ଆମ ଜିଲା ଖବର

ବୁଗୁଡ଼ା: ନୂତନ ବନାଞ୍ଚଳ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ମାନସ କୁମାର

ବୁଗୁଡା,ତା ୧୭।୯(କାଳିଚରଣ ଦାଶ): ସ୍ଥାନୀୟ ବନ ବିଭାଗ କାର୍ଯ୍ୟାଳୟରେ ନୂତନ ବନାଞ୍ଚଳ ଅଧିକାରୀ ଭାବେ ମାନସ କୁମାର ସାହୁ ଯୋଗ ଦେଇଛନ୍ତି। ପୂର୍ବରୁ ସେ ବ୍ରହ୍ମପୁର ବନାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ଅତିରିକ୍ତ ଦାୟିତ୍ୱରେ ଥିବା ରେଞ୍ଜର ପ୍ରମୋଦ କୁମାର ପଣ୍ଡାଙ୍କଠାରୁ…

କଳାହାଣ୍ଡି ଘରୋଇ ବସ୍‌ ମାଲିକ ସଂଘ ନିର୍ବାଚନ: ପ୍ରବୋଧ ରଥ ପୁଣି ସଭାପତି

ଭବାନୀପାଟଣା,୧୭।୯(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ କାର୍ଯ୍ୟାଳୟରେ ଗୁରୁବାର ଜିଲା ଘରୋଇ ବସ ମାଲିକ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚତୁର୍ଥ ଥର ପାଇଁ କଳାହାଣ୍ଡି ଘରୋଇ ବସ ମାଲିକ ସଂଘର ସଭାପତି ଭାବେ ପ୍ରବୋଧ ରଥ ନିର୍ବାଚିତ ହୋଇଛନ୍ତି।…

ବୃକ୍ଷରୋପଣ ତଦାରଖ କଲେ ବାଡ଼ାବାଙ୍ଗା ସରପଞ୍ଚ: ବିଭିନ୍ନ ବିଦ୍ୟାଳୟ ସହ ସେବାଶ୍ରମ ବୁଲି…

ଦାରିଙ୍ଗବାଡି, ୧୭।୯ (ଅରୁଣ ସାହୁ): ଏକ ପେଡ୍‌ ମା’ କେ ନାମ କାର୍ଯ୍ୟକ୍ରମ ପ୍ରତି ପଞ୍ଚାୟତ ଅଞ୍ଚଳରେ ଚାଲିଛି। ବୁଧବାର ବିଭିନ୍ନ ପଞ୍ଚାୟତରେ ୫ ଶହ ଲେଖାଏ ବିଭିନ୍ନ ପ୍ରକାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କ୍ରମରେ ବାଡାବାଙ୍ଗା…

ସୁଭଦ୍ରା ଯୋଜନାକୁ ବର୍ଷେ ପୁରିଲା: କେକ୍‌ କାଟି ନାଚିଲେ, ଗାଇଲେ ଦାରିଙ୍ଗବାଡି ହିତାଧିକାରୀ

ଦାରିଙ୍ଗବାଡି, ୧୭।୯(ଅରୁଣ ସାହୁ): ଭାଜପା ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ସରକାର ଗଠନ କରିବା ପରେ ଲୋକଙ୍କୁ ପ୍ରତିଶୃତି ଦେଇଥିବା ସୁଭଦ୍ରା ଯୋଜନାର ଆଜିର ଦିନରେ ପ୍ରଥମଥର ପାଇଁ ରାଜ୍ୟସରକାର ଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିଲା ଆଜି ତାହା ଏକ ବର୍ଷରେ…

ମହିଳାଙ୍କ ଉପରେ ବଢୁଛି ହିଂସା: ବଲାଙ୍ଗୀର ଏସ୍‌ପି ଅଫିସ ଘେରାଉ କଲା ମହିଳା ବିଜୁ ଜନତା ଦଳ, ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ…

ବଲାଙ୍ଗୀର,୧୭।୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ମହିଳା ବିଜୁ ଜନତା ଦଳ ବୁଧବାର ମହିଳା ମାନଙ୍କ ସୁରକ୍ଷା ନେଇ ଏସ୍‌ପି ଅଫିସ ଘେରାଉ କରିଛି। ଏଥିସହ ଏସ୍‌ପିଙ୍କ ଜରିଆରେ ପୋଲିସ ମହନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଏବଂ…

ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ; କଳାହାଣ୍ଡି ଜିଲାରେ ପ୍ରଥମେ ଉଦ୍‌ଘାଟନ କଲେ…

କେସିଙ୍ଗା,୧୭।୯(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନକୁ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଅଭିଯାନକୁ ବୁଧବାର ଉଦ୍‌ଘାଟନ କଥିଲେ। ହସ୍ପିଟାଲ ପକ୍ଷରୁ ଅତିଥିମାନଙ୍କ…

ସୁଭଦ୍ରାର ପ୍ରଥମ ବର୍ଷ ପୂର୍ତ୍ତି: କେକ୍‌ କାଟି ସେଲିବ୍ରେଟ୍‌ କଲେ ହିତାଧିକାରୀ

କେସିଙ୍ଗା,୧୭।୯(ତୁମେଶ୍ବର ସାହୁ): ସୁଭଦ୍ରା ଯୋଜନାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ହିତାଧିକାରୀମାନେ କେସିଙ୍ଗା ସହର ସ୍ଥିତ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପର ସଭା ଗୃହରେ ବୁଧବାର କେକ୍‌ କାଟି ସେଲିବ୍ରେଟ୍‌ କରିଛନ୍ତି। ଏଥିରେ ସିଡିପିଓ ସୁଷମା ମିଶ୍ର ମୁଖ୍ୟ ଅତିଥି ଭାବେ…

ଡିପୁମାହାରେ ଜଙ୍ଗଲ ପୁନଃରୁଦ୍ଧାର: ଦାରିଙ୍ଗବାଡ଼ି ବନାଞ୍ଚଳ ପକ୍ଷରୁ ଲାଗିଲା ଚାରା, ଯୋଗଦେଲେ…

ଦାରିଙ୍ଗବାଡି, ୧୭।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ସିମନବାଡି ସେକ୍ସନର ଡିପୁମାହାଠାରେ ଜଙ୍ଗଲ ସୃଷ୍ଟି କରାଯିବ। ଉଜୁଡିଯାଇଥିବା ଜଙ୍ଗଲକୁ ପୁନଃରୁଦ୍ଧାର ପାଇଁ ନିଆଯାଇଛି ପଦକ୍ଷେପ। ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ବନପାଳ ବନିତା ପ୍ରଧାନଙ୍କ ନେତୃତ୍ୱରେ…

ଦାରିଙ୍ଗବାଡ଼ିରେ ନିଆରା ବିଶ୍ୱକର୍ମା ପୂଜା: ଉପଭୋକ୍ତାଙ୍କୁ ସଚେତନ କଲେ ବିଦ୍ୟୁତ କର୍ମଚାରୀ, ୩୬ ବର୍ଷ ଧରି…

ଦାରିଙ୍ଗବାଡି, ୧୭।୯ (ଅରୁଣ ସାହୁ): ଆଜି ପବିତ୍ର ବିଶ୍ୱକର୍ମା ପୂଜା। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ବିଦ୍ୟୁତ କାର୍ଯ୍ୟାଳୟ ପରିସର ମଧ୍ୟରେ ମଧ୍ୟ ଏହି ପୂଜା ବଡ଼ ଧୂମଧାମରେ ପାଳିତ ହୋଇଯାଇଛି।ତେବେ ଏହି ପୂଜାକାର୍ଯ୍ୟ ସହ ବିଭାଗ ଏକ ସଚେତନତା…

ଲାଞ୍ଚ ନେଲା ବେଳେ ବିଇଓ, କନିଷ୍ଠ ସହାୟକଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ସମ୍ବଲପୁର,୧୭।୯: ବୁଧବାର ରେଙ୍ଗାଲି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) କାର୍ଯ୍ୟାଳୟର ଜଣେ କନିଷ୍ଠ ସହାୟକ ଦୁଷ୍ମନ୍ତ କୁମାର ସାହୁ ଓ ଚପରାସୀ ଗୋପବନ୍ଧୁ ସାହୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ଦୁଇ ଅଭିଯୁକ୍ତ…

ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ”ଏକ ପେଡ୍‌ ମା’ କେ ନାମ“

ପୁରୁଷୋତ୍ତମପୁର,୧୭।୯(ସୀମାଞ୍ଚଳ ମିଶ୍ର): ପ୍ରଧାନମନ୍ତ୍ରୀ ନରେଦ୍ର ମୋଦିଙ୍କ ଜନ୍ମଦିବସ ଅବସରରେ ମା’ କୁ ସମ୍ମାନ ଦେବା ଲକ୍ଷରେ ଏକ ପେଡ ମା’ କେ ନାମ କାର୍ଯ୍ୟକ୍ରମ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଆଇଆଇସି ରାଜେଶକୁମାର ନାୟକଙ୍କ ସଂଯୋଜନାରେ ବୁଧବାର ଜଗତର ମା ’ କୁହାଯାଉଥିବା…

ବ୍ରାହ୍ମଣୀଗାଁ ବନାଞ୍ଚଳର ୮ଟି ପଞ୍ଚାୟତରେ ମା’ କେ ନାମ ଏକ ପେଡ କାର୍ଯ୍ୟକ୍ରମ 

ବ୍ରାହ୍ମଣୀଗାଁ,୧୭।୯(ମନୋରଞ୍ଜନରଣା): ପ୍ରଧାନ ମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିନ ଉପଲକ୍ଷେ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ହରିହର ବେହେରା ଙ୍କ ତ୍ୱତାବଧାନ ରେ “ମାଙ୍କ ନାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?