ଆତ୍ମସମର୍ପଣ କଲେ ୧୬ ମାଓବାଦୀ
ମାଲକାନଗିରି,୨୪ା୩(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକ୍ମାରେ ୧୬ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସୁକ୍ମା ଜିଲାରେ ଗତ କିଛିଦିନ ହେଲା ପୋଲିସ ପକ୍ଷରୁ ମାଓବାଦୀଙ୍କୁ ଘରକୁ ଫେରାଇ ଆଣିବା ଲାଗି ପୁନାନାର୍କମ୍ ତଥା ଘରକୁ ଫେର ଅଭିଯାନ ଚାଲିଛି। ଏହି ଅଭିଯାନରେ…
ନିଖୋଜ ପ୍ରେମୀଯୁଗଳଙ୍କ ମୃତଦେହ ମିଳିଲା
ମାଲକାନଗିରି,୨୪ା୩(ଡି.ଏନ୍.ଏ.): ନିଖୋଜ ପ୍ରେମୀଯୁଗଳଙ୍କ ମୃତଦେହ ଠାବ କରାଯାଇଛି। ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଏମ୍ଭି ୭ ଗ୍ରାମ ନିକଟ ମୁଖ୍ୟ ରାସ୍ତାକଡ଼ ଏକ ଜଙ୍ଗଲ ଭିତରେ। ସୂଚନାନୁଯାୟୀ ମୃତ ଝିଅ ନନ୍ଦେ ମାଡକାମୀ ଓ…
ଗୁଳି ବିନିମୟ: ୫ ମାଓବାଦୀ ଗିରଫ
ମାଲକାନଗିରି, ୨୪।୩(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକମା ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ବୁଧବାର ରାତିରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ବେଳେ ଛତ୍ରଭଙ୍ଗ ଦେଉଥିବା ମାଓବାଦୀମାନଙ୍କ ମଧ୍ୟରୁ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ପୋଲିସ ଗୁଳିରେ…
ଗୁଳି ବିନିମୟ ବେଳେ ୫ ମାଓବାଦୀଙ୍କୁ ଧରିଲା ପୋଲିସ
ମାଲକାନଗିରି,୨୩।୩(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକମାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ବେଳେ ଛତ୍ରଭଙ୍ଗ ଦେଉଥିବା ମାଓବାଦୀମାନଙ୍କ ମଧ୍ୟରୁ ପୋଲିସ ୫ ଜଣଙ୍କୁ କାବୁ କରିଛି। ପୋଲିସ ଗୁଳିରେ ୫ରୁ ଊର୍ଦ୍ଧ୍ୱ ମାଓବାଦୀ ମଧ୍ୟ ଆହତ…
ସୀମାନ୍ତରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ
ମାଲକାନଗିରି,୨୩ା୩(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତେଓ୍ବାଡା ଜିଲାରେ ପୁଣି ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ଗୋଟିଏ ଟ୍ରକ୍ ଏବଂ ପ୍ରୋକୋଲିନ୍କୁ ଜାଳି ଦେଇଛନ୍ତି ମାଓବାଦୀ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଛତିଶଗଡ଼ ଗସ୍ତକୁ ବିରୋଧ କରି ଏଭଳି ହିଂସାକାଣ୍ଡ ଘଟାଇଛନ୍ତି…
ସରକାରୀ ସୁବିଧା ପାଇଁ ଗର୍ଭବତୀ ନାଟକ
ମାଲକାନଗିରି,୨୨ା୩(ଡି.ଏନ୍.ଏ.): ସରକାରୀ ସୁବିଧା ପାଇବା ପାଇଁ ଗର୍ଭବତୀ ହେବା ନାଟକ କରାଯାଇଛି। ଏଭଳି ଘଟଣା ମାଲାକନଗିରି ଜିଲା ମାଥିଲି ଅଞ୍ଚଳରେ ଘଟିଛି। ମାଥିଲି ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳାଙ୍କ କୋଳରୁ ଶିଶୁ ଗାଏବ ଘଟଣାର ତଦନ୍ତରୁ ଏହି ନାଟକ ଧରାପଡ଼ିଛି। ମହିଳାଙ୍କ ଅଭିଯୋଗ…
ଓଡ଼ିଶା ପୋଲିସକୁ ସଫଳତା: ଓଡ଼ିଶା-ଆନ୍ଧ୍ର ସୀମାରୁ ବିସ୍ପୋରକ, ମାଓ ସାମଗ୍ରୀ ଜବତ
ମାଲକାନଗିରି,୨୧।୩(ଡି.ଏନ.ଏ.): ଓଡ଼ିଶା ପୋଲିସକୁ ବଡ଼ ସଫଳତା। ମାଲକାନଗିରି ଜିଲା ସୀମା ଆନ୍ଧ୍ରପ୍ରଦେଶର କୁସୁମପୁଟ ଅଞ୍ଚଳରୁ ସର୍ଚ୍ଚ ଅପରେଶନ ସମୟରେ ବିପୁଳ ମାଓ ସାମଗ୍ରୀ ଓ ବିସ୍ପୋରକ ଜବତ ହେଇଛି। ଏ ନେଇ ମାଲକାନଗିରି ଏସ୍ପି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାଲକାନଗିରି…
ଦୁର୍ଘଟଣାମୁକ୍ତ କରିବାକୁ ପୋଲିସ ଅଧିକାରୀଙ୍କ ପ୍ରୟାସ
ଚିତ୍ରକୋଣ୍ଡା,୨୧।୩: ମାଲକାନଗିରି ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲାକୁ ଦୁର୍ଘଟଣାମୁକ୍ତ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି l ପ୍ରତ୍ୟେକ ମଙ୍ଗଳବାର ସକାଳ ୮ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ୩ ଘଣ୍ଟା ଟ୍ରାଫିକ ନିୟମ ପାଳନ କରିବାକୁ…
ପ୍ରସୂତି କକ୍ଷରୁ ନବଜାତ ଶିଶୁ ଗାଏବ ଅଭିଯୋଗ
ମାଥିଲି, ୨୧ା୩ (ଡି.ଏନ.ଏ.):ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ସବ୍ଡିଭିଜନ ହସ୍ପିଟାଲର ପ୍ରସୂତି କକ୍ଷରୁ ନବଜାତ ଶିଶୁ ଗାଏବ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, କିଆଙ୍ଗ ପଞ୍ଚାୟତ ବୀରନପାଲି ଗ୍ରାମର ବନ୍ଧୁ ପଟିଙ୍କ ସ୍ତ୍ରୀ କୌଶଲ୍ୟା ଗର୍ଭବତୀ ଥିବା…
ବାରମ୍ବାର ଅଭିଯୋଗ ପରେ ବି ସମାଧାନ ହେଉନି ଜଳ ସମସ୍ୟା
କୋରୁକୋଣ୍ଡା ୨୦।୩(ଡି.ଏନ. ଏ): ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମାଧାନ ହେଉନି ଜଳ ସମସ୍ୟା।ଏଭଳି ଏକ ଅଭିଯୋଗ ଆସିଛି ମାଲକାନଗିରି ଜିଲା କୋରୁକୋଣ୍ଡା ପଞ୍ଚାୟତ ସମିତି ଅଧୀନ ନାକାମାମୁଡି ଗ୍ରାମ ପଞ୍ଚାୟତ ଅଧୀନ ରବା ଗ୍ରାମରୁ। ଗ୍ରାମଟି କୋରୁକୋଣ୍ଡା ବ୍ଲକ ସଦରଠାରୁ…
ଶତାଧିକ ଏକର ତରଭୁଜ ଚାଷ ନଷ୍ଟ
ମାଲକାନଗିରି,୨୦ା୩ (ଡି.ଏନ୍.ଏ.): ଚଳିତ ବର୍ଷ ମାଲକାନଗିରି ଜିଲାରେ ବହୁ ଚାଷୀ ତରଭୁଜ ସହ ପୋଟଳ, କାକୁଡି ଓ ଅନ୍ୟାନ୍ୟ ପନିପରିବା ଚାଷ କରିଥିଲେ। ଭଲ ଫସଲ ମଧ୍ୟ ହୋଇଥିଲା। ତରଭୁଜ ସହ ଅନ୍ୟ ପନିପରିବା ଅମଳ ହେଲେ ଏହାକୁ ବିକ୍ରି କରି…
ଖାକିରେ ଲାଗିଲା ଦାଗ: ଗଞ୍ଜେଇ ଚାଲାଣ କରି କନଷ୍ଟେବଳ ଗିରଫ
ମାଲକାନଗିରି,୨୦ା୩(ଡି.ଏନ୍.ଏ.): ପୁଣି ଜଣେ ଖାକି ବର୍ଦ୍ଧିଧାରୀ ପୋଲିସ କନଷ୍ଟେବଳ ଗଞ୍ଜେଇ ଚାଲାଣ କରି ଗିରଫ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ମାଲକାନଗିରି ଥାନା ମାର୍କାପାଲ୍ଲୀଠାରେ ଜଣେ ଗଞ୍ଜେଇ ବେପାରୀ ଶରତ ଚନ୍ଦ୍ର ହନ୍ତାଳ ଗଞ୍ଜେଇ ଚାଲାଣ କରୁଥିବା ଖବର ମିଳିବା ପରେ ମାଲକାନଗିରି…
Archives


