ଆମ ଜିଲା ଖବର

ସ୍ତ୍ରୀ ହତ୍ୟାକାରୀ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର,୨୨ା୩(ସ୍ବ.ପ୍ର.): ସ୍ଥାନୀୟ ଜିଲା ଦୌରାଜଜ୍‌ ଚିତ୍ତରଞ୍ଜନ ମହାପାତ୍ର ବୁଧବାର ଏକ ହତ୍ୟା ଘଟଣାର ଶୁଣାଣି କରି ଜଣେ ସ୍ତ୍ରୀ ହନ୍ତା ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ...

ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଠିକା କର୍ମଚାରୀ

କେନ୍ଦୁଝର,୨୨ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ହେଲା କାମ କରି ଆସୁଥିବା ୬୨ଜଣ ରୋଗୀ ସହାୟକ ସମେତ ବିଭିନ୍ନ ବିଭାଗରେ କାମ କରୁଥିବା ଠିକା କର୍ମଚାରୀ ପୁନଃ ନିଯୁକ୍ତି ଦାବିରେ ବୁଧବାର ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ...

ଗଞ୍ଜେଇ ଭର୍ତ୍ତି ପିକ୍‌ଅପ୍‌ ଛାଡ଼ି ଦୁଇ ମାଫିଆ ଫେରାର

ବାଲିଗୁଡ଼ା,୨୨ା୩(ଡି.ଏନ୍‌.ଏ.): ଦିନକୁ ଦିନ କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରୁ ବେଆଇନ ଗଞ୍ଜେଇ ଚୋରାଚାଲାଣ ବଢ଼ୁଥିବା ବେଳେ ଗଞ୍ଜେଇ ଚାଲାଣ ରୋକିବା ସହ ମାଫିଆଙ୍କୁ ଧରିବା ପାଇଁ ଜୋରଦାର ପ୍ରଚେଷ୍ଟା ଜାରି ରଖିଛି ପୋଲିସ। ବୁଧବାର ବାଲିଗୁଡ଼ା ଥାନା ଅଧିକାରୀ...

୪ ଛାତ୍ରଙ୍କ ଉପରେ ମାଡ଼ିଗଲା କାର୍‌: ୩ ମୃତ, ଜଣେ ଆହତ

ସୋନପୁର,୨୨ା୩(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସୋନପୁର-ବିନିକା-ଡୁଙ୍ଗୁରିପାଲି ମେଜର ଡିଷ୍ଟ୍ରିକ୍ଟ ରୋଡ୍‌ (ଏମ୍‌ଡିଆର)ର ଶରଧାପାଲି ଛକ ନିକଟରେ ବୁଧବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବୁଲାଣି ରାସ୍ତାରେ ଏକ ଜାଇଲୋ ବିଦ୍ୟାଳୟ ଫାଟକ ପାର୍ଶ୍ୱରେ ଛିଡ଼ା ହୋଇଥିବା ଛାତ୍ରଙ୍କୁ ଧକ୍କା ଦେବାରୁ...

ଗୁହାରି ଶୁଣିଲାନି ପ୍ରଶାସନ: ଶ୍ରମଦାନ କରି ଗ୍ରାମବାସୀ ଗାଁରେ ପହଞ୍ଚାଇଲେ ଝରଣା ପାଣି

କୋରାପୁଟ,୨୨ା୩(ସ୍ବ.ପ୍ର.): ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ବହୁ ସମୟରେ ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରି ଆସୁଥିଲେ। ହେଲେ କେହି ତାଙ୍କ କଥାକୁ ଗୁରୁତ୍ୱ ନ ଦେବାରୁ ଗାଁଠାରୁ ଦୁଇ କିମି ଦୂର ପର୍ଯ୍ୟନ୍ତ...

ବିବାହ ମଣ୍ଡପରେ ବୁଲିଲା ବୁଲ୍‌ଡୋଜର

ବଲାଙ୍ଗୀର ଅଫିସ,୨୨ା୩: ବଲାଙ୍ଗୀର ସହର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟସ୍ଥିତ ଆର୍ଯ୍ୟ ପ୍ୟାଲେସ ନାମକ ଏକ ବିବାହ ମଣ୍ଡପରେ ବୁଲ୍‌ଡୋଜର ବୁଲିଛି। ବୁଧବାର ବଲାଙ୍ଗୀର ପୋଲିସ ଏବଂ ପ୍ରଶାସନିକ ଟିମ୍‌ ଜେସିବି ମେଶିନ ଧରି ଆର୍ଯ୍ୟ ପ୍ୟାଲେସରେ ପହଞ୍ଚି ଉଚ୍ଛେଦ ଅଭିଯାନ ଆରମ୍ଭ...

ତାରାତାରିଣୀ କଲେଜର ସଫଳତା : ‘ଜାମ’ର ୧୬୧ ର଼୍ୟାଙ୍କରେ କଲ୍ୟାଣୀ ଶୁଭଶ୍ରୀ

ପୁରୁଷୋତ୍ତମପୁର, ୨୨/୩(ଡିଏନଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଯୁକ୍ତ ତିନି ପ୍ରାଣୀ ବିଜ୍ଞାନ ଶେଷ ବର୍ଷର ଛାତ୍ରୀ କଲ୍ୟାଣୀ ଶୁଭଶ୍ରୀ ତ୍ରିପାଠୀ ଜାମ ( ଯୁଗ୍ମ ପ୍ରବେଶିକା ପରିକ୍ଷା)ରେ ସର୍ବ ଭାରତୀୟ ସ୍ତରରେ ୧୬୧ ର଼୍ୟାଙ୍କରେ ରହି କଲେଜ...

ସ୍ତ୍ରୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ସ୍ବାମୀ

ସବ୍‌ଡେଗା,୨୨ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକ ଡମକୁଡ଼ା ଗ୍ରାମର ଗାନ୍ଧୀପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ତ୍ରୀ ରେଶମା ଡନସନା(୨୦)ଙ୍କ ମୁହଁରେ ତକିଆ ପକାଇ ହତ୍ୟା କଲା ପରେ ସ୍ବାମୀ ହେମନ୍ତ ଡନସନା(୨୭) ଦୁଇଦିନ ପରେ ନିଜ ଘରେ ବେକରେ...

ସିଡିଏମ୍‌ଓ ଅଫିସ ଘେରିଲେ ଠିକା କର୍ମଚାରୀ

କେନ୍ଦୁଝର,୨୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲାମୁଖ୍ୟ ଡାକ୍ତରଖାନାର ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ହେଲା କାମ କରି ଆସୁଥିବା ପ୍ରାୟ ୬୨ଜଣ ରୋଗୀ ସହାୟକ ସମେତ ବିଭିନ୍ନ ବିଭାଗରେ କାମ କରୁଥିବା ଠିକା କର୍ମଚାରୀ ପୁନଃ ନିଯୁକ୍ତି ଦାବିରେ ସିଡିଏମ୍‌ଓ ଅଫିସ ଆଗରେ ଧାରଣା...

ଏସ୍‌ପି ଅଫିସ ଆଗରେ ଧାରଣା

ଭଦ୍ରକ ଅଫିସ, ୨୨।୩: ଏକ ବାଇକ ଚୋରି ମାମଲାରେ ଭଦ୍ରକ ଚୂଡ଼ାମଣି ପୋଲିସର ମନମୁଖୀ କାର୍ଯ୍ୟ ବିରୋଧରେ ଭଦ୍ରକ ଏସ୍‌ପି ଅଫିସ ଆଗରେ ଏକ ପରିବାର ଧାରଣାରେ ବସିଛନ୍ତି। ସୂଚନା ମୁତାବକ, ଥାନା ଅଧୀନ ଚୂଡ଼ାମଣି ଗ୍ରାମର ଅକ୍ଷୟ ମଳିକଙ୍କର...

ଭଉଣୀଙ୍କୁ ପିଟିପିଟି ମାରିଦେଲେ ଭାଇ-ଭାଉଜ

ବାରିପଦା ଅଫିସ,୨୨।୩: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁ ପଞ୍ଚାୟତ ବେଗୁନିଆବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ଭଉଣୀଙ୍କୁ ପିଟିପିଟି ମାରି ଦେଇଛନ୍ତି ଭାଇ ଓ ଭାଉଜ । ଖବରପାଇ...

ଟଙ୍କା ପୈଠ କଲେ, ଖୋଳାଯାଉନି ଗଭୀର ନଳକୂପ

ବରଗଡ଼ ଅଫିସ୍‌,୨୨ା୩: ଅଣଜଳସେଚିତ ଅଞ୍ଚଳର ଜମିକୁ ପାଣି ମଡ଼ାଇ ଚାଷ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ରିହାତିରେ ଗଭୀର ନଳକୂପ ଖନନ ଯୋଜନା ହାତକୁ ନେଇଛନ୍ତି। ମାତ୍ର ଉଠାଜଳସେଚନ ବିଭାଗର ଅପାରଗତା ଯୋଗୁ ଏହି ଯୋଜନା ବାଟବଣା ହୋଇପଡ଼ିଛି। ଚାଷୀମାନେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri