ମୟୂରଭଞ୍ଜ

ଲକ୍‌ଡାଉନ୍‌ ନ ମାନି ୨ ଗିରଫ, ବୋଲେରୋ ସହ ୬ ବାଇକ୍‌ ଜବତ

ଠାକୁରମୁଣ୍ଡା,୨୬।୩(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବରେ ପଦକ୍ଷେପ ଆରମ୍ଭ କରିଥିବା ବେଳେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଅଞ୍ଚଳରେ ଲକ୍‌ଡାଉନ୍‌ର ପ୍ରଭାବ ଦେଖିବାକୁ ମିଳିଛି। ଅପରପକ୍ଷରେ କଟକଣା ନ ମାନିବାରୁ ଠାକୁରମୁଣ୍ଡା ପୋଲିସ…

ଲକ୍‌ଡାଉନ ଉଲ୍ଲଂଘନ କରି ୮ବାଇକ୍‌ ଜବତ:୨ ଗିରଫ

ବାରିପଦା ଅଫିସ/ଠାକୁରମୁଣ୍ଡା,୨୬ା୩(ଡ଼ି.ଏନ୍‌.ଏ.)- ବୁଧବାରଠାରୁ ଲକ୍‌ଡାଉନକୁ କଡ଼ାକଡ଼ି କରିବା ଲାଗି ମୟୂରଭଞ୍ଜ ଜିଲା ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଲକ୍‌ଡ଼ାଉନର ପ୍ରଥମ ଦିନରେ ପୋଲିସ ନିୟମ ଉଂଲଘନ କରିଥିବା ଅଭିଯୋଗରେ ୮ଟି ବାଇକ୍‌କୁ ଜବତ କରିିଛି। ଠାକୁରମୁଣ୍ଡା ଥାନା ପୋଲିସ ୨…

ବଡ଼ଭାଇଙ୍କ ଠେଙ୍ଗା ମାଡ଼ରେ ସାନଭାଇ ମୃତ

ବଡ଼ସାହି,୨୫।୩(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଦେଉଳିଆ ମଜୁରାସାହିରେ ବଡ଼ଭାଇଙ୍କ ଠେଙ୍ଗା ମାଡ଼ରେ ମଙ୍ଗଳବାର ରାତିରେ ସାନଭାଇଙ୍କ ମୃତ୍ୟୁ ଘଟିଛି। ମୃତ ସାନଭାଇ ହେଲେ ଟେରା ସିଂ(୫୫) । ପ୍ରକାଶ ଯେ, କୌଣସି କାରଣକୁ ନେଇ ବଡ଼ଭାଇ ହାଗ ସିଂ(୬୦)…

କରୋନା ଭୟ: ବିଦେଶୀ ପର୍ଯ୍ୟଟକ ଦେଖି ପାଟିତୁଣ୍ଡ କଲେ ଲୋକେ, ଜଙ୍ଗଲରୁ ଉଦ୍ଧାର

ଠାକୁରମୁଣ୍ଡା,୨୪ା୩(ଡ଼ି.ଏନ୍‌.ଏ.)- ଇସ୍ରାଏଲରୁ ଭ୍ରମଣ ଉଦ୍ଦେଶ୍ୟରେ ଆସିଥିବା ଜଣେ ପର୍ଯ୍ୟଟକଙ୍କୁ ମଙ୍ଗଳବାର ଅପରାହ୍ନରେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଅଞ୍ଚଳରୁ ପୋଲିସ ଉଦ୍ଧାର କରିଛି। ସେ ଏକ ବାଇକ୍‌ରେ କେତେକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବାନ୍ଧି ଠାକୁରମୁଣ୍ଡା-ଉଦଳା ରାସ୍ତା ଦେଇ ଯାଉଥିବା ବେଳେ ପତ୍ରପଡା ନିକଟରେ…

ଆନ୍ଧ୍ରରେ ଫଶିଛନ୍ତି ୪୨ ପରୀକ୍ଷାର୍ଥୀ: ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ

ବାରିପଦା ଅଫିସ, ୨୪ା୩- ଓଡ଼ିଶାରୁ ବିଏଡ ଟିଚିଙ୍ଗ୍‌ ପରୀକ୍ଷା ଦେବା ପାଇଁ ଆନ୍ଧ୍ରକୁ ଯାଇଥିବା ୪୨ ପରୀକ୍ଷାର୍ଥୀ ସେଠାରେ ଫଶି ରହିଛନ୍ତି। କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ଲାଗି ଟ୍ରେନ୍‌ ବାତିଲ ହୋଇଯାଇଥିବାରୁ ପରୀକ୍ଷାର୍ଥୀମାନେ ସେଠାରୁ ଆସିପାରୁନାହାନ୍ତି। ଓଡ଼ିଶା ଆଣିବାକୁ ସେମାନେ…

‘ସହଯୋଗ ଦିଅ, ନିଜେ ନିଜକୁ ଲକ୍‌ଡାଉନ କର’

ବାରିପଦା ଅଫିସ, ୨୪ା୩- କରୋନା ଭାଇରସ୍‌ ସଂକ୍ରମଣ ରୋକିବା ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି। ସମସ୍ତେ ଏଥିଲାଗି ସ୍ବାସ୍ଥ୍ୟ ପ୍ରତି ସଚେତନ ରହି ସ୍ବଚ୍ଛତା ରକ୍ଷା କରିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ଏକ ସପ୍ତାହ ପର୍ଯ୍ୟନ୍ତ ଆବଶ୍ୟକ ନ…

ସୁରକ୍ଷା ପାଇଁ ମାସ୍କ ବାଣ୍ଟୁଛନ୍ତି ମହିଳା

ବାରିପଦା ଅଫିସ, ୨୩ା୩- କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ସବୁଠି ମାସ୍କର ଚାହିଦା ବୃଦ୍ଧି ପାଇଛି। ବାରିପଦା ସହରର ଏକ ସିଲେଇ ତାଲିମ କେନ୍ଦ୍ରରେ କାମ କରୁଥିବା କେତେକ ମହିଳା ମାସ୍କ ଅଭାବ ଦୂର କରିବାକୁ ଆଗେଇ ଆସି କପଡ଼ାରେ…

ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଲେ ଲୋକେ, ଦୋକାନ ବଜାର ବନ୍ଦ

ଉଦଳା,୨୨।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ଏନ୍‌ଏସିରେ ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇ ରବିବାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଫଳରେ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ଛି। ଉଦଳା ବ୍ଲକ ଅଧୀନରେ ଥିବା ଗ୍ରାମାଞ୍ଚଳରେ ମଧ୍ୟ ଜନତା କର୍ଫ୍ୟୁର ପ୍ରଭାବ…

କଂଗ୍ରେସ ଭାଇଙ୍କ ପରଲୋକ

ଠାକୁରମୁଣ୍ଡା, ୨୧ା୩(ଡି.ଏନ.ଏ): ମୟୂରଭଞ୍ଜର ଭୂମିପୁତ୍ର ସେବକ କଂଗ୍ରେସ ଭାଇଙ୍କର ଶୁକ୍ରବାର ପରଲୋକ ଘଟିଛି। ଶ୍ୱାସ ରୋଗରେ ପୀଡ଼ିତ ହୋଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ମଧ୍ୟାହ୍ନ ୧୨.୩୦ ମିନିଟ ସମୟରେ ତାଙ୍କର ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ…

ଘରେ ପଶିଲା ଡ୍ରେନ୍‌ ପାଣି,ପ୍ରତିବାଦରେ ରାସ୍ତାରୋକୋ

ବାରିପଦା ଅଫିସ, ୨୧ା୩- ଗୁରୁବାର ରାତିରେ ହୋଇଥିବା ବର୍ଷାରେ ବାରିପଦା ପୌରପରିଷଦର ୨୭ନଂ. ୱାର୍ଡ଼ ତୁଳସୀଚଉରା ଅଞ୍ଚଳରେ ବସବାସ କରୁଥିବା ବିଭିିନ୍ନ ବ୍ୟକ୍ତିଙ୍କ ଘରେ ଡ୍ରେନ ପାଣି ପଶି ଯାଇଥିଲା। ଏହାର ପ୍ରତିବାଦରେ ଶୁକ୍ରବାର ସକାଳେ ୭ଟାରେ ଅଞ୍ଚଳବାସୀ ତୁଳସୀଚଉରା ଛକଠାରେ…

ଚାକିରି ଅପେକ୍ଷାରେ ୩୩,୭୨୧ ବେକାର

  ବାରିପଦା ଅଫିସ, ୨୧ା୩- ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ବର୍ତ୍ତମାନ ବେକାରି ସମସ୍ୟା ଉତ୍କଟ ହେବାରେ ଲାଗିଛି। ପ୍ରତିବର୍ଷ ବେକାରିଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲୁଛି। ସରକାରଙ୍କ ପକ୍ଷରୁ ନିଯୁକ୍ତି ମେଳା ଆୟୋଜନ କରାଯାଉଛି। ବିଜୁ ଦକ୍ଷତା କେନ୍ଦ୍ର ଓ…

ଘର ଉପରେ ବଜ୍ରପାତ: ଜଣେ ମୃତ,୨ଗୁରୁତର

ଠାକୁରମୁଣ୍ଡା,୨୦।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ନିକଟ ଜୁଡାମ୍ବ ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଏକ ଘର ଉପରେ ବଜ୍ରପାତ ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଦିଗଧର ପଞ୍ଚାୟତ ସୁନିନ୍ଦା ଗ୍ରାମର ଦଶରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri