ଆମ ଜିଲା ଖବର

ବନ୍ଧୁକ, ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା ସହ ସୁନା ଗହଣା

ଝାରସୁଗୁଡ଼ା,୨୩।୧୦: ଝାରସୁଗୁଡ଼ା ଜିଲା ଲଇକେରା ଥାନା କୁଅଁରମାଲ ଗାଁରେ ଏକ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଘର ଲୋକଙ୍କୁ ବାନ୍ଧି ବନ୍ଧୁକ ଏବଂ ଭୁଜାଲି ଦେଖାଇ ଟଙ୍କା ସହ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ୪ଜଣ ମୁଖାପିନ୍ଧା ଦୁର୍ବୃତ୍ତ…

ପୁରୁଣା ଡ଼ାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ପ୍ରସଙ୍ଗ: ଭାଜପାର ଅଭିଯୋଗକୁ ଜିଲା ଯୁବକ ଏକତା ମଞ୍ଚର ଖଣ୍ଡନ

ଦେବଗଡ,୨୩।୧୦(ଶଶାଙ୍କ ଶେଖର ଝାଙ୍କର): ନୂତନ କୋଠାକୁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହେବା ଦିନଠାରୁ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବି ହୋଇ ଆସୁଛି । ଦେବଗଡ ଜିଲା ଯୁବ ଏକତା ମଞ୍ଚର ଆହ୍ବାନ କ୍ରମେ…

ମାଛ ଧରିବା ପାଇଁ ଘେରିବନ୍ଧ ଘାଇ କାଟିଲେ ଦୁର୍ବୃତ୍ତ

ମହାକାଳପଡ଼ା, ୨୩ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ପାଣିଖିଆ ସାନ୍ତାଳୀପଡ଼ା ନଦୀ ଘେରି ବନ୍ଧରେ ଘାଇ ହୋଇ ସମୁଦ୍ର ଲୁଣି ପାଣି ଧାନ ଜମିରେ ପଶିବାରୁ ଥୋଡ ଧାନ ନଷ୍ଟ ହେବା…

ମହାପ୍ରଭୁଙ୍କ ଆରମ୍ଭ ନାହିଁ କି ଶେଷ ନାହିଁ, ସେ ଆମ ସମସ୍ତଙ୍କ ସୃଷ୍ଟିକର୍ତ୍ତା: ତଥାଗତ

ପୁରୀ, ୨୩ା୧୦(ଅଜିତ୍‌ କୁମାର ମହାନ୍ତି): ପୁରୀରେ ମହାପ୍ରଭୁ ଅବସ୍ଥାନ କରନ୍ତି। ତାଙ୍କର ଧର୍ମ ନାହିଁ କି ଅନ୍ତ ନାହିଁ। ସେ ଗୋଟିଏ ଠାକୁର, ଯାହାର ଆରମ୍ଭ ନାହିଁ କି ଶେଷ ନାହିଁ। ସେ ଆମ ସମସ୍ତଙ୍କ ମା’ ଏବଂ ବାପା, ଆମ…

୨ ଦଳ ପାଇଁ ପ୍ରଚାର କରୁଛନ୍ତି ‘ଢୋଲକିଆ’

ନୂଆପଡ଼ା,୨୩ା୧୦ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି। ପ୍ରଚାର ଅଭିଯାନକୁ ବିଭିନ୍ନ ଦଳୀୟ କର୍ମକର୍ତ୍ତା ଜୋରଦାର କରିବାରେ ଲାଗିଛନ୍ତି। କିଏ ସଭା ସମିତି କରି ଭୋଟ ମାଗୁଛନ୍ତି ତ ଅନ୍ୟ କିଏ…

ମଳଦ୍ୱାରରେ ଭାକ୍ୟୁମ୍‌ କ୍ଲିନର ମେଶିନ ଲାଗି ଯୁବକଙ୍କ ମୃତ୍ୟୁ

ଯାଜପୁର,୨୩ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ତେନ୍ତୁଲିଖୁଣ୍ଟା ନିକଟରେ ଥିବା ହ୍ୟୁଣ୍ଡାଇ କାର ଶୋ’ରୁମରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋ’ ରୁମ୍‌ର କାର୍‌ ଓ୍ବାଶିଂ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଥଟ୍ଟାମଜା…

ପୀତବାସ ପଣ୍ଡା ମର୍ଡରକୁ ନେଇ ବଡ଼ ଖୁଲାସା; ହତ୍ୟା ପଛରେ ବଡ଼ କାରଣ…

ବ୍ରହ୍ମପୁର,୨୩।୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ଘଟଣା ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର। ୧୫ଦିନର ଖୋଳତାଡ଼ ପରେ ପୋଲିସ ବୁଧବାର ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର ମହାନଗର ନିଗମ…

ବଙ୍ଗୀୟ ରୀତିନୀତିରେ ମା’ କାଳୀଙ୍କ ବିସର୍ଜନ: ସିନ୍ଦୂର ଖେଳି ବିଦାୟ ଜଣାଇଲେ ମହିଳା ଶ୍ରଦ୍ଧାଳୁ

ବଲାଙ୍ଗୀର,୨୨।୧୦( ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦୀପାବଳୀ ଉତ୍ସବ ଓ କାଳୀ ପୂଜା ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଯାଇଛି l ବଲାଙ୍ଗୀର ବଙ୍ଗାଳୀ ସମାଜ ପକ୍ଷରୁ ରୁଗୁଡ଼ିପଡ଼ା ଦୁର୍ଗା ମଣ୍ଡପଠାରେ ସୋମବାର ରାତିରେ ମା’ ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ…

ଏମିତି ବି ଆସେ ମୃତ୍ୟୁ: ବିଲକୁ ଯାଉଥିବା ବେଳେ ଉପରେ ପଡ଼ିଲା ଶୁଖିଲା ଗଛର ଗଣ୍ଡି, ଚାଲିଗଲା ଜୀବନ…

ମୋହନା,୨୨।୧୦( ମନ୍ମଥ ମିଶ୍ର ): ମନୁଷ୍ୟ ଜୀବନ ପାଣି ଫୋଟକା ଭଳି, ମୃତ୍ୟୁ କେମିତି ଆସିବ କେହି ଆକଳନ କରିପାରିବେ ନାହିଁ l ସେଭଳି ଏକ ଦୁଃଖଦ ଘଟଣା କ୍ରମରେ ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ହେଲେ ଗଜପତି ଜିଲା…

ମହାସମାରୋହରେ ସମ୍ପନ୍ନ ହେଲା ମା’ ମହାକାଳୀ ଦେବୀଙ୍କ ପୂଜା-ଭୈରବ ଦେବଙ୍କ ଝାମୁଯାତ୍ରା

ଥୁଆମୂଳ ରାମପୁର,୨୨।୧୦(ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାର ତାଳବନ୍ଧ ପଡାରେ ନବ ଜୀବନର ଯୁବ ଅନୁଷ୍ଠାନ ଓ ଦୀପାବଳି ପୂଜା କମିଟିର ମିଳିତ ଆନୁକୂଲ୍ୟରେ ମା’ ମହାକଳୀ(ବେଙ୍ଗୁଳି ଦେବୀ)ଙ୍କ ପୂଜା ଓ ଦୀପାବଳି ପର୍ବରେ…

ଘରକୁ ଫେରିବା ବାଟରେ ଆକ୍ରମଣ କଲା ମହୁମାଛି, ଜୀବନ ବଞ୍ଚାଇବା ପାଇଁ ବୃଦ୍ଧ ପାଣିକୁ ଡେଇଁବାରୁ ଘଟିଲା…

ଝରିଗାଁ,୨୨ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଫୁଫୁଗାଁ ପଞ୍ଚାୟତ ଅନ୍ତର୍ଗତ ବାରବାକୁଲି ଗ୍ରାମର ଜଣେ ବୃଦ୍ଧଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ବାରବାକୁଲି ଗ୍ରାମର ପଦୁ ସାନ୍ତା(୫୫) କୌଣସି ଏକ କାମରେ ଫୁଫୁଗାଁ ଯାଇଥିଲେ। ସେଠାରେ…

କିଲୋ ପିଛା ୩ ଶହରେ ବିକୁଥିଲେ ବାର୍‌ହା ମାଂସ, ଯୁବକଙ୍କୁ ଗିରଫ କଲା…

ପାଟଣା,୨୨।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡ ବିଟ୍‌ ରହଣି ଦୁମା ଗ୍ରାମର ସମ୍ଭୁ ମହାନ୍ତଙ୍କ ପୁଅ ହରିଶ୍ଚନ୍ଦ୍ର ମହାନ୍ତ(୨୧)ଙ୍କୁ ବୁଧବାର ରାତିରେ ବାରହା ମାଂସ ବିକ୍ରୀ ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ହରିଶ୍ଚନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?