ମାଲକାନଗିରି

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରଶାସନ ତତ୍ପର

ମାଲକାନଗିରି,୩ା୫(ଡି.ଏନ୍‌.ଏ.): ଆଗାମୀ ମୌସୁମୀ ବର୍ଷା ନେଇ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ତଥା ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧ୍ୟକ୍ଷ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ…

ମାସେ ଗଲାନି, ରାସ୍ତାରୁ ଉଠିଗଲା ପିଚୁ

ପୋଟେରୁ,୧ା୫(ଡି.ଏନ୍‌.ଏ.): ମାସେ ତଳେ ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା କାର୍ଯ୍ୟ ହୋଇଥିଲା। ମାତ୍ର ଅତି ନିମ୍ନମାନର କାର୍ଯ୍ୟ ଯୋଗୁ ମାସେ ଗଲାନି, ରାସ୍ତାରୁ ପିଚୁ ଉଠି ଏହା ନଷ୍ଟ ହୋଇଗଲାଣି। ରାସ୍ତାର ଅଧିକାଂଶ ସ୍ଥାନରୁ ପିଚୁ…

ଖବର ପ୍ରକାଶ ପରେ ଛାତ୍ରାବାସରେ ପାନୀୟ ଜଳ ସମସ୍ୟା ସୁଧୁରିଲା

ମାଲକାନଗିରି,୩୦।୪ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ବ୍ଲକ ଗୋରାଖଣ୍ଟା ୫-ଟି ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ନିମନ୍ତେ ୧୧୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ କରାଯାଇଛି। ଏହି ଛାତ୍ରାବାସରେ ଜିଲାର ବିଭିନ୍ନ ଅଞ୍ଚଳରୁ ୧୦୦ ଜଣ ଅନୁସୂଚିତ…

କେନ୍ଦୁଗୁଡ଼ା ଗ୍ରାମରେ ଅଚଳ ହୋଇପଡ଼ିଛି ସୋଲାର ପ୍ରକଳ୍ପ

ବାଲିମେଳା, ୩୦।୪ (ଡି.ଏନ୍‌.ଏ.): ଏବେ ଚାଲିଛି ଗ୍ରୀଷ୍ମଋତୁ। ମାଲକାନଗିରି ଜିଲାରେ ଆରମ୍ଭ ହୋଇଛି ଜଳସଙ୍କଟ। ଜିଲାର କୋରୁକୋଣ୍ଡା ବ୍ଲକ ତାର୍ଲାକୋଟା ପଞ୍ଚାୟତ କେନ୍ଦୁଗୁଡ଼ା ଗ୍ରାମରେ ଜଳସଙ୍କଟ ତୀବ୍ର ହୋଇଛି। ପ୍ରାୟ ୪ମାସରୁ ଊର୍ଦ୍ଧ୍ୱ ହେବ ଏହି ଗ୍ରାମରେ ଅଚଳ ହୋଇପଡ଼ିଛି ସୌରଚାଳିତ…

ଲାଲ୍‌ବାହିନୀର ଲାଲ୍‌ ଘରେ କମ୍ପ୍ୟୁଟର ଶିକ୍ଷା

ଚିତ୍ରକୋଣ୍ଡା,୨୯ା୪(ଡି.ଏନ୍‌.ଏ.): ଆନ୍ଧ୍ର ଓଡିଶା ସୀମାନ୍ତ ମାଓବାଦୀ ଉପଦୃତ ଆଦିବାସୀ ଅଧ୍ୟୁଷିତ ବହୁଳ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବ ପଞ୍ଚାୟତ ନିକଟସ୍ଥ ଥିବା ଲାଲ୍‌ବାହିନୀର ଲାଲ୍‌ ଘରେ ବହୁଦିନ ହେଲା ଯବାନମାନେ ରହିଆସୁଥିବା ବେଳେ ଜିଲା ପ୍ରଶାସନ ଓ…

୩ ବର୍ଷ ହେଲା ଭୁଶୁଡ଼ିଛି ପୋଲ,ଲୋକେ ହନ୍ତସନ୍ତ

ମାଥିଲି,୨୯ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ କୁଟୁନିପାଲି ପଞ୍ଚାୟତ ଖଡକିଆଝଡି ଗ୍ରାମ ନିକଟ ଦେଇ ଯାଇଥିବା ଏକ ନଦୀ ଉପରେ ନିର୍ମିତ ଏକ ପୋଲ ୩ ବର୍ଷ ଭୁଶୁଡ଼ି ପଡ଼ିଛି। ଫଳରେ ଲୋକେ ଯାତାୟାତରେ ବହୁ ଅସୁବିଧା ଭୋଗୁଛନ୍ତି। ଏଥିପ୍ରତି ପ୍ରଶାସନର…

ଶହୀଦ ସ୍ବାମୀଙ୍କ ଜୁଇରେ ଶୋଇଲେ ସ୍ତ୍ରୀ

ମାଲକାନଗିରି,୨୯।୪(ଡି.ଏନ୍‌.ଏ.): ଜଣେ ଶହୀହ ଯବାନଙ୍କ ସ୍ତ୍ରୀ କାନ୍ଦି କାନ୍ଦି ସ୍ବାମୀଙ୍କ ଜୁଇରେ ଶୋଇରହିବା ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରି ପକାଇଛି। ସ୍ବାମୀଙ୍କ ସହିତ ତାଙ୍କୁ ପୋଡ଼ି ଦେବାକୁ ଜିଦ୍‌ ଧରିବା ଅତୀତର ସତୀଦାହ ପ୍ରଥାକୁ ମନେ ପକାଇ ଦେଇଥିଲା। ଗ୍ରାମବାସୀ ଓ…

ବଢୁଛି ବେଆଇନ ଇଟାଭାଟି

ବାଲିମେଳା,୨୮ା୪(ଡି.ଏନ୍‌.ଏ.): ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକର ବହୁ ଅଞ୍ଚଳରେ ବେଆଇନ ଇଟାଭାଟି ବଢିବାରେ ଲାଗିଛି। ଫଳରେ ପରିବେଶ ଦୂଷିତ ହେବା ସହ ଏହା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। ସମସ୍ତ ସରକାରୀ ନିୟମକୁ ଉପେକ୍ଷାକରି ଇଟାଭାଟି…

ଯବାନଙ୍କୁ ହତ୍ୟା ଘଟଣା: ସ୍ବୀକାର କଲା ମାଓବାଦୀ ସଙ୍ଗଠନ

ମାଲକାନଗିରି,୨୮ା୪ (ଡି.ଏନ୍‌.ଏ.): ଛତିଶଗଡ଼ର ଦାନ୍ତଓ୍ବୋଡା ଜିଲା ଅରଣପୁରଠାରେ ବୁଧବାର ଘଟିଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଦର୍ଭା ଡିଭିଜନ କମିଟି ପକ୍ଷରୁ ସ୍ବୀକାର କରାଯାଇଛି। ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ ଦର୍ଭା କମିଟି ସଚିବ ସାଇନାଥ କହିଛନ୍ତି, କେନ୍ଦ୍ର…

ବଣ୍ଡାଘାଟି ଜନଜାତିଙ୍କ ପାଖରେ ଅପହଞ୍ଚ ମୌଳିକ ସୁବିଧା

ଖଇରପୁଟ,୨୮ା୪(ସ୍ବ.ପ୍ର.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରାହାଲ ପଞ୍ଚାୟତରେ ଏପରି କିଛି ଗ୍ରାମ ଅଛି ଯେଉଁଠି ଲୋକେ ଏଯାଏ ମୌଳିକ ସୁବିଧା ଟିକେ ପାଇପାରିନାହାନ୍ତି। ଗ୍ରାମରେ ଲାଗିରହିଛି ପାନୀୟଜଳ, ସ୍ବାସ୍ଥ୍ୟସେବା, ଶିକ୍ଷା ଓ ରାସ୍ତାଘାଟ ସମସ୍ୟା। ବର୍ଷାଦିନେ ଗ୍ରାମଗୁଡିକ ବାହ୍ୟଜଗତରୁ…

ମାଓବାଦୀ ଭୟରେ ଜନ୍ମମାଟିକୁ ଯାଇପାରିିଲାନି ପାର୍ଥତ୍ବ ଶରୀର

ମାଲକାନଗିରି,୨୮ା୪(ଡି.ଏନ୍‌.ଏ.): ଛତିଶଗଡ଼ର ଅରଣପୁର ଥାନା ଅଞ୍ଚଳରେ ବୁଧବାର ମାଓବାଦୀଙ୍କ ବୋମା ବିସ୍ଫୋରଣରେ ୧୦ ଜଣ ଯବାନଙ୍କ ସହ ଜଣେ ଡ୍ରାଇଭର ଶହୀଦ ହୋଇଥିଲେ। ଗୁରୁବାର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ସହ ସଲାମି ଦିଆଯାଇଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହ…

ସୀମାନ୍ତରେ ଆଜି ପୁଣି ମାଓବାଦୀଙ୍କ ତାଣ୍ଡବ

ମାଲକାନଗିରି,୨୭ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତଓ୍ବୋଡା ଜିଲାରେ ବୁଧବାର ମାଓବାଦୀମାନେ ଏକ ବଡ଼ ଧରଣର ଅଘଟଣ ଘଟାଇଥିବା ବେଳେ ବେଲେ ଆଜି ପୁଣିଥରେ ପୁଣିଥରେ ଦାନ୍ତଓ୍ବୋଡା ଜିଲା ଓରଛା ଗ୍ରାମର ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ଖୋଳି ପଥର ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri