ପୁଣି ଚର୍ଚ୍ଚାରେ ପାଟଣାଗଡ଼ ଏନଏସି: ଅବସରପ୍ରାପ୍ତ କର୍ମଚାରୀ ଓ ସିନିୟର ଆସିଷ୍ଟାଣ୍ଡ ମୁହାଁମୁହିଁ
ପାଟଣାଗଡ଼,୩।୮: ବଲାଙ୍ଗୀର ଜିଲା ପାଟଣାଗଡ଼ ଏନଏସିର ଜଣେ ଅବସରପ୍ରାପ୍ତ କର୍ମଚାରୀ ଓ ସିନିୟର ଆସିଷ୍ଟାଣ୍ଡଙ୍କ ମଧ୍ୟରେ ରବିବାର ମୁହାଁମୁହିଁ ହେବା ଚର୍ଚ୍ଚାର ବିଷୟ ହୋଇଛି । ଏ ନେଇ ଥାନାରେ କୌଣସି ପକ୍ଷରୁ ମାମଲା ରୁଜୁ ହୋଇ ନ ଥିବା ଜଣାଯାଇଛି।…
କଫ୍ ସିରପ୍ ସହ ନିଶା ବଟିକା କାରବାର କରୁଛନ୍ତି ନାବାଳକ, ୩ ଗିରଫ
ଅତାବିରା,୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ପୋଲିସ ଶୁକ୍ରବାର ବିପୁଳ ପରିମାଣରେ କଫ୍ ସିରପ୍ ଜବତ କରିଛି। ଏହି ମାମଲାରେ ପୋଲିସ ଜଣେ ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ସାବାଳକ ଅଭିଯୁକ୍ତମାନେ ହେଲେ, ଅତାବିରା ଥାନା…
ଗୁଣି ସନ୍ଦେହରେ ଯୁବକକୁ ହତ୍ୟାକରି ଡ୍ୟାମରେ ଫିଙ୍ଗିଦେଲେ ଗ୍ରାମବାସୀ
ମୋହନା,୩।୮( ମନ୍ମଥ ମିଶ୍ର ): ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା କରି ଡ୍ୟାମରେ ଫିଙ୍ଗିଦେଲେ। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ରାଚାଗୁଡା ଗାଁର। ମୃତକ ହେଲେ ଗୋପାଳ ମଳିକ । ହତ୍ୟା ପରେ ମୃତଦେହକୁ ଅଡବା ହରଭଙ୍ଗୀ…
ଗୁମା ଘାଟିରେ ଅଘଟଣ, ଘର ଭିତରେ ଧସେଇ ପଶିଲା ଟ୍ୟାଙ୍କର, ବୃଦ୍ଧା ମୃତ, ଡ୍ରାଇଭର ଗୁରୁତର
ରାୟଗଡ଼ା,୩।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା – କୋରାପୁଟ ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ଗୁମ୍ମା ଗାଁ ରେ ଏକ ଆଲୁମିନିୟମ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଏକ ଝୁପୁଡ଼ି ଘର ଉପରେ ମାଡ଼ିଯାଇଥିଲା। ଏଥିରେ ଘରେ ସୋଇଥିବା…
ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା: ବାପା କହିଲେ ଝିଅ ମୋ ଭାଗ୍ୟରେ ନଥିଲା…
ବଳଙ୍ଗା,୩।୮: ଦିଲ୍ଲୀ ଏମ୍ସରେ ମୃତ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କ ବାପା ଓ ଦାଦା ପ୍ରତିକ୍ରିୟା ରଖିଛନ୍ତି। ସେମାନେ ରାଜନୀତି ଠାରୁ ଦୂରେଇ ରଖିବାକୁ ଭାବବିହ୍ବଳ ହୋଇ ଅନୁରୋଧ କରିଛନ୍ତି। ଆମେ କାହାକୁ ଦୋଷ ଦେବାକୁ ଚାହୁଁନୁ, ଝିଅ ଆମ…
ବୌଦ୍ଧ MVI ଗୋଲାପ ଚନ୍ଦ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଝିଅଘରେ ବି…
ବୌଦ୍ଧ,୩।୮: ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଂସଦା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ରବିବାର ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ସମେତ ୬ଟି ସ୍ଥାନରେ ଏକ କାଳୀନ ଚଢ଼ାଉ ଚାଲିଛି। ତାଙ୍କ ବାରିପଦା ଘର, ବୌଦ୍ଧ ଭଡ଼ା ଘର…
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ
ଶେରଗଡ଼,୨ା୮(ସୂର୍ଯ୍ୟ ନାରାୟଣ ଦାଶ): ଆଉ କିଛି ସମୟ ପରେ ବସ୍ ଆସିଥିଲେ ଗାଁରେ ପରିବାର ଲୋକଙ୍କ ନିକଟରେ ପହଞ୍ଚି ଥାନ୍ତେ। ସୁରଟରୁ ଆସି ଶେରଗଡ଼ ଚାରିଛକରେ ବସ୍କୁ ଅପେକ୍ଷା କରିଥିଲେ। ଅଥଚ ସେଠାରେ ଛକି ବସିଥିଲା ମୃତ୍ୟୁ। ବିଦ୍ୟୁତ୍ ସଂସ୍ପର୍ଶରେ ଆସି…
୨୭ ଫୁଟର କାଉଡ଼ି ଭାର ଧରି ଚାଲିଲେ କାଉଡିଆ
ଫୁଲବାଣୀ,୨ା୮(ରାକେଶ କୁମାର ରାଉତ): ଏବେ କାଉଡିଆଙ୍କ ଭିଡ଼ ଲାଗିଛି ମହାଦେବଙ୍କ ପାଖରେ ଜଳ ଲାଗି କରିବାକୁ। ଅନେକ ଆକର୍ଷଣୀୟ କାଉଡି ଏବେ ଦର୍ଶନୀୟ ବସ୍ତୁ ପାଲଟିଛି। ଶନିବାର ଫୁଲବାଣୀ ସହରରୁ ଏଭଳି ଅନେକ କାଉଡିଆ ଦଳ ସୁଦୃଶ୍ୟ କାଉଡି ଭାର ଧରି…
ସହରରେ ବୁଲୁଥିଲେ ଅଜଣା ଯୁବକ: ପୋଲିସ ଜିମା ଦେଲେ ସ୍ବେଚ୍ଛାସେବୀ
ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ବୁଲୁଥିଲେ ଜଣେ ଅଜଣା ଯୁବକ। ସ୍ଥାନୀୟ କିଛି ସ୍ବେଚ୍ଛାସେବୀ ତାଙ୍କୁ ଧରି ଶନିବାର ଥାନାରେ ଜିମା ଦେଇଛନ୍ତି l ଅପରାହ୍ନରେ ଯୁବକ ଜଣକ ଗଞ୍ଜାମ ଷ୍ଟେଶନରେ ବୁଲାବୁଲି କରୁଥିଲେ। ସେତିକିବେଳେ ସ୍ବେଚ୍ଛାସେବୀ ଉମା ଶଙ୍କର ମହାନ୍ତି,…
ସମୁଦ୍ରକୁ ମାଛ ମାରିବାକୁ ଯାଇ ଗୋଟିଏ ପରିବାର ୪ ନିଖୋଜ
କାଳିପଦା,୨ା୮(ରାଜଶ୍ରୀ ପାଣିଗ୍ରାହୀ): ସମୁଦ୍ରକୁ ମାଛ ମାରିବାକୁ ଯାଇ ବାଲିଆପାଳ ବ୍ଲକ ଚମୁଖ ପଞ୍ଚାୟତ କଙ୍କଡାପାଳ ଗ୍ରାମର ୪ଜଣ ନିଖୋଜ ହୋଇଯାଇଛନ୍ତି। ଶନିବାର ଡଙ୍ଗା ମାଲିକ ମଧୁସୂଦନ ଗିରି ( ୩୫) ତାଙ୍କ ବାପା ଗୋପାଳ ଗିରି ( ୬୦), ବଡ ଭାଇ…
ଧରାପଡ଼ିଲା ନକଲି ହନୁମାନ କଏନ ରାକେଟ, ୩ ଜଣଙ୍କୁ ବାନ୍ଧିଲା ରାୟଗଡ଼ା ପୋଲିସ
ରାୟଗଡ଼ା,୨।୮(ଆଶିଷ ରଞ୍ଜନ ପଣ୍ଡା) – ରାୟଗଡ଼ା ଟାଉନ ଥାନା ପୋଲିସ ଏକ ହନୁମାନ କଏନ୍ ରାକେଟ ଠାବ କରିବା ସହ ଏଥିରେ ଜଡ଼ିତ ତିନିଜଣ ଠକଙ୍କୁ ଗିରଫ କରିଛି। ଗିରଫ ତିନି ଜଣ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟ ପୂର୍ବ ଗୋଦାବରୀ ଜିଲା…
ଆଖି ବୁଜିଲେ ବଳଙ୍ଗା ପୀଡ଼ିତା, ଦିଲ୍ଲୀ AIIMSରୁ ଆସିଲା ବଡ଼ ଖବର
ଭୁବନେଶ୍ୱର,୨।୮: ଦିଲ୍ଲୀ ଏମ୍ସରୁ ଆସିଲା ବଡ଼ ଖବର। ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ତେବେ ଉକ୍ତ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତ ନିଆଁ ଲଗାଇ ଦେବା ଯୋଗୁ ସେ ଗୁରୁତର ଥିଲେ। ଏଣୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଦିଲ୍ଲୀ…

