ଆମ ଜିଲା ଖବର

ମା-ବାପାଙ୍କ ଗଣ୍ଡଗୋଳ ଦେଖି ଜୀବନ ହାରିଲେ କଲେଜ ଛାତ୍ରୀ

ଧରାକୋଟ,୮।୬: ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ଧରାକୋଟ ମଝି ସାହିରେ ନିଜ ଘରେ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ଜଣକ ହେଲେ ସ୍ବେତା ସ୍ବାଇଁ ଓରଫ ଲିଜା(୧୯ ) l ସେ ଆସିକା ନିରଞ୍ଜନ…

ସଙ୍ଗଠନକୁ ମଜଭୁତ କରିବାକୁ ଏକାଠି ହେଲେ କଳାକାର

କର୍ଲାମୁଣ୍ଡା:୮।୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପେନସନ ଭୋଗୀ କଳାକାର ସଂଘର ବାର୍ଷିକ ବୈଠକ ଟକାରୁମାଲ ସ୍ଥିତ ଗିରିଗୋବର୍ଦ୍ଧନ ପୀଠରେ ରବିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଳାକାର କ୍ଷୀର ସାଗର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି…

ବରଗଡ଼ ଏଫସି ଜିତିଲା ୨୦୨୫ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିୟନସିପ

ଭୁବନେଶ୍ୱର,୮ା୬: ବରଗଡ଼ ଏଫସି ଓଡ଼ିଶାରେ ଆୟୋଜିତ ୨୦୨୫ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିୟନସିପରେ ବିଜୟୀ ହୋଇଛି। ବରଗଡ଼ ଏଫସି ରବିବାର ରାଉରକେଲା ସହରର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ୧୫ ବର୍ଷରୁ କମ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭୁବନେଶ୍ୱର ଏଫସିକୁ ୩-୨…

କାଜୁ ବଗିଚାରେ ମହିଳାଙ୍କୁ କଚାଡ଼ି ମାରିଲା ହାତୀ

ଦେବଗଡ଼,୮ା୬(ଶଶାଙ୍କ ଶେଖର ଝାଙ୍କର): ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଯାଇଛି। ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ ଆଉଁଳିରେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା କୈଳାସ ପ୍ରଧାନଙ୍କ ସ୍ତ୍ରୀ କଳାବତୀ ପ୍ରଧାନ ବୋଲି ଜଣାପଡ଼ିଛି। କାଜୁ ବଗିଚାରେ ମହିଳାଙ୍କୁ କଚାଡ଼ି…

ଶ୍ରୀମନ୍ଦିର ଭୋଗ ମଣ୍ଡପରେ ଅଘଟଣ: ଗରମ ଡାଲି ପଡ଼ି ୭ ଭକ୍ତ ଆହତ

ପୁରୀ,୮।୬: ପୁରୀ ଶ୍ରୀମନ୍ଦିର ଭୋଗ ମଣ୍ଡପରେ ରବିବାର ଏକ ଅଘଟଣ ଘଟିଛି। ଗରମ ଡାଲି ପଡ଼ି ୭ଜଣ ଭକ୍ତ ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ହୋଇଥିବା ସମସ୍ତ ଭକ୍ତ ନୟାଗଡ଼ ଅଞ୍ଚଳର ବୋଲି ସୂଚନା ମିଳିଛି। ମିଳିଥିବା…

ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ଘାଟିଶୁଳା, ଚକରା ଘାଟି

ଭଞ୍ଜନଗର,୮ା୬(ବାବୁଲା ପ୍ରଧାନ): ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଘୁମୁସର ଇତିହାସର ମୂକସାକ୍ଷୀ ଚକରା ଘାଟି ଏବଂ ଘାଟିଶୁଳାର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି। ଆଗକୁ ରଣଘଣ୍ଟାର ମଧ୍ୟ ବିକାଶ ହେବ। ତେଣୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିମନ୍ତ୍ରଣ ରକ୍ଷା…

ଭାଙ୍ଗି ଅଧାରେ ଝୁଲି ରହିଛି ଯାତ୍ରୀ ପ୍ରତୀକ୍ଷାଳୟ, ଆଶଙ୍କାରେ ଲୋକେ

ଧର୍ମଶାଳା,୮ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଜାରକା ବସ୍‌ ରହଣି ସ୍ଥାନରେ ବସ୍‌ଯାତ୍ରୀମାନଙ୍କ ପାଇଁ ନିର୍ମିତ ଅସ୍ଥାୟୀ ପ୍ରତୀକ୍ଷା ଲୟ ଭାଙ୍ଗି ଅଧାରେ ବିପଦ ପୂର୍ଣ୍ଣ ଭାବେ ଝୁଲି ରହିଛି। ପ୍ରବଳ ଖରା ଗରମରୁ ରକ୍ଷା…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ପୋଡ଼ିଦେଲେ ଦୁର୍ବୃତ୍ତ, ରକ୍ତ ଛିଟା ଦେଖି…

ପାରଳାଖେମୁଣ୍ଡି,୮ା୬(ଗିରିଧାରୀ ପରିଚ୍ଛା): ଗୁଣି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା କୁଇହୁରୁ ଗାଁରେ। ମୃତକ ଜଣକ ହେଲେ ୬୦ ବର୍ଷୀୟ କାମ୍ବି ମଳିକ। ଗତ ମଙ୍ଗଳବାର…

ଭୂତକୋଠି ପାଲଟିଛି ବୃନ୍ଦାବନ ପ୍ୟାଲେସ୍‌, ତଦାରଖ କଲେ ବିଧାୟକ

ପାରଳାଖେମୁଣ୍ଡି,୮ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ରହିଛି ଏକ ପର୍ଯ୍ୟଟନସ୍ଥଳୀ ବିଏନ୍‌ ପ୍ୟାଲେସ ବା ବୃନ୍ଦାବନ ପ୍ୟାଲେସ। କିନ୍ତୁ ଯେଉଁଭଳି ଭାବେ ଏହି ପ୍ୟାଲେସକୁ ବାରମ୍ବାର ଅବହେଳା କରାଯାଉଛି, ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ରକ୍ଷଣାବେକ୍ଷଣ ଅଭାବରୁ ବୃନ୍ଦାବନ…

୧୩ରୁ ଆରମ୍ଭ ହେବ ସର୍ବଭାରତୀୟ ଦିବାରାତ୍ର କବାଡ଼ି ପ୍ରତିଯୋଗିତା: ଏଥିରେ ଭାଗ ନେବେ ୩୨ ଦଳ

ଧର୍ମଶାଳା,୮ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଖଣ୍ଡିତରଠାରେ ୭୦ ତମ ସର୍ବଭାରତୀୟ ଦିବାରାତ୍ର କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ଥର ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ମୋଟ୍‌ ୩୨ଟି ପୁରୁଷ ଓ ମହିଳା…

ପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ଅଘଟଣ: ଶ୍ବାସରୁଦ୍ଧା ହୋଇ ୩ ଜୀବନ ଗଲା

ଖଇରା,୮।୬(ଉତ୍କଲବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଅଧୀନ ଗଗନଧୂଳି ଗ୍ରାମରେ ରବିବାର ପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ଅଭାବନୀୟ ଘଟଣା ଘଟଛି । ଶ୍ବାସରୁଦ୍ଧ ହୋଇ ୩ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି । ମୃତକମାନେ…

ଆଜି ସରୁଛି ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା, ନାଚଗୀତରେ ଦୁଲୁକୁଛି ସହର

ପୁରୁଷୋତ୍ତମପୁର,୮ା୬(ସୀମାଞ୍ଚଳ ମିଶ୍ର): ଆଜି ଅର୍ଥାତ୍‌ ରବିବାର ଶେଷ ହେଉଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର କିମ୍ବଦନ୍ତୀ ପୂର୍ଣ୍ଣ ଐତିହାସିକ ଠାକୁରାଣୀ ଯାତ୍ରା। ଏହି ଅବସରରେ ରବିବାର ଛୁଟିଦିନ ଥିବାରୁ ସମଗ୍ର ସହର ଲୋକାରଣ୍ୟ ହୋଇ ପଡ଼ିଥିବା ବେଳେ ନାଚଗିତରେ ସହର ପ୍ରକମ୍ପିତ ହେବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?