ଶ୍ୱଶୁର ଘର ବୁଲି ଯାଇଥିଲେ ଜ୍ୱାଇଁ: ସ୍ତ୍ରୀଙ୍କୁ କଇଁଚି ଭୁସି ମାରିଲେ
ବାରିପଦା ଅଫିସ,୨୨।୧୧: ସ୍ବାମୀଙ୍କ କଇଁଚି ଆକ୍ରମଣରେ ପ୍ରାଣ ହାରିଲେ ସ୍ତ୍ରୀ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ହିଞ୍ଜଳଗଡିଆ ଗ୍ରାମରେ। ଘରୋଇ କଳହକୁ ନେଇ ସ୍ବାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ପୋଲିସ ଓ ସାଇଣ୍ଟିଫିକ୍ ଟିମ୍…
ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର
ବଡ଼ସାହି,୨୧ା୧୧(ସ୍ବ.ପ୍ର.)- ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଞ୍ଚଳର ଜନୈକା ଦିବ୍ୟାଙ୍ଗ ଯୁବତୀଙ୍କୁ ସୋମବାର ବଳାତ୍କାର କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ମାମଲା(ନଂ.୩୧୯/୨୨)ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…
ଆଭ୍ୟନ୍ତରୀଣ ଓଡ଼ିଶାରେ ବଢ଼ିବ ଶୀତ
ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଶୁଖିଲା ପାଗ ଜାରି ରହିବ। ୨୧ ତାରିଖରୁ ପାଗ ବଦଳିବ। ଆକାଶ ମେଘାଚ୍ଛନ୍ନ ରହିବା ସହ କିଛି ଜିଲାରେ ବର୍ଷା ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ବଢ଼ିବ। ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ…
‘କଳା,ସଂସ୍କୃତିର ପରିଚୟ ମୟୂରଭଞ୍ଜ ମହୋତ୍ସବ’
ବାରିପଦା ଅଫିସ,୧୯ା୧୧: ବଣ ଜଙ୍ଗଲ ପରିବେଷ୍ଟିତ ମୟୂରଭଞ୍ଜ ଜିଲା କଳା ଓ ସଂସ୍କୃତି ପାଇଁ ବିଶ୍ୱ ଦରବାରରେ ପ୍ରସିଦ୍ଧ। ଜିଲାର କୋଣ ଅନୁକୋଣରେ ଲୁଚି ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହିତ ଏହାର ବିକାଶ ପାଇଁ ୫ବର୍ଷ ଧରି ପ୍ରୟାସ ଚାଲି…
ମୋବାଇଲ ଟାୱାର ବସାଇବାକୁ କହି ଠକେଇ: କଟକରୁ ବାନ୍ଧିଲା ପୋଲିସ
ବୈଶିଙ୍ଗା,୧୮ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ତିଳଦା ଗ୍ରାମର ଜନୈକା ମହିଳାଙ୍କୁ ମୋବାଇଲ ଟାୱାର ବସାଇବାକୁ କହି ଟଙ୍କା ହଡ଼ପ ଘଟଣାରେ କଟକରୁ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ତିଳଦା ଗ୍ରାମର…
ଚାଲିକି ଯାଉଥିଲେ, ଚଢିଗଲା ବୋଲେରୋ
ରାଇରଙ୍ଗପୁର,୧୮ା୧୧(ଡି.ଏନ୍.ଏ.): ମୟୂରଭଞ୍ଜ ଭିଲା ବିଶୋଇ ଥାନା ଅଧୀନ ୪୯ନଂ. ଜାତୀୟ ରାଜପଥର ମହୁଭଣ୍ଡାର ଛକ ନିକଟର ଶୁକ୍ରବାର ଏକ ବୋଲେରୋ ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବିଶୋଇ ଥାନା ଅଧୀନ ତୋଳାପାତି ଗ୍ରାମର ଶିରିଶ ମହାକୁଡ଼(୪୫)। ଦୁର୍ଘଟଣାରେ…
ହୋ ଭାଷାକୁ ସରକାରୀ ମାନ୍ୟତା ଦାବି
ବାରିପଦା ଅଫିସ,୧୮ା୧୧: ଓଡ଼ିଶାରେ ହୋ ଭାଷାକୁ ସରକାରୀ ମାନ୍ୟତା ଦାବିରେ ଡ଼ିସେମ୍ବର ୧୬ରୁ ଏକ ବାଇକ୍ ରାଲି ଓ ଦସ୍ତଖତ ଅଭିଯାନ ଆରମ୍ଭ କରାଯିବ। ୭ଦିନ ବ୍ୟାପି ରାଲିରେ ଜିଲା ଓ ଉପଖଣ୍ଡସ୍ତରରେ ଦାବିପତ୍ର ପ୍ରଦାନ ପରେ ରାଲି ଭୁବନେଶ୍ୱରରେ ପହଞ୍ଚତ୍ବ।…
ନବୀନ ନିବାସ ଅଭିମୁଖେ ଅଲଚିକି ଶିକ୍ଷକଙ୍କ ପଦଯାତ୍ରା
ବାରିପଦା ଅଫିସ,୧୬।୧୧: ମୟୂରଭଞ୍ଜ ଜିଲାରେ ୧୫ ବର୍ଷ ଧରି ଦିନକୁ ଶହେ ଟଙ୍କା ମଜୁରି ପାଉଥିବା ଠିକା ନିଯୁକ୍ତି ଶିକ୍ଷକଙ୍କୁ ନିୟମିତ ଦାବି ନେଇ ୩୪ ଦିନ ଧାରଣାରେ ବସିବା ପରେ ବି ସରକାର କିମ୍ବା ପ୍ରଶାସନ କେହି ବୁଝିଲେନି। ଫଳରେ…
ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଆଜି ବି ଚଢ଼ାଉ : ମିଳିଲା ଲକ୍ଷାଧିକ ଟଙ୍କା
ବାରିପଦା ଅଫିସ,୧୫।୧୧: ମୟୂରଭଞ୍ଜ ଜିଲା ଉଦଳା ଆର୍ଡବ୍ଲ୍ୟୁଏସ୍ଏସ୍ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ସରକାରୀ କାର୍ଯ୍ୟାଳୟ ଓ ବାସଭବନରେ ମଙ୍ଗଳବାର ଚଢ଼ାଉ ଜାରି ରହିଛି । ଯାଞ୍ଚବେଳେ ସରକାରୀ ବାସଭବନରୁ ୧ଲକ୍ଷ ୯୮ ହଜାର ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ…
ସଡ଼କ ଦୁର୍ଘଟଣାକୁ ନେଇ ଉତ୍ତେଜନା
ବାରିପଦା ଅଫିସ,୧୪ା୧୧- ମୟୂରଭଞ୍ଜ ଜିଲା ବାରିପଦା ସହର ସ୍ଥିତ ସତ୍ୟସାଇ ଛକ ନିକଟ ଭଞ୍ଜେଶ୍ୱର ମହାଦେବ ମନ୍ଦିର ସମ୍ମୁଖରେ ରବିବାର ରାତିରେ ଦୁଇ ବାଇକ୍ ମୁହାଁମୁହିଁ ହେବା ଘଟଣାରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତ। ରାସ୍ତା ପାର୍ଶ୍ୱରେ ଅଟକି ରହିଥିବା ଯାତ୍ରୀବାହୀ…
ଭୟଙ୍କର ଶବ୍ଦରେ କମ୍ପିଲା ୩ ବ୍ଲକ
ବଡ଼ସାହି,୧୪ା୧୧: ମୟୂରଭଞ୍ଜ ଜିଲା ବଡ଼ସାହି , ଖୁଣ୍ଟା ଓ ବେତନଟୀ ଅଞ୍ଚଳରେ ସୋମବାର ଅପରାହ୍ନ ୩ଟା ବେଳେ ଭୟଙ୍କର ଶବ୍ଦ ହେବାରୁ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଏହି ଶବ୍ଦ ଯୋଗୁ ଘରଗୁଡ଼ିକ ଥରି ଉଠିଥିଲା। ଲୋକେ ଆତଙ୍କିତ ଅବସ୍ଥାରେ ଘରୁ…
ଚାକିରି କରାଇଦେବା ନାଁରେ ଠକେଇ: ଉଠାଇ ନେଇ ପରେ ଛାଡ଼ି ଦେଲା ପୋଲିସ
ସାରସକଣା,୧୪ା୧୧(ଡି.ଏନ.ଏ.): ବିଦ୍ୟୁତ୍ ବିଭାଗରେ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଉଠାଇ ନେଇ ପରେ ଛାଡ଼ିଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୟୂରଭଞ୍ଜ ଜିଲା ଝାରପୋଖରିଆ ଅଞ୍ଚଳର ଉକ୍ତ ବ୍ୟକ୍ତି ଜଣକ ଏକ କର୍ପୋରେସନ…
Archives


