ଆମ ଜିଲା ଖବର

କେନ୍ଦୁଝରରେ ୧୭ ବ୍ଲାକ୍‌ ସ୍ପଟ୍‌

କେନ୍ଦୁଝର,୩୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲାର ଶତକଡ଼ା ୯୫ ଭାଗ ସଡ଼କ ଦୁର୍ଘଟଣା ଜାତୀୟ ରାଜପଥମାନଙ୍କରେ ହେଉଛି। ଅଧିକ ଦୁର୍ଘଟଣାର କାରଣ ଦୁଇ ଚକିଆ ଯାନ ସାଜିଛି। ବିିଶେଷ କରି ମଦ ପିଇ, ବେପରୁଆ ଗାଡ଼ି ଚାଳନା, ଓଭରଟେକ, ବେଆଇନ ପାର୍କିଂ ଯୋଗୁ...

ଅଦିନିଆ ବର୍ଷାରେ ଉଜୁଡିଗଲା ଫସଲ, ଚିନ୍ତାରେ ଚାଷୀ

ଖଣ୍ଡପଡା,୩୧ା୩(ସ୍ବ.ପ୍ର.): ପଶ୍ଚିମା ଝଡ଼ ପ୍ରଭାବରେ ଅଦିନିଆ ବର୍ଷା ସାଙ୍ଗକୁ ପବନ ଓ କୁଆପଥର ବୃଷ୍ଟି ଯୋଗୁ ପନିପରିବା ଓ ରବି ଫସଲ ଉଜୁଡି ଯାଇଛି। ଖଣ୍ଡପଡ଼ା ବ୍ଲ୍ଳକ ଅଧୀନ ରାଣୀପଡ଼ା, ଶାଳଝରିଆ, ଗୁଣ୍ଠୁଣି, ଶିଖରପୁର, ସାହସପୁର, ବାଣପୁର, ସିଧାମୂଳା, ବୋଦସା...

୩୨ବର୍ଷର ଗ୍ରାମର ଗୋଷ୍ଠୀ ବିବାଦ ସମାଧାନ

ଶରଣକୁଳ,୩୧ା୩(ଡି.ଏନ.ଏ.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ଖଳିପାଟଣା ଏବଂ କୋତରଙ୍ଗ ଗାଁର ଗୋଷ୍ଠୀ ବିବାଦ ୩୨ବର୍ଷ ଧରି ଲାଗି ରହିଥିଲା। ଶେଷରେ ଏହାର ସମାଧାନ ଗୁରୁବାର ହୋଇଯାଇଛି। ଏ ନେଇ ଜାନୁୟାରୀ ୧୯ ତାରିଖରେ ଜିଲାପାଳ ନୟାଗଡ଼ଙ୍କ ସମ୍ମିଳନୀ କକ୍ଷରେ...

ନିର୍ମାଣ ଶ୍ରମିକଙ୍କ ୨୧,୮୪୪ ଆବେଦନ ବାତିଲ

ନୟାଗଡ଼ ଅଫିସ,୩୧।୩: ନୟାଗଡ଼ ଜିଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ଜିଲା ଶ୍ରମ ଅଧିକାରୀଙ୍କ ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ୨୧,୮୪୪ ଆବେଦନକୁ ବାତିଲ କରାଯାଇଛି। ଏହାପରେ ଶ୍ରମିକମାନେ ଏହାକୁ ବିରୋଧ କରିଛନ୍ତି। ଜିଲା ଶ୍ରମ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି ବିରୋଧରେ...

ସିସିଟିଭି ଭାଙ୍ଗି ଗହଣା ଦୋକାନରୁ ଲୁଟିନେଲେ ଦୁର୍ବୃତ୍ତ

ଖଇରା,୩୧ା୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡ଼ିଗଡ଼ିଆବଜାର ରେ ଥିବା ପଦ୍ମଲୋଚନ ଜୁଏଲାରୀରୁ ଗୁରୁବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଦୁର୍ବୃତ୍ତ ଚୋରି କରିନେଇଛନ୍ତି। ମାଲିକ ସୌଭାଗ୍ୟ ରଞ୍ଜନ ସାହୁ ରାତିରେ ଦୋକାନ ବନ୍ଦ କରି ନିଜ...

ମେଡିକାଲ କଲେଜ ବିଲ୍ଡିଂରୁ ଡେଇଁ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ବାଲେଶ୍ୱର ଅଫିସ,୩୧ା୩: ବାଲେଶ୍ୱର ଜିଲା ରେମୁଣାସ୍ଥିତ ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂରୁ ଡେଇଁ ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ମୃତ ଛାତ୍ର ଜଣକ ମେଡିକାଲ କଲେଜର ତୃତୀୟ ବର୍ଷର...

ଗଛରେ ପିଟିହେଲା ବାଇକ୍‌, ୩ ଜଣଙ୍କ ଜୀବନ ଗଲା

ନୟାଗଡ଼ ଅଫିସ/ଓଡ଼ଗାଁ,୩୧ା୩(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନାର କୋମଣ୍ଡ ପଥରା ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ସମସ୍ତ ମୃତକ ସ୍ଥାନୀୟ ମହେଶ୍ୱରପୁର ଗାଁର ବୋଲି ଜଣାପଡ଼ିଛି। ଗୁରୁବାର ଓଡ଼ଗାଁର...

ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୭ ଜଣଙ୍କ ଜୀବନ ଗଲା, ୪ ଆହତ

ସମ୍ବଲପୁର ଅଫିସ,୩୧ା୩: ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ପରମାଣପୁରକୁ ଝାରସୁଗୁଡ଼ାର ବଡ଼ଧରା ଗାଁରୁ ଏକ ବରଯାତ୍ରୀ ଦଳ ଆସିଥିଲେ। ବରଯାତ୍ରୀ ନାଚ, ଗୀତ ସାରି ଭୋଜି ଖାଇ ଘରକୁ ଫେରୁଥିଲେ। ତେବେ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା ଘଟି...

ସମ୍ପର୍କ ଯୋଡ଼ିଛି, ନିବିଡ଼ତା ବଢ଼ାଇଛି

ଖୋର୍ଦ୍ଧା ଅଫିସ,୩୧ା୩: ଖୋର୍ଦ୍ଧା ଗୁରୁଜଙ୍ଗ ନନ୍ଦସାହିର ତ୍ରିଲୋଚନ ସାହୁ(୪୪)। ଗତ ୨୦ବର୍ଷ ହେବ ଖବରକାଗଜ ବିତରକଭାବେ କାମ କରୁଛନ୍ତି। ଦୁଇ ପୁଅ, ସ୍ତ୍ରୀ, ବାପା, ମା’ଙ୍କୁ ନେଇ ତାଙ୍କ ପରିବାର। ପ୍ରଥମେ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ସେହି ସମୟରେ...

ଶପିଂ ମଲ୍‌ରେ ଚଢାଉ, ଏକ୍ସପାଏରି ଖାଦ୍ୟ ଜବତ

କଟକ ଅଫିସ,୩୧ା୩: ଠିକ୍‌ ଦାମ୍‌, ଉଚିତ୍‌ ମାନର ଖାଦ୍ୟସାମଗ୍ରୀ କିଣିବା ନିମନ୍ତେ ଲୋକମାନେ ଶପିଂ ମଲ୍‌ ଯାଉଛନ୍ତି। ଶୀତତାପ ନିୟନ୍ତ୍ରିତ ମଲ୍‌ରେ କିନ୍ତୁ ଗ୍ରାହକଙ୍କୁ ଏକ୍ସପାଏରି ଖାଦ୍ୟ ସାମଗ୍ରୀ ବିକ୍ରି କରାଯାଉଛି। ବାଦାମବାଡ଼ିସ୍ଥିତ ଭି-ବଜାର ନାମକ ଶପିଂ ମଲ୍‌ରେ ଗୁରୁବାର...

ସାଂସ୍କୃତିକ ଦଳ ଚୟନ ପ୍ରକ୍ରିୟା ନେଇ ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ,୩୧ା୩: ଏପ୍ରିଲ ୩ରେ ଜଗତ୍‌ସିଂହପୁର ଜିଲା ପ୍ରତିଷ୍ଠା ଦିବସ। ଏନେଇ ପ୍ରସ୍ତୁତି ଏକପ୍ରକାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। କିନ୍ତୁ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞାପନକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଉଛି। ବିଜ୍ଞାପନ ପତ୍ର ସଂଖ୍ୟା ନଂ....

ବେଳାଭୂମି ଜଙ୍ଗଲରୁ ଭୂତଳ ଜଳ ଲୁଟ୍‌

ପାରାଦୀପ,୩୧ା୩ (ସ୍ବ.ପ୍ର.): ପାରାଦୀପର ଷଣ୍ଢକୁଦଠାରୁ ତ୍ରିଲୋଚନପୁର ଗ୍ରାମ ପର୍ଯ୍ୟନ୍ତ ବେଳାଭୂମି ସୁରକ୍ଷା ରାସ୍ତାର ଦୁଇ ପାଶର୍‌ବରୁ ବାଲି ସହ ଜଙ୍ଗଲରୁ ଭୂତଳ ଜଳ ଉଠାଣ ଓ ଝାଉଁ ଜଙ୍ଗଲରୁ କାଠ କାଟି ନିଆଯାଉଛି। ସେହିପରି କଂସାରିପାଟିଆ ନଦୀ ପଠାରୁ ମାଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri