ଡେପୁଟି କଲେକ୍ଟରଙ୍କ ସ୍ତ୍ରୀ ନାଁରେ ରାଶନ କାର୍ଡ
ମାଲକାନଗିରି,୨୧।୮(ଡି.ଏନ୍.ଏ.): ମାଲକାନଗିରି ଜିଲାର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ନିଜ ସ୍ତ୍ରୀଙ୍କ ନାଁରେ ରାଶନ କାର୍ଡ କରାଇଥିବା ଅଭିଯୋଗ ହୋଇଛି। ଏମିତି କି ମ୍ୟୁନିସିପାଲିଟି ଲ୍ୟାଣ୍ଡ୍ ରାଇଟ୍ସରେ ଜମି ପଟ୍ଟା ହାତେଇବା ପାଇଁ ଏହି କାର୍ଡ ବ୍ୟବହାର କରାଯାଇଛି। ମାଲକାନଗିରି ଡେପୁଟି…
ଅବହେଳାରୁ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ
ମାଲକାନଗିରି,୨୦।୮(ଡି.ଏନ୍.ଏ.): ମାଲକାନଗିରି ସଦର ବ୍ଲକ ପାଣ୍ଡ୍ରିପାଣି ଆଶ୍ରମ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ପରିବାର ଓ ଗ୍ରାମବାସୀ ବିଦ୍ୟାଳୟ ମାଟ୍ରୋନ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦାୟୀ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଉକ୍ତ ବିଦ୍ୟାଳୟର ଛାତ୍ରାବାସରେ…
କାର୍ଯ୍ୟରେ ଅବହେଳା: ଫାଣ୍ଡି ଅଧିକାରୀ ସମେତ ୪ କନଷ୍ଟେବଳ ନିଲମ୍ବିତ
ମାଲକାନଗିରି/କୁଡୁମୁଲୁଗୁମ୍ମା,୧୮ା୮(ଡି.ଏନ.ଏ.): କାର୍ଯ୍ୟରେ ଅବହେଳା ଯୋଗୁ ମାଲକାନଗିରି ଜିଲା ଓର୍କେଲ ଥାନା ଅଧୀନରେ ଥିବା କୁଡୁମୁଲୁଗୁମ୍ମା ଫାଣ୍ଡିର ଫାଣ୍ଡି ଅଧିକାରୀ କମଳ ଲୋଚନ ନାୟକ ଓ ୪ ଜଣ କନଷ୍ଟେବଳଙ୍କୁ ଗୁରୁବାର ନିଲମ୍ବିତ କରାଯାଇଛି। ଏ ସମ୍ପର୍କରେ ଓର୍କେଲ ଥାନା ଭାରପ୍ରାପ୍ତ ଅଧିକାରୀ…
ପାହାଡ଼ରୁ ଖସିଲା ପଥର, ଯାତାୟାତ ବାଧାପ୍ରାପ୍ତ
କୋରୁକୋଣ୍ଡା,୧୮।୮(ଡି.ଏନ୍.ଏ.): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁ କୋରୁକୋଣ୍ଡା ବ୍ଲକ ତର୍ଲାକୋଟ ପାହାଡ଼ରୁ ପଥର ଖସି ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି। ସୂଚନାନୁସାରେ, ତର୍ଲାକୋଟା ପାହାଡ଼ରୁ ଗୁରୁବାର ପଥର ଖସି ମାଲକାନଗିରି ଜିଲା ସଦର-ବାଲିମେଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଉପରେ…
ମାଲକାନଗିରି ଜିଲାର ୬ ବ୍ଲକ ଡେଙ୍ଗୁ କବଳିତ
ମାଲକାନଗିରି, ୧୭।୮(ସ୍ବ.ପ୍ର.): ମାଲକାନଗିରି ଜିଲ୍ଲାରେ ଗତ କିଛି ମାସ ଧରି କ୍ରମାଗତ ଭାବେ ଡେଙ୍ଗୁ ରୋଗୀ ଚିହ୍ନଟ ହେବାରେ ଲାଗିଛି। ଜିଲାର ୬ଟି ବ୍ଲକରେ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ଡେଙ୍ଗୁ ନିମନ୍ତେ ଚିତ୍ରକୋଣ୍ଡା ଓ ବାଲିମେଳା ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ…
ସ୍ବାଧୀନତା ଦିବସରେ ୧୧ ମହିଳା ମାଓବାଦୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ
ମାଲକାନଗିରି,୧୫।୮(ଡି.ଏନ୍.ଏ.)- ମାଲକାନଗିରି ଜିଲା ଡିଏନ୍କେ ଖେଳ ପଡିଆ ପରିସରରେ ଜିଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପତାକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଦେଶକୁ…
ପୋଲିସ ଇନ୍ଫର୍ମର ସନ୍ଦେହରେ ଗଳାକାଟି ହତ୍ୟା
ମାଲକାନଗିରି,୧୨ା୮(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ଜଣେ ଗ୍ରାମବାସୀଙ୍କ ଗଳାକାଟି ହତ୍ୟା କରିଛନ୍ତି। ବିଜାପୁର ଜିଲା କଭରଗାଓଁରେ ଗତ ଅଗଷ୍ଟ ୮ରେ କେତେଜଣ ସଶସ୍ତ୍ର ମାଓବାଦୀ ଗ୍ରାମରେ ପଶି ଗ୍ରାମର ଗୋପୀରାମ ମାଡକମଙ୍କୁ ଅପହରଣ କରି ନେଇଥିଲେ।…
ଛତିଶଗଡ଼ରୁ ଚୋରି କେନ୍ଦୁପତ୍ର ମାଲକାନଗିରି ଜିଲାରୁ ଠାବ
ମାଲକାନଗିରି,୧୦।୮(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍ମା ଜିଲା କୁଣ୍ଟା ଅଞ୍ଚଳରୁ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କେନ୍ଦୁପତ୍ର ଜଣେ ବ୍ୟବସାୟୀ ଚୋରି କରି ମାଲକାନଗିରି ଜିଲାର ବିଭିନ୍ନ ବେସରକାରୀ ଗୋଦାମରେ ଗଚ୍ଛିତ ରଖିଥିଲେ। କେନ୍ଦୁପ୍ରତ୍ର ଶ୍ରମିକମାନେ ପ୍ରାପ୍ୟ ପାଇ ନ…
ଟ୍ରକ୍ ପୋଡି ଦେଲେ ମାଓବାଦୀ
କୋରୁକୋଣ୍ଡା,୯।୮(ଡି.ଏନ୍.ଏ.): ଛତିଶଗଡ଼ ସୁକମା ଜିଲାରେ ପୁଣି ମାଓବାଦୀ ହିଂସା ଦେଖାଦେଇଛି। କାମରେ ନିୟୋଜିତ ଥିବା ଏକ ଟ୍ରକକୁ ମାଓବାଦୀମାନେ ନିଆଁ ଲଗାଇ ପୋଡି ଦେଇଛନ୍ତି। ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ମିଳିଥିବା ସୂଚନା ମୁତାବକ, ଲଗାଣ ବର୍ଷା ଯୋଗୁ ସୁକମା ଜିଲା…
ମାଲକାନଗିରି ବନ୍ୟା: ଯୋଗାଯୋଗ ବିଚ୍ଛିନ୍ନ
କୋରୁକୋଣ୍ଡା,୯।୮(ଡି.ଏନ୍.ଏ.): ରାଜ୍ୟରେ ଜାରି ରହିଛି ଲଘୁଚାପ ବର୍ଷା। ଏହାର ପ୍ରଭାବରେ ମାଲକାନଗିରି ଜିଲା କାଙ୍ଗୁରକୋଣ୍ଡା ପୋଲ ଉପରେ ୪ଫୁଟ୍ର ବନ୍ୟା ପାଣି ପ୍ରବାହିତ ହେଉଛି l ଏହି ବନ୍ୟା ପାଣି ଯୋଗୁ ଉଭୟ କୂଳରେ ଶତାଧିକ ଗାଡି ଅଟକି ରହିଛି। ସେହିପରି…
ଆରମ୍ଭରୁ ରାସ୍ତାକାମ ବନ୍ଦ କରିଦେଲେ ଗ୍ରାମବାସୀ
କୋରୁକୋଣ୍ଡା,୯ା୮(ଡି.ଏନ୍.ଏ.):ରାଜ୍ୟ ଓ କେନ୍ଦ୍ର ସରକାର ଗମନାଗମନର ସୁବିଧା ପାଇଁ ପକ୍କାରାସ୍ତା ନିର୍ମାଣରେ ଅର୍ଥ ଖର୍ଚ୍ଚ କରୁଛନ୍ତି। କିନ୍ତୁ ସ୍ଥାନୀୟ ପ୍ରଶାସନ ଏବଂ ଠିକାଦରଙ୍କ ମିଳିତ ଦୁର୍ନୀତି ଯୋଗୁ ରାସ୍ତାକାମ ନିମ୍ନମାନର ହେବା ସହ କମ୍ ଦିନରେ ନଷ୍ଟ ହେଉଛି। ମାଲକାନଗିରି ଜିଲା…
ଗାଡ଼ି ଜାଳିଦେଲେ ମାଓବାଦୀ
ମାଲକାନଗିରି,୮ା୮(ଡି.ଏନ.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲାରେ ନିର୍ମାଣ କାର୍ଯ୍ୟ ପାଇଁ ଯାଉଥିବା ୨ଟି ଗାଡ଼ିକୁ ମାଓବାଦୀ ଜାଳି ଦେଇଛନ୍ତି। ସୂଚନା ଅନୁଯାୟୀ ଛତିଶଗଡ଼ର କିଷ୍ଟାରାମ ଥାନା ଅଧୀନ ସିନ୍ଧୁରଗୁଡ଼ା ଅଞ୍ଚଳରେ ଜଣେ ଠିକାଦାର ନିର୍ମାଣ କାର୍ଯ୍ୟ ଚଳାଇଥିବା ବେଳେ ଏଥିରେ…
Archives


