୍ଜ ଭବନଠାରେ ଆୟୋଜିତ…

ଶ୍ରେଣୀଠାରୁ ଶ୍ରେଣୀଗୃହ ସଂଖ୍ୟା ଅଧିକ, ହେଲେ ଶିକ୍ଷାଦାନ କରିବାକୁ ନାହାନ୍ତି ଶିକ୍ଷକ

ବଇଣ୍ଡା, ୨୨ା୧୨ (ଡି.ଏନ.ଏ.): ନିର୍ମାଣ ହୋଇଛି ବିଦ୍ୟାଳୟର ନୂତନ କୋଠା। ଶ୍ରେଣୀଠାରୁ ଅଧିକ ଅଛି ଶ୍ରେଣୀଗୃହ ସଂଖ୍ୟା। ହେଲେ ଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ କରିବାକୁ ନାହାନ୍ତି ଆବଶ୍ୟକ ସଂଖ୍ୟକ ଶିକ୍ଷକ। ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ନିଆଯାଉନି…

ଚକ୍‌ ଖଡ଼ିରେ ସୂକ୍ଷ୍ମ ଲାଇଟ୍‌ହାଉସ୍‌ ନିର୍ମାଣ କରିଛନ୍ତି ବିଜୟ କୁମାର

ଗୋପାଳପୁର,୨୨ା୧୨(ଡି.ଏନ.ଏ.): ସହର ଉପକଣ୍ଠସ୍ଥ ଶୀତାଳପଲ୍ଲୀସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଛାତ୍ର ତଥା ଇମାଜିକ୍ସ କ୍ଲବର ସଦସ୍ୟ କେ. ବିଜୟ କୁମାର ରେଡ଼ି ଗୋପାଳପୁର ବେଳାଭୂମି ମହୋତ୍ସବ ପାଳନ ଅବସରରେ ଚକଖଡିରେ ଅତି ସୁକ୍ଷ୍ମ ତଥା ସୁନ୍ଦର କାରୁକାର୍ଯ୍ୟରେ ଲାଇଟ୍‌ ହାଉସ…

ବିନା ଟେଣ୍ଡରରେ ଆସୁଛି ନଡ଼ିଆ ଚାରା

ଛତ୍ରପୁର,୨୧ା୧୨(ଡି.ଏନ.ଏ): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଉଦ୍ୟାନ ବିଭାଗ ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ବିନା ଟେଣ୍ଡରରେ ଆନ୍ଧ୍ରପ୍ରଦେଶରୁ ଟ୍ରକ ମାଧ୍ୟମରେ ନଡିଆ ଚାରା ଅଣାଯାଉଥିବା ଅଭିଯୋଗ ହୋଇଛି, ଯାହାକି ଅଧିକାରୀଙ୍କ ଆନ୍ଧ୍ର ପ୍ରୀତି ପଦାରେ ପଡ଼ିଛି। ଆନ୍ଧ୍ରରୁ ନଡ଼ିଆ ଚାରାଗୁଡ଼ିକ ଟ୍ରକ୍‌ ଯୋଗେ…

ସ୍ବଚ୍ଛତା କ୍ଷେତ୍ରରେ ଜାତୀୟ ପୁରସ୍କାର ପାଇଲେ ସସ୍ମିତା

ଭଦ୍ରକ ଅଫିସ, ୨୨ା୧୨: ପରିମଳ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଇଣ୍ଡିଆ ସାନିଟେସନ କୋଆଲିସନ ପକ୍ଷରୁ ସ୍ବଚ୍ଛତା ପରିବର୍ତ୍ତନକାରୀ ମହିଳା-୨୦୨୨ ଜାତୀୟ ପୁରସ୍କାର ପାଇଇନ୍ତି ଭଦ୍ରକ ପୌରପାଳିକା ୧୭ନଂ. ୱାଡର୍ର୍ର ସ୍ବଚ୍ଛ ସାଥି ସସ୍ମିତା ବାରିକ। ଜାତୀୟସ୍ତରରେ ଓଡ଼ିଶାରୁ ୩ ଜଣ…

ଅବହେଳିତ କେଶରୀ କୁଣ୍ଡ: ପର୍ଯ୍ୟଟନ ସ୍ଥଳ ମାନ୍ୟତା ପାଇ ବି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନି

ଚମ୍ପୁଆ,୨୨ା୧୨(ଡି.ଏନ.ଏ.): ଅବହେଳିତ ଅବସ୍ଥାରେ ରହିଛି ପର୍ଯ୍ୟଟନ ସ୍ଥଳୀ କେଶରୀ କୁଣ୍ଡ। ୨୪ ବର୍ଷ ହେଲା ପର୍ଯ୍ୟଟନ ସ୍ଥଳର ମାନ୍ୟତା ଲାଭ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା, ପାର୍କିଂ ଓ ବିଦ୍ୟୁତ୍‌ ବ୍ୟବସ୍ଥା କରାଯାଇନାହିଁ। ପୁରାଣ କଥାବସ୍ତୁରେ ସ୍ଥଳର ମାହାତ୍ମ୍ୟ…

ନୀଳଗିରିରେ ହେବ ପଥର ଶିଳ୍ପ କରିଡର

ନୀଳଗିରି,୨୨।୧୨(ସ୍ବ.ପ୍ର): ଚମକିବ ନୀଳଗିରି ଉପଖଣ୍ଡରେ ଥିବା ପଥରଶିଳ୍ପ। ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଶକ୍ତି ବିଭାଗର ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଜନ୍ମଦିନ ଅବସରରେ ବୁଧବାର ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଶୈବପୀଠର ଦର୍ଶନ କରିବାକୁ ଆସିଥିବାବେଳେ ଦୀର୍ଘଦିନ ଧରି ସନ୍ତରାଗଡି଼ଆ,…

ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ଆଜି

ବାଲେଶ୍ୱର ଅଫିସ, ୨୨।୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବାଲେଶ୍ୱର ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପ ଶୁଭାରମ୍ଭ ହେବ। ଶୋଭାରାମପୁରଠାରେ ଏକ ରେଲୱେ ଓଭରବ୍ରିଜ୍‌ (ଏଲ୍‌ସି-୭୯)ର ଉଦ୍‌ଘାଟନ ହେବା ସହିତ ୬୯ ଅନ୍ୟ ପ୍ରକଳ୍ପ ମଧ୍ୟ ଉଦ୍‌ଘାଟନ…

ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନ ଥିବା ଦର୍ଶାଇ ଜିଲାପାଳଙ୍କୁ ପତ୍ର

ବାଲେଶ୍ୱର ଅଫିସ, ୨୨।୧୨: ରେଳ ମନ୍ତ୍ରଣାଳୟର ସେଫ୍ଟି ସାର୍ଟିଫିକେଟ୍‌ ବିନା ରେଳ ଓଭରବ୍ରିଜ୍‌ର ଉଦ୍‌ଘାଟନକୁ ନେଇ ଜିଲା ପ୍ରଶାସନ ଓ ରେଲଓ୍ବେ ମଧ୍ୟରେ ବିବାଦ ଦେଖାଦେଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଗସ୍ତରେ ଆସି ଶୋଭାରାମପୁରଠାରେ ରେଲଓ୍ବେ ଓଭରବ୍ରିଜ୍‌ (ଏଲ୍‌ସି-୭୯) ଉଦ୍‌ଘାଟନ କରିବାର…

ଖସିଯିବାକୁ ଉଦ୍ୟମ କଲେ ତଣ୍ଟି କାଟିଦେବୁ କହୁଥିଲେ ଅପହରଣକାରୀ: ଅମ୍ରିତ

ନୟାଗଡ଼ ଅଫିସ/ଓଡ଼ଗାଁ,୨୨ା୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କୁରାଳ ଗାଁର ଅମ୍ରିତ ପାତ୍ର ଗଣମାଧ୍ୟମ ସମ୍ମୁଖରେ ଅପହରଣ ସମୟର ଲୋମଟାଙ୍କୁରା କଥା ବୁଧବାର ବଖାଣିଛନ୍ତି । ମୁଁ ପୁଣି ଥରେ ମା’ବାପାଙ୍କୁ ଦେଖିବି କି ନାହିଁ ଜାଣି ନ ଥିଲି। ସେଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?