ମାଲକାନଗିରି

ନାଳରେ ଭାସି ଯାଇଥିଲେ, ଆଜି ଉଦ୍ଧାର ହେଲା ମୃତଦେହ

କୋରୁକୋଣ୍ଡା,୧୩ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ଏମ୍‌ଭି-୩୧ ନିକଟ ନାଳରେ ଗତକାଲି ଭାସିଯାଇଥିବା ବ୍ୟକ୍ତିଙ୍କ ମୃତଦେହ ବୁଧବାର କୋରୁକୋଣ୍ଡା ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି। ମାଲକାନଗିରି ଜିଲାରେ କିଛିଦିନ ହେବ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ…

ଲଗାଣ ବର୍ଷା, ଦୁଇ ନଦୀର ଜଳସ୍ତର ବଢୁଛି

ମାଲକାନଗିରି,୧୨ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମୋଟୁ ସୀମାନ୍ତରେ ଥିବା ସାବାରୁ ଓ ସିଲରୁ ନଦୀରେ ଜଳସ୍ତର ବଢୁଛି। ଫଳରେ ଆନ୍ଧ୍ର ଓ ଛତିଶଗଡ଼କୁ ସଂଯୋଗ…

ବିଦ୍ୟାଳୟ ଶ୍ରେଣୀ ଗୃହରେ ଉଇ ହୁଙ୍କା

ମାଲକାନଗିରି,୧୧ା୭ (ଡି.ଏନ୍‌.ଏ.): ବିଦ୍ୟାଳୟର ଶ୍ରେଣୀ ଗୃହ ମଧ୍ୟରେ ଉଇ ହୁଙ୍କା ସହ ପାଣି ଓ ଅଳିଆ ଆବର୍ଜନାରେ ଭର୍ତ୍ତି। ଏଭଳି ଅଭାବନୀୟ ଶ୍ରେଣୀ ଗୃହ ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ଗୁଣ୍ଡୁରିଗୁଡା ପ୍ରାଥମିକ ବିଦ୍ୟାଳୟରେ। ଏ ସମ୍ପର୍କରେ ଚିତ୍ରକୋଣ୍ଡା…

ଦଶ ମାସର ଶିଶୁଙ୍କୁ ରେଲଓ୍ବେରେ ଚାକିରି

ମାଲକାନଗିରି,୧୧ା୭ (ଡି.ଏନ୍‌.ଏ.): ପଡୋଶୀ ଛତିଶଗଡ଼ରେ ଜଣେ ଦଶମାସର ଶିଶୁଙ୍କୁ ରେଳ ବିଭାଗରେ ଚାକିରି ମିଳିଛି। ଏହା ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ୍ୟ। ତେବେ ଏତେ କମ ବୟସରେ ଚାକିରି ପାଇବା ରେକର୍ଡ ସୃଷ୍ଟି କରିଥିବା ବେଳେ ଏହା ପଛରେ ରହିଥିବା ଦୁଃଖଦ…

ଦୁର୍ଦ୍ଦାନ୍ତ ମାଓବାଦୀ ଲକ୍ଷ୍ମଣଙ୍କୁ ଧରିଲେ ଯବାନ

ମାଲକାନଗିରି, ୧୦ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅଧୀନ ତୁଳସୀ ପାହାଡ଼ରେ କୋମ୍ବିଂ ଅପରେଶନ ବେଳେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ ହୋଇଛନ୍ତି। ସେ ହେଲେ ଲକ୍ଷ୍ମଣ ପଡିଆମୀ। ପୂର୍ବରୁ ତାଙ୍କ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା…

ଅଳ୍ପ ବର୍ଷାରେ ଧୋଇଗଲା କଲଭର୍ଟ

କୁଡୁମୁଲୁଗୁମ୍ମା,୧୦।୭(ଡି.ଏନ.ଏ.): ମାଲାକନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରdହଲ ପଞ୍ଚୟତଠାରୁ ଅନକାଡେଲିକୁ ସଂଯୋଗ କରୁଥିବା କାତାଙ୍ଗଗୁଡା କଲଭର୍ଟ୍‌ଟି ଅଳ୍ପ ବର୍ଷା ରେ ମଧ୍ୟ କ୍ଷତି ହୋଇଛି। ଏହା ଧୋଇ ହୋଇଯିବାରୁ ଅଣ୍ଡ୍ରାହଲଠାରୁ ଅନକାଡେଲିକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ନିମ୍ନମାନର କାମ ହୋଇଥିବାରୁ ଅଳ୍ପ…

ଜି ସଲାମ ଟିଭି ଚାନେଲରେ ଚମକିବେ ମାଲକାନଗିରି ଝିଅ

ମାଲକାନଗିରି, ୧୦।୭(ଡି.ଏନ.ଏ.)- ନୃତ୍ୟ କ୍ଷେତ୍ରରେ ନିଜର ପରିଦର୍ଶିତା ଯୋଗୁଁ ବର୍ତ୍ତମାନ ଟିଭିରେ ଚମକିବେ ମାଲକାନଗିରି ଜିଲାର ଝିଅ। ସେ ହେଉଛନ୍ତି ସୁମନ୍ତ ବୈରାଗିଙ୍କ ଝିଅ ସୌମ୍ୟା। ସବୁଠି ଏବେ ତାଙ୍କ ପ୍ରଶଂସା। ସୌମ୍ୟାଙ୍କ ଘର ମାଲକାନଗିରି ଜିଲା ସଦର ମହକୁମାରେ। ପିଲାଟି…

ଶିକ୍ଷୟିତ୍ରୀଙ୍କ ଦବଙ୍ଗଗିରି: ପିଲାଙ୍କୁ ନିସ୍ତୁକ ମାଡ଼

ମାଲକାନଗିରି, ୯ା୭ (ଡି.ଏନ.ଏ.): ସରକାରୀ ବିଦ୍ୟାଳୟରେ ପାଠ ପଢାଉଛନ୍ତି ଜଣେ ମାନସିକ ବିକାରଗ୍ରସ୍ତ ଶିକ୍ଷୟିତ୍ରୀ। ଶ୍ରେଣୀଗୃହରେ ମନ ଇଚ୍ଛା ପାଠ ପଢାଉଛନ୍ତି। ଯେତିକି ପାଠ ପଢାଉ ନାହାନ୍ତି ଛାତ୍ରୀଛାତ୍ରଙ୍କୁ ତାହାଠୁ ଅଧିକ ମାଡ ମାରୁଛନ୍ତି। ମାଲକାନଗିରି ଜିଲା ଚମ୍ପାନଗର ପ୍ରାଥମିକ ବିଦ୍ୟାଳୟରେ…

ମହିଳାଙ୍କ ସମେତ ୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୭।୭(ଡି.ଏନ୍‌.ଏ.): ଛତିଶଗଡ଼ ସୁକ୍‌ମା ଏସ୍‌ପିଙ୍କ ନିକଟରେ ଗୁରୁବାର ଜଣେ ମହିଳାଙ୍କ ସମେତ ୨ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଆସୋସୀ ଏବଂ ମୁକେଶ ରାଓ୍ବଡେ। ମହିଳା ମାଓବାଦୀ ଆସୋସୀଙ୍କ ନାମରେ ୮ ଲକ୍ଷ ଏବଂ ମୁକେଶଙ୍କ ନାମରେ ୫…

୧୧୯ କେଜି ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା,୪।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ଡାଇକ ୩, ଟନେଲକ୍ୟାମ୍ପ, ନାକାମାମୁଡୁ, ମନ୍ତ୍ରୀପୁଟ ଅଞ୍ଚଳରେ ଖାନତଲାସୀ ବେଳେ ପୋଲିସ ୧୧୯ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ରବିବାର…

ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ

ଏମ୍‌ଭି ୭୯,୪ା୭(ଡି.ଏନ.ଏ.):  ଗ୍ରାମାଞ୍ଚଳର ପରିବେଶକୁ ସୁନ୍ଦର ସ୍ବଚ୍ଛ କରି ପରିବେଶ ସଂରକ୍ଷଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅମୃତ ସରୋବର ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଗ୍ରାମାଞ୍ଚଳରେ ନୂତନ ପୋଖରୀ ଖନନ ସହ ପୁନରୁଦ୍ଧାର କରାଯାଉଛି। ମାଲକାନଗିରି…

ବାଜି ଲାଗୁଛି ପିଲାଙ୍କ ଜୀବନ

ମାଲକାନଗିରି,୩୦।୬ (ଡି.ଏନ.ଏ.):  ମାଲକାନଗିରି ଜିଲାରେ ଗରିବ ଓ ଆଦିବାସୀ ପିଲାଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ବାଟବଣା ହେଉଥିବା ଅଭିଯୋଗ ହେଉଛି। ପ୍ରଶାସନିକ ଅବହେଳା ଯୋଗୁ ପିଲାଙ୍କ ଜୀବନ ବାଜି ଲାଗୁଛି। ଜିଲାରେ ଅନ୍ବେଷା ଯୋଜନାରେ ଜିଲାର ବିଭିନ୍ନ ଅଞ୍ଚଳରୁ ଅନେକ ଅନୁସୂଚିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri