ନୂଆପଡ଼ା

ନିର୍ବାଚନୀ ହିଂସା: ଗୁଳିମାଡ଼ରେ ଯୁବକ ଗୁରୁତର

ନୂଆପଡ଼ା ଅଫିସ,୧୬।୩: ନୂଆପଡ଼ା ଜିଲା କୋମନା ବ୍ଲକ ଲଖନା ଥାନା ଅଧୀନ କୁରୁମପୁରି ପଞ୍ଚାୟତ ଲିମଡିହି ଗାଁରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଜଣେ ଗୁଳିମାଡ଼ରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଯୁବକ ହେଲେ ବଲାଙ୍ଗୀର ଜିଲା ଚିତ୍ରାମୁଣ୍ଡା ଗାଁର…

ରାସ୍ତାରେ ଚାହିଁ ରହିଥିଲା ମୃତ୍ୟୁ, ଚାଲିଗଲା ୬ ଜୀବନ

ନୂଆପଡା ଅଫିସ,୧।୩: ମହାଶିବରାତ୍ରିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକା ବେଳକେ ଚାଲିଯାଇଛି ୬ ଜଣଙ୍କ ଜୀବନ। ଏଭଳି ଭୟଙ୍କର ଘଟଣା ଘଟିଛି ନୂଆପଡା ଜିଲାର। ନୂଆପଡାରୁ ପଦ୍ମପୁର ଯିବା ରାସ୍ତାରେ ସୁନସୁନିଆ ଗାଁ ନିକଟରେ କାରଟି ଭାରସାମ୍ୟ ହରାଇ ଗଛରେ…

ସରପଞ୍ଚ ପ୍ରାର୍ଥୀଙ୍କ ଗୋଡ଼ ହାତ ଭାଙ୍ଗି ଦେଲେ

ଖଡ଼ିଆଳ,୧୯।୨: ରାଜନୈତିକ ଶତ୍ରୁତାକୁ ନେଇ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ କରି ଗୋଡ଼ ହାତ ଭାଙ୍ଗି ଫିଙ୍ଗି ଦିଆଯାଇଛି। ଏପରି ଏକ ଘଟଣା ଘଟିଛି ନୂଆପଡ଼ା ଜିଲା ଖଡିଆଳ ବ୍ଲକ ସୁନାରୀସିକୁଆଁ ପଞ୍ଚାୟତରେ। ଗୁରୁତର ସରପଞ୍ଚ ପ୍ରାର୍ଥୀ ଚୁଳମଣି ବୈଠାରୁଙ୍କୁ…

ମଇଦାନରେ ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଲଢ଼େଇ

ଖଡିଆଳ,୧୨।୨(ଡି.ଏନ୍‌.ଏ.): ନିର୍ବାଚନ ମଇଦାନରେ ୭୫ ବର୍ଷ ବୟସ୍କ ଅବସରପ୍ରାପ୍ତ ଶିକ୍ଷକ। ଦୀର୍ଘ ୪୦ ଧରି ଶିକ୍ଷକତା ଜୀବନରୁ ଅବସର ନେବା ପରେ ବର୍ତ୍ତମାନ ପଞ୍ଚୟତର ଦାୟିତ୍ୱ ନେବା ପାଇଁ ଆଗଭର ହୋଇ ନିର୍ବାଚନ ଲଢୁୁଛନ୍ତି। ସେ ହେଲେ ନୂଆପଡା ଜିଲା ଖଡିଆଳ…

ସାହାଯ୍ୟ ମାଗୁଛନ୍ତି ତେଲଙ୍ଗାନାରେ ଫଶିଥିବା ୩୪ ଦାଦନ ଶ୍ରମିକ

ନୂଆପଡ଼ା ଅଫିସ,୧୧।୨: ନୂଆପଡ଼ା ଜିଲାର ଦାଦନ ଶ୍ରମିକମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଇ ସେଠାରେ ମାଲିକମାନଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ଘଟଣା ବାରମ୍ବାର ସାମ୍‌ନାକୁ ଆସୁଛି। ଗତ ମାସ ୨୫ ତାରିଖରେ କୋମନା ବ୍ଲକର ବିଭିନ୍ନ ଗାଁର ୬୫ଜଣ ଦାଦନ…

ଜିଅନ୍ତା ମାଛ ଧରି ଘରକୁ ଘର ବୁଲି ପ୍ରଚାର କଲେ ପ୍ରାର୍ଥୀ

ଖଡିଆଳ,୮।୨(ଡି.ଏନ.ଏ.): ଜିଅନ୍ତା ମାଛ ଧରି ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରୁଛନ୍ତି ଜଣେ ସରପଞ୍ଚ ପ୍ରାର୍ଥୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲା ଖଡିଆଳ ବ୍ଲକ ସରପଞ୍ଚ ପ୍ରାର୍ଥୀ ପ୍ରଭୁଦତ୍ତ ଗୌଡ଼। ଚଳିତ ପଞ୍ଚାୟତ ନିର୍ବାଚନରେ ଗଡ୍ରାମୁଣ୍ଡା ପଞ୍ଚୟତରେ…

ଅପହରଣ ପଛରେ ଭିକ୍ଟୋରିଆ ରୁପାଟଙ୍କା

ଖଡିଆଳ, ୮।୨(ଡି.ଏନ.ଏ.):  ନୂଆପଡ଼ା ଜିଲା ଖଡିଆଳ ପୋଲିସ ଯୁବକଙ୍କୁ ଅପହରଣ ଘଟଣାର ରହସ୍ୟ ଉନ୍ମୋଚନ କରିଛି। ଅପହୃତ ଯୁବକଙ୍କୁ ଉଦ୍ଧାର କରାଯିବା ପରେ ୧୮୮୫ ମସିହାର ଭିକ୍ଟୋରିଆ ରୁପାଟଙ୍କା ପାଇଁ ଅପହରଣ କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି। ଘଟଣାରେ ୪ଜଣଙ୍କୁ ଗିରଫ…

ଭୋଜି ଖାଇ ଫେରୁଥିଲେ, ବାଟରେ ଓଲଟିଲା ବରଯାତ୍ରୀ ଗାଡ଼ି

ଖଡିଆଳ,୭।୨(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡିଆଳ ଥାନା ସରଗାଦୀ ନୂଆପଡ଼ା ଗାଁ ନିକଟରେ ଏକ ବରଯାତ୍ରୀ ଗାଡି ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକ ହେଲେ ମୁକେଶ ବଚ୍ଛା। ଆହତଙ୍କୁ ଉଦ୍ଧାର କରି ଖଡିଆଳ ଉପଖଣ୍ଡ…

ସରପଞ୍ଚ ପଦବୀ ପାଇଁ ମଇଦାନରେ ୯ ମାସର ଗର୍ଭବତୀ

ନୂଆପଡ଼ା ଅଫିସ,୭।୨: ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ସେତିକି ଜୋର ଧରିବାରେ ଲାଗିଛି। ଏଭଳିସ୍ଥିତିରେ ଜଣେ ୯ ମାସର ଗର୍ଭବତୀ ନିର୍ବାଚନ ମଇଦାନକୁ ଓହ୍ଲାଇ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ସେ ହେଲେ ନୂଆପଡ଼ା ସଦର ବ୍ଲକ ସାହିପଲା…

ନୂଆଁ-ପୁରଣା ଚେହେରା ମଧ୍ୟରେ ଲଢେଇ

ନୂଆପଡ଼ା ଅଫିସ,୬।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତେ ସରଗରମ ହେବାରେ ଲାଗିଛି ା ନୂଆପଡା ଜିଲାରେ ୧୪ଟି ଜିଲା ପରିଷଦ ଜୋନ ରହିଥିବାବେଳେ ୫୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ୪ ଲକ୍ଷ ୩୪…

ସରପଞ୍ଚ ପଦବୀ ପାଇଁ ୩ ମାମୁଁ-ଭାଣିଜୀଙ୍କ ମଧ୍ୟରେ ଲଢେଇ

ଖଡିଆଳ,୫।୨(ଡି.ଏନ୍‌.ଏ.): ରାଜନୀତିରେ କ୍ଷମତା ପାଇଁ ବାପପୁଅ, କକାପୁତୁରା, ଭାଇଭାଇ ମଧ୍ୟରେ ନିର୍ବାଚନରେ ଲଢୁଥିବା ନଜିର ରହିଥିବା ବେଳେ ନୂଆପଡ଼ା ଜିଲାରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଯାହାକୁ ନେଇ ଚର୍ଚ୍ଚାରେ ଖଡିଆଳ ବ୍ଲକ ସୁନାରୀସିକୁଆଁ ପଞ୍ଚାୟତ। ଚଳିତ ନିର୍ବାଚନରେ ସୁନାରୀସିକୁଆଁ…

ମା’ଙ୍କୁ ବଞ୍ଚାଇବା ପାଇଁ କୂଅକୁ ଡେଇଁଲେ ପୁଅ

ନୂଆପଡ଼ା ଅଫିସ୍‌,୨୩ା୧: ନୂଆପଡ଼ା ଜିଲା କୋମନା ଥାନା ସଦର ବଙ୍ଗଳାପଡ଼ାରେ ଶନିବାର କୂଅରେ ଖସିପଡ଼ିଥିଲେ ଜଣେ ବୃଦ୍ଧା। ଏହା ଦେଖି ମା’ଙ୍କୁ ଉଦ୍ଧାର କରିବା ପାଇଁ ପୁଅ ମଧ୍ୟ କୂଅକୁ ଡେଇଁପଡ଼ିଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚତ୍ ଉଭୟ ମା’ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri