ନୂଆପଡ଼ା

ରେଲୱେ ଷ୍ଟେଶନରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ : ରତିରେ ନେଇଥିଲେ ଆଶ୍ରୟ ସକାଳେ…

ନୂଆପଡା,୧୮ା୫ (ମକାରୁ ବେମାଲ): ନୂଆପଡ଼ା ଜିଲା ଜୋଙ୍କ୍‌ ଥାନା ଖଡ଼ିଆଳ ରୋଡ୍‌ ରେଲୱେ ଷ୍ଟେଶନ ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ କଣ୍ଟାବାଞ୍ଜି ରେଲୱେ ପୋଲିସ ଶନିବାର ଜବତ କରିଛି। ଖବର ଲେଖା ହେବା ସୁଦ୍ଧା ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ସୂଚନା…

ଜୁଆ ଆଡ୍ଡାରେ ରେଡ୍‌: ୧୫ ଜଣଙ୍କୁ ବାନ୍ଧିଲା ପୋଲିସ

ନୂଆପଡ଼ା,୧୭।୫(ମକାରୁ ବେମାଲ): ନୂଆପଡା ଜିଲା ଲଖନା ଥାନା କୁରୁମପୁରି ଓ ଠାକୁରପାଲି ଗାଁ ମଝି ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି। ଏହା ସହ ୧୫ ଜଣଙ୍କୁ ଗିରଫ କରାଯାଇ ୨୮ ହଜାର ଟଙ୍କା, ୯ଟି ବାଇକ,…

ପ୍ରଥମଥର ସ୍ବୟଂଚାଳିତ ଟ୍ରାଫିକ୍‌ ନିୟନ୍ତ୍ରଣ ସିଗ୍‌ନାଲ ପଏଣ୍ଟ ଆରମ୍ଭ

ନୂଆପଡ଼ା,୧୭ା୫ (ମକାରୁ ବେମାଲ):ନୂଆପଡ଼ା ସହରର ବହୁ ପ୍ରତୀକ୍ଷିତ ପରେ ପ୍ରଥମ କରି ଏକତା ଛକଠାରେ ସ୍ବୟଂ ଚାଳିତ ଟ୍ରାଫିକ ନିୟନ୍ତ୍ରଣ ସିଗ୍‌ନାଲ ପଏଣ୍ଟ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଜିଲାପାଳ ମଧୁସୂଦନ ଦାଶ, ଆରକ୍ଷୀ ଅଧୀକ୍ଷକ…

ଅପରେଶନ ଶୁଦ୍ଧି ପ୍ରଭାବ: ୨୮.୩୭୫ କିଲୋ ଗଞ୍ଜେଇ ଜବତ, ୯ ଗିରଫ

ନୂଆପଡା,୧୭ା୫ (ମକାରୁ ବେମାଲ):ନୂଆପଡ଼ା ଜିଲାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଅପରେଶନ ଶୁଦ୍ଧି ଜାରି ରହିଛି। ଗୁରୁବାର ଅପରେଶନ ଶୁଦ୍ଧି ଚାଲିଥିବା ସମୟରେ ଜୋଙ୍କ ଥାନା ପୋଲିସକୁ ପୁଣି ବଡ଼ ସଫଳତା ମିଳିଛି ା ଚଢ଼ାଉ ବେଳେ…

ବାଇକ୍‌ ଦୁର୍ଘଟଣା: କକା, ପୁତୁରାଙ୍କ ଚାଲିଗଲା ଜୀବନ

ନୂଆପଡ଼ା,୧୬ା୫ (ମକାରୁ ବେମାଲ)::ନୂଆପଡ଼ା ସଦର ବ୍ଲକ କୋଟେନଚୂଆଁ ପଞ୍ଚାୟତ ତିଲେଇଝର ଗାଁ ପାଖରେ ଏକ ବାଇକ୍‌ ଦୁର୍ଘଟଣା ଘଟି କାକା ଓ ପୁତୁରାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତିଲେଇଝର ଗାଁର କାକା ପରମେଶ୍ୱର ତାଣ୍ଡି (୧୮) ଓ ପୁତୁରା ପୁରୁଷୋତ୍ତମ…

୪ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ନୂଆପଡ଼ା,୧୫ା୫(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଲଖନା ଥାନା ସିଳଭା ଗାଁରେ ୨୦୧୭ ଜାନୁଆରୀ ୧୫ରେ ଜମିବାଡି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ କଳହ ହୋଇଥିଲା। କପିଲ ଶବର (୫୦) ଓ ଅନ୍ୟ ଏକ ପରିବାରର ୫ ଜଣ…

ବେଆଇନ ନିଶା କାରବାର: ମହିଳା ସମେତ ୬ ଗିରଫ

ନୂଆପଡ଼ା,୧୫ା୫ (ମକାରୁ ବେମାଲ): ନୂଆପଡ଼ା ଜିଲାକୁ ନିଶାମୁକ୍ତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଅପରେଶନ ଶୁଦ୍ଧି ଆରମ୍ଭ ହୋଇଛି। ବୁଧବାର ଏହି ଅପରେଶନ ସମୟରେ ଜିଲା ପୋଲିସକୁ ଏକ ବଡ ସଫଳତା ମିଳିଛି। ଚଢାଉ ବେଳେ ପୋଲିସ ୬ କିଲୋଗ୍ରାମ…

କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଜିଲା ଟପ୍ପର

ନୂଆପଡ଼ା,୧୫ା୫(ମକାରୁ ବେମାଲ):କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳାଫଳ ମଙ୍ଗଳବାର ପ୍ରକାଶିତ ହୋଇଛି। ଏଥିରେ ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ସ୍ମରଣ ଯୋଷୀ ୯୮.୮ ପ୍ରତିଶତ ମାର୍କ ରଖି ଜିଲା ଟପ୍ପର ହୋଇଛନ୍ତି। ସେହିପରି ନୂଆପଡ଼ା…

ମାଓବାଦୀ କ୍ୟାମ୍ପ ଠାବ, ସାମଗ୍ରୀ ଜବତ

ନୂଆପଡ଼ା,୧୫ା୫ (ମକାରୁ ବେମାଲ):ନୂଆପଡ଼ା ଜିଲାରେ କିଛିମାସର ବ୍ୟବଧାନ ପରେ ପୁଣି ମାଓବାଦୀମାନେ ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି ା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଗାତିବେଡା ନିକଟ ସଂରକ୍ଷିତ ଜଙ୍ଗଲରେ ବୁଧବାର ଏକ ମାଓବାଦୀ କ୍ୟାମ୍ପ ଠାବ ହୋଇଛି ା ସେଠାରୁ…

ମାନସ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ଦାଦାବଟି ପାଇଁ ହତ୍ୟା, ୩ ଗିରଫ

ନୂଆପଡ଼ା,୧୪ା୫ (ମକାରୁ ବେମାଲ): ନୂଆପଡ଼ା ସଦର ମହକୁମା ଶିବଶକ୍ତି ନଗରର ମାନସ ତ୍ରିପାଠୀ (୩୦)ଙ୍କ ମୃତଦେହ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲା କୋମାଖାନ ଥାନା କଶେକେରା ଗାଁର ଏକ ଚାଷ ଜମିରୁ ଶୁକ୍ରବାର ଉଦ୍ଧାର ହୋଇଥିଲା। ଏହି ଘଟଣାରେ ସୋମବାର…

ମୁହଁ ମୋଡି ଚାଲିଯାଉଛନ୍ତି ପର୍ଯ୍ୟଟକ

ନୂଆପଡ଼ା,୧୨ା୫ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ସୁନାବେଡା ଅଭୟାରଣ୍ୟ ପାଦଦେଶରେ ଅବସ୍ଥିତ ଭରୁଆମୁଣ୍ଡା ପଞ୍ଚାୟତ ଲୋଡ୍ରା ଗାଁଠାରେ ଥିବା ଗୋଧସ ଜଳ ପ୍ରପାତରେ ସୋମବାର ବୈଶାଖ ମେଳା ଉଦ୍‌ଯାପିତ ହୋଇଯାଇଛି। ପ୍ରତି ବର୍ଷ ଭଳି ବୁଦ୍ଧ ପୂର୍ଣ୍ଣିମାରେ ଗୋଧସ ଜଳ…

ଦକ୍ଷିଣ ପାହାଡ ଉପରେ ଶ୍ୱେତ ଗଙ୍ଗା: ହାତ ପାତିଲେ ପଥରରୁ ଆସେ ଏକ ବୁନ୍ଦା ପାଣି

ନୂଆପଡ଼ା,୧୪ା୫ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ମିଛାପାଲି ପଞ୍ଚାୟତ ସୁନାବେଡା ଅଭୟାରଣ୍ୟର ଖୋଳିଗାଁଠାରେ ୩ଦିନ ଧରି ଚାଲିଥିବା ରାଣୀମୁହାସ ବୈଶାଖ ମେଳା ସୋମବାର ଉଦ୍‌ଯାପିତ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସୁନାବେଡା ଅଭୟାରଣ୍ୟ ଭିତରେ ଖୋଳିଗାଁର ପଶ୍ଚିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?