ଅଧପନ୍ତରିଆ ସୁବର୍ଣ୍ଣରେଖା ପ୍ରକଳ୍ପ
ବାରିପଦା ଅଫିସ,୨୭।୭- ବର୍ଷା ଅଭାବରୁ ମୟୂରଭଞ୍ଜ ଜିଲାରେ ଚାଷକାମ ପଛେଇଛି। ମୌସୁମୀର ଚୁଚକାଳି ଖେଳକୁ ନେଇ ଚାଷୀମାନେ ଆଶା ଆଶଙ୍କାରେ ଅଛନ୍ତି। ତେବେ ଜିଲାରେ ଚାଷ ପାଇଁ କରାଯାଇଥିବା ବିକଳ୍ପ ବ୍ୟବସ୍ଥା ଦିଗହରା ହୋଇପଡିଛି। ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ…
ଶୁଳିଆପଦା ବ୍ଲକ୍ରେ ସର୍ବାଧିକ ବର୍ଷା
ବାରିପଦା ଅଫିସ,୨୬।୭- ମୟୂରଭଞ୍ଜ ଜିଲାରେ ବୁଧବାର ସନ୍ଧ୍ୟାରୁ ବିଭିନ୍ନ ସମୟରେ ବର୍ଷା ହେଉଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଜିଲାରେ ମୋଟ ୪୯୦.୧୮ ମିମି ବର୍ଷା ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଶୁଳିଆପଦା ବ୍ଲକ୍ରେ ସର୍ବାଧିକ ୬୪.୨ ମି.ମି ବର୍ଷା ହୋଇଛି। ସେହିପରି…
ଅଜଗର ଉଦ୍ଧାର
ଠାକୁରମୁଣ୍ଡା,୨୬ା୭(ଡି.ଏନ୍.ଏ.)- ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଭରାଣ୍ଡିହା ପଞ୍ଚାୟତର ଗମ୍ଭାରୀଆ ଗ୍ରାମରୁ ବନବିଭାଗ ଏକ ଅଜଗର ଉଦ୍ଧାର କରିଛି। ଶୁକ୍ରବାର ଭରାଣ୍ଡିହା ସମିତି ସଭ୍ୟ ରଘୁନାଥ ମହାନ୍ତଙ୍କ ବଗିଚାରେ ଲଗାଯାଇଥିବା ଜାଲରେ ସାପଟି ପଡି ଯାଇଥିଲା। ସାପଟି ଏକ କୁକୁଡ଼ାକୁ…
ନିଆଁରେ ପୋଡ଼ି ୩ ମହିଳା ଗୁରୁତର
କପ୍ତିପଦା,୨୬ା୭(ଡି.ଏନ.ଏ)- ମୟୁରଭଞ୍ଜ ଜିଲା କପ୍ତିପଦା ବ୍ଲକ୍ ଶରତ ଥାନା ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତ କଟୁରିଆ ଗ୍ରାମରେ ଗୁରୁବାର ଅପରାହ୍ନରେ ଡିବିରି ନିଆଁରୁ ପୋଡ଼ି ହୋଇ ୩ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳାମାନେ ହେଲେ ସେହି ଗ୍ରାମର ମାନୀ ଦେଓଗାମ…
ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦାବି:ପୁଣି ପଦଯାତ୍ରାରେ ଭୁବନେଶ୍ୱର ଯିବେ ସେବାୟତ
ବାରିପଦା ଅଫିସ,୨୬।୭- ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା ପ୍ରଦାନ ଲାଗି ଜିଲା ବ୍ୟାପୀ ଦାବି ଜୋର ଧରିଛି। ଜୁନ ୨୯ ତାରିଖରେ ବାରିପଦା ଜଗନ୍ନାଥ ମନ୍ଦିର ସେବାୟତମାନେ ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଏହି ଦାବି…
Archives


