ଆମ ଜିଲା ଖବର

୧୬ ଏକର ଜମିରୁ ନଷ୍ଟ କରାଗଲା ୧୯,୨୦୦ ଗଞ୍ଜେଇ ଗଛ

ଦିଗପହଣ୍ଡି,୧୦ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଅଧୀନରେ ଥିବା ରାମଚନ୍ଦ୍ରପୁର ପାହାଡ଼ର ୧୬ ଏକର ଜମିରେ ବେଆଇନ ଭାବେ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ଅବକାରୀ ପୋଲିସ। ଏହି ପାହାଡ଼ରେ ଦୀର୍ଘଦିନ ହେଲା ଗଞ୍ଜେଇ ଚାଷ ଚାଲିଥିବା ଗୁଇନ୍ଦା ସୂଚନା ପାଇ…

ମାନବିକ ଅଧିକାର ଦିବସ ପାଳିତ

ବେଗୁନିଆପଡ଼ା,୧୦।୧୨(ଡି.ଏନ୍‌.ଏ): ଗଞ୍ଜାମ ଜିଲା କୋଦଳା ତାଲୁକା ଲିଗାଲ ସର୍ଭିସେସ୍‌ କମିଟି ପକ୍ଷରୁ ଶନିବାର ମାନବାଧିକାର ଦିବସ ପାଳିତ ହୋଇଯାଇଛି। କୋଦଳା ସରସତୀ ଶିଶୁ ବିଦ୍ୟାମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ତାଲୁକା ଲିଗାଲ ସର୍ଭିସେସ୍‌ କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଜଜ୍‌ ଚିନ୍ମୟ…

ସୁନା, ଟଙ୍କା ଚୋରି ବେଳେ ଜେଜେଙ୍କୁ ହତ୍ୟା, ଗୃହଦାହ: ନାତି ଗିରଫ

ନିଶ୍ଚିନ୍ତକୋଇଲି,୧୦।୧୨(ସ୍ବ.ପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଲେଣ୍ଡୁରା ଭଗବାନପୁର ଗାଁରେ ଘଟିଥିବା ଏକ ହତ୍ୟା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଟଙ୍କା ଏବଂ ସୁନା ପାଇଁ ନାତି ଓଁକାର ମୁଦୁଲି ଜେଜେ ହୃଷୀକେଶ ମୁଦୁଲିଙ୍କୁ ହତ୍ୟା କରିଛନ୍ତି। ଏତଦ୍‌ବ୍ୟତୀତ…

ଆମପାଣି ଘାଟିରେ ପୁଣି ଓଲଟିଲା ଟ୍ରକ

କୋକସରା,୧୦।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଘାଟିରେ ପୁଣି ଏକ ଦୁର୍ଘଟଣା ଘଟିଛି। ଗତ ଗୁରୁବାର ଏକ ପେଟ୍ରୋଲ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଶୁକ୍ରବାର ରାତିରେ ପୁଣି ଏକ ମକା ବୋଝେଇ ଟ୍ରକ (ନଂ. ଓଡି-୦୫ ଏକ୍ୟୁ- ୧୧୪୯)…

ଗାଁରେ ପଶିଲେ ୨୩ ଟିକିଆ ହାତୀପଲ: ଭାଙ୍ଗିଲେ ଘର, ଖାଇଲେ ଧାନ

ପାଟଣା,୧୦।୧୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ୨୩ ଟିକିଆ ବଣୁଆ ଝାଡ଼ଖଣ୍ଡୀ ହାତୀଙ୍କ ଉତ୍ପାତ ଜାରି ରହିଛି। ଶୁକ୍ରବାର ରାତିରେ ହାତୀପଲ ଡେଣୁଆ ଗାଁରେ ପଶି ଦୁଶା ମୁଣ୍ଡାଙ୍କ ଘର କାନ୍ଥ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏପରିକି…

ମହିମା ଧର୍ମାବଲମ୍ବୀଙ୍କ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

ନୂଆପଡ଼ା ଅଫିସ,୧୦।୧୨: ଢେଙ୍କାନାଳ ଜିଲା ଜୋରନ୍ଦା ମହିମା ଗାଦୀ ପୀଠରେ ନିର୍ମାଣ ବତୀ ମନ୍ଦିର, ଧୁନି ମନ୍ଦିର ଓ ଭେକ ମନ୍ଦିରକୁ ସ୍ଥାନୀୟ ଜିଲା ପ୍ରଶାସନ ଜବରଦଖଲ ଉଚ୍ଛେଦ କରିବା ସହ ଏହି ମନ୍ଦିରକୁ ଜେସିବି ଲଗାଇ ଭାଙ୍ଗିଥିଲା। ଏହାକୁ ବିରୋଧ…

ଆବାସ ଗୃହ ଅସମ୍ପୂର୍ଣ୍ଣ, ଭଙ୍ଗା ଘରେ ବିତୁଛି ଜୀବନ

କୋକସରା,୧୦।୧୨(ଡି.ଏନ.ଏ.): ରାଜ୍ୟ ସରକାର ଗରିବ ସୀମା ରେଖା ତଳେ ଥିବା ହିତାଧିକାରୀଙ୍କୁ ଆବାସ ଘର ଯୋଗାଇ ଦେଉଛନ୍ତି। ହେଲେ ପଞ୍ଚାୟତସ୍ତରରେ ପଞ୍ଚାୟତ କର୍ମଚାରୀ, ସରପଞ୍ଚ ଓ ସ୍ଥାନୀୟ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ହିତାଧିକାରୀଙ୍କ ଆବାସ ଘର ଅର୍ଥ ଲୁଟ କରାଯାଇଛି। ବ୍ଲକର…

ଟୋକେନ ସମସ୍ୟା ନେଇ ମଣ୍ଡି ଅଚଳକଲେ ଚାଷୀ

ଭବାନୀପାଟଣା,୧୦।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଖଇରପଦର ପାକ୍ସ ଅନ୍ତଗର୍ତ ବ୍ରାହ୍ମଣ ଛେଣ୍ଡିଆ ମଣ୍ଡି ଶୁକ୍ରବାର ଉଦ୍‌ଘାଟନ ହେବାର ଥିଲା। ହେଲେ ପାକ୍ସ କର୍ମଚାରୀଙ୍କ ଦାୟିତ୍ୱ ହିନତା ଯୋଗଗୁ ୫୫ ଜଣ ଚାଷୀଙ୍କ ଓଟିପି ଆସିବା ସତ୍ୱେ ରେଜିଷ୍ଟ୍ରେଶ ହୋଇ ପାରିନାହିଁ।…

ରଙ୍ଗଲଗା ବୋର୍ଡରେ ପୁରୁଣା ସୂଚନା

ସମ୍ବଲପୁର,୧୦ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ମିନି ଷ୍ଟାଡିୟମ ନିର୍ମାଣ କାମରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ଗୁରୁବାର ପୁରୁଣା ସୂଚନା ଫଳକରେ ରଙ୍ଗଲଗାଇ ନୂଆ ସୂଚନା ଲେଖି ଅନିୟମିତତା ଚପାଇଦେବାକୁ ଉଦ୍ୟମ କରାଯାଉଥିବା ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ହେଲେ…

ମଥୁରା କଳାକାରଙ୍କ ପୂର୍ବାଭ୍ୟାସ ଆରମ୍ଭ

ବରଗଡ଼ ଅଫିସ୍‌,୧୦।୧୨: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଆସନ୍ତା ୨୭ତାରିଖ ଆରମ୍ଭ ହେବ। ଅଭିନୟ ପାଇଁ ମନୋନୀତ କଳାକାରଙ୍କ ପୂର୍ବାଭ୍ୟାସ ଆରମ୍ଭ ହୋଇଛି। ଗତ ୫ତାରିଖରୁ ଗୋପପୁର କଳାକାରଙ୍କ ପୂର୍ବାଭ୍ୟାସ ଆରମ୍ଭ ହୋଇଥିଲା। ଶୁକ୍ରବାରରୁ ମଥୁରାନଗରୀ କଳାକାରଙ୍କ ପୂର୍ବାଭ୍ୟାସ କାର୍ଯ୍ୟକ୍ରମ…

ନିମ୍ନମାନର ରାସ୍ତା କାମକୁ ପୁଣି ବିରୋଧକଲେ ଗ୍ରାମବାସୀ

ଦଶମନ୍ତପୁର,୧୦ା୧୨ (ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁରରେ ନିମ୍ନମାନର ରାସ୍ତା ନିର୍ମାଣକୁ ମୁର୍କାର ପଞ୍ଚାୟତ ଗାଦିଖାଲ ଗ୍ରାମବାସୀ ବିରୋଧ କରିଛନ୍ତି। ଦଶମନ୍ତପୁର ପଞ୍ଚାୟତ ବାଣୁଆଗୁଡା ପିଡବ୍ଲ୍ୟୁଡି ରାସ୍ତାରୁ ମୁଣ୍ଡାଝୋଲା ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ଅନିୟମିତତା ହୋଇଛି। ୭ କି.ମି. ଦୂରତା ବିଶିଷ୍ଟ ଏହି…

ବାଉଁଶ ବାଡ଼ରେ ତିଆରି ବିଦ୍ୟାଳୟରେ ଗଢ଼ା ହେଉଛି ଦେଶର ଭବିଷ୍ୟତ

ମାଲକାନଗିରି,୧୦।୧୨(ଡି.ଏନ.ଏ.): ମାଲକାନଗିରି ଜିଲାରେ ଏପରି ଅନେକ ବିଦ୍ୟାଳୟ ରହିଛି ଯେଉଁଠି ଏପର୍ଯ୍ୟନ୍ତ ପକ୍କା ଘରଟିଏ ନାହିଁ। ରାଜ୍ୟ ସରକାର ଜିଲାରେ ଶିକ୍ଷା ସହ ଅନେକ କ୍ଷେତ୍ରରେ ପରିବର୍ତନ ଆଣୁଥିବା ବେଳେ ପ୍ରଶାସନିକ ଅବହେଳା ଯୋଗୁ ଅନେକ ସ୍ଥାନରେ ମୌଳିକ ସୁବିଧା ଅପହଞ୍ଚ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri