କୋରାପୁଟରେ ଏସ୍ଏସ୍ଏମ୍ବି୨୯ର ଶୁଟିଂ ଆରମ୍ଭ
କୋରାପୁଟ,୮ା୩(ଅମିତାଭ ବେହେରା): କୋରାପୁଟ ଜିଲାର ପ୍ରାକୃତିକ ପରିବେଶ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆକୃଷ୍ଟ କରିଛି। ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ନିଜର ଆଗାମୀ ଫିଲ୍ମ ଶୁଟିଂ ପାଇଁ ଦକ୍ଷିଣ ଓଡ଼ିଶାର କୋରାପୁଟକୁ ବାଛିଛନ୍ତି। ଜିଲାର ବିଭିନ୍ନ ପର୍ଯ୍ୟଟନ…
ଅନ୍ତର୍ଜାତୀୟ ମହିଳା ଦିବସକୁ ପ୍ରତିବାଦ ଦିବସ ରୂପେ ପାଳିଲା ନିଖିଳ ଓଡ଼ିଶା ଇ.ସି. ସଂଘ
ଛତ୍ରପୁର,୮।୩(ଦିଲୀପ ସାମଲ): ଅନ୍ତର୍ଜାତୀୟ ମହିଳା ଦିବସ ସବୁ ସ୍ଥାନରେ ପାଳନ କରାଯାଉଥିବା ବେଳେ ନିଖିଳ ଓଡ଼ିଶା ଇ.ସି. ସଂଘ ପକ୍ଷରୁ ଏହି ଦିନକୁ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ଭାବେ ପାଳନ କରାଯାଇଛି। ନୂତନ ସରକାର ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ…
ଶପିଂ କରିବାକୁ ଯାଉଥିଲେ, ସାମ୍ନାକୁ ଗାଈ ଚାଲି ଆସିବାରୁ ଓଲଟି ପଡ଼ିଲା ଅଟୋ
ଖଲ୍ଲିକୋଟ,୮।୩(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ର ଗୁରାପଲ୍ଲୀ ନିକଟରେ ଏକ ଅଟୋ ଓଲଟି ଗୋଟିଏ ପରିବାରର ୬ ଜଣ ସଦସ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଙ୍କ…
ଜାଣନ୍ତୁ ମହିଳା ଦିବସର ତାତ୍ପର୍ଯ୍ୟ
ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ ଏଡିଜେ କୋର୍ଟ ପରିସରସ୍ଥ ବାର ଆସୋସିଏଶନ ଲାଇବ୍ରେରି ହଲରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ…
କଲ୍ୟାଣପୁର ଗାଁ ରେ ଅସାମାଜିକ ଯୁବକଙ୍କ ଆତଙ୍କ: ଖଣ୍ଡା ଧରି କଲେ ମାର୍ଚ୍ଚିଂ ଭିଡ଼ିଓ ଭାଇରାଲ
ଦିଗପହଣ୍ଡି,୮|୩(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ କଲ୍ୟାଣପୁର ଗାଁ ରେ ପଡୋଶୀ ଗ୍ରାମର କିଛି ଅସାମାଜିକ ଯୁବକ ଆତଙ୍କ ଚଳାଇଥିବା ଜଣାପଡ଼ିଛି।ଶୁକ୍ରବାର ରାତି ରେ ୨ ଟି ବାଇକ ରେ ୪ ଯୁବକ ଗାଁ କୁ ଆସି ସଂଘବଦ୍ଧ…
ଦିଗପହଣ୍ଡି କୋର୍ଟରେ ଲୋକ ଅଦାଲତ: ୨୦ ମାମଲାର ଫୈସଲା
ଦିଗପହଣ୍ଡି,୮|୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।କମିଟି ଅଧ୍ୟକ୍ଷା ତଥା ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ ୨୦ ଟି ଫୌଜଦାରୀ ମାମଲାର ଫୈସଲା କରିବା ସହ…
ଅନ୍ତୋଦୟ ଗୃହ ଯୋଜନା: ହିତାଧୀକାରୀଙ୍କ ଆବେଦନ ପତ୍ର ଯାଞ୍ଚ
ରାଇକିଆ,୮।୩ (ପ୍ରଦୀପ ବେହେରା): ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଅନଗ୍ରସରଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟରେ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ଅନ୍ତୋଦୟ ଗୃହ ଯୋଜନା । ଏଥିରେରେ ରାଇକିଆ ବ୍ଲକରେ ଆବେଦନ କାରୀଙ୍କ କାଗଜପତ୍ର ଯାଞ୍ଚ ଶୁକ୍ରବାର କରାଯାଇଅଛି ।…
ଗୁରୁତର ବନପାଳ ଭୁବନେଶ୍ୱର ସ୍ଥାନାନ୍ତର
ଭଞ୍ଜନଗର, ୮ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଲାଗିଥିବା ଜଙ୍ଗଲ ନିଆଁ ଲିଭାଇବା ସମୟରେ ଶୁକ୍ରବାର ଆହତ ହୋଇଥିବା ବନପାଳ କଳାବଦନ ଦାସଙ୍କୁ ଶନିବାର ବ୍ରହ୍ମପୁରରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି…
ଓଡ଼ିଶାରେ ମିଶିବା ଆମର ଭୁଲ: ଜୟନାରାୟଣ
ସମ୍ବଲପୁର,୮।୩(ଭବାନୀ ଶଙ୍କର ଭୋଇ): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶନିବାର ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଦ୍ୱିତୀୟ କିସ୍ତି ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ଅଡିଟୋରିୟମରେ ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥିଭାବେ ରାଜ୍ୟ ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ…
ବର୍ଦ୍ଧିତ ବିଲକୁ ନେଇ ବିଦ୍ୟୁତ କାଟ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ହୋ ହାଲ୍ଲା
ଗଞ୍ଜାମ,୮ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ଓଡ଼ିଆରପି କଲୋନୀରେ ବିଦ୍ୟୁତ କାଟକୁ ନେଇ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ସମ୍ପ୍ରତି ସାମୁଦ୍ରିକ କଇଁଚ ମାନଙ୍କ ଋଷିକୁଲ୍ୟା ମୁହାଁଣରେ ସମାଗମ ହୋଇଥିବାରୁ ୭ମାସ ସମୁଦ୍ରରେ ମାଛ ମାରିବା ନେଇ କଟକଣା ରହିଛି।…
ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
ତୁମୁଡିବନ୍ଧ,୮।୩ (ଦୀପକ କୁମାର ପରାସେଠ)- କନ୍ଧମାଳ ଜିଲା ତୁମୁଡିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମଧ୍ୟମିକ ବିଦ୍ୟାଳୟରେ ଶନିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ପାତ୍ର ସଭାପତିତ୍ୱ କରି ସାମ୍ପ୍ରତିକ ପରିସ୍ଥିତିରେ…
ଗଞ୍ଜାମ ଜ଼ିଲ୍ଲାକୁ ୬୩୮ କୋଟି ଟଙ୍କାର ଭେଟି ଦେଲେ ମୁଖ୍ୟମନ୍ତ୍ରୀ
ଛତ୍ରପୁର, ୮।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜ଼ିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବ୍ରହ୍ମପୁରଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୬୩୮ କୋଟି ୩୨ ଲକ୍ଷ, ୮୨ ହଜାର ଟଙ୍କା ର ଭେଟି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ୪୯୨ କୋଟି ୯୦ ଲକ୍ଷ…
Archives


