ଡିସେମ୍ବର ୩ରୁ ଖରିଫ ଧାନ କ୍ରୟ ଜିଲାସ୍ତରୀୟ ଖରିଫ ଧାନ କ୍ରୟ କମିଟି ବୈଠକ
ନୂଆପଡ଼ା,୨୫ା୧୧ (ମକାରୁ ବେମାଲ): ସ୍ଥାନୀୟ ସଦ୍ଭାବନା ସଭା ଗୃହଠାରେ ମଙ୍ଗଳବାର ଜିଲାସ୍ତରୀୟ ଖରିଫ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ନୂଆପଡା ବିଧାୟକ…
୬୪ ଅଭିଯୋଗ ସମାଧାନ କଲେ ଜିଲାପାଳ, ଏସ୍ପି
ନୂଆପଡ଼ା, ୨୫ା୧୧(ମକାରୁ ବେମାଲ): ନୂଆପଡ଼ା ଜିଲା ସିନାପାଲି ବ୍ଲକ ସଭାଗୃହରେ ଜିଲାପାଳ ମଧୁସୂଦନ ଦାଶ ଓ ଏସ୍ପି ଅମ୍ରିତପାଲ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ,…
ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ଖୁଣ୍ଟ: ହଟାଇବାକୁ ଦାବି
ନୂଆପଡ଼ା,୨୪ା୧୧ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ପଞ୍ଚାୟତ ଭରୁଆମୁଣ୍ଡା ଗାଁ ପଦରଗୋସେନ ବନ୍ଧରେ ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ୍ ଖୁଣ୍ଟ ହଟାଇବାକୁ ଦାବି ହୋଇଛି। ସୂଚନା ଅନୁଯାୟୀ ଭରୁଆମୁଣ୍ଡା ଗାଁରେ ୧୫୦ରୁ ଊର୍ଦ୍ଧ୍ୱ ପରିବାରରେ ୧୨ ଶହରୁ…
ପଡ଼ିଆରେ ଖେଳ ପ୍ରତି ଆଗ୍ରହ କମୁଛି: ମୋବାଇଲ ଗେମ୍ରେ ବିତୁଛି ସମୟ
ନୂଆପଡ଼ା,୨୨/୧୧ (ମକାରୁ ବେମାଲ):ବର୍ତ୍ତମାନ ସମୟରେ ଅଧିକାଂଶ ପିଲା ଖେଳପଡିଆରେ ଖେଳିବାକୁ ରୁଚି ରଖୁନାହାନ୍ତି। ହାତରେ ମୋବାଇଲ ଥିବାରୁ ସେମାନେ ବିଭିନ୍ନ ପ୍ରକାର ଗେମ୍ ଖେଳି ସମୟ ବିତାଉଛନ୍ତି। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ଯାହା ହାତରେ ଦେଖିବ ମୋବାଇଲ। ପୂର୍ବରୁ ପିଲା ସ୍କୁଲରୁ…
ଶୌଚ ହେବା ପାଇଁ ଯାଇଥିଲେ: ହଠାତ୍ ଜଙ୍ଗଲରୁ ଆସିଲା ଭାଲୁ
ନୂଆପଡ଼ା,୨୧।୧୧(ମକାରୁ ବେମାଲ): ନୂଆପଡ଼ା ଏନ୍ଏସି ୧ ନମ୍ବର ୱାର୍ଡ ଶାଖାତରାର ଜଣେ ବୃଦ୍ଧ ଉତ୍ତର କୁମାର ଶବର (୬୨) ଗୁରୁବାର ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ପ୍ରତ୍ୟୁଷରେ ଉତ୍ତର ନିଜ କ୍ଷେତ ଚାଳମୁଡା ପଟେ ଶୌଚ ହେବା ପାଇଁ ଯାଇଥିଲେ।…
ଡିସେମ୍ବର ୧୩ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ
ନୂଆପଡ଼ା,୨୦ା୧୧ (ମକାରୁ ବେମାଲ): ଜାତୀୟ ଓ ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡ଼ା ଜିଲା ଓ ଦୌରା ଜଜ୍ ତଥା ଜିଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆସନ୍ତା ଡିସେମ୍ବର ୧୩ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ…
ଲଖନା ପଞ୍ଚାୟତ: ଭତ୍ତାରୁ ବଞ୍ଚିତ ବୃଦ୍ଧାବୃଦ୍ଧ
ନୂଆପଡ଼ା,୧୯ା୧୧(ମକାରୁ ବେମାଲ) -ନୂଆପଡ଼ା ଜିଲା କୋମନା ବ୍ଲକ୍ ଲଖନା ପଞ୍ଚାୟତ ଅନ୍ତର୍ଗତ ମୁରଲିବାହାଲି ଗାଁରେ ଅନେକ ବୃଦ୍ଧାବୃଦ୍ଧ ଭତ୍ତାରୁ ବଞ୍ଚତ୍ତ ହୋଇ ବୁଧବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜିଲାପାଳ ମଧୁସୂଦନ ଦାଶଙ୍କ ଅନୁପସ୍ଥିତିରେ ସେମାନେ ଡାକ ବାକ୍ସରେ ଦରଖାସ୍ତ ଦେଇ ଫେରିଯାଇଛନ୍ତି।…
ନୂଆପଡ଼ାରୁ ଚାଞ୍ଚଲ୍ୟକର ଖବର: ସପ୍ଲାଇ ପାଣିରେ ଜିଆ
ନୂଆପଡ଼ା,୧୯ା୧୧ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ସୁନ୍ଦର ଜଳସେଚନ ପ୍ରକଳ୍ପ ଜଡାମୁଣ୍ଡାଠାରେ ଗଭୀର କୂପ ଜରିଆରେ ପାଣି ଉଠାଇ ଗାଁ ଗାଁକୁ ପାଇପ୍ ବିଛାଯାଇ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେଉଛି। ହେଲେ ସୋମବାର କୋମନା…
ନୂଆପଡ଼ା ଉପନିର୍ବାଚନ ଜନାଦେଶ ନୁହେଁ, ଯନ୍ତ୍ରାଦେଶ: ସ୍ନେହାଙ୍ଗିନୀ
ନୂଆପଡ଼ା,୧୯ା୧୧ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ଅର୍ଥବଳ, ବାହୁବଳ, ସରକାରୀ କଳ ପ୍ରୟୋଗ କରି ଜନାଦେଶରେ ନୁହେଁ ଯନ୍ତ୍ରାଦେଶରେ ବିଜୟୀ ହୋଇଛି ବୋଲି ମଙ୍ଗଳବାର ସ୍ଥାନୀୟ ଖୁଣ୍ଟିଆ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେଡି ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ…
ନୂଆପଡ଼ା ଉପନିର୍ବାଚନ ରାଜନୈତିକ ବିଜୟ ନୁହେଁ ବିଶ୍ବାସ,ସେବାର
ନୂଆପଡ଼ା,୧୭।୧୧: ନୂଆପଡ଼ାରେ ବିପୁଳ ଭୋଟରେ ଭାଜପାର ବିଜୟ ପରେ ବେଶ୍ ଖୁସି ଅଛନ୍ତି ଭାଜପା କର୍ମୀ ନେତୃବୃନ୍ଦ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜୟ ଶ୍ରେୟ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଦେଇଛନ୍ତି। ଦଳୀୟ କାର୍ଯ୍ୟକର୍ତ୍ତା ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରିବାରୁ ସଫଳତା…
ନୂଆପଡ଼ା ଫଳାଫଳରେ କାରସାଦି ଅଭିଯୋଗ: ନିର୍ବାଚନ କମିଶନଙ୍କୁ ନିନ୍ଦା କଲେ ସ୍ନେହାଙ୍ଗିନୀ ଛୁରିଆ
ନୂଆପଡ଼ା,୧୬ା୧୧: ନୂଆପଡ଼ା ଉପନିର୍ବାଚନ ଫଳାଫଳକୁ ନେଇ ବିଜେଡି ସଙ୍ଗୀନ ଅଭିଯୋଗ ଆଣିଛି। ବିଜେଡି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କାରସାଦି ହୋଇଥିବା ଅଭିଯୋଗ କରି ଫଳାଫଳକୁ ଖଣ୍ଡନ କରିବା ସହ ନିର୍ବାଚନ କମିଶନଙ୍କୁ କଡ଼ା ନିନ୍ଦା କରିଛନ୍ତି। ଛୁରିଆ…
ଜୟଙ୍କ କୁନି ଝିଅ ବାପାଙ୍କ ବିଜୟ ନେଇ କ’ଣ କହିଲେ ଜାଣନ୍ତୁ
ନୂଆପଡ଼ା,୧୫।୧୧(ମକାରୁ ବେମାଲ):ନୂଆପଡ଼ାରେ ଜୟ ଢୋଲକିଆଙ୍କ ବିଜୟ ପରେ ବେଶ୍ ଖୁସି ଅଛନ୍ତି ତାଙ୍କ ପୁରା ପରିବାର ସ୍ତ୍ରୀ ସୁମାନଙ୍କ ସହ ବିଜୟ ଉତ୍ସବରେ ଯୋଗ ଦେଇଛନ୍ତି ୨ ଝିଅ। ତାଙ୍କ ଝିଅ କହିଛନ୍ତି ବାପା ଜିତିଛନ୍ତି ସେଥିପାଇଁ ଆସିଛୁ। ଅନ୍ୟପକ୍ଷେ ସ୍ତ୍ରୀ…

