ଆମ ଜିଲା ଖବର

ଦୁର୍ଘଟଣାରେ ବାଇକ ଆରୋହୀଙ୍କ ଗଲା ଜୀବନ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

କେନ୍ଦୁଝର,୧୯।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରାଇସୁଆଁ ଅଭିମୁଖେ ଯାଉଥିବା ଏକ ବାଇକ ଉପରେ ଏନଏଚ ୨୦ରେ ଟ୍ରକ ଚଢ଼ିଯିବାରୁ ଜଣେ ଯୁବକର ମୃତ୍ୟୁ ଘଟିଛି। ଫଳରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିବା ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ମୃତକ…

୫ ଦିନ ହେବ କୁକୁର ମୁହଁରେ ପଶିଛି ପ୍ଲାଷ୍ଟିକ ଡବା: ଉଦ୍ଧାର ପାଇଁ ଉଠିଲା ଦାବି

ଲୋଇସିଂହା,୧୮।୬(ସୁଶାନ୍ତ ବାରିକ):ଏକ ବୁଲା କୁକୁର ମୁହଁରେ ପ୍ଲାଷ୍ଟିକ ଡବା ପଶି ଯାଇଛି। ଏଭଳି ଏକ ଦୃଶ୍ୟ ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ନଅଗାଁ (ଖ) ରେ ଦେଖିବାକୁ ମିଳିଛି। ୫ ଦିନ ବିତି ଯାଇଥିଲେ ସୁଦ୍ଧା କୁକୁର ମୁହଁରୁ ଡବା…

ଆସିଲା ବଡ଼ ଖବର: ଏହି ଦିନ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ପୁରୀ,୧୯।୬: ଶ୍ରୀମନ୍ଦିର ରତ୍ନଭଣ୍ଡାର କେବେ ଖୋଲିବ ସେନେଇ ସସ୍‌ପେନ୍ସ ଲାଗିରହିଥିବା ବେଳେ ଏବେ ଏହାର ଅନ୍ତ ଘଟିଛି। ଜୁଲାଇ ୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି। ଏନେଇ ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ ଡି.ବି. ଗଡନାୟକ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଯାଞ୍ଚ…

କର୍ଫ୍ୟୁ ପ୍ରଭାବରେ ପରିବା ବଜାରରେ ନିଆଁ, ୧୦୦ ଛୁଇଁଲା ଟମାଟୋ-ପିଆଜ

ବାଲେଶ୍ୱର,୧୯।୬: ବାଲେଶ୍ୱରରେ ଲାଗିଥିବା କର୍ଫ୍ୟୁ ପ୍ରଭାବରେ ସାଧାରଣ ଜନତା ହନ୍ତସନ୍ତ ହୋଇଛନ୍ତି। ଏହା ପ୍ରଭାବରେ ପରିବା ଦର ଆକାଶ ଛୁଆଁ ହୋଇଛି । ସବୁ ପରିବା ଦର କିଲୋ ପ୍ରତି ପାଖାପାଖି ୧୦୦ ଟଙ୍କା ଛୁଇଁଛି। ଟମାଟୋ, ପିଆଜ ଦର ୧୦୦…

ବାଲେଶ୍ବର ସହରରେ କର୍ଫ୍ୟୁ ବଳବତ୍ତର:ଇଣ୍ଟରନେଟ ସେବା ବନ୍ଦ

ବାଲେଶ୍ୱର ଅଫିସ,୧୯/୬(ମାନସ ବିଶ୍ବାଳ): ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା ପରେ ଅଶାନ୍ତ ହୋଇପଡ଼ିଥିବା ବାଲେଶ୍ୱର ସହରରେ କର୍ଫ୍ୟୁ ବୁଧବାର ବି ବଳବତ୍ତର ରହିଛି। ଏଥିସହିତ ମଙ୍ଗଳବାର ଅପରାହ୍ନରୁ ସହରରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଛି। ସୋମବାର ବିଳମ୍ବିତ ରାତିରୁ କର୍ଫ୍ୟୁ…

‘ଶାଶୁଘର ଲୋକଙ୍କ ନିର୍ଯାତନା ସହି ନ ପାରି ମୋ ଝିଅ ଜୀବନ ହାରିଲା’

ପାଟଣା,୧୯।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ତେଣ୍ଡେରା ପଞ୍ଚାୟତ ରସପଡା ଗ୍ରାମର ଜଣେ ୨୩ ବର୍ଷୀୟ ବିବାହିତ ମହିଳା କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ବୀର କିଶୋର ମହାନ୍ତଙ୍କ ସ୍ତ୍ରୀ ଲୀଳାବତୀ। ସୂଚନାଯୋଗ୍ୟ,…

ଶୁଟିଂ ସାରି ଫେରୁଥିବାବେଳେ ଅଘଟଣ: ଟ୍ରକ୍‌କୁ ପିଟିଲା କାର୍‌, ଜଣେ ମୃତ

କଟକ,୧୯।୬(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଜିଲା ତ୍ରିଶୁଳିଆ କାଜିପାଟଣା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଟ୍ରକ୍‌କୁ ପିଟିଦେଇଛି କାର୍‌। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ କଟକ ଏସସିବିରେ…

ଦନ୍ତା ହାତୀର ମୃତହେଦ ଉଦ୍ଧାର: ମାରି ଦିଆଯାଇଥିବା ସନ୍ଦେହ

ହାଟଡିହୀ,୧୯।୬(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଧୀନ ଆଶ୍ରମ ସ୍କୁଲ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ବାଡ଼ି ନିକଟରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ଉକ୍ତ ହାତୀଟି ହଦଗଡରୁ ଆସି ଏoହି ଅଞ୍ଚଳରେ ଚଳପ୍ରଚଳ କରୁଥିଲା।…

୫୦ବର୍ଷକୁ ଲକ୍ଷ୍ୟ ରଖି ୫ ବର୍ଷରେ ଯୋଜନା: ମୁଖ୍ୟମନ୍ତ୍ରୀ

ବରଗଡ଼,୧୯।୬(ପ୍ରେମାନନ୍ଦ ଖମାରୀ):ଗତ ୨୪ବର୍ଷ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ତ ଦୂରର କଥା, ୨୪ ବର୍ଷର ସମସ୍ୟା ମଧ୍ୟ ପଡ଼ି ରହିଛି। ରାଜ୍ୟରେ ଶାସନକୁ ଆସିବା ପୂର୍ବରୁ ଭାଜପା ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ତାହା ପାଳନ କରାଯିବ। ଶପଥ ପାଠ ସରିବାର ଅଳ୍ପ…

ବରଗଡ଼ରେ ସାଧାରଣ ଲୋକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ଅଭିଯୋଗପତ୍ର ଗ୍ରହଣ କଲେ, ଆଶ୍ୱାସନା ଦେଲେ

ଭୁବନେଶ୍ୱର,୧୮।୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଙ୍ଗଳବାର ବରଗଡ଼ରେ ପିଏମ୍‌ କିଶାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ଯୋଗ ଦେବାପରେ ବରଗଡ଼ ସର୍କିଟ ହାଉସରେ ସାଧାରଣ ଲୋକଙ୍କ ସହିତ ମିଶିଛନ୍ତି। ବିଭିନ୍ନ ସ୍ଥାନୀୟ କୃଷକ ସଂଗଠନ, ସାମାଜିକ ସଂଗଠନର ପ୍ରତିନିଧିମାନଙ୍କ ସହିତ ମିଶି…

ଗଞ୍ଜାମ ଗାର୍ଲସ ହାଇସ୍କୁଲ ଚୋରି ମାମଲା,ଦୁଇ ଗିରଫ

ଗଞ୍ଜାମ,୧୮।୬(ବିଦ୍ୟାଧର ସାହୁ )ଗଞ୍ଜାମ ସହର ସ୍ଥିତ ଷ୍ଟେସନ ରୋଡ଼ ଠାରେ ଥିବା ଗଞ୍ଜାମ ବାଳିକା ଉଚ୍ଚ ବିଦ୍ୟାଳୟରୁ ଗତ ଦୁଇଦିନ ତଳେ ସ୍କୁଲର ଇନଭାଇରଟର ବେଟେରି, ଶିଶିକ୍ୟାମେରା ଆଦି ଚୋରି ହୋଇଥିଲା । ଏନେଇ ସୋମବାର ସ୍କୁଲ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ…

ଅଶାନ୍ତ ବାଲେଶ୍ୱର: ପୁଣି ବଢିଲା କର୍ଫ୍ୟୁ ଅବଧି

ବାଲେଶ୍ୱର,୧୮।୬(ମାନସ ବିଶ୍ବାଳ ): ବାଲେଶ୍ୱରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ସହରରେ କର୍ଫ୍ୟୁ ଅବଧି ବଢାଯାଇଛି। ବାଲେଶ୍ବର ପୌରାଞ୍ଚଳରେ ୧୯ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରାଯାଇଛି। କର୍ଫ୍ୟୁ ବୃଦ୍ଧି ନେଇ ବାଲେଶ୍ବର ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?