ନୟାଗଡ଼

ବୋହୂଙ୍କୁ ବିଷ ପିଆଇ ହତ୍ୟା: ଶ୍ୱଶୁର ଘର ଲୋକଙ୍କ ନାମରେ ମାମଲା

ରଣପୁର,୩ା୭ (ସ୍ବ.ପ୍ର.)- ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅଞ୍ଚଳର ଜଣେ ବୋହୂଙ୍କୁ ଶାଶୁଘର ଲୋକେ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ମହିଳାଙ୍କ ମା’ ମଙ୍ଗଳବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଶାଶୁଘର ଲୋକଙ୍କ...

ବିଡିଓ ଅନୁପସ୍ଥିତ: ଅଭିଯୋଗ ପାଇଁ ଆସି ଲୋକେ ନିରାଶ

ନୂଆଗାଁ,୨ା୭ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଲୋକେ ଅଭିଯୋଗ ଧରି ସୋମବାର ବିଡିଓଙ୍କୁ ଭେଟିବାକୁ ଆସିଥିଲେ। କିନ୍ତୁ ବିଡିଓ ଅନୁପସ୍ଥିତ ଥିବାରୁ ବିଜୁ ଯୁବବାହିନୀ ସଂଯୋଜକ ସେମାନଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରଥିଲେ। ଏହା ଦ୍ୱାରା ସମସ୍ୟା...

ରଣପୁର ବ୍ଲକରେ ଇନ୍ଦିରାଆବାସ ଜାଲିଆତିଘର ନ କରି ବିଲ୍‌ ପାସ୍‌

ରଣପୁର,୨ା୭ (ସ୍ବ.ପ୍ର.)- ନୟାଗଡ଼ ଜିଲା ରଣପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଇନ୍ଦିରାଆବାସ (ବର୍ତ୍ତମାନ ବନ୍ଦ ହୋଇଯାଇଛି) ଯୋଜନାରେ ବ୍ୟାପକ ଜାଲିଆତି ହୋଇଥିବା ଚିତ୍ର ନଜରକୁ ଆସିଛି। କେତେକ ହିତାଧିକାରୀ ଘର ନ କରି ପଞ୍ଚାୟତ ଓ ବ୍ଲକ ଅଧିକାରୀଙ୍କୁ ହାତ...

ପାନ ଦୋକାନରୁ ଜବତ ହେଲା କୋରେକ୍ସ

ନୟାଗଡ଼ ଅଫିସ,୨।୭-ନୟାଗଡ଼ ମ୍ୟୁନିସିପାଲିଟି ଓ ଟାଉନ ପୋଲିସ ପକ୍ଷରୁ ନୟାଗଡ଼ ସହରର ବିଭିନ୍ନ ଉଠାଦୋକାନ ଉପରେ ସୋମବାର ଚଢ଼ାଉ କରାଯାଉଛି। କ୍ୟାବିନ୍‌ କରି ପାନ ଦୋକାନ କରିଥିବା ବେଳେ ଭିତରେ କୋରେକ୍ସ ବିକ୍ରି କରୁଥିବା ଅଭିଯୋଗରେ ଜଣେ ଦୋକାନୀଙ୍କୁ ଗିରଫ...

ସୈନିକ ଅଶୋକ ଏବେ ଦିବ୍ୟାଙ୍ଗ ପ୍ରଶାସନର ଦ୍ୱାରସ୍ଥ ହେଲେ ପରିବାର

ନୟାଗଡ଼ ଅଫିସ,୨।୭- କାଲି ଯିଏ ସୈନିକ ହୋଇ ଦେଶ ପାଇଁ କାମ କରୁଥିଲେ, ଆଜି ସେ ଦିବ୍ୟାଙ୍ଗ ହୋଇ ନିଜ କାମ କରିବା ଅସମ୍ଭବ ହୋଇପଡୁଛି। ଏଭଳି ବିଡ଼ମ୍ବନା ଘଟିଛି ନୟାଗଡ଼ ବ୍ଲକ ଚମ୍ପତ୍ତିପୁର ବାହ୍ମଣସାହିର ଅଶୋକ କୁମାର ସାହୁଙ୍କ...

ଖଣ୍ଡପଡ଼ା: ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

ଖଣ୍ଡପଡ଼ା,୨ା୭(ସ୍ବ.ପ୍ର.)-ଖଣ୍ଡପଡ଼ାରେ ୨ଶହ ବର୍ଷ ଧରି ରଥଯାତ୍ରା ଅନୁଷ୍ଠିତ ହେଉଛି ବୋଲି ସ୍ଥାନୀୟ ଲୋକେ କହନ୍ତି ା ମାତ୍ର ଆଉ ୨ ଦିନ ରଥଯାତ୍ରା ଥିବାବେଳେ ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ ସାରିଛି। ଏଠାରୁ ୨ଟି ରଥ...

କିମ୍ବଦନ୍ତୀର ମୂକସାକ୍ଷୀ: ପବିତ୍ର ନାରାୟଣୀଙ୍କ ପୋଖରୀବନ୍ଧ୍ୟା ସ୍ନାନ କଲେ ହୁଅନ୍ତି ସନ୍ତାନବତୀ

ଖଣ୍ଡପଡ଼ା,୨ା୭(ସ୍ବ.ପ୍ର.)-ନୟାଗଡ଼ ଜିଲା ଭାପୁର ବ୍ଲକ ଅନ୍ତର୍ଗତ ପଥରଚକଡ଼ା ଗ୍ରାମ ନିକଟସ୍ଥ ପୌରାଣିକ କିମ୍ବଦନ୍ତୀର ମୂକସାକ୍ଷୀ ପାଲଟିଥିବା ମା’ ନାରାୟଣୀ ପୀଠସ୍ଥିତ ପୋଖରୀଟି ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପ୍ରସିଦ୍ଧ। ମା’ଙ୍କ ହୁକୁମ ପାଇ ଭକ୍ତି ଓ ବିଶ୍ୱାସର ସହ ବନ୍ଧ୍ୟା ନାରୀଟିଏ...

ମାଫିଆଙ୍କ ଦ୍ୱାରା ମାଣଗୌଣୀ ପଥର ନଷ୍ଟ ହେବା ଆଶଙ୍କା : ସୁରକ୍ଷା ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁ

ଖଣ୍ଡପଡ଼ା,୧ା୭(ସ୍ବ.ପ୍ର.): ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ,ପାହାଡର ସୁରକ୍ଷା ଜରୁରୀ ଅଟେ। ମାତ୍ର ଆଜିର ମଣିଷ ସମାଜ ନିଜ ଆବଶ୍ୟକତା ପୂରଣ ନିମନ୍ତେ ସବୁବେଳେ ପାହାଡ, ଜଙ୍ଗଲକୁ ଲୁଟ୍‌ କରିବାରେ ଲାଗି ପଡିଛି। ରାଜସ୍ବ ବୃଦ୍ଧି ନିମନ୍ତେ ମଧ୍ୟ ତହସିଲ ପକ୍ଷରୁ...

ଗର୍ଭବତୀ ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁ : ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଓଡ଼ଗାଁ,୩୦ା୬(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା କୋମଣ୍ଡ ପଞ୍ଚାୟତ ନବରତ୍ନପୁର(ବୁଢ଼ାପଦା)ରେ ଜଣେ ଗର୍ଭବତୀ ମହିଳାଙ୍କ ଅସ୍ବାଭାବିକ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ବନମାଳୀ ବେହେରାଙ୍କ ସ୍ତ୍ରୀ ସୁଷମା(୨୯)ବୋଲି ଜଣାପଡ଼ିଛି। ପରିବାର ଲୋକେ ଅକସ୍ମାତ ଗର୍ଭପାତ କାରଣରୁ...

ନୟାଗଡ଼ରେ ବଜ୍ରପାତ ବିପତ୍ତି: ୪ ବର୍ଷରେ ଗଲାଣି ୨୭ ଜୀବନ

ନୟାଗଡ଼ ଅଫିସ,୩୦ା୬- ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ବିଭିନ୍ନ ସମୟରେ ବଜ୍ରପାତ ବିପତ୍ତି ଦେଖିବାକୁ ମିଳୁଛି। ଆଉ ଏଥିରେ କେତେକଙ୍କ ଅକାଳ ମୃତ୍ୟୁ ହେଉଥିବାବେଳେ କେତେକ ଗୁରୁତର ହେଉଛନ୍ତି। ୨୬ ଜୁଲାଇ୨୦୧୮ରେ ନୟାଗଡ଼ ବ୍ଲକ ଗଦାଧରପ୍ରସାଦ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର...

ଶ୍ରୀନୀଳମାଧବ ଜୀଉଙ୍କ ପରିତ୍ୟକ୍ତ ଚନ୍ଦନ ପୋଖରୀ: ସମ୍ପନ୍ନ ହୋଇପାରିଲାନି ପୁନରୁଦ୍ଧାର କାର୍ଯ୍ୟ

ଖଣ୍ଡପଡା,୩୦।୬(ସ୍ବ.ପ୍ର.)-ଦୀର୍ଘଦିନ ଧରି ପରିତ୍ୟକ୍ତ ହୋଇ ପଡିରହିଥିବା ଶ୍ରୀ ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀ ପୁନରୁଦ୍ଧାର ହୋଇପାରିଲା ନାହିଁ। ପୋଖରୀ ପୁନରୁଦ୍ଧାର ଦାୟିତ୍ୱ ନୀଳମାଧବ ବିଦ୍ୟାପୀଠର ୬ ପୁରାତନ ବନ୍ଧୁ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ କରି ପାରିଲେ...

ଆସିଲା ବର୍ଷାଋତୁ, ୧୨୦୬ ବିଦ୍ୟାଳୟରୁ ୬୪୮ଟିରେ ନାହିଁ ରୋଷେଇ ଘର

ନୟାଗଡ଼ ଅଫିସ,୨୮।୬- ଗ୍ରୀଷ୍ମଛୁଟି ଅବକାଶରେ ୨ ମାସରୁ ଅଧିକ ଦିନ ବିଦ୍ୟାଳୟ ବନ୍ଦ ହେବା ପରେ ଗତ ଶୁକ୍ରବାର ଠାରୁ ଖୋଲିଛି। ତେବେ ଜିଲାର ଅଧିକାଂଶ ବିଦ୍ୟାଳୟରେ ରୋଷେଇ ଘର ବ୍ୟବସ୍ଥା ନ ଥିବାରୁ ପୂର୍ବରୁ ଯେଉଁଭଳି ଦୟନୀୟ ଭାବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri