ମାଲକାନଗିରି

ମାଲକାନଗିରି ପୋଲିସକୁ ବଡ ସଫଳତା: ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି,୨୬।୧(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ଥାନା ଛତିଶଗଡ ସୀମାକୁ ଲାଗିଥିବା ତୁଳସୀ ପାହାଡ ନିକଟ ଜଙ୍ଗଲ ଅଞ୍ଚଳରେ ବିଭିନ୍ନ ସ୍ଥାନରୁ ମାଲକାନଗିରି ପୋଲସ ଓ ଏସ୍‌ଓଜି ବାହିନୀ ଦ୍ୱାରା ବିପୁଳ ପିରମାଣର ମାଓ ସାମଗ୍ରୀ ଜବତ ହୋଇଛି। ଗୁରୁବାର ଏକ ସାମ୍ବାଦିକ…

ସ୍ବାଭିମାନ ଅଞ୍ଚଳରେ ଉଡ଼ିଲା ତ୍ରିରଙ୍ଗା

ଚିତ୍ରକୋଣ୍ଡା,୨୬ା୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଯୋଡ଼ାଆମ୍ବ ଥାନାରେ ପତାକା ଉତ୍ତୋଳନ କରିଛନ୍ତି ୪ ବରିଷ୍ଠ ପୋଲିସ ଅଧିକାରୀ। ଏହି ପୋଲିସ ଅଧିକାରୀ ହେଲେ ଇଣ୍ଟେଲିଜେଣ୍ଟ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା,ଏଡିଜି ଅପରେଶନ ଅମିତାଭ ଠାକୁର, ଡିଜି…

ମାଓବାଦୀଙ୍କ କବଳରୁ ମୁକ୍ତ ହୋଇ ବିଜୟ ଉତ୍ସବ ପାଳିଲେ ସ୍ବାଭିମାନ ଅଞ୍ଚଳବାସୀ

ଚିତ୍ରକୋଣ୍ଡା,୨୫ା୧(ଡି.ଏନ୍‌.ଏ.): ଆସନ୍ତାକାଲି ପାଳନ ହେବ ୭୪ତମ ସାଧାରଣତନ୍ତ୍ର ଦିବସ। ଏହାର ଗୋଟିଏ ଦିନ ପୂର୍ବରୁ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପାଳିତ ହୋଇଛି ବିଜୟ ଉତ୍ସବ। ୨୦୨୦ରେ ସ୍ବାଭିମାନ ଅଞ୍ଚଳ ଜନ୍ତୁରାଇରେ…

ହାର୍ଡକୋର ମାଓବାଦୀ ଚେଣ୍ଟିଙ୍କୁ ଗିରଫ କଲା ଏନ୍‌ଆଇଏ

ମାଲକାନଗିରି,୨୫ା୧(ଡି.ଏନ.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରୁ ହାର୍ଡକୋର ମାଓବାଦୀ ଚେଣ୍ଟିଙ୍କୁ ମଙ୍ଗଳବାର ଏନ୍‌ଆଇଏ ଗିରଫ କରିଛି। ତାଙ୍କ ନାମରେ ୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ୨୦୧୨ ଜୁଲାଇରେ ଚେଣ୍ଟି ବିଏସ୍‌ଏଫ୍‌ ଉପରେ ଆକ୍ରମଣ କରିଥିଲେ। ଏଥିରେ ୪ ଯବାନ…

ଅଧିକ ସଂଖ୍ୟକ ଝିଅ ଥିବା ୫ ପଞ୍ଚାୟତ ପୁରସ୍କୃତ

ମାଲକାନଗିରି,୨୫।୧(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ସଂସ୍କୃତି ଭବନଠାରେ ଜିଲାସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି ା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବଳଭଦ୍ର ଦିପ୍‌ ଯୋଗ ଦେଇଥିଲେ। ଦେଶରେ ଦିନକୁ…

ସାଇକେଲ ମରାମତି ଦୋକାନରେ ନିଆଁ: ୫୦ହଜାରରୁ ଊର୍ଦ୍ଧ୍ୱ ଜିନିଷ ପତ୍ର ନଷ୍ଟ

କୋରୁକୋଣ୍ଡା,୨୩।୧(ଡି.ଏନ.ଏ): ମାଲକାନାଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ମଉଳି ମା’ ଛକଠାରେ ଥିବା ଏକ ସାଇକେଲ ମରାମତି ଦୋକାନରେ ନିଆଁ ଲାଗି ପ୍ରାୟ ୫୦ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଜିନିଷ ପତ୍ର ପୋଡି ନଷ୍ଟ ହୋଇଯାଇଛି। ସୂଚନାନୁଯାୟୀ, କୋରୁକୋଣ୍ଡା ନିକଟ ଏମ୍‌ଭି-୩୧ ଗ୍ରାମର…

ମାଛ ଧରିବାକୁ ଯାଇ ୧୮ ଘଣ୍ଟା ପରେ ମିଳିଲା ମୃତଦେହ

ଚିତ୍ରକୋଣ୍ଡା,୨୨।୧(ଡି.ଏନ୍‌.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅଧୀନ ସ୍ବାଭିମାନ ଅଞ୍ଚଳ ବଡ଼ପଡ଼ା ପଞ୍ଚାୟତ କାଦଗୁମ୍ମା ଗ୍ରାମର ନିଖୋଜ ମଙ୍ଗରା ପାଙ୍ଗି(୪୬)ଙ୍କ ମୃତଦେହ ୧୮ ଘଣ୍ଟା ପରେ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ମୁତାବକ, ଶନିବାର ପୂର୍ବାହ୍ନରେ କାଦଗୁମ୍ମା ଗ୍ରାମର ମଙ୍ଗରା ସ୍ତ୍ରୀଙ୍କ…

ସ୍ତ୍ରୀଙ୍କ ଆଖି ସାମ୍ନାରେ ନଦୀରେ ଭାସିଗଲେ ସ୍ବାମୀ, ମିଳିନି ପତ୍ତା

ଚିତ୍ରକୋଣ୍ଡା,୨୧ା୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟେଲା ଥାନା ଅନ୍ତର୍ଗତ ବଡ଼ପଡ଼ା ପଞ୍ଚାୟତ କାଦଗୁମା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ଆଖି ସାମ୍ନାରେ ସ୍ବାମୀ ନଦୀରେ ଭାସି ଯାଇଥିଲେ ସୁଦ୍ଧା ତାଙ୍କ ପତ୍ତା ମିଳିନାହିଁ। ପାପରମେଟେଲା ଥାନାଧିକାରୀ…

କୋଣ୍ଡାଦୋରାଙ୍କୁ ତଫସିଲଭୁକ୍ତ ଜନଜାତିରେ ସାମିଲ ପାଇଁ ତଦନ୍ତ ପ୍ରକିୟା ଆରମ୍ଭ

ଚିତ୍ରକୋଣ୍ଡା,୧୯।୧(ଡି.ଏନ୍‌.ଏ.): ଦୀର୍ଘ ଦଶନ୍ଧି ଧରି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅଧୀନ ନାଗଲୁରୁ, ପାପୁଲୁର ଏବଂ କୁରୁମାନୁର ପଞ୍ଚାୟତର ୧ ହଜାରରୁ ଊର୍ଦ୍ଧ୍ୱ କୋଣ୍ଡାଦୋରା ସମ୍ପ୍ରଦାୟ ତଫସିଲଭୁକ୍ତ ଜନଜାତିର ମାନ୍ୟତା ନେଇ ଦାବି କରିଆସୁଥିଲେ। ହେଲେ ତାଙ୍କୁ ନିରାଶ…

ବାଘ ଛାଲ ଜବତ, ୩ କୋର୍ଟ ଚାଲାଣ

ମାଲକାନଗିରି,୧୯ା୧(ଡି.ଏନ୍‌.ଏ.): ମାଲକାନଗିରି ବନଖଣ୍ଡ ଅନ୍ତର୍ଗତ ମୋଟୁ ବନାଞ୍ଚଳର ପୋଟେରୁକୋଲେଠାରେ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏହି ଚମଡ଼ାର ଲମ୍ବର ପ୍ରାୟ ୧.୧୩ ମିଟର। ମୋଟୁ ବନାଞ୍ଚଳର ସମସ୍ତ ବନପାଳ, ବନରକ୍ଷୀଙ୍କ ସହଯୋଗ ଏବଂ ବନାଞ୍ଚଳ ଅଧିକାରୀ ରଶ୍ମୀରଞ୍ଜନ ସ୍ବାଇଁଙ୍କ…

ମାଲକାନଗିରି ହେବ ରାଜ୍ୟର ସର୍ବଶ୍ରେଷ୍ଠ ଜିଲା

ମାଲକାନଗିରି, ୧୬ା୧ (ଡି.ଏନ୍‌.ଏ.): ମାଲ୍ୟବନ୍ତ ମହୋତ୍ସବର ମୁଖ୍ୟ ଉତ୍ସବ ରବିବାର ମାଲକାନଗିରି ସଦରମହକୁମାରେ ଆରମ୍ଭ ହୋଇଛି। ପୂର୍ବାହ୍ନରେ ଆମାକୁଣ୍ଡରୁ ସଂଗ୍ରହ କରାଯାଇଥିବା ଜଳ ଜଗନ୍ନାଥ ମନ୍ଦିରରୁ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରାରେ ଡିଏନ୍‌କେ ଖେଳପଡିଆ ମୁଖ୍ୟ ମଣ୍ଡପକୁ ନିଆଯାଇଥିଲା। କଳସ ଶୋଭାଯାତ୍ରାରେ…

ଆଇଇଡି ବୋମା ବିସ୍ଫୋରଣରେ ଏଏସ୍‌ଆଇ ଗୁରୁତର

ମାଲକାନଗିରି, ୧୫।୧(ଡି.ଏନ.ଏ.):  ଛତିଶଗଡ଼ରେ ମାଓବାଦୀଙ୍କ ଆଇଇଡି ବୋମା ବିସ୍ଫୋରଣରେ ଜଣେ ପୋଲିସ ଏଏସ୍‌ଆଇ ମହମ୍ମଦ ଅସଲମ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି। ଖବରରୁ ଜଣାପଡିଛି, ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାର ପେଗଡାପଲ୍ଲି ସ୍ଥିତ ସିଆର୍‌ପିଏଫ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri