ବିଜେଡି ସରକାରଙ୍କ ଉପରେ ବର୍ଷିଲେ ଭାଜପା ମହିଳା ନେତ୍ରୀ
ପାଟଣା,୪।୩(ବୀର କିଶୋରଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟରେ ସୋମବାର ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ନାରୀ ଶକ୍ତି ବନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅବସରରେ ପାଟଣା ମୁଖ୍ୟାଳୟ ଆନନ୍ଦେଶ୍ୱର ଶିବ ମନ୍ଦିରରୁ ଏକ ପଦଯାତ୍ରା ବାହାରି ବଜାର ପରିକ୍ରମା…
୨୧ ଟନ୍ ଗୋ’ମାଂସ ବୋଝେଇ କଣ୍ଟେନର ଜବତ
ଛତ୍ରପୁର,୪ା୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଉଜ୍ଜ୍ୱଳେଶ୍ୱରୀ ମନ୍ଦିର ନିକଟ ୧୬ନମ୍ବର ଜାତୀୟ ରାଜପଥରୁ ୨୧ ଟନ୍ ଗୋ’ ମାଂସ ବୋଝେଇ କଣ୍ଟେନର ଜବତ ହୋଇଛି। ଉକ୍ତ କଣ୍ଟେନରଟି ବଡ଼ମ୍ବାରୁ ହାଇଦ୍ରାବାଦ ଯାଉଥିବା ବେଳେ ତାକୁ ବଜରଙ୍ଗ ଦଳ…
ଭାଜପାରେ ଯୋଗଦେବାର ୨ ମାସ ପରେ ଛାଡ଼ିଲେ: ଘରକୁ ବାହୁଡ଼ିଲେ ପୂର୍ବତନ ଜିଲା ପରିଷଦ ସଭାପତି
ଯାଜପୁର,୪।୩: ଯାଜପୁରର ପୂର୍ବତନ ଜିଲା ପରିଷଦ ସଭାପତି ତଥା ରସଲୁପୁର ବବ୍ଲ ପୂର୍ବତନ ଅଧ୍ୟକ୍ଷ ନରେଶ ମହାନ୍ତି ସୋମବାର ବିଜେଡିରେ ଯୋଗ ଦେଇଛନ୍ତି। ପ୍ରାୟ ୨ ମାସ ପୂର୍ବରୁ ସେ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିିଲେ। ତେବେ ୨ ମାସ…
୩ ଦଫା ଦାବିରେ ପାଚିକା-ସହାୟିକାଙ୍କ ପକ୍ଷରୁ ଧାରଣା
କେନ୍ଦୁଝର,୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ମିଡ୍ ଡେ ମିଲ ଓ୍ବାର୍କର୍ସ ୟୁନିୟନ ପକ୍ଷରୁ ସୋମବାର ତିନି ଦଫା ଦାବିରେ କେନ୍ଦୁଝରଠାରେ ଏକ ରାଲି ଅନୁଷ୍ଠିତ ହୋଇଯାଇଛି। ଜିଲାର ବିଭିନ୍ନ ସ୍କୁଲରେ କାମ କରୁଥିବା ଶତାଧିକ ପାଚିକା/ସହାୟିକା ସାମିଲ ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟ…
ମୋକିମଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
କଟକ,୪ା୨(କାର୍ତ୍ତିକ ସାହୁ): ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି। ହାଇକୋର୍ଟର ବିଚାରପତି ସଙ୍ଗମ କୁମାର ସାହୁ ମାମଲାର ରାୟ ପ୍ରକାଶ କରି ମୋକିମ ପ୍ରାର୍ଥିପତ୍ର ଦାଖଲ ବେଳେ ଆପରାଧିକ ମାମଲାର ସବିଶେଷ…
ଭାଜପାରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ
ଢେଙ୍କାନାଳ,୪ା୩(ରତନ ନାୟାର): ଢେଙ୍କାନାଳ ଭାଜପା ଜିଲା କାର୍ଯ୍ୟାଳୟ ପରିସରରେ ସୋମବାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କଂଗ୍ରେସ ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ଓ ପୂର୍ବତନ ଜିଲା କଂଗ୍ରେସ ସଭାପତି…
୨୦ ଫୁଟର ଘାଇ: ପାଣି ମଧ୍ୟରେ ଲୋକେ
ଧର୍ମଗଡ଼,୪।୩: କଳାହାଣ୍ଡି ଜିଲା କଲମପୁର ବ୍ଲକ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ସୋମବାର ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଏ ନେଇ ଆଖପାଖ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏହା ସହ ଲୋକଙ୍କ ଘରେ ପାଣି ମଧ୍ୟ ପଶିଯାଇଛି। ଭୋର ସମୟରେ ହଠାତ୍…
ବିଜେଡି ପ୍ରାର୍ଥୀଙ୍କୁ ନେଇ ଦ୍ୱନ୍ଦ୍ୱ
ବଲାଙ୍ଗୀର,୪ା୩(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଲୋକ ସଭା ଆସନ ଅଧୀନରେ ବଲାଙ୍ଗୀର ଜିଲାର ୫ ଏବଂ ସୁବର୍ଣ୍ଣପୁର ଜିଲାର ୨ଟିକୁ ମିଶାଇ ୭ଟି ବିଧାନସଭା ଆସନ ରହିଛି। ୨୦୧୯ ନିର୍ବାଚନରେ ଭାଜପାରୁ ସଙ୍ଗୀତା କୁମାରୀ ସିଂଦେଓ, ବିଜେଡିରୁ କଳିକେଶ ନାରାୟଣ ସିଂଦେଓ ଏବଂ…
ଇନ୍ଦ୍ରାବତୀ କେନାଲରେ ଘାଇ: ଲୋକଙ୍କ ଘରେ ପଶିଲା ପାଣି
ଭବାନୀପାଟଣା,୪।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ବ୍ଲକ ଦେପୁର ଠାରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ରବିବାର ବିଳମ୍ବିତ ରାତିରେ ପ୍ରାୟ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଯାହାଫଳରେ କେନାଲରୁ ପାଣି ନିଷ୍କାସନ ହୋଇ ସ୍ଥାନୀୟ ଅଞ୍ଚଳ ଜଳମଗ୍ନ…
୫ରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ଅପେକ୍ଷା
କେନ୍ଦ୍ରାପଡ଼ା,୪ା୩(ଜଗନ୍ନାଥ ଧଳ):ଆଗକୁ ସାଧାରଣ ନିର୍ବାଚନ ଆସୁଛି। ଏହା ପୂର୍ବରୁ କେନ୍ଦ୍ରପଡ଼ା ଜିଲାରେ ଯାତ୍ରୀବାହୀ ରେଳ ଚାଲିବା ସ୍ବପ୍ନ ପୂରଣ ହେବାକୁ ଯାଉଥିବା ସୂଚନା ମିଳୁଛି। ଆସନ୍ତା ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଜପୁର ଜିଲା ଚଣ୍ଡିଖୋଲକୁ ଗସ୍ତ କରୁଛନ୍ତି। ଏହି ଅବସରରେ…
ହଳଦୀଗଡ଼ିଆରେ ଜଳ ସଙ୍କଟ
କୋରେଇ,୪ା୩ (ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ହଳଦୀଗଡ଼ିଆ ଗ୍ରାମରେ ଦୀର୍ଘଦିନ ହେବ ଜଳସଙ୍କଟ ଲାଗି ରହିଛି। ଫଳରେ ପିଇବା ପାଣି ପାଇଁ ଶତାଧିକ ଲୋକ ଦହଗଞ୍ଜ ହେଉଛନ୍ତି। ଏପରି କି ପାଣି ପାଇଁ ଗ୍ରାମର ମହିଳାମାନଙ୍କୁ ମାଇଲମାଇଲ ଦୂର…
ଭଙ୍ଗାଘରେ ବିତୁଛି ଗୁଣ୍ଡିଚାଙ୍କ ଜୀବନ
ପଟ୍ଟାମୁଣ୍ଡାଇ,୪ା୩(କଳ୍ପତରୁ ନାୟକ):ଗରିବ ବାସହୀନ ଲୋକଙ୍କୁ ପକ୍କାଗୃହ ଯୋଗାଇ ଦେବା ଲକ୍ଷ୍ୟରେ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଭଳି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ କେତେଜଣ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଆନ୍ତରିକତାର ଅଭାବରୁ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ…

