ଆମ ଜିଲା ଖବର

ମଝି ରାସ୍ତାରେ ମନ୍ତ୍ରୀଙ୍କୁ ଅଟକାଇଦେଲେ ଆନ୍ଦୋଳନକାରୀ: ଆଉ ତା’ପରେ ଘଟିଲା…

ଏମ.ରାମପୁର,୪।୯(ଶଶି ଭୂଷଣ ପ୍ରହରାଜ): ମ.ରାମପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ରାଜସ୍ବ ଉପଖଣ୍ଡ ଦାବି ନେଇ ଗୁରୁବାର ଅଞ୍ଚଳବାସୀଙ୍କ ମ.ରାମପୁର ବନ୍ଦ ପାଳନ ଅବସରରେ ଚାରିଛକଠାରେ ରାସ୍ତାରୋକୋ ହୋଇଥିଲା। ଏହିଦିନ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଡ଼ା କୃଷ୍ଣ ଚନ୍ଦ୍ର...

ରାସ୍ତାରେ ଜମୁଛି ଡ୍ରେନ୍‌ ପାଣି, ବର୍ଷା ହେଲେ ସ୍ଥିତି ବେହାଲ

ରିଷିଡ଼ା,୪ା୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ରିଷିଡ଼ା କୁମ୍ଭାରପଡ଼ା ମିଳନ ଛକ ନିକଟରେ ରାସ୍ତାରେ ବର୍ଷାପାଣି ଜମିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। କିଛିଦିନ ହେଲା କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ରିଷିଡ଼ା କୁମ୍ଭାରପଡ଼ା, ମିଳନଛକଠାରେ ପ୍ରବଳ ବର୍ଷା ହେବାରୁ ରାସ୍ତାରେ ପାଣି...

ଧସିଲା ପାହାଡ଼, ରାସ୍ତାରେ ଗଡ଼ିଲା ବଡ଼ବଡ଼ ପଥରଖଣ୍ଡ

ଗଜପତି,୪ା୯(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକଠାରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି। ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବୁଧବାର ସନ୍ଧ୍ୟାରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଗୁମ୍ମା ବ୍ଲକର ନାମନଗଡ଼ଠାରୁ ଅଜୟଗଡ଼...

୭ ଦିନିଆ ଗଞ୍ଜାମ ଗସ୍ତରେ ଏଆଇସିସି ସଭ୍ୟ: ଭାଜପା-କଂଗ୍ରେସ ସଂଗଠନ ସଜାଡ଼ିବାରେ ବ୍ୟସ୍ତ, ବିଜେଡି ନୀରବ

ଭଞ୍ଜନଗର,୪ା୯(ବାବୁଲା ପ୍ରଧାନ): ଗତ ସାଧାରଣ ନିର୍ବାଚନରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ପରାଜୟ ସହ ଭାଜପାରୁ ବିଧାୟକ ଭାବେ ପ୍ରଦ୍ୟୁମ୍ନ କୁମାର ନାୟକ ନିର୍ବାଚିତ ହୋଇଥିଲେ। ଏହାପରେ ପ୍ରଦ୍ୟୁମ୍ନ ଦଳକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଲାଗି ପଡ଼ିଥିଲେ। ଫଳରେ...

ବିଜ୍ଞାପିତ ଅଞ୍ଚଳ ଘୋଷଣାରୁ ବାଦ୍‌ ପଡ଼ିଲା ମ.ରାମପୁର, ତାତିଲେ ଲୋକେ

ମ.ରାମପୁର,୪ା୯(ଶଶିଭୂଷଣ ପ୍ରହରାଜ): ରାଜ୍ୟ ସରକାରଙ୍କ ଦ୍ୱାରା ଗତ ୩୧ ତାରିଖ ରାଜ୍ୟର ଅନେକ ଅଞ୍ଚଳ ବିଜ୍ଞାପିତ ଅଞ୍ଚଳ ଘୋଷଣା କରାଯାଇଥିଲା। କିନ୍ତୁ ମ.ରାମପୁର ଏହି ଘୋଷଣାରେ ସାମିଲ ନ ହେବା ଯୋଗୁ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆଜି...

ଭିନ୍ନ ଭିନ୍ନ ଜନ୍ମତାରିଖ, ଚାକିରିରୁ ବିଦା ହେଲେ ଅଙ୍ଗନଓ୍ବାଡ଼ି ଦିଦି

ଉଦଳା,୪ା୯(ସନ୍ତୋଷ କୁମାର ବାଛିନି): ଜଣେ ମହିଳାଙ୍କର ଗୋଟିଏ କି ଦୁଇଟି ନୁହେଁ, ରହିଛି ଭିନ୍ନ ଭିନ୍ନ ଜନ୍ମ ତାରିଖ। ଯାହା ଆଜି ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ଚାକିରିରୁ ବିଦା ହୋଇଛନ୍ତି ଜଣେ ଅଙ୍ଗନଓ୍ବାଡ଼ି ଦିଦି। ଜିଲା ସମାଜ କଲ୍ୟାଣ...

୪ ଦିନ ହେଲା ଡାକସେବା ଅଚଳ, ଦୂରଦୂରାନ୍ତରୁ ଆସି ନିରାଶ ହେଉଛନ୍ତି ଉପଭୋକ୍ତା

ଦାରିଙ୍ଗବାଡ଼ି,୪ା୯(ଅରୁଣ ସାହୁ): ଦିନେ କି ଓଳିଏ ନୁହଁ ଦୀର୍ଘଦିନ ଧରି ବାରମ୍ବାର ଡାକସେବା ଅଚଳ ହେଉଥିବା ଅଭିଯୋଗ ହୋଇଆସୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଉପଡାକଘରେ। ପ୍ରକାଶ ଯେ, ଉକ୍ତ ଡାକ ଘର ଉପରେ ଦାରିଙ୍ଗବାଡ଼ିର...

ଏମ୍ସ ସ୍ଥାନାନ୍ତର ହେଲେ ଅଭିଜିତ୍‌ ମଜୁମ୍‌ଦାର

କଟକ,୪ା୯: ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମ୍‌ଦାର ଏମ୍ସ ସ୍ଥାନାନ୍ତର ହୋଇଛନ୍ତି। କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର ହୋଇଛନ୍ତି। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି। ଏହା ସଙ୍ଗୀତପ୍ରେମୀଙ୍କୁ...

ଚିଙ୍ଗୁଡ଼ି ଘେରି ପାଇଁ ପ୍ରଭାବିତ ହେଉଛି ଜଳ, ସ୍ଥଳ

କେନ୍ଦ୍ରାପଡ଼ା,୪ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ବେଆଇନ ଚିଙ୍ଗୁଡ଼ି ଘେରି ଏକ ବଡ଼ ସମସ୍ୟା ଭାବେ ଉଭାହୋଇଛି। ୨୦ ହଜାରରୁ ଊର୍ଦ୍ଧ୍ୱ ଏକର ଅଞ୍ଚଳରେ ହେଉଥିବା ଚାଷ ପାଇଁ ଜଳ ଓ ସ୍ଥଳଭାଗ ପ୍ରଭାବିତ ହେଉଛି। ଜାତୀୟ ଉଦ୍ୟାନ ଭିତରକନିକା...

ଜୀବନ ଯୁଦ୍ଧରେ ହାରିଗଲେ ତିଳୋତ୍ତମା, ନିଜ ଦେହରେ କିରୋସିନ ଢାଳି…

ସାଲେପୁର, ୪।୯(ଅରବିନ୍ଦ ଭୂୟାଁ): ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିବା ତିଳୋତ୍ତମା ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଜପକୂଦ ଫାଣ୍ଡି ଅଧିନ କଙ୍କରାଇଲୋ ଗ୍ରାମର ମହିଳା ଜଣଙ୍କ ହେଉଛନ୍ତି...

ଉପକୂଳରେ ଅନୁପ୍ରବେଶ ରୋକିବ ସାଗର କବଚ

ମହାକାଳପଡ଼ା,୪ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳରେ ସୁରକ୍ଷା ପାଇଁ ସାଗର କବଚର ଏକ ଏନଫୋର୍ସ ଟିମ୍‌ର ୨ ଦିନିଆ ସମରାଭ୍ୟାସ ବୁଧବାରଠାରୁ ଆରମ୍ଭ ହୋଇଛି। ସମୁଦ୍ର ମଧ୍ୟରେ କୌଣସି ସନ୍ଦିଗ୍ଧ ବ୍ୟକ୍ତି, ବେଆଇନ ଚାଲାଣ...

ଔଷଧ ଦୋକାନର ଭ୍ରମ ସୃଷ୍ଟି କରୁଛି ସରକାରୀ ଔଷଧ ଭଣ୍ଡାର , ମିଳୁଛି ସବୁ ପ୍ରକାରର ଔଷଧ

ଦାରିଙ୍ଗବାଡି, ୪।୯ (ଅରୁଣ ସାହୁ ): ରାଜ୍ୟରେ କେହିବି ରୋଗୀସେବାରୁ ବଞ୍ଚିତ ନ ହେବା ପାଇଁ ସରକାର ପ୍ରତି ପଞ୍ଚାୟତରେ ଆରୋଗ୍ୟ କେନ୍ଦ୍ର ସମେତ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଆଦି କରି ରୋଗୀଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇଦେଉଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri