ନବରଙ୍ଗପୁର

ଲୋକ ମହୋତ୍ସବ ପାଇଁ ଟେରାକୋଟା ସାମଗ୍ରୀ ପ୍ରସ୍ତୁତି ଆରମ୍ଭ: ତିଆରି ହେଉଛି ୮୬ ପ୍ରକାର ସାମଗ୍ରୀ

ନବରଙ୍ଗପୁର,୧୩।୧୧(ବି.ପ୍ର.)-ମାଟି ହେଉଛି ମାଆ ା ମାଟିକୁ ବ୍ୟବହାର କରି ଜୀବିକା ଅର୍ଜନ କରି ଆସୁଛନ୍ତିି ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ଗାଁର ୮୪ ପରିବାର ା ଶିଳ୍ପ ଗାଁ ଭାବେ ଏହାକୁ ମାନ୍ୟତା ଦିଆଯାଇଛି ା ପ୍ରଥମେ ତଣ୍ଡାଗୁଡାର ମହିଳାମାନେ…

ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା: ପୁଅକୁ ମାରିଦେଇଥିବା ଅଭିଯୋଗ ଆଣିଲା ପରିବାର

ଚନ୍ଦାହାଣ୍ଡି, ୧।୧୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଫଟକିଗ୍ରାମ ନିକଟସ୍ଥ ଏକ ମହୁଲ ଗଛରେ ରଶି ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ସେମାନେ ହେଲେ ଉକ୍ତ ଗ୍ରାମର ନୂର୍ତ୍ତନ ନାୟକ(୨୬) ଓ ପ୍ରେମିକା ସବନମ୍‌ ବେଗମ(୧୯)। ଝିଅଘର ଲୋକେ…

ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା ଅଭିଯୋଗ

ପାପଡାହାଣ୍ଡି,୩୦।୧୦(ଡି.ଏନ.ଏ.): ଆଜିର ଯୁଗରେ ମଣିଷ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିବାବେଳେ ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟ୍ୟୁଷିତ ଜିଲାରେ ଗୁଣି ଗାରେଡି ସନ୍ଦେହରେ ଏକ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଗୁଜୁମାପଦର ଗ୍ରାମରେ ମଙ୍ଗଳବାର…

ଶିକ୍ଷୟିତ୍ରୀଙ୍କ ସାବୁନରେ ବାସନ ମାଜିବାରୁ ଛାତ୍ରଙ୍କୁ ମାଡ଼

ପାପଡାହାଣ୍ଡି,୨୮।୧୦(ଡି.ଏନ.ଏ)- ଶିକ୍ଷୟିତ୍ରୀଙ୍କ ବାସନମଜା ସାବୁନରେ କେତେ ଜଣ ଛାତ୍ର ନିଜ ବାସନ ମାଜି ଦେଇଥିଲେ। ଏହାକୁ ନେଇ ଶିକ୍ଷୟିତ୍ରୀ ରାଗିଯାଇ ଛାତ୍ରମାନଙ୍କୁ ମାଡ ମାରିଥିଲେ। ଶିକ୍ଷୟିତ୍ରୀଙ୍କ ମାଡରେ ୧୪ ଜଣ ଛାତ୍ରଙ୍କ ଶରୀରେ ନୋଳା ପଡିଯାଇଛି। ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ…

ରାଇଘର ଅଞ୍ଚଳରେ ମାଓବାଦୀ ପୋଷ୍ଟର, ଦିନିକିଆ ବନ୍ଦ ଡାକରା ସଫଳ କରିବାକୁ ଆହ୍ବାନ

ରାଇଘର, ୨୫।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଗୋଣା ଅଞ୍ଚଳରେ ମାଓବାଦୀ ପୋଷ୍ଟର ଏବଂ ବ୍ୟାନର୍‌ ଦେଖିବାକୁ ମିଳିଛି। ଅକ୍ଟୋବର ୨୫, ଶୁକ୍ରବାର ଦିଆଯାଇଥିବା ବନ୍ଦ ଡାକରାକୁ ସଫଳ କରିବା ଲାଗି ଛତିଶଗଡ଼ ମୈନପୁର ଓ ନୂଆପଡ଼ା ଡିଭିଜନାଲ କମିଟି ପକ୍ଷରୁ…

ହଳଦୀ ଚାଷ ଦେଇଛି ରୋଜଗାର

ନବରଙ୍ଗପୁର,୧୭।୧୦(ବି.ପ୍ର.)- ନବରଙ୍ଗପୁର ଏକ କୃଷି ପ୍ରାଧାନ୍ୟ ଜିଲା। ଏହି ଜିଲାରେ କୃଷି କାର୍ଯ୍ୟ କରି ୮୫ପ୍ରତିଶତ ଲୋକ ଜୀବିକା ନିର୍ବାହ କରନ୍ତି। ତେବେ ଅଧିକାଂଶ ଚାଷୀ ଏଠାରେ ଆଖୁ ଓ ମକା ଚାଷ କରିଥାନ୍ତି। ଆଉ କେତେକ ଚାଷୀ ୟୁକାଲ ପଟାସ…

ଭଉଣୀର ମୃତଦେହକୁ ମିଳିଲାନି କାନ୍ଧ: ସାଇକେଲରେ ବୋହି ଅନ୍ତିମ ସତ୍କାର କଲେ ୨ ଭାଇ

ଚନ୍ଦାହାଣ୍ଡି, ୧୨।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଞ୍ଚାୟତ ମଡ଼ିଗାଁରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଭଉଣୀ ମୃତଦେହକୁ କାନ୍ଧ ନ ମିଳିବାରୁ ୨ ଭାଇ ଏକ ସାଇକେଲରେ ବୋହି ନେଇ ଅନ୍ତିମ ସତ୍କାର କରିଛନ୍ତି। ପ୍ରକୃତ…

ରାତିଅଧିଆ ଡାକ୍ତରଖାନାରେ ଏସ୍‌ପି: ବୁଝିଲେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା

ନବରଙ୍ଗପୁର, ୭।୧୦(ବି.ପ୍ର.)-ନବରଙ୍ଗପୁର ଏସ୍‌ପି ନୀତିନ କୁସାଲକର ରବିବାର ବିଳମ୍ବିତ ରାତିରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ ସ୍ବାସ୍ଥ୍ୟସେବା ଅନୁଧ୍ୟାନ କରିଛନ୍ତି। ଏସ୍‌ପି ବ୍ୟକ୍ତିଗତ ଭାବେ ବିଭିନ୍ନ ଓ୍ବାର୍ଡ ବୁଲି ରୋଗୀଙ୍କ ସହ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ…

ବନ୍ୟପ୍ରାଣୀ ସପ୍ତାହ : ଡାବୁଗାଁ ବ୍ଲକର ୩ ଛାତ୍ରୀଛାତ୍ର ପୁରସ୍କୃତ

ଡାବୁଗାଁ,୫।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଜଣେ ଛାତ୍ରୀ ଓ ୨ ଜଣ ଛାତ୍ରଙ୍କ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବରେ ପୁରସ୍କୃତ ହୋଇଛନ୍ତି। ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଅଧୀନ ମୃଗ ବିହାର ପରିସରରେ ଜିଲା ବନ ବିଭାଗ ପକ୍ଷରୁ ଶନିବାର…

ମିଳୁନି ପ୍ରଧାନମନ୍ତ୍ରୀ ଫସଲ ବୀମାରାଶି

ନବରଙ୍ଗପୁର,୫ା୧୦(ବି.ପ୍ର.): ନବରଙ୍ଗପୁର ଜିଲାର ୧୦ଟି ବ୍ଲକର ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨୦୧୮ ଖରିଫ ଚାଷ ପାଇଁ ପ୍ରିମିୟମ୍‌ ଜମା କରିଥିଲେ। କିନ୍ତୁ ଏଯାଏ ବୀମା ଟଙ୍କା ପାଇନାହାନ୍ତି। ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଓ କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ…

ଗଞ୍ଜେଇ ଚୋରା ଚାଲାଣ : ଛତିଶଗଡ଼ ପୋଲିସ ଦ୍ୱାରା ୨ ଯୁବକ ଗିରଫ

ଚନ୍ଦାହାଣ୍ଡି, ୨୪।୯(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଧୀନ ପୂଜାରୀଗୁଡା ଗ୍ରାମର ୨ ଯୁବକ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଛତିଶଗଡ଼ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ସେ ହେଲେ ଅଭିମନ୍ୟୁ ମାଝି (୨୬) ଏବଂ ଚୈତନ(୨୪)। ସୂଚନାଯୋଗ୍ୟ, ସୋମବାର…

ମହିଳାଙ୍କ ଆତ୍ମହତ୍ୟା: ମୃତ୍ୟୁର କାରଣ ଅସ୍ପଷ୍ଟ

ଡାବୁଗାଁ,୨୨।୯ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ କେରଣ୍ଡୀ ଗ୍ରାମରେ ଜଣେ ମହିଳା ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଶନିବାର ସନ୍ଧ୍ୟାରେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି। ସେ ହେଲେ ଭଦର ମାଝିଙ୍କ ସ୍ତ୍ରୀ ରୂପମା (୩୪) ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?