ମାଲକାନଗିରି

ବିଦ୍ୟୁତ୍‌ ନାହିଁ, କ୍ରୀଡ଼ା ଛାତ୍ରାବାସ ଛାଡ଼ିଲେ ୨୫ ଛାତ୍ର

ମାଲକାନଗିରି,୧୦ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ଷ୍ଟାଡିୟମ ପରିସରରେ ଥିବା କ୍ରୀଡ଼ା ଛାତ୍ରାବାସରେ ବିଦ୍ୟୁତ୍‌ ସମସ୍ୟା ଯୋଗୁ ୨୫ ଜଣ ଅନ୍ତେବାସୀ ବୁଧବାର ଛାତ୍ରାବାସ ଛାଡିଛନ୍ତି। ଟାଟା ପାଓ୍ବାର ପକ୍ଷରୁ ଗତ ୧୦ ଦିନ ତଳେ ଏହି କ୍ରୀଡ଼ା ଛାତ୍ରାବାସରୁ ବିଦ୍ୟୁତ୍‌…

‘୨ଠ୨୪ ମଧ୍ୟରେ ମାଲକାନଗିରି ବିମାନବନ୍ଦର କାର୍ଯ୍ୟକ୍ଷମ କର’

ଭୁବନେଶ୍ୱର, ୯ା୩(ବ୍ୟୁରୋ): ମାଲକାନଗିରିଠାରେ ନୂଆ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଶେଷ କରି ୨ଠ୨୪ ଜାନୁୟାରୀ ସୁଦ୍ଧା କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଲୋକସେବା ଭବନରୁ ଡିଜିଟାଲ୍‌ ମୋଡ୍‌ରେ…

ବଣ୍ଡାଘାଟିରେ ବିଏସ୍‌ଏଫ୍‌ ଆଇଜି

କୁଡୁମୁଲୁଗୁମ୍ମା,୬।୩(ଡି.ଏନ.ଏ.) ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରାହାଲ୍‌ ପଞ୍ଚାୟତକୁ ଶନିବାର ବିଏସ୍‌ଏଫ୍‌ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି ଗସ୍ତ କରିଛନ୍ତି। ଏହି ଅବସରରେ ସେଠାରେ ଆୟୋଜିତ ଏକ ଚିକିତ୍ସା ଶିବିରରେ ଯୋଗଦେଇ ଅଣ୍ଡ୍ରାହାଲ୍‌ ଓ ମୁଦୁଲିପଡ଼ାରେ ବିଏସ୍‌ଏଫ୍‌ କ୍ୟାମ୍ପ ଯୋଗୁ ଜନସାଧାରଣ…

୨ ବର୍ଷ ହେଲା ମୃତଦେହ ସାଇତି ରଖିଛନ୍ତି

ମାଲକାନଗିରି,୪ା୩ (ଡ.ଏନ.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲାର କିରନଡୁଲ ଅଞ୍ଚଳରେ ନ୍ୟାୟ ପାଇଁ ବଦରୁ ମାଡବିଙ୍କ ମୃତଦେହକୁ ୨ବର୍ଷ ହେଲା ସାଇତି ରଖିଛନ୍ତି ଗ୍ରାମବାସୀ ଓ ପରିବାର ଲୋକେ। ଏହି ଘଟଣା ସାଧାରଣରେ କୌତୂହଳ ସୃଷ୍ଟି କରିଛି। ଖବରରୁ ଜଣାପଡିଛି…

ନ୍ୟାୟ ପାଇଁ ୨ ବର୍ଷ ହେଲା ରଖିଛନ୍ତି ମୃତଦେହ

ମାଲକାନଗିରି,୩।୩(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲାର କିରନଡୁଲ ଅଞ୍ଚଳରେ ନ୍ୟାୟ ପାଇଁ ବଦରୁ ମାଡବିଙ୍କ ମୃତଦେହକୁ ୨ବର୍ଷ ହେଲା ସାଇତି ରଖିଛନ୍ତି ଗ୍ରାମବାସୀ ଓ ପରିବାର ଲୋକେ। ଏହି ଘଟଣା ସାଧାରଣରେ କୌତୁହଳ ସୃଷ୍ଟି କରିଛି। ଖବରରୁ ଜଣାପଡିଛି ୨୦୨୦…

ପାଇପ୍‌ ଲାଇନ ଫାଟି ରାସ୍ତା ଜଳମଗ୍ନ

ମାଲକାନଗିରି,୩ା୩ (ଡି.ଏନ୍‌.ଏ.)  ମାଲକାନଗିରି ପୌର ପରିଷଦ ଅଞ୍ଚଳ ମୁଖ୍ୟ ରାସ୍ତାରୁ ଦୁର୍ଗାଗୁଡି ସାହିକୁ ଯାଇଥିବା ରାସ୍ତା ତଳେ ଏକ ପାନୀୟ ଜଳ ପାଇପ ଲାଇନ ଦୀର୍ଘ ୪ ମାସ ହେଲା ଫାଟି ପ୍ରତିଦିନ ପାଣି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ଫଳରେ…

ପଟ୍ଟା ନାହିଁ ତ ଭୋଟ ନାହିଁ, ଶପଥ ନେଲେ ଗ୍ରାମବାସୀ

ମାଲକାନଗିରି,୨୮ା୨(ଡି.ଏନ୍‌.ଏ.):  ମାଲକାନଗିରି ଜିଲା ସଦର ମହକୁମା ପୌର ପରିଷଦ ଅନ୍ତର୍ଗତ ଓ୍ବାର୍ଡ ନଂ-୩ରେ ରବିବାର ଶତାଧିକ ମହିଳା ଏକାଠି ହୋଇ ଭୋଟ ବର୍ଜନ କରିବାକୁ ଶପଥ ନେଇଛନ୍ତି। ଏହି ଅବସରରେ ସରକାରୀ ବିରୋଧୀ ପ୍ରଚାର କମିଟି ଗଠନ କରାଯାଇଛି। ସରକାରଙ୍କ ଅବହେଳା ଯୋଗୁ…

ୟୁକ୍ରେନ୍‌ରେ ଫସି ରହିଛନ୍ତି ମାଲକାନଗିରି ଯୁବକ

ମାଲକାନଗିରି,୨୭।୨(ଡି.ଏନ.ଏ.): ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ସେଠାରେ ପରିସ୍ଥିତି ଶୋଚନୀୟ ହେବାରେ ଲାଗଛି। ଏଭଳି ସ୍ଥିତରେ ୟୁକ୍ରେନକୁ ପାଠପଢିବାକୁ ଯାଇଥିବା ଅନେକ ଓଡିଆ ଛାତ୍ର ସେଠାରେ ଫସି ରହିଛନ୍ତି। ମାଲକାନଗିରି ଜିଲା ବୁଟିଗୁଡାର ରାଜେନ୍ଦ୍ର ପ୍ରଧାନଙ୍କ ପୁଅ…

ଯବାନଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୨୭।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀମାନେ ପୁଣି ହିଂସା ଘଟାଇଛନ୍ତି। ଛତିଶଗଡ଼ର ବିଜାପୁର ଜିଲା ସି.ଏ.ଏଫ୍‌.-୨୨ ବାଟାଲିୟନର ଯବାନ ଅର୍ଜୁନ କୁଡିଆମିଙ୍କୁ ହତ୍ୟା କରିଛନ୍ତି। ଗତ କିଛି ଦିନ ହେବ ସେ ଅସୁସ୍ଥ ଥାଇ ନିଜ ଗ୍ରାମ ଧନେରାରେ ରହୁଥିଲେ।…

ଭୋଟ ଦେବାକୁ ଆସି ଚାଲିଗଲା ମହିଳାଙ୍କ ଜୀବନ

ଚିତ୍ରକୋଣ୍ଡା,୨୪।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାଲେଗା ପଞ୍ଚାୟତ ବାଣାଝୋଲି ଗ୍ରାମର ଜଣେ ମହିଳା ଭୋଟ ଦେବାକୁ ଆସି ତାଙ୍କର ଜୀବନ ଯାଇଛିି। ସେ ହେଉଛନ୍ତି କମଳା ଖରା (୨୭ )। ସୂଚନାନୁସାରେ, ଆଜି ସକାଳେ ହାଟଗୁଡାକୁ ଭୋଟ ଦେବାକୁ…

ରାସ୍ତା କାମରେ ଅବ୍ୟବସ୍ଥା, ମାନୁନାହାନ୍ତି ଗାଇଡ୍‌ଲାଇନ

ଗୋବିନ୍ଦପାଲି,୨୪।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ୨ଟି ପଞ୍ଚାୟତ ବଡଡୁରାଲ ଓ ମାଡ଼କାପଦରକୁ ବ୍ଲକ ଓ ଜିଲା ସଦର ମହକୁମା ସହିତ ଯୋଡିବା ଉଦ୍ଦେଶ୍ୟରେ ଗୋବିନ୍ଦପାଲିଠାରୁ ସୋନୁଗୁଡା ପର୍ଯ୍ୟନ୍ତ ପିଏମ୍‌ଜିଏସ୍‌ଓ୍ବାଇରେ ପୂର୍ତ୍ତ ବିଭାଗ ଦ୍ୱାରା ରାସ୍ତା ନିର୍ମାଣ ହେଉଛି। ରାସ୍ତା…

୧୦ ବର୍ଷ ପରେ ଭୋଟ୍‌ ଦେଉଛନ୍ତି ସ୍ବାଭିମାନ ଅଞ୍ଚଳବାସୀ

ମାଲକାନଗିରି,୨୪ା୨(ଡି.ଏନ୍‌.ଏ.): ରାଜ୍ୟରେ ଚାଲିଛି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଏହି ନିର୍ବାଚନରେ ୨୫ ଜିଲାର ୧୩୧ ଜିଲା ପରିଷଦ ଜୋନ୍‌ ପାଇଁ ଭୋଟିଂ ଚାଲିଛି। ତେବେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ୧୦ ବର୍ଷ ପରେ ଭୋଟ୍‌ ଦେଉଛନ୍ତି ସ୍ବାଭିମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri