ଆମ ଜିଲା ଖବର

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୩ବର୍ଷ ଜେଲ ସହ ଜରିମାନା

ବ୍ରହ୍ମପୁର ଅଫିସ,୩୧ା୧: ବ୍ରହ୍ମପୁର ପୋକ୍‌ସୋ କୋର୍ଟ ଜଜ୍‌ ବିକ୍ରମ ପଟ୍ଟନାୟକ ସୋମବାର ଏକ ନାବାଳିକା ଛାତ୍ରୀ ବଳାତ୍କାର ମାମଲାର ଶୁଣାଣି କରିଥିଲେ। ସାକ୍ଷ୍ୟ ପ୍ରମାଣକୁ ଅଧାରକରି ଅଭିଯୁକ୍ତ ଗାଙ୍ଗପୁର ଅଞ୍ଚଳର ସତ୍ୟନାରାୟଣ ସ୍ବାଇଁ(୨୪)ଙ୍କୁ ୩ବର୍ଷ ସଶ୍ରମ ସହ ୫ହଜାର ଟଙ୍କା ଜରିମାନା…

ରାସ୍ତା ଅବରୋଧ କଲେ ଛାତ୍ରୀ,ଅଭିଭାବକ

ବାରିପଦା ଅଫିସ,୩୧ା୧: ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ପାଇକବସା କସ୍ତୁରବାଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିବିଭି)ର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ଛାତ୍ରୀଙ୍କ ସମେତ ଶତାଧିକ ଅଭିଭାବକ ବାରିପଦା-ଉଦଳା ରାଜ୍ୟରାଜପଥର କରଞ୍ଜିଆଠାରେ ସୋମବାର ରାସ୍ତା ଅବରୋଧ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ତେବାସୀମାନଙ୍କୁ…

ଦୋଷୀଙ୍କୁ ୨୦ ବର୍ଷ ଜେଲ

ବାଲେଶ୍ୱର ଅଫିସ, ୩୧।୧: ଏକ ଶିଶୁକନ୍ୟା ବଳାତ୍କାର ମାମଲାର ବିଚାର କରି ବାଲେଶ୍ୱର ସ୍ବତନ୍ତ୍ର ଜଜ୍‌ (ପୋକ୍‌ସୋ) ରଞ୍ଜନ କୁମାର ସୂତାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଜେଲ୍‌ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନ ଅନାଦେୟ…

ଆବାସ ଯୋଜନାରେ ଅନିୟମିତତା

ଡେଲାଙ୍ଗ/ଗୋପ/କାକଟପୁର,୩୧।୧(ଡି.ଏନ୍‌.ଏ.):ଡେଲାଙ୍ଗ ବ୍ଲକ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ଆଣି ଡେଲାଙ୍ଗ -ପିପିଲି ଜନକଲ୍ୟାଣ ମଞ୍ଚର ଆବାହକ ରାଧାମୋହନଙ୍କ ନେତୃତ୍ୱରେ ଶତାଧିକ ହିତାଧିକାରୀ ସୋମବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଫନୀ ବାତ୍ୟା ସମୟରେ ବ୍ଲକର ଅନେକ ହିତାଧିକାରୀ…

ହିତାଧିକାରୀଙ୍କ ସହ ଧାରଣାରେ ବସିଲେ ବିଧାୟକ

ନୀଳଗିରି, ୩୧।୧(ସ୍ବ.ପ୍ର.): ନୀଳଗିରି ବ୍ଲକରେ ସଦ୍ୟ ପ୍ରକାଶିତ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ବହୁ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ୍‌ କରାଯାଇଛି। ଅଯୋଗ୍ୟ ହିତାଧିକାରୀଙ୍କ ନାମ ଦେଖି ଅନେକ ଯୋଗ୍ୟ ହିତାଧିକାରୀ ପ୍ରଶାସନିକ କଳର ନିଷ୍କ୍ରିୟତାକୁ ଦାୟୀ…

ନାଲିଫିତା ତଳେ କ୍ୟାବିନମୁକ୍ତ ସହର

ଖୋର୍ଦ୍ଧା ଅଫିସ,୩୧ା୧:ଖୋର୍ଦ୍ଧାରେ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ବଢ଼ିଚାଲିଛି। ରାସ୍ତାପାର୍ଶ୍ୱ ଉଠାଦୋକାନ, ଅବରୋଧ ଡ୍ରେନେଜ୍‌, କ୍ୟାବିନ ଏବଂ ରାସ୍ତାର ଉଭୟ ପାର୍ଶ୍ୱରେ ବାଇକ୍‌ ପାର୍କିଂ ଟ୍ରାଫିକ୍‌ ସମସ୍ୟା ବଢ଼ାଉଛି। ରାସ୍ତା, ଡ୍ରେନ୍‌ ଅବରୋଧ ମୁକ୍ତ ଓ କ୍ୟାବିନ ହଟାଇବା ପାଇଁ ବାରମ୍ବାର…

ରାସ୍ତା ଅବସ୍ଥା ସୁଧୁରୁଛି, ଦୁର୍ଘଟଣା କମୁନି

ନରେଶ ଚନ୍ଦ୍ର ପଟ୍ଟନାୟକ କେନ୍ଦୁଝର,୩୧ା୧: ଏକଦା ବିପର୍ଯ୍ୟସ୍ତ ରାସ୍ତା ଘାଟ ଯୋଗୁ କେନ୍ଦୁଝର ଜିଲାରେ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ହାନି ହେଉଛି ବୋଲି କୁହାଯାଉଥିଲା। ଏବେ ପ୍ରଶାସନ ପକ୍ଷରୁ ରାସ୍ତାଘାଟର ବିକାଶ ଓ ଉନ୍ନତୀକରଣ କରାଯାଇଛି। ଏହା ସତ୍ତ୍ୱେ ଦୁର୍ଘଟଣା…

ଏମ୍‌ଏଲ୍‌ୟୁ ପରୀକ୍ଷା କେନ୍ଦ୍ରରେ ଅନିୟମିତତା

କଟକ ଅଫିସ,୩୧ା୧:ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ (ଏମ୍‌ଏଲ୍‌ୟୁ) ରେ ଚାଲିଥିବା ତିନିବର୍ଷିଆ ଏଲ୍‌ଏଲ୍‌ବିର ପଞ୍ଚମ ସେମିଷ୍ଟାର ପରୀକ୍ଷା କେନ୍ଦ୍ରରେ ଅନିୟମିତତା ଦେଖାଦେଇଛି। ସୋମବାର ପରୀକ୍ଷା ଦେବାରୁ ଜଣେ ଯୋଗ୍ୟ ଛାତ୍ର ବଞ୍ଚିତ ହୋଇଥିବାବେଳେ ଛାତ୍ରମାନଙ୍କୁ କପି ପାଇଁ ମହିଳା ପରୀକ୍ଷକ ଯାଞ୍ଚ କରିବା…

ବିକୃତ ହେଲାଣି ‘ମୋ କଟକ’ ଫଳକ

କଟକ ଅଫିସ,୩୧ା୧:ବିଶ୍ୱକପ୍‌ ହକି ଉଦ୍‌ଘାଟନୀ ଉତ୍ସବ ପାଇଁ ବିପୁଳ ଟଙ୍କା ଖର୍ଚ୍ଚ ହେଲା। ରାସ୍ତା ମରାମତିଠାରୁ ଅରମ୍ଭ କରି ରଙ୍ଗିନ ଆଲୋକୀକରଣ, ଷ୍ଟ୍ରିଟ ଲାଇଟ, ଡିଭାଇଡର, କାନ୍ଥରେ ଚିତ୍ର ଆଦି କାର୍ଯ୍ୟ ହେଲା। ସୌନ୍ଦର୍ଯ୍ୟକରଣ ପାଇଁ ଡିଭିଜନ୍‌-୧ ଓ ୨ରେ ମୁକ୍ତା…

ନାଁକୁ ଇକୋ ଭିଲେଜ: ଭିତ୍ତିଭୂମିର ବିକାଶ ଫାଇଲରେ

ନୟାଗଡ଼ ଅଫିସ/ଗଣିଆ,୩୧।୧ (ଡି.ଏନ.ଏ.):ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ମୁଦୁଲିଗାଡ଼ିଆ ଇକୋ ଭିଲେଜ ମାନ୍ୟତା ପାଇବାର ୫ ବର୍ଷ ବିତିବାକୁ ବସିଛି। ହେଲେ ଇକୋ ଭିଲେଜରେ ଲାଗି ରହିଥିବା ସମସ୍ୟାର ସମାଧାନ କରାଯାଉ ନ ଥିବାରୁ ପର୍ଯ୍ୟଟକଙ୍କୁ ଏହି ଗଁା…

୭୨ ପରିବାରକୁ ଘର ଦିଆ ନ ଗଲେ ଆନ୍ଦୋଳନ

ରଘୁନାଥପୁର,୩୧।୧(ଡି.ଏନ୍‌.ଏ.):ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତରେ ରବିବାର ଆୟୋଜିତ ଗ୍ରାମସଭାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କ୍ଷୋଭ ପ୍ରକାଶ ପାଇଛି। ତାଲିକାରେ ନାମ ଥିବା ୭୨ ପରିବାରକୁ ଘର ଦିଆ ନ ଗଲେ ପଞ୍ଚାୟତବାସୀଙ୍କ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ…

ଏସିଆ ବୁକ୍‌ ଅଫ୍‌ ରେକଡର୍‌ସରେ ଆଇଟିଆଇର ସର୍ବବୃହତ୍‌ ହକି ଫିଲ୍ଡ ଲୋଗୋ

ବ୍ରହ୍ମପୁର ଅଫିସ୍‌, ୩୧ା୧:ୱେଷ୍ଟ ଟୁ ହେଲ୍‌ଥ ଦକ୍ଷତାକୁ ନେଇ ବ୍ରହ୍ମପୁର ଆଇଟିଆଇ ପୁଣି ଏକ ରେକର୍ଡ ହାସଲ କରିଛି। ଆଇଟିଆଇ ବିଦ୍ୟାର୍ଥୀଙ୍କ ଦ୍ୱାରା ନିର୍ମିତ ବୃହତ୍ତମ ହକି ଫିଲ୍ଡ ଲୋଗୋ ଏସିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଛି। ଏହି ଲୋଗୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?