ନୟାଗଡ଼

୧୩ ବର୍ଷରେ ଗଲାଣି ୧୨ହାତୀର ଜୀବନ

ନୟାଗଡ଼,୨୬।୧(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡରେ ସଙ୍କଟରେ ଗଜରାଜ। ୧୩ ବର୍ଷରେ ୧୨ ହାତୀର ମୃତ୍ୟୁ ଚିନ୍ତାର କାରଣ ପାଲଟିଛି। ଏଥିରୁ ଅଧିକାଂଶ ହାତୀକୁ ଶିକାର କରାଯାଉଥିବା ଅଭିଯୋଗ ରହିଛି । ଗୁରୁବାର ପୁଣି ଏକ ଦନ୍ତାହାତୀର ଗଳିତ ମୃତଦେହ ଠାବ...

ଭ୍ରୂଣହତ୍ୟା ଉପରେ ଲାଗୁନି ରୋକ୍‌

ନୟାଗଡ଼,୨୫ା୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ଭ୍ରୂଣହତ୍ୟାରେ ରୋକ୍‌ ଲାଗି ପାରୁନି। ବିନା ପ୍ରେସକ୍ରିପସନରେ ଜିଲାର ବିଭିନ୍ନ ଔଷଧ ଦୋକାନରେ ଗର୍ଭପାତ ମେଡିସିନ୍‌ ବିକ୍ରି ହେଉଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ରୋକ୍‌ ଲଗା ଯାଉନି। ଅନ୍ୟପକ୍ଷେ ଏ ନେଇ...

ସଜେଇ ହେଉଛି ଫତେଗଡ଼ ଶ୍ରୀରାମ ମନ୍ଦିର

ନୟାଗଡ଼/ଭାପୁର,୨୧।୧(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ଅଯୋଧ୍ୟାରେ ରାମଲାଲା ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସ ଜାନୁଆରୀ ୨୨ରେ ନୟାଗଡ଼ ଜିଲା ଭାପୁର ବ୍ଲକ ଅଧୀନ ଫତେଗଡ ଗିରି ଗୋବର୍ଦ୍ଧନ ପାହାଡ଼ର ଶୀର୍ଷରେ ନବ ନିର୍ମିତ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ।...

ନିଷ୍କାସନ ପଥ ନାହିଁ, ରାସ୍ତାରେ ଡ୍ରେନ୍‌ପାଣି

ଖଣ୍ଡପଡ଼ା,୨୦ା୧(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବ୍ଲକ ଅଧୀନ କଣ୍ଟିଲୋ ପଞ୍ଚାୟତ କୃଷ୍ଣେଶ୍ୱରପାଟଣା ତଥା ୮ନଂ. ଓ ୧୧ ନଂ. ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ନର୍ଦ୍ଦମା ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ଏଥିଯୋଗୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି...

ସପ୍ତାହେ ହେଲା ଜଳ ଯୋଗାଣ ବନ୍ଦ

ଖଣ୍ଡପଡ଼ା,୧୮ା୧(ଅଜୟ କୁମାର ମହାରଣା)ଖଣ୍ଡପଡ଼ା ବ୍ଲକ୍‌ ଅଧୀନ କିଆଝର ପଞ୍ଚାୟତରେ ଏବେ ଠାରୁ ପାନୀୟ ଜଳ ସମସ୍ୟା ଉକତ୍ଟ ହେବାରେ ଲାଗିଛି। ପାଇପ ଫାଟି ଜଳ ଅପଚୟ ହେବା ସହ କିଆଝର ପଞ୍ଚାୟତର ବିଭିନ୍ନ ସାହିବସ୍ତିରେ ଦୀର୍ଘ ୭ ଦିନ ହେବ...

ଯୁବକମାନଙ୍କ ପାଖରେ ନାହିଁ ଖେଳ ସାମଗ୍ରୀ

ନୂଆଗାଁ,୧୮ା୧(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକର ଯୁବକମାନଙ୍କ ପାଖରେ ଖେଳିବା ପାଇଁ ଆବଶ୍ୟକ ସରଞାମ ନାହିଁ। ତେଣୁ ଯୁବକମାନେ କ୍ରିକେଟ ଖେଳିବା ସମୟରେ କିଛି ଇଟା ଓ କାଠିକୁ ଉଇକେଟ୍‌ ଭାବେ ବ୍ୟବହାର କରି ଖେଳୁଥିବା ଅଭିଯୋଗ ହେଉଛି। କ୍ରୀଡା...

୬ ପ୍ରଜାତିର ୬୦୯ ବିଦେଶୀ ପକ୍ଷୀ

ନୟାଗଡ଼/ଗଣିଆ,୧୮।୧(ଲୋକନାଥ ମିଶ୍ର/ସନ୍ତୋଷ କୁମାର ପ୍ରଧାନ)ପକ୍ଷୀଙ୍କ କଳରବରେ ମୁଖରିତ ହୋଇ ଉଠୁଛି ମହାନଦୀର ସାତକୋଶିଆ ଗଣ୍ଡ। ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ଗଣ୍ଡର ଛାମୁଣ୍ଡିଆ ବନାଞ୍ଚଳର ବଡମୂଳ, କୁସଙ୍ଗ ବନାଞ୍ଚଳର ସୁନାଖଣିଆ ଅଞ୍ଚଳ ସମେତ ପ୍ରାୟ ୨୦ ୟୁନିଟରେ...

ଦଶପଲ୍ଲା ରେଞ୍ଜରେ ବଢୁଛି ବାଘ ଶିକାର

ନୟାଗଡ଼,୧୪।୧(ଲୋକନାଥ ମିଶ୍ର)ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜରେ କଲରାପତରିଆ ବାଘ ଶିକାର ବଢ଼ିବାରେ ଲାଗିଛି । ଦଶପଲ୍ଲା ବନବିଭାଗ ପକ୍ଷରୁ କଲରାପତରିଆ ବାଘକୁ ସୁରକ୍ଷା ଦିଆଯାଇ ପାରୁ ନ ଥିବାରୁ ଧିରେ ଧିରେ ଏମାନଙ୍କ ସଂଖ୍ୟା ହ୍ରାସ ପାଉଛି। ଅନ୍ୟପକ୍ଷେ ଦଶପଲ୍ଲା...

ପାଦରେ ଚାଲି ମଧ୍ୟପ୍ରଦେଶରୁ ପୁରୀ

ଗଣିଆ,୧୪ା୧(ସନ୍ତୋଷ କୁମାର ପ୍ରଧାନ)ଜଗା ଦର୍ଶନର ଅଦ୍ୟମ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ। ଶ୍ରୀକ୍ଷେତ୍ରଧାମରେ ଚତୁର୍ଦ୍ଦାମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ସୁଦୂର ମଧ୍ୟପ୍ରଦେଶରୁ ୪ଜଣିଆ ତୀର୍ଥଯାତ୍ରୀ ଦଳ ପୁରୁଣା ଜଗନ୍ନାଥ ସଡ଼କରେ ପାଦରେ ଚାଲି ଚାଲି ପୁରୀ ଅଭିମୁଖେ ଯାଉଛନ୍ତ।...

ରାମଲାଲାଙ୍କୁ ସମର୍ପଣ କରାଯିବ ମୟୂରକଣ୍ଠିଆ ଧନୁତୀର

ଖଣ୍ଡପଡ଼ା,୧୪ା୧(ଅଜୟ କୁମାର ମହାରଣା)ଆସନ୍ତା ୨୨ ତାରିଖରେ ଅଯୋଦ୍ଧାରେ ରାମ ମନ୍ଦିର ସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ୍‌ ଅଧୀନ କଣ୍ଟିଲୋ ପଞ୍ଚାୟତ ଖୁଦବେହେରା ପାଟଣାର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସୁଦର୍ଶନ ସାହୁଙ୍କ...

ଚିକିତ୍ସାଳୟରେ ରୋଗୀଙ୍କୁ ମିଳୁନି ବେଡଶିଟ୍‌

ନୟାଗଡ,୧୩।୧(ଲୋକନାଥ ମିଶ୍ର): ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚଏଚ) ଶର୍ଜରୀ, ମେଡିସିନ୍‌, ଶିଶୁ ଓ ପ୍ରସୂତି ପରି ୱାର୍ଡରେ ରୋଗୀଙ୍କୁ ବେଡଶିଟ୍‌ ଦିଆଯାଉନାହିଁ। ୩ଦିନ ହେଲା ଖାଲି ଶଯ୍ୟାରେ ରୋଗୀ ଶୋଇବା ପରି ଚିତ୍ର ନଜରକୁ ଆସିଛି। ନୂଆ ଏଜେନ୍ସ ନେଲା...

ଝାଡ଼େଶ୍ୱରୀ ଦେବୀ ପୀଠ ବନ୍ଧରେ ଘୁରି ବୁଲୁଛନ୍ତି ୧୩ ଟିକିଆ ହାତୀପଲ

ଶରଣକୁଳ/ନୟାଗଡ଼,୧୩।୧( ଦୀପକ କର/ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ପଞ୍ଚରିଡା ରେଞ୍ଜର ଶରଣକୁଳ କାର୍ଯ୍ୟାଳୟ ନିକଟସ୍ଥ ଝାଡେଶ୍ୱରୀ ଦେବୀ ପୀଠ ବନ୍ଧରେ ହାତୀପଲକୁ ଶୁକ୍ରବାର ରାତିରେ ଦେଖିବାକୁ ମିଳିଛି। ହାତୀପଲରେ ଦନ୍ତାହାତୀ, ୨ ଛୋଟ ପିଲା ସମେତ ୧୩ଟି ହାତୀ ରହିଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri