ପୁଅକୁ ମାରି ବାପାଙ୍କ ଆତ୍ମହତ୍ୟା
ନୂଆପଡ଼ା ଅଫିସ/ ଖଡିଆଳ,୨୫।୬(ଡି.ଏନ.ଏ.): ନୂଆପଡ଼ା ଜିଲା ଧରମବନ୍ଧା ଥାନା ଅନ୍ତର୍ଗତ ଫୋକଟପ ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟଛି। ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ବାପା ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହ ଏବଂ ଅନ୍ୟ ଜାତିର…
ମାଓବାଦୀ ଆକ୍ରମଣରେ ୩ ସିଆର୍ପିଏଫ୍ ଯବାନ ଶହୀଦ
ନୂଆପଡ଼ା ଅଫିସ,୨୧।୬: ନୂଆପଡ଼ା ଜିଲା ବୋଡେନ୍ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ମାଓବାଦୀଙ୍କ ଆକ୍ରମଣରେ ୩ ସିଆର୍ପିଏଫ୍ ଯବାନ ଶହୀଦ ହୋଇଛନ୍ତି। ଶହୀଦ ଯବାନମାନେ ହେଲେ ଶିଶୁପାଳ ସିଂହ, ଶିବଲାଲ ସିଂହ ଏବଂ ଧର୍ମେନ୍ଦ୍ର କୁମାର ସିଂହ। ଏମାନଙ୍କ ବ୍ୟତିତ…
ମାଛ ମଡ଼କକୁ ନେଇ ଚିନ୍ତାରେ ଚାଷୀ
ନୂଆପଡ଼ା ଅଫିସ,୨୧।୬: ନୂଆପଡ଼ା ଜିଲା କୋମନା ବ୍ଲକ ସିଆଲଲଟି ପଞ୍ଚାୟତ ବେଲରଦାନା ଗାଁରେ ମାଛ ମଡ଼କକୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି। ବେଲରଦାନ ଗାଁର ଅଧିକାଂଶ ଚାଷୀ ଜମିରେ ପୋଖରୀ ଖୋଲି ମାଛ ଚାଷ ଆରମ୍ଭ କରିଛନ୍ତି। ହେଲେ ପ୍ରାକ୍ ମୌସୁମୀ…
ଭୂତକୋଠି ପାଲଟିଛି ଛାତ୍ରାବାସ
ନୂଆପଡ଼ା ଅଫିସ, ୧୬।୬ – ନୂଆପଡା ଜିଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟରେ ଚକୋଟିଆ ଭୁଞ୍ଜିଆ ନାମକ ଆଦିମ ଆଦିବାସୀ ସମ୍ପ୍ରଦାୟର ଲୋକେ ବାସ କରନ୍ତି। ଏହି ସମ୍ପ୍ରଦାୟଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ…
ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସରକାରୀ ସହାୟତା ଦାବି
ନୂଆପଡ଼ା ଅଫିସ,୧୧ା୬: ତେଲଙ୍ଗାନାକୁ କାମ କରିବାକୁ ଯାଇଥିବା ନୂଆପଡ଼ା ସଦର ମହୁହାଭଟା ଗ୍ରାମର ଶମ୍ଭୁ ରଣା(୨୪)ଙ୍କ ଗତ ୮ ତାରିଖରେ ମୃତ୍ୟୁ ଘଟିଥିଲା। ତିନି ଦିନ ପରେ ତାଙ୍କ ମୃତଦେହ ଗାଁରେ ପହଞ୍ଚିଛି। ଗ୍ରାମରେ ମୃତଦେହ ପହଞ୍ଚତ୍ବା ପରେ ଏକ ଶୋକାକୁଳ…
ସେବାଶ୍ରମ ସ୍କୁଲରେ ପଶିଲା କରୋନା: ୧୪ ପଜିଟିଭ୍ ଚିହ୍ନଟ
ନୂଆପଡ଼ା ଅଫିସ, ୧୪।୫: ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ବିରିଘାଟ ସେବାଶ୍ରମ ସ୍କୁଲରେ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସ୍କୁଲରେ ଜଣେ ହାଇସ୍କୁଲ ଛାତ୍ରଙ୍କୁ ଜ୍ବର ହୋଇଥିବା ବେଳେ ସେ ଗୁରୁବାର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଖଡିଆଳ ଉପଖଣ୍ଡସ୍ତରୀୟ…
ଗଛରୁ ଟାଣିଆଣି ଝୁଣିଲା ଭାଲୁ
ନୂଆପଡ଼ା ଅଫିସ,୬।୫: ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ଥାନା କୋଦୋପାଲି ଗାଁର ଯୁବକ ଯୁଗଳ ବରିହା (୪୦) କେନ୍ଦୁପତ୍ର ତୋଳୁଥିବା ବେଳେ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗାଁର ୧୦ରୁ ୧୨ଜଣ ମହିଳା, ପୁରୁଷ ସ୍ଥାନୀୟ କୋଦୋପାଲି ଜଙ୍ଗଲକୁ କେନ୍ଦୁପତ୍ର ତୋଲିବାକୁ…
ଅଧା ରାସ୍ତାରେ ନାତିଙ୍କୁ ହାଣିଲେ ଅଜା
ନୂଆପଡ଼ା ଅଫିସ,୨୬।୪: ନୂଆପଡ଼ା ଜିଲା ବୋଡେନ ଥାନା ଫରସରା ପଞ୍ଚୟତ ଶର୍ଗିଗୁଡା ଗାଁରେ ଅଜାଙ୍କ କଟୁରି ଚୋଟରେ ନାତି ଗୁରୁତର ହୋଇଛନ୍ତି। ଆହତ ନାତିହେଲେ ପବିତ୍ର ରାଉତ(୨୫)। ଅଜା ଓ ନାତି ଗାଁ ଯାତ୍ରାକୁ ଭୋଜି ଖାଇବା ପାଇଁ ଯାଉଥିଲେ। ସେତିକିବେଳେ…
ଗୋଟିଏ ଟ୍ରକ୍କୁ ଆଗରୁ ପଛରୁ ପିଟିଲେ ଆଉ ୨ ଟ୍ରକ୍
ନୂଆପଡ଼ା ଅଫିସ, ୧୩।୪: ନୂଆପଡ଼ା ଜିଲା ଜାତୀୟ ରାଜପଥ ୩୫୩ ଝାଲକୁସୁମ ଛକରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଯାନ୍ତ୍ରୀକ ତ୍ରୁଟି ଯୋଗୁ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ସାମ୍ନା ଏକ ଟ୍ରକ୍ ଧକ୍କା ଦେବା ପରେ ପଛରୁ ଆଉ…
ବିଜେଡି ୨, କଂଗ୍ରେସ ଗୋଟିଏ ଆସନ ଦଖଲ
ନୂଆପଡ଼ା ଅଫିସ,୮।୪: ନୂଆପଡା ଜିଲାର ୩ଟି ଏନ୍ଏସି ଉପାଧ୍ୟକ୍ଷ ନିର୍ବାଚନ ଗୁରୁବାର ଶେଷ ହୋଇଛି। ୨ଟିରେ ବିଜେଡି ଓ ଗୋଟିଏରେ କଂଗ୍ରେସ ଦଖଲ କରିଛି। ନୂଆପଡା ଏନ୍ଏସିରେ ଉପାଧ୍ୟକ୍ଷଭାବେ ୱାର୍ଡ ନମ୍ବର ୩ର ବିଜେଡି ପ୍ରାର୍ଥତ୍ନୀ ସଞ୍ଜୁକ୍ତା ପଣ୍ଡା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ…
୫ ଦିନ ହେଲା ଲାଗିଛି ନିଆଁ
ନୂଆପଡ଼ା ଅଫିସ,୨।୪: ୫ ଦିନ ହେଲା ନୂଆପଡା ଜିଲାର ବିଭିନ୍ନ ଙ୍ଗଲରେ ନିଆଁ ଜଳୁଛି। ଗ୍ରାମ୍ୟ ଜଙ୍ଗଲଠାରୁ ଆରମ୍ଭ କରି ଛୋଟବଡ ପାହାଡରେ ନିଆଁ ଲାଗି ସାରିଲାଣି। ପାହାଡ ତଳି ଗାଁରେ ନିଆଁ ଲାଗିବା ସମ୍ଭାବନା ରହିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ…
ପ୍ରେମ ପାଇଁ ହାରିଲେ ଜୀବନ
ଖଡ଼ିଆଳ,୧୭।୩(ଡି.ଏନ୍.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ଥାନା କୋଟାମାଲ ଗାଁରେ ଗୁରୁବାର ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ନହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ହେଲେ କୋଟାମାଲ ଗାଁର କମଳ ମାଝି। ପ୍ରେମ ସମ୍ପର୍କକୁ ନେଇ କମଳ ଆତ୍ମହତ୍ୟା କରିଥିବା ଜଣାପଡିଛି।…
Archives


