୫ମ ଦିବସୀୟ ନିଃଶୁଳ୍କ ଯୋଗ ଶିବିର ଉଦ୍ଯାପିତ; ଯୋଗ ଅଭ୍ୟାସରେ ରୋଗରୁ ମୁକ୍ତି ମିଳେ
ନୂଆପଡା ଅଫିସ/କୋମନା,୨୬।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଭେଲା ଗ୍ରାମରେ ପତଞ୍ଜଳୀ ଯୋଗ ସମିତି ଏବଂ ଅଭ୍ୟୁଦୟ ୟୁଥ କ୍ଲବ ମିଳିତ ଆନୁକୂଲ୍ୟରେ ଚାଲିଥିବା ପଞ୍ଚମ ଦିବସୀୟ ଯୋଗାଭ୍ୟାସ ଶିବିର ଉଦ୍ଯାପିତ ହୋଇଯାଇଛି। ୫ ଦିନ ଧରି ଯୋଗାଭ୍ୟାସ କରାଯାଇଥିବାବେଳେ...
ରକ୍ତଦାନ ପାଇଁ ସଚେତନତା ଆଣିଲେ ଯୁବତୀ ସଂଘ; ସଚେତନତା ରାଲି ସହ ନାଟକ ମଞ୍ଚସ୍ଥ
ନୂଆପଡା ଅଫିସ,୨୬ା୯: ରକ୍ତଦାନ ମହତ ଦାନ। ଏକ ବୁନ୍ଦା ରକ୍ତ ଗୋଟିଏ ଜୀବନ ବଞ୍ଚାଇପାରିବ । ଏହା ଦ୍ୱାରା ରକ୍ତଦାତା ଏବଂ ରୋଗୀଙ୍କ ହିତ ସାଧନ ହୋଇଥାଏ । ଏଥିପାଇଁ ସମସ୍ତଙ୍କୁ ଆଗେଇ ଆସି ସଚେତନତା ଆଣିବା ଆବଶ୍ୟକତା ରହିଛି...
ମା’ ସମଲେଶ୍ୱରୀ ଫୁଟବଲ ଟୁର୍ନାମେଣ୍ଟ: ଉଦ୍ଘାଟନୀ ମ୍ୟାଚ୍ରେ ଟେମରି ବି, ବୁଡାପଡ଼ା ବିଜୟୀ
ବୋଡେନ,୨୫।୯(ଡି.ଏନ.ଏ.)- ନୂଆପଡ଼ା ଜିଲା ବୋଡେନ ବ୍ଲକ ଟେମରୀ (ଦଣ୍ଡେଇବସା) ଛାରିଛକ ଖେଳ ପଡିଆରେ ମଙ୍ଗଳବାର ମା’ ସମଲେଶ୍ୱରୀ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଉଦଘାଟନୀ ମ୍ୟାଚ୍ ଟେମରି ବି ଓ (ଖରିଆର) ମହୁଲକୋଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।...
ଉଚ ଚିକିଛା ସୁବିଧାରୁ ବଁଚିତ୍ ତପସ୍ବିନୀ -ଜନ୍ମୁ ଗ୍ରହଣଖଣ୍ଡିଆ, ଦୁଇ ହାତ୍ ନାଇଁ
ସିନାପାଲି,୨୪।୯(ଡି.ଏନ୍.ଏ.)- କେନ୍ଦ୍ର ସରକାର ଅନେକ୍ ଯୋଜନାରେ ଆଧାର କାର୍ଡ ନିହାତି ଦରକାର ବଲି ନିୟମ କରିଛନ୍। ଯେନ୍ଥିରଲାଗି ସରକାରୀ ଯୋଜନା ହକ୍ଦାର ହିତାଧିକାରୀ ପାସ୍କେ ପୁହୁଁଚି ପାରବା। ହେଲେ ଅନେକ ଜାଗାରେ ଇତାର ଉଲଟିଆ ଫଲ ବି ଦେଖ୍ବାକେ ମିଲୁଛେ।...
ନିଃଶୁଲ୍କ ଅସ୍ଥି, ମେରୁଦଣ୍ଡ ଚିକିତ୍ସା ଶିବିର
ସିନାପାଲି,୨୪।୯(ଡି.ଏନ.ଏ.) ନୂଆପଡା ଜିଲା ସିନାପାଲିସ୍ଥିତ ଅଗ୍ରସେନ ଭବନଠାରେ ମାରୱାଡି ଯୁବାମଞ୍ଚ ଶାଖା ପକ୍ଷରୁ ଦିନିକିଆ ନିଃଶୁଲ୍କ ଅସ୍ଥି ଓ ମେରୁଦଣ୍ଡ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ସୋମବାର ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା ।...
କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମୀକ୍ଷା: ଶିଶୁ, ମାତୃ ମୃତ୍ୟୁହାର ରୋକିବାକୁ ଜିଲାପାଳଙ୍କ ତାଗିଦ
ନୂଆପଡା ଅଫିସ/କୋମନା,୨୪।୯(ଡି.ଏନ.ଏ.) ନୂଆପଡା ଜିଲାର ଉପାନ୍ତ ତଥା ଅବହେଳିତ ବ୍ଲକ କୋମନା ଅଞ୍ଚଳରେ ବିଭିନ୍ନ ସମୟରେ ମାତୃ ଏବଂ ଶିଶୁ ମୃତ୍ୟୁହାର ବୃଦ୍ଧି ଘଟିଥିବାର ବହୁ ନଜିର ରହିଛି। ଏହି ଅଞ୍ଚଳରେ ଲୋକଙ୍କ ସରଳତାର ସୁଯୋଗ ନେଇ ସ୍ବାସ୍ଥ୍ୟ କ୍ଷେତ୍ରରେ...
ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ
ବୋଡେନ,୨୨।୯(ଡି.ଏନ.ଏ.) ନୂଆପଡା ଜିଲା ବୋଡେନ ବ୍ଲକ ରାଜିବ ଗାନ୍ଧୀ ସେବା କେନ୍ଦ୍ରଠାରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ବିଜୁ ଜନତା ଦଳ ଜିଲା ପର୍ଯ୍ୟବେକ୍ଷକ ଶୋଭାଗ୍ୟ...
ସଡକ ସୁରକ୍ଷା ନେଇ ସଚେତନ ଶୋଭାଯାତ୍ରା
ବୋଡେନ,୨୨।୯(ଡି.ଏନ.ଏ.) ନୂଆପଡା ଜିଲା ବୋଡେନ ପୋଲିସ ପକ୍ଷରୁ ଶନିବାର ସଡକ ସୁରକ୍ଷା ସମ୍ପର୍କରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବୋଡେନ ଥାନା ଅଧିକାରୀ ସରୋଜ କୁମାର ମଲ୍ଲିଙ୍କ ନେତୃତ୍ୱରେ ବୋଡେନ ହାଇସ୍କୁଲ ଓ କଲେଜର ଛାତ୍ରୀଛାତ୍ରୀମାନେ ପ୍ଲାକାର୍ଡ ଧରି...
ପଞ୍ଚାୟତସ୍ତରୀୟ ପ୍ରଧାନ ଶିକ୍ଷକ ବୈଠକ
କୋମନା,୨୨।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗ୍ରାମପଞ୍ଚାୟତସ୍ତରୀୟ ପ୍ରଧାନ ଶିକ୍ଷକମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲଖନା ପଞ୍ଚାୟତ ସରପଞ୍ଚ ସୋନପତି ଜଏନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଓ୍ବାର୍ଡମେମ୍ବରମାନେ ଜୋଗଦାନ...
ସିନାପାଲି କଲେଜରେ ଅଭିଭାବକ ସମ୍ମିଳନୀ:ଅଭିଭାବକ-ଅଧ୍ୟାପକ ମଧ୍ୟରେ ସମନ୍ବୟ ରହିଲେ ଶିକ୍ଷାର ବିକାଶ ସମ୍ଭବ
ସିନାପାଲି,୨୨।୯(ଡି.ଏନ.ଏ.) ନୂଆପଡା ଜିଲା ସିନାପାଲି କଲେଜରେ ଅଭିଭାକମାନଙ୍କୁ ନେଇ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ସିନାପାଲି କଲେଜ ସମସ୍ତ ଅଭିଭାକଅଭିଭାବିକାମାନଙ୍କୁ ନେଇ ଅନୁଷ୍ଠିତ ଏହି ସମ୍ମିଳନୀରେ କଲେଜ ଅଧ୍ୟକ୍ଷ ମୋହନ ସାହୁ ଅଧ୍ୟକ୍ଷତା କରିଥିଲେ । ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ...
ଜିଲାପାଳ ତରବୋଡ ନବୋଦୟ ସ୍କୁଲ ବୁଲି ଦେଖିଲେ:କର୍ମଚାରୀଙ୍କ ସହ ବୈଠକ କଲେ
ନୂଆପଡା ଅଫିସ/ତରବୋଡ,୨୨।୯(ଡି.ଏନ.ଏ.) ନୂଆପଡା ଜିଲାର ଏକମାତ୍ର ତରବୋଡସ୍ଥିତ ନବୋଦୟ ବିଦ୍ୟାଳୟରେ ଅନେକ ସମସ୍ୟା ରହିଛି। ଏ ନେଇ ବିଭିନ୍ନ ସମୟରେ ଛାତ୍ରୀଛାତ୍ର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ଖୋଦ ଜିଲାପାଳ ଜିଲାସ୍ତରୀୟ ଅଧିକାରୀମାନଙ୍କୁ...
ଖଡିଆଳ, ବୋଡେନ ଓ ସିନାପାଲିରେ ସ୍ବାସ୍ଥ୍ୟ ସମସ୍ୟା ବେହାଲ
ନୂଆପଡା ଅଫିସ,୨୨ା୯ ନୂଆପଡା ଜିଲାର ଖଡିଆଳ, ବୋଡେନ ଏବଂ ସିନାପାଲି ବ୍ଲକ ଅଞ୍ଚଳରେ ସରକାରୀ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ସରକାରଙ୍କ ତରଫରୁ ବିଭିନ୍ନ ଯୋଜନାରେ ମୁକ୍ତ ଚିକିତ୍ସା ବ୍ୟବସ୍ଥା କରୁଥିଲେ ମଧ୍ୟ ସରକାରୀ ଉଦାସୀନତା ଯୋଗୁ ସୁବିଧା...
Archives


