କାର୍ଯ୍ୟକ୍ଷମ ହୋଇପାରୁନାହିଁ
ଚଣ୍ଡିଖୋଲ,୨୮ା୯(ପ୍ରଦୀପ୍ତ କୁମାର ପୃଷ୍ଟି):ଯାଜପୁର ଓ କେନ୍ଦ୍ରାପଡ଼ା ଜିଲାର ୧୯ ବ୍ଲକ୍ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ହେବାକୁ ଥିବା ସମସ୍ତ କାର୍ଯ୍ୟର ତଦାରଖ ବିଭାଗୀୟ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା କରାଯିବ। ସେଥିପାଇଁ ଚଣ୍ଡିଖୋଲସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ…
ଧାର୍ମିକ, ପରିବେଶ ପର୍ଯ୍ୟଟନ କ୍ଷେତ୍ରକୁ ଅଣହେଳା
କେନ୍ଦ୍ରାପଡ଼ା, ୨୮ା୯ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ରାଜ୍ୟର ଏକମାତ୍ର ଜାତୀୟ ଉଦ୍ୟାନ ଅଛି। ଏଥିସହ ତୁଳସୀକ୍ଷେତ୍ର ଭାବେ ଏହି ଜିଲା ଧାର୍ମିକ, ପର୍ଯ୍ୟଟନ ପାଇଁ ପରିଚିତି ଲାଭ କରିଛି। ଏହି କ୍ଷେତ୍ରର ରାଜନଗର ବଗପାଟିଆରେ ଅବସ୍ଥିତ ପଞ୍ଚୁବରାହୀ ମନ୍ଦିରରେ କେବଳ ଦଳିତ…
ଭୁଶୁଡ଼ି ପଡ଼ିଲାଣି ନୂଆଗାଁ ବ୍ଲକ ଶିକ୍ଷା ବ୍ୟବସ୍ଥା
ନୂଆଗାଁ,୨୮।୯ (ଧନେଶ୍ୱର ସାହୁ)ଶିକ୍ଷା ବ୍ୟବସ୍ଥାର ତଦାରଖ, ଦାୟିତ୍ୱ, ପରିଚାଳନା ଆଦିକୁ ତଳସ୍ତରରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀଙ୍କ ହାତରେ ନ୍ୟସ୍ତ କରାଯାଇଛି। କିନ୍ତୁ କେତେଜଣ ଅଧିକାରୀ ଓ କର୍ମଚାରୀଙ୍କ ଅପାରଗତା ଯୋଗୁ ନୂଆଗାଁ ବ୍ଲକର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି…
୨୦ ଭେଣ୍ଡରଙ୍କୁ କଳାତାଲିକାଭୁକ୍ତ କରାଗଲାନି
ନୟାଗଡ଼/ଭାପୁର,୨୮।୯(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ଭେଣ୍ଡର ଆକାଉଣ୍ଟ ଖୋଲି ନୟାଗଡ଼ ଜିଲାର ଭାପୁର ବ୍ଲକରେ ୫୧ କୋଟି ୨୭ ଲକ୍ଷ ଠକେଇ ଘଟଣାରେ କାର୍ଯ୍ୟାନୁଷ୍ଠାନ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମଜିଏନ୍ଆର୍ଇଜିଏସ୍)ରେ କଞ୍ଚାମାଲ…
ଯବାନଙ୍କ ପରିବେଶ ଚିନ୍ତା, କ୍ୟାମ୍ପସ୍ରେ ଲଗାଇ ସାରିଲେଣି ୪ ହଜାର ଚାରା
ମାଲକାନଗିରି, ୨୮ା୯(ଦୁର୍ଯ୍ୟୋଧନ ପାତ୍ର): ଆମ ଦେଶର ସୁରକ୍ଷା କର୍ମୀ ବିଏସ୍ଏଫ୍, ଡିଆର୍ଜି , ସିଆରପିଏଫ, କୋବ୍ରା, ଓଡିଶା ରାଜ୍ୟ ଆର୍ମ ଫୋର୍ସର ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ଦେଶର ସୁରକ୍ଷା ସହ ଜନତାଙ୍କ ଧନ ଜୀବନ ରକ୍ଷା କରିବା ନେଇ…
ପୋଲ ପାଲଟିଛି ମରଣଯନ୍ତା: ବ୍ୟୟ ଅଟକଳ ସହ ସରିଛି ଟେଣ୍ଡର, ଆରମ୍ଭ ହେଉନି କାମ
ପୋଟେରୁ, ୨୮ା୯ (ସୌରଭ ମଣ୍ଡଳ): ମାଲକାନଗିରି ଜିଲାରୁ ମାଲକାନଗିର-ମୋଟୁକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ ପୋଲ ମରଣଯନ୍ତା ପାଲଟିଛି। ପୋଲ ଉପରେ ବଡ଼ ବଡ଼ ଗାତ ହୋଇ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ବର୍ଷା୍ଦିନେ ଏହି ଗାତଗୁଡ଼ିକରେ…
ଭରା ନଦୀରୁ ୧୦ ଜଣଙ୍କୁ ବଞ୍ଚାଇଲେ ୨ ଆଦିବାସୀ ଯୁବକ
ଟିକିରି,୨୮।୯(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ କାହ୍ନୁଗୁଡା ଗ୍ରାମର ସରକାରୀ ବିଦ୍ୟାଳୟରେ ଅଭିଭାବକଙ୍କ ଏକ କାର୍ଯ୍ୟକ୍ରମକୁ ଆସି ଗ୍ରାମକୁ ଫେରୁଥିବାବେଳେ ନଦୀରେ ପ୍ରବଳ ପାଣି ଆସିବାରୁ ଏକ ଛୋଟ ଛୁଆ ସହିତ ୧୦ଜଣ ଭାସିଯାଉଥିଲେ। ଏହି…
ଋଣବୋଝ ନେଲା ଚାଷୀଙ୍କ ଜୀବନ
ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲା ଗାଇସିଲେଟ୍ ଥାନା ରାଇସଲପଦର ପଞ୍ଚାୟତର ଉମରାଡ ଗ୍ରାମରେ କୀଟନାଶକ ଖାଇ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଉକ୍ତ ଗ୍ରାମର ପଦ୍ମନ ଭୁଏ(୩୪)। ଋଣବୋଝ ତଥା ଋଣ ଅସୁଲିରେ ମାଇକ୍ରୋ ଫାଇନାନ୍ସ…
ନାଲ୍କୋ ଆଲୁମିନିୟମ ପାର୍କରେ ୬୦ ହାତୀ
ବଅଁରପାଳ,୨୮ା୯(ଉପେନ୍ଦ୍ର ରାଉତ)ଅନୁଗୋଳ ଜିଲା ନାଲ୍କୋ ଆଲୁମିନିୟମ ପାର୍କରେ ବୁଧବାର ୬୦ ହାତୀ ଉପଦ୍ରବ କରିଛନ୍ତି। ହାତୀପଲ ଗଛ ଭାଙ୍ଗି ନଷ୍ଟ କରିବା ସହ ଲୋକଙ୍କ ବଗିଚାରେ ପଶି ପନିପରିବା ଫସଲ କ୍ଷତି ଘଟାଇଛନ୍ତି। ହାତୀପଲକୁ ଦେଖି କୁଲାଡ଼, ଗିରାଙ୍ଗ, ତୁଳସୀପାଳ, ଲଙ୍ଗୁଳିଆବେଡା,…
ଘାଟିରେ ବସ୍ ଓଲଟି ଖେଳ ଶିକ୍ଷକ ମୃତ, ୩୪ ଛାତ୍ରୀଛାତ୍ର ଆହତ
ଚନ୍ଦାହାଣ୍ଡି/ଝରିଗାଁ/ନବରଙ୍ଗପୁର,୨୮।୯( ଦିଲୀପ ଦାସ/ କିଶୋର ଚନ୍ଦ୍ର ମଣ୍ଡଳ/ସଦାଶିବ ପ୍ରହରାଜ)ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍ ନବରଙ୍ଗପୁର ଜିଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ବୁଧବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ଥିବା ଜଣେ ଖେଳ ଶିକ୍ଷକଙ୍କର ମୃତ୍ୟୁ…
ଗୋରୁଙ୍କ କବ୍ଜାରେ ଜାତୀୟ ରାଜପଥ
ବାଲିଗୁଡ଼ା,୨୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ୫୯ ନଂ. ଜାତୀୟ ରାଜପଥରେ ସନ୍ଧ୍ୟାରେ ଗୋରୁଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି। ଫଳରେ ସାଧାରଣରେ ଏହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ…
ଘାଟି ଉପରୁ ତଳକୁ ଖସିଲା ସ୍କୁଟି: ଚାଲିଗଲା ୩ ଜୀବନ
କୋରାପୁଟ,୨୭ା୯(ଅମିତାଭ ବେହେରା): ସ୍କୁଟି ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଯାଇଛି। ଏପରି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ଲଙ୍ଗଳବେଡ଼ା ପଞ୍ଚାୟତର କସମ ଘାଟିରେ। ସ୍କୁଟିରେ ଫେରୁଥିଲେ ଗୋଟିଏ ପରିବାରର ୩ଜଣ। ଭାରସାମ୍ୟ ହରାଇ ଏକ…
Archives


