ଆମ ଜିଲା ଖବର

ଦୂରସଞ୍ଚାରଠାରୁ ଦୂରରେ

ଅନୁଗୋଳ/ ଢେଙ୍କାନାଳ ଅଫିସ/ଭୁବନେଶ୍ୱର (ବ୍ୟୁରୋ), ୬ା୫: ବର୍ତ୍ତମାନ ସମୟରେ ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି ମୋବାଇଲ। ହେଲେ ଚିନ୍ତାର ବିଷୟ, ରାଜ୍ୟରେ ମୋଟ୍‌ ୫୧ ହଜାର ୧୭୬ ଗାଁ ମଧ୍ୟରୁ ୪ ହଜାର ୫୪୯ ଗ୍ରାମରେ ମୋବାଇଲ ନେଟଓ୍ବର୍କ…

ନାବାଳିକାଙ୍କୁ ବଳତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ବରଗଡ଼ ଅଫିସ,୫।୫: ୨୦୨୨ ଜୁନ ମାସରେ ବରଗଡ଼ ପୌରାଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ଗତ ୧ତାରିଖରେ ଏହି ମାମଲାର ଶୁଣାଣି କରି ବରଗଡ଼ ଅତିରିକ୍ତ ଜିଲା ଜଜ୍‌, ସେସନ ଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ ଅଦାଲତ…

ପୁରୀ ବେଳାଭୂମିରେ ଲାଗିଲା ନାଲି ପତାକା -ବିପଦସଙ୍କୁଳ ସମୁଦ୍ର ସ୍ନାନ ଉପରେ କଟକଣା

ପୁରୀ ଅଫିସ, ୫ା୫: ଗତ ଦୁଇଦିନରେ ପୁରୀ ସମୁଦ୍ରରେ ବୁଡ଼ି ଚାରିଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ପରେ ପ୍ରଶାସନର ଚେତା ପଶିଛି। ପୁରୀକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଯେପରି ସୁରକ୍ଷିତ ଭାବେ ସମୁଦ୍ରରେ ସ୍ନାନ କରି ସୁଖଦ ଅନୁଭୂତି ନେଇ ଫେରିବେ…

୧୫୦୦୦ ନଡ଼ିଆ ଭାଙ୍ଗିଲେ ବିଧାୟକ

ସୋରଡ଼ା, ୫ା୫ (ଡି.ଏନ୍‌.ଏ.): ୨୦୨୪ ନିର୍ବାଚନକୁ ଆଉ ମାତ୍ର ବର୍ଷେରୁ କମ୍‌ ସମୟ ଥିବା ବେଳେ ୨୦୧୯ର ମାନସିକ ପୂରଣ କରିଛନ୍ତି ଗଞ୍ଜାମ ଜିଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ। ଆନ୍ଧ୍ରପ୍ରଦେଶର ସୀମାଞ୍ଚଳମ୍‌ ମନ୍ଦିର ଯାଇ ମାନସିକ ପୂର୍ବକ ୧୫୦୦୦ ନଡ଼ିଆ…

ଯୋଡ଼ା ମଣ୍ଡଳରେ ୫୯ ଖଣି ବନ୍ଦ

ଯୋଡ଼ା,୫ା୫(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଥିବା ସମୁଦାୟ ୯୦ଟି ଖଣି ମଧ୍ୟରୁ ୫୯ଟି ବନ୍ଦ ରହିଛି। ମାତ୍ର ୩୧ ଖଣି କାର୍ଯ୍ୟକ୍ଷମ ହେଉଥିବା ବେଳେ ବୈଧାନିକ କାରଣ ଯୋଗୁ ଅନେକ ଖଣି ଚାଲିପାରୁନାହିଁ। ଫଳରେ କେନ୍ଦ୍ର ଓ ରାଜ୍ୟ…

ପତିଆରା ଜାହିର ପାଇଁ ହତ୍ୟା: ମୁଖ୍ୟ ମହିଳା ଅଭିଯୁକ୍ତଙ୍କ ସମେତ ୨ ଗିରଫ

ବଡ଼ବିଲ,୫ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ସହର ମନି ଟାୱାର ନିକଟରେ ଗତ ୧ ତାରିଖରେ ବିଜେଡି କର୍ମୀ ସୁନୀଲ ସିହ୍ନା ଓରଫ ଭୋଲାଙ୍କୁ ଗୁଳିକରି ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାରେ ମୁଖ୍ୟ ମହିଳା ଅଭିଯୁକ୍ତ ସମେତ ସହଯୋଗୀଙ୍କୁ…

ପୋଲିସ ବାବୁଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ରାୟଗଡ଼ା ଅଫିସ,୫।୫: ପୋଲିିସ ଏଏସଆଇଙ୍କ ଘର ଚୋରି। ପ୍ରାୟ ୧୭ ଭରି ସୁନା, ଅଧା କେଜି ରୁପା ସହିତ ନଗଦ ୫୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣାଟି ଘଟିଛି ରାୟଗଡ଼ା ସହରରେ। ରାୟଗଡ଼ା ସହରର ସାଇପ୍ରିୟା…

ଲମ୍ବୁଛି କୈଫି ଖାନ ଠକେଇ କାରନାମା ଚେର: ୮୦ ଆକାଉଣ୍ଟ ଠାବ

କଟକ ଅଫିସ, ୫।୫: ତାନ୍ତ୍ରିକ କୈଫି ଖାନ ଠକେଇ କାରନାମା ଚେର ଯେତେ ଖୋଳାଯାଉଛି ସେତେ ଲମ୍ବୁଛି। ଶୁକ୍ରବାର କୈଫି ଖାନଙ୍କ ୮୦ଟି ଆକାଉଣ୍ଟ ଠାବ ହୋଇଛି। ଯେଉଁଥିରୁ ଲକ୍ଷାଧିକ ଟଙ୍କା ମିଳିଛି। କଟକର ବିଭିନ୍ନ ବ୍ୟାଙ୍କରେ କୈଫିଙ୍କ ଏସବୁ ଆକାଉଣ୍ଟ…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ପୁରୀ ଅଫିସ,୫।୫: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ପ୍ରଧାନ ବିଚାରପତି ଭୁବନେଶ୍ବରରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଭିତର କାଠ ନିକଟରୁ ଚତୁର୍ଦ୍ଧା…

ବାଇକ୍‌ ଲୋନ୍‌ କିସ୍ତି ଶୁଝିବାକୁ ଆସୁଥିଲେ ଦାଦା-ପୁତୁରା, ଦୁର୍ଘଟଣାରେ ଚାଲିଗଲା ଦୁହିଁଙ୍କ ଜୀବନ

କାମାକ୍ଷାନଗର,୫।୫: ଢେଙ୍କାନାଳ ଜିଲା କଙ୍କଡ଼ାହାଡ ଥାନା ବନ୍ଦାଣିଆ ଛକ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ଓଡି ୦୬ ଏଲ ୬୧୧୩ ନମ୍ବର ବିଶିଷ୍ଟ ବାଇକ୍‌ ରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଛି। ଫଳରେ ଦୁଇ ବାଇକ୍‌ ଆରୋହି କାଳିଆପାଣି ଥାନା…

ପୋଖରୀରେ ପଡି ନାବାଳକଙ୍କ ଜୀବନ ଗଲା

ଭଦ୍ରକ ଅଫିସ, ୫।୫: ଭଦ୍ରକ ଜିଲା ଧାମରା ମେରାଇନ ଥାନା ଅଧୀନ ଗୁଆଁଳ ଗ୍ରାମରେ ପୋଖରୀରେ ପଡି ଜଣେ ନାବାଳକଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ଗୁରୁବାର ମଧ୍ୟାହ୍ନରୁ ଉକ୍ତ ଗ୍ରାମର ଦିଗମ୍ବର ବାରିକଙ୍କ ସାନପୁଅ ରୁଦ୍ରଙ୍କୁୁ ଘରଲୋକେ ବିଭିନ୍ନ ଆଡେ…

ସମ୍ବଲପୁରରେ ଗଡ଼ିବ ମୋ ବସ୍‌

ସମ୍ବଲପୁର,୫ା୫(ବ୍ୟୁରୋ): ସମ୍ବଲପୁରରେ ଖୁବ୍‌ଶୀଘ୍ର ମୋ ବସ୍‌ ସେବା ଆରମ୍ଭ ହେବ। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହା ଲୋକାର୍ପଣ ହୋଇପାରେ ବୋଲି ଆଲୋଚନା ହେଉଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ମହାନଗର ନିଗମ ଅନ୍ତର୍ଗତ କାଇଁଶିିର ରାସ୍ତାରେ ବସ୍‌ଷ୍ଟାଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?