ହାରିନାହାନ୍ତି ହୀରାମଣି
ବାରିପଦା ଅଫିସ, ୮।୩- ଜୀବନ ଯୁଦ୍ଧରେ ହାର୍ ନ ମାନି ସଂଘର୍ଷ କରି ହୀରାମଣି ଆଜି ଚର୍ଚ୍ଚାକୁ ଆସିଛନ୍ତି। ବିବାହ ପରେ ତାଙ୍କ ସ୍ବାମୀଙ୍କ ଅକ୍ଷମତା ଅବସ୍ଥା ଦେଖି ଦୀର୍ଘ ୨୦ ବର୍ଷ ତଳେ ମାତ୍ର ଅଳ୍ପ କିଛି ଟଙ୍କାରେ ସେ…
ଝୁଲୁଛି ବିପଦ
ବାରିପଦା ଅଫିସ,୭ା୩- ବିଦ୍ୟୁତ୍ ବିଭାଗର ବେଫିକର ମନୋଭାବ ଯୋଗୁ ବାରିପଦା ସହରର ବିଭିନ୍ନ ସ୍ଥାନରେ ଧନ ଜୀବନର ସୁରକ୍ଷା ନେଇ ଆଶଙ୍କା ସୃଷ୍ଟି ହୋଇଛି। ମୁଣ୍ଡ ଉପରେ ବିପଦ ସାଜି ଝୁଲି ରହିଛି ବିଦ୍ୟୁତ୍ ତାର। ସେହିପରି ରାସ୍ତା ପାର୍ଶ୍ୱ ଟ୍ରାନ୍ସଫର୍ମର…
ପରିବା ବ୍ୟାଗରେ ବୁହା ହେଲା ଯୁକ୍ତ ୨ ଉତ୍ତରଖାତା
ଉଦଳା,୭ା୩(ଡ଼ି.ଏନ୍.ଏ.)- ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ନେଇ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା କହୁଥିବା ବେଳେ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ପରିବା ବ୍ୟାଗରେ ଉତ୍ତରଖାତା ଭର୍ତ୍ତି ହୋଇ ନୋଡାଲ ସେଣ୍ଟରକୁ ଯିବା ଘଟଣା ପଦାକୁ ଆସିଛି।…
ଚେକିଂ ଢିଲା,ସୁଧୁରୁନି ବ୍ୟବସ୍ଥା
ବାରିପଦା ଅଫିସ, ୬ା୩- ୨ଟି ପର୍ଯ୍ୟାୟରେ ରାଜ୍ୟ ସରକାର ସଂଶୋଧିତ ମୋଟର ଯାନ ଆଇନକୁ ୬ ମାସ କୋହଳ କରିଥିଲେ। ଗତ ରବିବାର କଣ୍ଟ ପୂରିଲା ପରେ ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ ପୋଲିସ ଓ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ ପକ୍ଷରୁ…
ଡମ୍ପିଂୟାର୍ଡକୁ ବିରୋଧ, ଆବର୍ଜନା ବୋଝେଇ ଗାଡ଼ି ଅଟକ
ଉଦଳା,୬ା୩(ଡ଼ି.ଏନ୍.ଏ.)- ଉଦଳା ଏନଏସିରେ ଡମ୍ପିଂୟାର୍ଡକୁ ନେଇ ଦୀର୍ଘ ଦିନରୁ ବିବାଦ ଲାଗି ରହିଛି। ଫଳରେ ୧୨ଟି ୱାର୍ଡର ଆବର୍ଜନା କେଉଁଠି ପଡ଼ିବ ତାହାକୁ ନେଇ ବାରମ୍ବାର ଏନଏସିକୁ ନାକେଦମ୍ ହେବାକୁ ପଡ଼ିଛି ା ଗୁରୁବାର ପୁଣି ଏହି ଡମ୍ପିଂୟାର୍ଡକୁ ନେଇ ଉତ୍ତେଜନାମୂଳକ…
କାୟା ବିସ୍ତାର କରୁଛି ଜଣ୍ଡିସ୍ : ୨୦ ଆକ୍ରାନ୍ତ
ଉଦଳା,୫ା୩(ଡ଼ି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ ନୂଆସାହି ଗ୍ରାମରେ ଜଣ୍ଡିସ୍ ଆତଙ୍କ ଦେଖାଦେଇଛି। ଗ୍ରାମର ୨୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗ ଦିନକୁ ଦିନ କାୟା ବିସ୍ତାର କରୁଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଆକ୍ରାନ୍ତଙ୍କ…
ମରଣଯନ୍ତା ପାଲଟିଛି ୪୯ନଂ ଜାତୀୟ ରାଜପଥ: ଦ୍ୱାରସୁଣୀ ଘାଟିରେ ବସ୍କୁ ଧକ୍କା ଦେଇ ଖସିପଡ଼ିଲା ଟ୍ରକ୍; ୨ ଗୁରୁତର, ୫ ଆହତ
ବାଙ୍ଗିରିପୋଷି,୪।୩(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲାର ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। କିଛିଦିନ ହେଲା ଏଠାରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟୁଥିବା ବେଳେ ବୁଧବାର ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ୱାରସୁଣୀ ଘାଟିରେ ଏକ…
ଅନାଥ ଗୁଡ଼ିଆଙ୍କୁ ମିଳିଲେ ଜୀବନସାଥୀ
ବାରିପଦା ଅଫିସ, ୪ା୩- ୪ ବର୍ଷ ହୋଇଥିବା ବେଳେ ମା’ ବାପା ଛାଡ଼ି ଚାଲି ଗଲେ। ପରିବାର କ’ଣ ଜଣା ନ ଥିଲା। ବିଭିନ୍ନ ଆଡ଼େ ବୁଲାବୁଲି କରୁଥିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ ସମିତିରେ…
ଜାଗା ଚିହ୍ନଟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ବାରିପଦା ଅଫିସ, ୩ା୩- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଅଧୀନ ଦୁଧିଆଶୋଳ ଗ୍ରାମବାସୀ ଜମି ପଟ୍ଟା ପାଇଥିବା ବେଳେ ସେମାନଙ୍କ ଜମି ଚିହ୍ନଟ ହୋଇପାରୁ ନାହିଁ। ଫଳରେ କେତେକ ଲୋକ ଅନ୍ୟାୟ ଭାବେ ସେମାନଙ୍କ ଜମିକୁ ମାଡ଼ି ବସିଛନ୍ତି। ଏହାର ସମାଧାନ…
ମୁଢ଼ି କରିଛି ସ୍ବାବଲମ୍ବୀ
ବାରିପଦା ଅଫିସ,୩ା୩(ରଞ୍ଜନ କୁମାର ପ୍ରଧାନ)- ବାରିପଦା ମୁଢ଼ି ମାଂସର ସ୍ବତନ୍ତ୍ରତା ରହିଛି। ଏହି ମୁଢ଼ିକୁ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଉଦ୍ୟମ ଚଳାଇଛନ୍ତି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକର ତମ୍ବାଖୁରୀ ଗ୍ରାମର ରଶ୍ମି ମହାନ୍ତି। ନିଜର ଉନ୍ନୟନ ନାମକ ସ୍ବେଚ୍ଛାସେବୀ…
ଆମ୍ବତୋଟାରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ
ମୟୂରଭଞ୍ଜ,୧।୩(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ପେଡ଼ାଗଡ଼ି ଗ୍ରାମ ଆମ୍ବ ତୋଟାରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ରବିବାର ଉଦ୍ଧାର କରାଯାଇଛି। ସେ ହେଲେ ଉକ୍ତ ଗ୍ରାମର ବ୍ରଜ କିଶୋର ବିନ୍ଧାଣୀ । ସକାଳେ ଏକ ଗଛରେ ମୃତଦେହ…
ମଧ୍ୟାହ୍ନଭୋଜନରୁ ବାହାରିଲା କାଚଗୁଣ୍ଡ, ଗୋଡ଼ି
ରାଇରଙ୍ଗପୁର, ୧ା୩(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସହରାଞ୍ଚଳ ପୁରୁଣାଘାଟି ବସ୍ତି ଅଞ୍ଚଳସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନଭୋଜନରୁ କାଚଗୁଣ୍ଡ, ଗୋଡି ସମେତ ଅପରିଷ୍କାର ସାମଗ୍ରୀ ବାହାରିବା ପରେ ଅସନ୍ତୋଷ ଦେଖାଦେଇଛି। ଚାଉଳକୁ ସମ୍ପୃକ୍ତ ରୋଷେୟା ଭଲ ଭାବେ…
Archives


