୨ ଟ୍ରେନ୍ରେ ଲାଗିଲା ନିଆଁ
ଜଳେଶ୍ୱର,୧୫ା୭(ରବିନାରାୟଣ ପାତ୍ର): ଖଡ଼ଗପୁର ରେଲଓ୍ବେ ଡିଭିଜନ୍ର ଜଳେଶ୍ୱର-ଦାନ୍ତୁନ ମଧ୍ୟରେ ୨ଟି ଟ୍ରେନ୍ରେ ନିଅଁା ଲାଗିଥିବା ସୂଚନା ମିଳିଛି। ଖଡ଼ଗପୁର-ଭଦ୍ରକ ମେମୋ ଟ୍ରେନ୍ ଇଞ୍ଜିନରେ ନିଅଁା ଲାଗିଥିବା ବେଳେ ଭଦ୍ରକରୁ ଖଡଗପୁରର ନିମପୁରା ରେଲଓ୍ବେ ୟାର୍ଡକୁ ଏକ କୋଇଲା ବୋଝେଇ ମାଲଗାଡ଼ିି ଯାଉଥିବା…
ନାବାଳିକାଙ୍କ ତଣ୍ଟିକାଟି ହତ୍ୟା ଘଟଣାରେ ୨ ଗିରଫ
ବଲାଙ୍ଗୀର, ୧୫ା୭ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହର କେନ୍ଦ୍ରୀୟ ବିଦ୍ୟାଳୟ ନିକଟସ୍ଥ ନିଖିଳ ନଗରରେ ଗୁରୁବାର ଘରେ ପଶି ନାବାଳିକା ଶେଷାଦ୍ରୀ ନାଗ (୧୫)ଙ୍କ ତଣ୍ଟି କାଟି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଦୁଇଜଣଙ୍କୁ ପୋଲିସ ଶୁକ୍ରବାର ଗିରଫ…
ଲଣ୍ଡା ହୋଇ ଶପଥ କରିଥିଲେ ଗୋପାଳ
ସମ୍ବଲପୁର,୧୫ା୭(ଶୁଭାଶିଷ ପାଢୀ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଗୁରୁବାର ଅଭିଯୁକ୍ତ ତଥା ପୂର୍ବତନ ପୋଲିସ ଏଏସ୍ଆଇ ଗୋପାଳ ଦାସଙ୍କୁ ଝାରସୁଗୁଡ଼ା ଜେଏମ୍ଏଫ୍ସି କୋର୍ଟରେ ହଜାର କରିଥିଲା। ଏହାର ଦିନକ ପରେ ବରଗଡ଼ ଏମ୍ପି ତଥା ବରିଷ୍ଠ…
ଅଟୋ ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
ସବ୍ଡେଗା,୧୪ା୭ (ଅନନ୍ତ ପଟେଲ): ସୁନ୍ଦରଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ବିର୍ତ୍ତୁଲା ଯୋଗୀଯୋଗିଆଣୀ ବୁଲାଣିଠାରେ ଶୁକ୍ରବାର ସକାଳେ ଏକ ଡାଲା ଅଟୋ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡ଼ିଚାଳକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ…
ଚନ୍ଦ୍ରୟାନ-୩ର ସଫଳତା ପାଇଁ ପୂଜାର୍ଚ୍ଚନା
ଜୟପୁର, ୧୪।୭(ପବନ ପାଣିଗ୍ରାହୀ): ଜୟପୁର ଅରବିନ୍ଦନଗରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଚନ୍ଦ୍ରୟାନ-୩ର ସଫଳତା ପାଇଁ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ କରାଯାଇଛି। ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ଅନୀଲ କୁମାର ଶତପଥୀ ଚନ୍ଦ୍ରୟାନ-୩ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ବନ୍ଧରେ…
କଳାବ୍ୟାଜ ପିନ୍ଧି କୃଷି କର୍ମଚାରୀଙ୍କ ପ୍ରତିବାଦ
ଗୁଣପୁର,୧୪।୭(ପ୍ରଦୀପ କୁମାର ପାଢ଼ୀ): ରାୟଗଡା ଜିଲା ଗୁଣପୁର କୃଷି କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀମାନେ ଶୁକ୍ରବାର କଳାବ୍ୟାଜ ପରିଧାନ କରି ପ୍ରତିବାଦ ଜଣାଇଛନ୍ତି। ସେମାନଙ୍କ ବିଭିନ୍ନ ଦାବି ନେଇ ଆସନ୍ତା…
ସ୍କୁଟିକୁ ଧକ୍କା ଦେଲା କାର: ଅଧ୍ୟାପକ ଗୁରୁତର
ବଡ଼ସାହି,୧୪।୭(ସମ୍ବିତ କୁମାର ରାଉତ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ନାଉପାଳ ଛକ ନିକଟରେ ଏକ କାର୍ ଧକ୍କାରେ ଜଣେ ସ୍କୁଟି ଆରୋହୀ ଗୁରୁତର ହୋଇଛନ୍ତି। ସେ ହେଲେ ଖୁଣ୍ଟା ଥାନା ଅଧୀନ ପଟୁଆ ଗ୍ରାମର ପାର୍ଥସାରଥୀ ମହାପାତ୍ର। ସେ ଡୁକୁରାସ୍ଥିତ…
ବର୍ଷା ନାହିଁ: ଶୁଖିବାକୁ ବସିଲାଣି ଧାନ ତଳି
ପଡିଆବାହାଲ,୧୪ା୭(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ବାହାମ ପଞ୍ଚାୟତ ପଡିଆବାହାଲ ଅଞ୍ଚଳରେ ବର୍ଷା ଅଭାବରୁ ଚାଷ କାମ ଆଗେଇପାରୁ ନାହିଁ। ପ୍ରଥମ ମୌସୁମୀ ବର୍ଷାରେ ଚାଷୀ ଧାନ ତଳି ପକାଇଥିଲେ ମଧ୍ୟ ତାହା ଶୁଖିବାକୁ ବସିଲାଣି। ତଥାପି ଟେକାପାଣି ଦେଇ…
ଚନ୍ଦ୍ରୟାନ-୩ ର ସଫଳତା ପାଇଁ ପୂଜା
ଜୟପୁର, ୧୪।୭(ପବନ ପାଣିଗ୍ରାହୀ): ଜୟପୁର ଅରବିନ୍ଦନଗରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଚନ୍ଦ୍ରୟାନ-୩ର ସଫଳତା ପାଇଁ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ କରାଯାଇଛି। ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ଅନୀଲ କୁମାର ଶତପଥୀ ଚନ୍ଦ୍ରୟାନ-୩ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ବନ୍ଧରେ…
ବିପଦସଙ୍କୁଳ ଅବସ୍ଥାରେ ଶୁଖିଲା ଗଛ
ଖଜୁରିପଡ଼ା,୧୪ା୭(ବିଦୁର ବେହେରା)-ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ବାରପୁଲିଆଠାରୁ ପକାନା ଗାଁକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ମଧ୍ୟ ଭାଗରେ ନବଗୁବା ଛକ। ସେହି ଛକ ନିକଟ ରାସ୍ତା କଡ଼ରେ ଥିବା ଏକ ବଡ଼ ଶୁଖିଲା ଆମ୍ବଗଛ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସେହି…
ଫାଣ୍ଡି ଛକରୁ ଜବରଦଖଲ ଉଚ୍ଛେଦ
ବାଲେଶ୍ୱର,୧୪ା୭(ମାନସ ବିଶ୍ୱାଳ): ବାଲେଶ୍ୱର ସହରର ବ୍ୟସ୍ତବହୁଳ ଫାଣ୍ଡିଛକ ଅଞ୍ଚଳରେ ରାସ୍ତା ଅବରୋଧ ସହ ବ୍ୟବସାୟ ଚଳାଇଥିବା ଦୋକାନୀଙ୍କୁ ଉଚ୍ଛେଦ ଲାଗି ପୌରପାଳିକା ପଦକ୍ଷେପ ଗ୍ରହଣ କରିଛି। ବିଶେଷ ଭାବେ ସେହି ଅଞ୍ଚଳରେ ଯାତାୟତରେ ସର୍ବଦା ବାଧକ ସାଜୁଥିବା ଫଳ ଦୋକାନୀମାନଙ୍କୁ ପ୍ରଶାସନ…
ବିଭିନ୍ନ ସ୍ଥାନରେ ଚଢ଼ାଉ: ୬ ଗିରଫ
ସୋର,୧୪ା୭(ଜନ୍ମେଜୟ ମିଶ୍ର): ସୋର ଅବକାରୀ ବିଭାଗ ଏବଂ କେନ୍ଦ୍ରାଞ୍ଚଳ ଭ୍ରାମ୍ୟମାଣ ଅବକାରୀ ଗୋଇନ୍ଦା ବିଭାଗ ୟୁନିଟ-୧ ଗୁରୁବାର ପୂର୍ବାହ୍ନରେ ଗୋପୀନାଥପୁର ପଞ୍ଚାୟତ ବାଘ ଆମ୍ପୁଡା ଗ୍ରାମ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ପୋଚନଷ୍ଟ କରିବା ସହିତ ଦେଶୀମଦ,…

