ଉପର ପଡ଼ିଆରେ ହେଉ ବାଲିଯାତ୍ରା: ବିଧାୟିକା ସୋଫିଆ ଫିର୍ଦ୍ଦୋସ
କଟକ,୨୦।୯: ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ନ ହେବା ନିଷ୍ପତ୍ତି ପ୍ରସଙ୍ଗ ଉପରେ ଶନିବାର ପ୍ରତିକ୍ରିୟା ରଖିଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ହେବା ଆବଶ୍ୟକ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।…
ନାଭାଲ କ୍ୟାଡେଟ୍ କ୍ୟାପଟେନ୍ ଶୁଭମଙ୍କୁ ଶୁଭେଚ୍ଛା ଜଣାଇ ଅଧ୍ୟକ୍ଷ କହିଲେ ନାଭାଲ ଓ୍ବିଙ୍ଗ୍ର…
ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ନାଭାଲ କ୍ୟାଡେଟ୍ କ୍ୟାପଟେନ ଶୁଭମ ସ୍ବାଇଁଙ୍କୁ ଶନିବାର କଲେଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଶୁଭମ୍ ମୁମ୍ବାଇର ଲୁନାବାଦ ଠାରେ ଅଗଷ୍ଟ ୧ରୁ ୨୪ ତାରିଖ ପର୍ଯ୍ୟନ୍ତ ହୋଇଥିବା ସର୍ବଭାରତୀୟ…
ଏମିତି ବି ଆସେ ମୃତ୍ୟୁ, ଘର ଆଗରେ ଦୁଇ ପୁଅଙ୍କ କୋକେଇ, ଜଣଙ୍କ ପଛରେ ଜଣକୁ…
ଜଳେଶ୍ବର,୨୦।୯(ନବୀନ ସାହୁ): ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ନେତୁଆ ପଞ୍ଚୟତ କପାସୁଦା ଗ୍ରାମରେ। ବିଲରେ କାମ କରୁଥିବା ବେଳେ ଏହି ଅଘଟଣ…
ରାସ୍ତା ଉପରକୁ ମାଡ଼ି ଆସିଲାଣି ଗଛଲତା, ବିପଦରେ ପଥଯାତ୍ରୀ
ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳି ଜଗନ୍ନାଥପୁର ଗ୍ରାମଠାରୁ କଲ୍ୟାଣପୁର ପର୍ଯ୍ୟନ୍ତ ରାସ୍ତା ବର୍ତ୍ତମାନ ବିପଦପୂର୍ଣ୍ଣ। ପାଞ୍ଚଟି ପଞ୍ଚାୟତ ତଥା କାଇଁଚପୁର, ମଲାଡ଼, ସନ୍ତୋଷପୁର, ଖଣ୍ଡ ଦେଉଳି ଓ ପୋଇରlଶି ଆଦି ପଞ୍ଚାୟତବାସୀ ନିର୍ଭର କରୁଥିବା ମୁଖ୍ୟ ରାସ୍ତାରେ…
ବଦଳିଲେ BSE ସମ୍ପାଦକ, ନୂଆ ହେଲେ…
କଟକ,୨୦ା୯: BSE ସମ୍ପାଦକ ବଦଳିଛନ୍ତି। ସରୋଜ ବେହେରା ବିଏସ୍ଇର ନୂଆ ସମ୍ପାଦକ ହୋଇଛନ୍ତି। ST/SC ବିଭାଗ ଯୁଗ୍ମ ସଚିବ ଥିବା ସରୋଜଙ୍କୁ ବୋର୍ଡ ସମ୍ପାଦକ ଦାୟିତ୍ୱ ଦିଆଯାଇଛି। ସମ୍ପାଦକ ଦାୟିତ୍ୱରେ ଥିବା ସୋନିଆ ମିଶ୍ର ଅବକାରୀ ଅତିରିକ୍ତ କମିଶନର ହୋଇଛନ୍ତି।
ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ ଗିରଫ କଲା EOW
କଟକ,୨୦ା୯: ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ। କଟକ ରାଣୀହାଟ ମାଳିସାହିର ବିଜୟ ରାଉତଙ୍କ ଏତଲା ଆଧାରରେ ଦିଲ୍ଲୀପଙ୍କୁ ଗିରଫ କରାଯାଇଛି। ରିୟଲ ଇଷ୍ଟେଟ୍ ବିଜନେସ୍ରେ ସାଢ଼େ ୭ କୋଟି ଫ୍ରଡ୍ ଅଭିଯୋଗରେ ଗିରଫ। ଶନିବାର ଓପିଆଇଡି କୋର୍ଟରେ…
ଏମ୍କେସିଜି ଆଇସିୟୁରେ ଗୁରୁତର ଯବାନଙ୍କୁ ଭେଟିଲେ ପୋଲିସ ଡିଜି
ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ମାଓବାଦୀଙ୍କ ଗୁଳିରେ ଆହତ ଏସ୍ଓଜି ଯବାନ ପ୍ରେମ ସିଂ ମାଝୀଙ୍କୁ ଏମ୍କେସିଜି ମେଡିକାଲ ଆଇସିୟୁରେ ଭେଟିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସ୍ବାଇବି ଖୁରାନିଆ। ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ପୋଲିସ ଏଡିଜି ସଞ୍ଜୟ କୁମାର,…
ଧର୍ମଶାଳା ମହାବିଦ୍ୟାଳୟର ୩ ଛାତ୍ର ଜାତୀୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ମନୋନୀତ
ଧର୍ମଶାଳା,୨୦ା୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ମହାବିଦ୍ୟାଳୟର ୩ ଛାତ୍ର ଜାତୀୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ମନୋନୀତ ହୋଇଛନ୍ତି। କେନ୍ଦୁଝର ଜିଲା ବଡ଼ବିଲଠାରେ ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। ଏଥିରେ ଧର୍ମଶାଳା ମହାବିଦ୍ୟାଳୟ ଯୁକ୍ତ…
ସମଲେଇଙ୍କ ପାଇଁ ଏଣିକି ବ୍ୟବହାର ହେବ ଓମ୍ଫେଡ୍ ଘିଅ
ସମ୍ବଲପୁର,୨୦ା୯: ମା’ ସମଲେଇ ମନ୍ଦିରରେ ଏଣିକି ବ୍ୟବହାର ହେବ ଓମ୍ଫେଡ୍ ଘିଅ। ଓମ୍ଫେଡ୍ ଘିଅ ବ୍ୟବହାର ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗର୍ଭଗୃହରେ ଅଖଣ୍ଡ ଦୀପ ଓ ମହାଆଳତି ପାଇଁ ବ୍ୟବହାର ଏହି ଘିଅ ବ୍ୟବହାର କରାଯିବ।…
୫ ହଜାର ଲାଞ୍ଚ ନେବାବେଳେ ASIଙ୍କୁ ମାଡିବସିଲା ଭିଜିଲାନ୍ସ
ବାଲେଶ୍ୱର,୨୦।୯(ବାଞ୍ଛାନିଧି ଦେ): ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜିଲା ଅନନ୍ତପୁର ଫାଣ୍ଡି ASI ।୫ ହଜାର ଲାଞ୍ଚ ନେବାବେଳେ ASI ହୃଷିକେଶ ବିଶ୍ବାଳ ମାଡ଼ିବସିଲା ଭିଜିଲାନ୍ସ ଟିମ୍। ଦୁର୍ଘଟଣା ଘଟାଇଥିବା ବାଇକ ରିଲିଜ କରିବାକୁ ଲାଞ୍ଚ ନେଉଥିଲା ବେଳେ ପୂର୍ବ ଯୋଜନା ମୁତାବକ…
ରାଷ୍ଟ୍ର ଗଠନରେ ମହିଳା ମାନଙ୍କ ଭୂମିକା ଅତୁଳନୀୟ: ମହିଳା ସୁସ୍ଥ ରହିଲେ ପରିବାର ସୁସ୍ଥ ରହିବ
ଦାରିଙ୍ଗବାଡି,୨୦।୯(ଅରୁଣ ସାହୁ): ରାଷ୍ଟ୍ର ଗଠନରେ ମହିଳା ମାନଙ୍କ ଭୂମିକା ଅତୁଳନୀୟ। ମହିଳାମାନେ ପରିବାର ସଦସ୍ୟଙ୍କ ଆଦରଯତ୍ନ କରନ୍ତି। ମହିଳାମାନେ ଅନେକ ସମୟରେ ଗୃହ କାର୍ଯ୍ୟରେ ବ୍ୟସ୍ତ ହୋଇ ନିଜ ପ୍ରତି ଧ୍ୟାନ ଦେଇ ନ ଥାନ୍ତି। ତେବେ ମହିଳାମାନଙ୍କ ସ୍ବାସ୍ଥ୍ୟ ପ୍ରତି…
ମେଶିନ ଅଚଳରୁ ଅଧାରୁ ଅଟକିଥିଲା ଅସ୍ତ୍ରୋପଚାର, ତଦନ୍ତ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ମହିଳା କମିଶନ ସଦସ୍ୟା
ବରଗଡ଼,୨୦ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ରହିଥିବା ଜନନୀ ଓ ଶିଶୁ ଚିକିତ୍ସାଳୟରେ ପରିବାର ନିୟୋଜନ ଅସ୍ତ୍ରୋପଚାର ସମୟରେ ମେଶିନ ଅଚଳ ଯୋଗୁ ଅସ୍ତ୍ରୋପଚାର ଅଧାରେ ଅଟକିବା ଘଟଣାକୁ ମହିଳା କମିଶନ ଗୁରୁତ୍ୱର ସହିତ ନେଇଛି। ଏହି କ୍ରମରେ…

