ନୟାଗଡ଼

ଭିଜିଲାନ୍ସ ଜାଲରେ ୨ ବରିଷ୍ଠ ଯନ୍ତ୍ରୀ ୧.୪୬ ଲକ୍ଷ ଟଙ୍କା ଜବତ

ନୟାଗଡ଼ ଅଫିସ,୧୨ା୧୨: ନୟାଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ-୧ର ନିର୍ବାହୀ ଯନ୍ତ୍ରୀ ଶିଶିର ରଞ୍ଜନ ପୃଷ୍ଟି ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁ ବୁଧବାର ଅନୈତିକ ଉପାୟରେ ଟଙ୍କା ସଂଗ୍ରହ କରି ଭୁବନେଶ୍ୱର ଯାଉଥିବା ବେଳେ ଭିଜିଲାନ୍ସ ହାତରେ…

ଘର ବାରଣ୍ଡାରେ ଛିଡ଼ା ହୋଇଥିବା ବେଳେ ମହିଳାଙ୍କଠାରୁ ଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

ରାୟଗଡ଼ା ଅଫିସ,୧୧।୧୨: ରାୟଗଡ଼ା ଜିଲାରେ ଚେନ୍‌ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଟାଉନ ଥାନା ଅଧୀନ ଜଗନ୍ନାଥ ମନ୍ଦିର ନିକଟରେ ଥିବା ଇଡ଼ୁ ସାହିର ଇପିଲି ରାବଣାମାଁ ନାମକ ଜଣେ ମହିଳା ବୁଧବାର ପୂର୍ବାହ୍ନରେ ଘର ବାରଣ୍ଡାରେ ଛିଡ଼ା ହୋଇଥିବା ବେଳେ…

ନୟାଗଡ଼ ପୌରପାଳିକା ଅଫିସରେ ରହୁନାହାନ୍ତି ୱାର୍ଡ ଅଫିସର

ନୟାଗଡ଼ ଅଫିସ,୧୧ା୧୨: ବିଭିନ୍ନ ସହରାଞ୍ଚଳରେ ପୌର ପ୍ରଶାସନର ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ସରିଯାଇଥିବା ବେଳେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଅବ୍ୟାହତ ରଖିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଗଷ୍ଟ ମାସରେ ପ୍ରତି ୱାର୍ଡରେ ଅଫିସ ଖୋଲି ୱାର୍ଡ ଅଫିସର…

ବୋମା ପକାଇ ବ୍ୟବସାୟୀଙ୍କୁ ଧମକ: ୩ ଅଟକ, ୨ ବାଇକ୍‌ ଓ ବୋମା ଜବତ

ଖଣ୍ଡପଡା,୧୦ା୧୨(ସ୍ବ.ପ୍ର.): ଖଣ୍ଡପଡା ଥାନା ଖଳିସାହି ଦୁର୍ଗା ବଜାରରେ ସୋମବାର ବୋମା ପକାଇ ବ୍ୟବସାୟୀଙ୍କୁ ଧମକ ଦେବା ଘଟଣାରେ ପୋଲିସ ୩ଜଣଙ୍କୁ ଥାନାରେ ଅଟକ ରଖିବା ସହ ୨ଟି ବାଇକ୍‌ ଜବତ କରିଛି। ଦୁର୍ଗା ବଜାରରେ ବ୍ୟବସାୟୀ ଶରତ ମହାପାତ୍ରଙ୍କ ଦୋକାନ ସମ୍ମୁଖରେ…

ଶିମିଳିସାହିର ଶିମିଳିଝରଣା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପ୍ରାକୃତିକ ପରିବେଶ

ନୟାଗଡ଼ ଅଫିସ,୧୦ା୧୨: ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କଜଳାଇପଲ୍ଲୀ ପଞ୍ଚାୟତ ଶିମିଳିସାହିର ଶିମିଳି ଝରଣା ବର୍ତ୍ତମାନ ପର୍ଯ୍ୟଟନସ୍ଥଳୀ ପାଲଟିଛି। ବିଶେଷକରି ଶୀତ ଦିନ ଆରମ୍ଭ ହୋଇଯାଇଥିବାରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ଛୁଟି ଦିନରେ ମଧ୍ୟ ଆଖପାଖ ବିଭିନ୍ନ ଅନୁଷ୍ଠାନର…

ଚିଲିକା ସେଲ୍‌ଡକ୍‌ ଫକ୍‌ କାର୍ନିଭାଲ ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ

ବାଲୁଗାଁ,୯ା୧୨ (ଡି.ଏନ.ଏ.): ଓଡ଼ିଶାର ସଂସ୍କୃତି ଓ ଲୋକକଳାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ସ୍ଥାନୀୟ ବଡ଼କୁଳସ୍ଥିତ ଚିଲିକା ତଟଦେଶରେ ଅବସ୍ଥାପିତ ଓଡ଼ି ଆର୍ଟ ମ୍ୟୁଜିୟମ୍‌ ପରିସରରେ ଶନିବାରଠାରୁ ୫ଦିନ ବ୍ୟାପୀ ଚିଲିକା ସେଲ୍‌ଡକ୍‌ ଫକ୍‌ କାର୍ନିଭାଲ ଆରମ୍ଭ ହୋଇଛି ା ସନ୍ଧ୍ୟାରେ ସଂସ୍କୃତି…

ଭଏସ୍‌ ଅଫ ନୟାଗଡ଼ ସିଜିନ୍‌ ୨: ବାଜି ମାରିଲେ ମୋନାଲିସା

ନୟାଗଡ଼ ଅଫିସ,୯ା୧୨: ଜିଲାର ଯୁବ କଣ୍ଠଶିଳ୍ପୀଙ୍କୁ ଲୋକଲୋଚନ ଆଣିବା ଲକ୍ଷ୍ୟରେ ନୟାଗଡ଼ କ୍ଲବ ପକ୍ଷରୁ ଆୟୋଜିତ ଭଏସ୍‌ ଅଫ ନୟାଗଡ଼ ସିଜିନ୍‌-୨ରେ ମୋନଲିସା ସ୍ବାଇଁ ବାଜି ମାରିଛନ୍ତି। ଶନିବାର ସନ୍ଧ୍ୟାରେ ପଠାଣିସାମନ୍ତ ଅଡ଼ିଟୋରିୟମରେ ହୋଇଥିବା ଫାଇନାଲ ରାଉଣ୍ଡରେ ୧୦ ଜଣ ପ୍ରତିଯୋଗୀଙ୍କୁ…

ବିପଦପୂର୍ଣ୍ଣ ବାରଣ୍ଡାରେ ସ୍କୁଲର ମଧ୍ୟାହ୍ନଭୋଜନ

ନୂଆଗାଁ, ୭।୧୨(ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା କାପ୍ତାପଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଭଙ୍ଗା ଘର ତଳେ ବିପଦ ପୂର୍ଣ୍ଣ ଅବସ୍ଥାରେ ମଧ୍ୟାହ୍ନଭୋଜନ ଖାଉଥିବା ଦେଖିବାକୁ ମିଳିଛି । ଏ ନେଇ ଅଭିଭାବକ…

ବଜ୍ରକୋଟରେ କଙ୍ଗାରୁ କୋର୍ଟ: ଭାଙ୍ଗିଲେ ଘର, ଶୀତ କାକରରେ ବାସନ୍ଦ ପରିବାର

ରଣପୁର, ୭।୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ବଜ୍ରକୋଟରେ ଗୁରୁବାର ସନ୍ଧ୍ୟାରେ କଙ୍ଗାରୁ କୋର୍ଟ କରାଯାଇ ଭଗବାନ ଦଳେଇ ନାମକ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ଦିଆଯାଇଛି। ଏପରି କି ତାଙ୍କ ଘରୁ ୭ ହଜାର ଟଙ୍କା ସମେତ ଗୃହ ଉପକରଣ…

ବଜ୍ରକୋଟରେ କଙ୍ଗାରୁ କୋର୍ଟ: ଘର ଭାଙ୍ଗି ଲୁଟିନେଲେ ଟଙ୍କା, ଖାଦ୍ୟ ସାମଗ୍ରୀ; ଶୀତଦିନେ ଗଛ ତଳେ ଆଶ୍ରୟ ନେଲେ ପରିବାର

ରଣପୁର,୬।୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ବଜ୍ରକୋଟ ଗ୍ରାମରେ ଗୁରୁବାର ସନ୍ଧ୍ୟାରେ କଙ୍ଗାରୁ କୋର୍ଟ କରାଯାଇ ଭଗବାନ ଦଳେଇଙ୍କ ଘରୁ ଲୁଟ୍‌ ହୋଇଛି। ଘରୁ ୭ହଜାର ଟଙ୍କା, ଚାଉଳ, ଗହମ ଆଦି ଖାଦ୍ୟ ସାମଗ୍ରୀ ଲୁଟ୍‌ କରିବା ସହ ତାଙ୍କର ଘର…

୪ ଦିନ ହେବ ନାବାଳିକା ନିଖୋଜ: ୩ଜଣଙ୍କୁ ଅଟକ ରଖି ବସି ରହିଛି ପୋଲିସ, ଚିନ୍ତାରେ ପରିବାର

ରଣପୁର,୬।୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଲୋଧାଚୁଆ ଅଞ୍ଚଳର ଜଣେ ୧୬ବର୍ଷୀୟା ନାବାଳିକା ୪ ଦିନ ହେବ ନିଖୋଜ ଅଛନ୍ତି। ସମ୍ପୃକ୍ତ ନାବାଳିକାଙ୍କୁ ବଜ୍ରକୋଟ ଅଞ୍ଚଳର ୩ଜଣ ଅସଦାଚରଣ କରି ଅପହରଣ କରି ନେଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଏନେଇ…

ଧ୍ୱଂସ ମୁଖରେ ଗିରି ଗୋବର୍ଦ୍ଧନ ପାହାଡ଼

ରଣପୁର,୫।୧୨(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ତହସିଲ କୁଳାସର ପଞ୍ଚାୟତ ନୀଳପଲ୍ଲୀ ଗଁ। ନିକଟରେ ରହିଛି ଗିରି ଗୋବର୍ଦ୍ଧନ ପାହାଡ । ଏହି ଐତିହ୍ୟ ସମ୍ପନ୍ନ ପାହାଡକୁ ଡିନାମାଇଟ୍‌ ଲଗାଇ ବିସ୍ଫୋରଣ କରାଯାଇ ପଥର ଚାଲାଣ ହେଉଛି। ଫଳରେ କଳା ମୁଗୁନି ପଥରର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri