ମୟୂରଭଞ୍ଜ

ଛିଡ଼ା ହୋଇ କରୁଥିଲେ ଭିଡିଓ: ଆଖି ଆଗରେ ଚାଲିଗଲା ସାଙ୍ଗର ଜୀବନ

ଉଦଳା,୧୮ା୧୦(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ଟୁଙ୍କି ଜଳପ୍ରପାତରେ ବୁଡ଼ି ଜଣେ ଡିପ୍ଲୋମା ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ମୁର୍ଗାବାଡ଼ି ଅଞ୍ଚଳର ସୌମିତ କୁମାର ପାତ୍ର। ସେ ଲକ୍ଷ୍ମୀପୋଷି ମୟୂରଭଞ୍ଜ ସ୍କୁଲ ଅଫ୍‌ ଇଞ୍ଜିନିୟରିଂରେ…

କାର୍‌ ଉପରେ ଓଲଟିପଡ଼ିଲା ବସ୍‌

ଭୁବନେଶ୍ୱର,୧୮।୧୦: କାର୍‌ ଉପରେ ଓଲଟିପଡ଼ିଲା ବସ। ୪ ଜଣ ଗୁରୁତର। ଏଭଳି ଘଟଣା ଦେଖିବାକୁ ମିଳିଛି। ବାରିପଦା NH- ୪୯ର ବାଙ୍ଗିରିପୋଷି ଘାଟିରେ। କାରର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ବସ୍‌ର କିଛି ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଦମକଳ ବାହିନୀର…

ମା’ ମନସାଙ୍କ ବ ପୂଜା

ମୋରଡ଼ା,୧୭ା୧୦(ସ୍ମାରକ ମାଜୀ ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ନୂଆଗାଁ ପଞ୍ଚାୟତର ଫୁଲଝରି ଗ୍ରାମରେ ଥିବା ମା’ ମନସାଙ୍କ ମନ୍ଦିରରେ ଗୁରୁବାର ଅପରାହ୍ନରେ ବଡ଼ପୂଜା ଓ ବାର୍ଷିକ ଘଟଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ନିକଟରେ ଥିବା ଏକ ପୋଖରୀରୁ ୩୦୦ରୁ…

ଖୋଲିବ ଶିମିଳିପାଳ, ସୁବିଧାରେ ବୁଲିପାରିବେ ପର୍ଯ୍ୟଟକ

ବାରିପଦା,୧୫ା୧୦: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ଜୁଲାଇ ୧ରୁ ଶିମିଳିପାଳ ଉପରେ କଟକଣା ଲାଗୁ ହୋଇଥିଲା। ଏବେ କଟକଣା ହଟିବା ପରେ ସହଜ ଏବଂ ସୁବିଧାରେ ପର୍ଯ୍ୟଟକମାନେ ଶିମିଳିପାଳ ବୁଲି ଏହାର ମଜା ନେଇପାରିବେ। ଆସନ୍ତା ୧୮…

ବାରିପଦା ବଡ଼ ମେଡିକାଲରୁ ଚୋରି ଶିଶୁ ବୈଶିଙ୍ଗାରୁ ଉଦ୍ଧାର: ମହିଳା ଆଉ ସ୍ବାମୀଙ୍କୁ ବାନ୍ଧିଲା…

ବୈଶିଙ୍ଗା,୧୧।୧୦(ରତନ ଦାଶ): ମୟୂରଭଞ୍ଜ ଜିଲା ବାରିପଦା ବଡ଼ ମେଡ଼ିକାଲରୁ ଚୋରି ହୋଇଥିବା ଶିଶୁକୁ ଶନିବାର ଅପରାହ୍ନରେ ବୈଶିଙ୍ଗା ବଜାର ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଏଥିସହ ଶିଶୁ ଚୋରି କରିଥିବା ମହିଳାଙ୍କୁ ମଧ୍ୟ ଗିରଫ କରିଛି ବାରିପଦା ପୋଲିସ। ପ୍ରାପ୍ତ ସୂଚନା ମୁତାବକ,…

ମେଡିକାଲରୁ ପିଲା ଚୋରି, ବାପାଙ୍କୁ ଫଟୋ ଆଣିବାକୁ ପଠାଇ ନବଜାତକକୁ ନେଇ ମହିଳା ଚମ୍ପଟ

ବାରିପଦା,୧୧ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ୭ମହଲା କୋଠାର ମହିଳା ଏବଂ ଶିଶୁ ବିଭାଗ ଓ୍ବାର୍ଡରୁ ନବଜାତ ଶିଶୁ ଚୋରି ନେଇ ଅଭିଯୋଗ ହୋଇଛି। ଶନିବାର ସକାଳୁ ଶିଶୁଟି ଚୋରି ହୋଇଥିବା ନେଇ ନବଜାତକର ପରିବାର…

ଭାଜପା ନେତାଙ୍କ ପରଲୋକ

ବେତନଟୀ,୧୦।୧୦(ଧରଣୀଧର ମହାନ୍ତି) : ବେତନଟୀ ଅଞ୍ଚଳର ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ବାଲେଶ୍ୱର ଏମ୍‌ପି ଖାରବେଳ ସ୍ବାଇଁ ଓ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଗୋଲକ ବିହାରୀ ନାଏକଙ୍କ ପ୍ରତିନିଧି ବିମଳ କୁମାର ଲେଙ୍କା(୫୫)ଙ୍କ ବୁଧବାର ସକାଳେ ବେତନଟୀସ୍ଥିତ ବାସଭବନରେ ପରଲୋକ…

ମୋରଡ଼ା ଅବକାରୀ ବିଭାଗର ତତ୍ପରତା: ଜଣଙ୍କ ପରେ ଜଣଙ୍କୁ ….

ମୋରଡ଼ା,୧୦। ୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଅବକାରୀ ବିଭାଗ ଗୁରୁବାର ପୂର୍ବାହ୍ନ ୧୦ଟାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି। ମୋରଡା ଅବକାରୀ ଅଧିକାରୀ ଦୀପକ ରାଉତଙ୍କ ସୂଚନା ମୁତାବକ, ଡାକୋଇ ଗ୍ରାମରେ ଚଢ଼ାଉ କରି ୧୦,୩୦…

ବାଣ ଭିଡ଼ୁଭିଡୁ ବିସ୍ଫୋରଣ: ଉଡିଲା ଆଜବେଷ୍ଟ ଜଣେ ଗୁରୁତର

ବୈଶିଙ୍ଗା,୫।୧୦(ରତନ ଦାଶ) ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ବାଛୁରୀପଡା ଗ୍ରାମରେ ରବିବାର ସକାଳେ ଭୟଙ୍କର ବାଣ ବିସ୍ଫୋରଣରେ ସନ୍ତୋଷ ଦାସଙ୍କ ୩୦ ବର୍ଷିୟ ପୁଅ ସୁନିଲ ଗୁରତର ହୋଇଛନ୍ତି। ସେ ବାଣ ଭିଡୁଥିବା ବେଳେ ଗୁରୁତର ହେବା ସହିତ ତାଙ୍କ…

ଅଙ୍ଗନୱାଡି କେନ୍ଦ୍ରରେ ହାତୀପଲଙ୍କ ଉପଦ୍ରବ 

ମୋରଡ଼ା,୫।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ୍‌ ଅଧୀନ ଭଦୁଆଶୋଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଅଙ୍ଗନୱାଡି କେନ୍ଦ୍ରରେ ଶୁକ୍ରବାର ବିଳମ୍ବିତ ରାତିରେ ହାତୀପଲଙ୍କ ଉପଦ୍ରବ। ହାତୀପଲ ଅଙ୍ଗନଓ୍ବାଡି କେନ୍ଦ୍ରରେ ପଶି ସାମଗ୍ରୀ ସବୁ ଭାଙ୍ଗି ନଷ୍ଟ କରିଦେଇଛନ୍ତି। ୨୦ ଟିକିଆ ଶିମିଳିପାଳ ହାତୀପଲ…

ଦୀପାବଳି ପୂର୍ବରୁ ୫୪ ବସ୍ତା ବିସ୍ଫୋରକ ଜବତ

ବୈଶିଙ୍ଗା,୧।୧୦(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ପୋଲିସକୁ ବୁଧବାର ଏକ ବଡ଼ ସଫଳତା ମିଳିଛି । ମେରଦା ପଞ୍ଚାୟତର ବର୍ତ୍ତନା ଗ୍ରାମରେ ବେଆଇନ ବାଣ ଏବଂ ଆତସବାଜି ପ୍ରସ୍ତୁତ କରାଯାଉଥିବା ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ଏନେଇ ଥାନା ଅଧିକାରୀ ବାରିଣୀ…

ମୋରଡ଼ା ଚଳ ଚଞ୍ଚଳ

ମୋରଡ଼ା,୧।୧୦(ସ୍ମାରକ ମାଜୀ): ଦୁର୍ଗାପୂଜାକୁ ନେଇ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ବେଶ ଚଳଚଞ୍ଚଳ ହୋଇ ପଡ଼ିଛି। ମା’ ଦୁର୍ଗାଙ୍କ ଆଗମନରେ ବ୍ଲକର ସମସ୍ତ ପୂଜା ମଣ୍ଡପ ଉତ୍ସବ ମୁଖର ହୋଇପଡ଼ିଛି। ବ୍ଲକର ଚିତ୍ରଡା ବସଷ୍ଟାଣ୍ଡରେ ହୋଇଥିବା ଦୁର୍ଗାପୂଜା ତୋରଣ ବେଶ ଚିତାକର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?