ଆମ ଜିଲା ଖବର

ଜାତୀୟ ରାଜପଥ ପାଲଟିଛି ଟ୍ରକ୍‌ ପାର୍କିଂ ସ୍ଥଳ

ମାର୍ଶାଘାଇ,୨୯ା୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ-ପାରାଦୀପ ୫୩ ନଂ. ଜାତୀୟ ରାଜପଥ ଏବେ ଲୁହାପଥର ବୋଝେଇ ଟ୍ରକ୍‌ଗୁଡ଼ିକର ପାର୍କିଂ ସ୍ଥଳ ପାଲଟିଛି। ବିଶେଷ ଭାବେ ମାର୍ଶାଘାଇ ଥାନା ଅନ୍ତର୍ଗତ ହଜାରୀ ଛକଠାରୁ ନୀଳାଚଳ ବଜାର ପର୍ଯ୍ୟନ୍ତ ପ୍ରାୟ ୨୦…

ଗାଁ ଦାଣ୍ଡରେ ଚାଲିଗଲା ୩ ଜୀବନ

ଅନୁଗୋଳ ଅଫିସ/ ତାଳଚେର, ୨୯।୪: ଗାଁ ଦାଣ୍ଡରେ ପିଲା ଖେଳୁଥିବା ବେଳେ ଶୁକ୍ରବାର ଅପରାହ୍ନରେ ଘଟିଗଲା ଦୁର୍ଘଟଣା। ଦ୍ରୁତ ଗତିରେ ଯାଉଥିବା ଏକ କାର୍‌ (ନଂ. ଓଡି୦୨ବିସି-୩୭୬୫) ଭାରସାମ୍ୟ ହରାଇ ୨ ପିଲା ଓ ଜଣେ ମହିଳାଙ୍କ ଉପରେ ଚଢ଼ିଯିବାରୁ ୩…

ପୋଲ ନିର୍ମାଣରେ ବାଧକ ସାଜିଛି ବେଆଇନ ଇଟାଭାଟି

ନୀଳଗିରି,୨୯।୪:(ସ୍ବ.ପ୍ର) ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଛତ୍ରପୁରରୁ ପିଠାହତା ପଞ୍ଚାୟତକୁ ସଂଯୋଗ କରୁଥିବା ନିର୍ମାଣାଧିନ ଏକ ପୋଲ ପାଇଁ ବାଧକ ସାଜିଛି ବେଆଇନ ଇଟାଭାଟି। ଅଞ୍ଚଳବାସୀ ଏହାକୁ ବିରୋଧ କରିବା ସହ ଉପ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ସୂଚନା…

ମହୁଲ ମୂଲ୍ୟ ମିଳୁନି

ଗୋପବନ୍ଧୁନଗର,୨୯।୪ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଚାଷ ଏହି ଅଞ୍ଚଳ ଲୋକଙ୍କ ପ୍ରଧାନ ଜୀବିକା ହୋଇଥିଲେ ମଧ୍ୟ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ସେମାନେ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ମହୁଲ, ଝୁଣା, ଲାଖ,…

ମତ୍ସ୍ୟଜୀବୀଙ୍କୁ ଦୁଃଖ ଦେଉଛି ସମୁଦ୍ର ପ୍ରବେଶ କଟକଣା

ମହାକାଳପଡ଼ା,୨୯ା୪ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଉପକୂଳ ଅଞ୍ଚଳରେ ୧୦ ହଜାରରୁ ଅଧିକ ପଞ୍ଜୀକୃତ ଓ ଅଣ ପଞ୍ଜୀକୃତ ମତ୍ସ୍ୟଜୀବୀ ନଦୀ, ସମୁଦ୍ର ଉପରେ ନିର୍ଭର କରିଥାନ୍ତି। ପରିବାର ପ୍ରତିପୋଷଣ ପାଇଁ କେବଳ ମାଛ ଧରିବା ଭରସା। ନଦୀ ସମୁଦ୍ରରୁ ମାଛ…

ଶ୍ରୀମନ୍ଦିର ସଂସ୍କାର ମାମଲା: ୧ରେ ଶୁଣାଣି

ନୂଆଦିଲ୍ଲୀ,୨୯।୪: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଆସନ୍ତା ୧ତାରିଖରେ ହେବ। ଆବେଦନକାରିଣୀ ମ୍ରିଣାଳିନୀ ପାଢ଼ୀଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି ବିଚାରପତି ଏମ୍‌.ଆର୍‌.ଶାହ ଏବଂ ଜଷ୍ଟିସ ସି.ଟି. ରବିକୁମାରଙ୍କ ଖଣ୍ଡପୀଠରେ ହେବ। ପୂର୍ବରୁ ଏହି ମାମଲରେ…

ପୁଣି ଅନୁଗୋଳରେ ହାତୀ ଆତଙ୍କ: ବୃଦ୍ଧଙ୍କୁ କଚାଡ଼ି ମାରିଲା

ଅନୁଗୋଳ ଅଫିସ,୨୯।୪: ଅନୁଗୋଳରେ ପୁଣି ହାତୀ ଆତଙ୍କ ଦେଖାଦେଇଛି। ହାତୀ ଆକ୍ରମଣରେ ଶନିବାର ସକାଳେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳର ମରଣ୍ଡା ଗାଁର ଝଟକ ବେହେରା(୬୫)। ମିଳିଥିବା ସୂଚନା ମୁତାବକ, ସକାଳେ ଝଟକ…

ସଙ୍କଟମୁହାଁ ହାତୀଙ୍କ ସୁରକ୍ଷାବଳୟ

ବାଲେଶ୍ୱର ଅଫିସ,୨୯।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାର ନୀଳଗିରି ଓ ଔପଦା ବ୍ଲକର ପ୍ରାୟ ୨୭୨.୭୫ ବର୍ଗ କି.ମି. ଅଞ୍ଚଳରେ ରହିଛି କୁଲଡିହା ଅଭୟାରଣ୍ୟ। ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁରେ ପରିପୂର୍ଣ୍ଣ ଉତ୍ତରଓଡ଼ିଶାର ଏହି ଜୈବମଣ୍ଡଳକୁ ହାତୀମାନଙ୍କ ପାଇଁ ଅମରାବତୀ କୁହାଯାଉଥିଲା। କିନ୍ତୁ ଗତ…

ମାଛ ଧରିବାକୁ ଯାଇ ବୁଡ଼ି ଗଲେ

ବେଲପାହାଡ଼,୨୮ା୪(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ଓପିଜିସି ପମ୍ପ୍‌ହାଉସ ରିଜର୍ଭୟରରେ ବୁଡ଼ିଯାଇ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବନହରପାଲି ପମ୍ପ୍‌ହାଉସ ପଡ଼ାର ବାସିଲ ଡୁଙ୍ଗ୍‌ଡୁଙ୍ଗ୍‌ (୫୫)। ମିଳିଥିବା ସୂଚନା ମୁତାବକ, ବାସିଲ ଓପିଜିସି ରିଜର୍ଭୟରରୁ ମାଛ…

ଷ୍କ୍ରାପ ବେପାରରେ ମୁଖ୍ୟ ଅଭିଯୁକ୍ତ ଗିରଫ, ବେପାରୀଙ୍କୁ ଛାଡିଦେଲା ପୋଲିସ

କେନ୍ଦୁଝର,୨୮।୪(ସ୍ବ.ପ୍ର.): କେନ୍ଦୁଝରରେ ଛତୁ ଫୁଟିଲା ଭଳି ଷ୍କ୍ରାପ ବ୍ୟବସାୟ ଚାଲିଥିବା ବେଳେ ଷ୍କ୍ରାପ ବେପାର ନାମରେ କିପରି ଚାଲିଛି ଚୋରା କାରବାର ତାହାର ଏକ ନମୁନା ଆଜି କେନ୍ଦୁଝରରେ ଦେଖିବାକୁ ମିଳିଛି। ଏକ ରୋଡ ରୋଲରକୁ ଜଣେ ଷ୍କ୍ରାପ ବେପାରୀ ଖଣ୍ଡ…

ଗୋଳାବାରୁଦ କାରଖାନାରେ ବିସ୍ଫୋରଣ: ୨ ଗୁରୁତର

ଟିଟିଲାଗଡ଼, ୨୮।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବଡ଼ମାଳ ଗୋଳାବାରୁଦ କାରଖାନା ୟୁନିଟ ୩ରେ ଶୁକ୍ରବାର ବିସ୍ଫୋରଣ ହୋଇଛି । ୨ କର୍ମଚାରୀ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର କର୍ମଚାରୀ ହେଲେ ସରୋଜ ପଣ୍ଡା ଓ ଗୌତମ ମହାନନ୍ଦ । ସେମାନଙ୍କୁ ବଡ଼ମାଲ…

ଏମଜିଏନଆରଇଜିଏସରେ ମେସିନ କରୁଛି କାମ

ଛତ୍ରପୁର,୨୮।୪(ଡିଏନଏ ): ସରକାର ଗ୍ରାମାଞ୍ଚଳର ଗରିବ ଶ୍ରେଣୀର ଖଟିଖିଆ, ଦିନ ମଜୁରିଆ, ପ୍ରବାସୀମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ୧୦୦ ଦିନିଆ କାମ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଯୋଗାଇଥାନ୍ତି। ଏଥିପାଇଁ କୋଟି କୋଟି ରାଜସ୍ବ ଖର୍ଚ୍ଚ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?