ନଦୀରେ ନିଖୋଜ ୨ଜଣଙ୍କ ମିଳିଲା ମୃତଦେହ
ମାଲକାନଗିରି,୭ା୬(ଡି.ଏନ୍.ଏ.): ମାଲକାନଗିରି ସଦର ମହକୁମାସ୍ଥିତ ପୋଡପଦା ନଦୀରେ ଗତ ୧ ତାରିଖରେ ୨ଟି ଡଙ୍ଗା ବୁଡି ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ଏକ ସପ୍ତାହ ନ ପୂରୁଣୁ ପୁଣି ସୋମବାର ଖଇରପୁଟ ବ୍ଲକର ସେହି ନଦୀରେ ଆଉ ଏକ…
ନଦୀ ପାର ହେଉଥିବା ବେଳେ ବୁଡିଲା ଡଙ୍ଗା, ୨ ନିଖୋଜ
ମାଲକାନଗିରି,୭।୬(ଡି.ଏନ.ଏ.): ମାଲକାନାଗିରି ଜିଲା ଖଇରପୁଟ ବ୍ଲକ ବଣ୍ଡା ଘାଟିର ଅଣ୍ଡରହଲ ପଞ୍ଚାୟତ ସିନ୍ଦିଗୁଡା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନଦୀ ପାର ହେଉଥିବା ସମୟରେ ଡଙ୍ଗା ବୁଡି ୨ ଜଣ ନିଖୋଜ ହୋଇଛନ୍ତି। ପୋଲିସ ସୂଚନା ଅନୁସାରେ, ରାସବେଡା ପଞ୍ଚାୟତର…
ଡଙ୍ଗା ବୁଡି ଦୁଇଜଣ ନିଖୋଜ
ମାଲକାନଗିରି,୭।୬(ଡି.ଏନ୍.ଏ.): ମାଲକାନାଗିରି ଜିଲା ଖଇରପୁଟ ବ୍ଲକ ବଣ୍ଡା ଘାଟିର ହ୍ୟାଣ୍ଡରହଲ ପଞ୍ଚାୟତ ସିନ୍ଦିଗୁଡା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛ। ନଦୀରେ ପାର ହେଉଥିବା ସମୟରେ ଡ଼ଙ୍ଗା ବୁଡି ଦୁଇଜଣ ନିଖୋଜ ହୋଇଛନ୍ତି। ପୋଲିସ ସୂଚନା ଅନୁସାରେ ରାସବେଡା ପଞ୍ଚାୟତର ତୁମାପଦର…
ବାଟବଣା ବସୁଧା ଯୋଜନା
ଏମ୍ଭି ୭୯,୩ା୬(ଡି.ଏନ୍.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକରେ ବସୁଧା ଯୋଜନା ବାଟବଣା ହୋଇଛି। ଏମ୍ଭି-୭୯,ଏମ୍ପିଭି-୫୫,ଏମ୍ପିଭି-୪୨,ଏମ୍ପିଭି-୮୨,ଏମ୍ପିଭି-୭୯,ଏମ୍ଭି-୭୮, ଏମ୍ପିଭି-୮୧, ଗୁମୁକା, ବେଙ୍କଟପଲମ, ଏମ୍ଭି-୬୩ ଓ କୋଇକୁଣ୍ଡା ଗ୍ରାମରେ ବସୁଧା ଯୋଜନାରେ ନିର୍ମିିତ ପ୍ରକଳ୍ପ ୮ରୁ ୧୦ବର୍ଷ ହେଲା ଶେଷ ହୋଇଥିଲେ ସୁଦ୍ଧା ସେଗୁଡିକ ବର୍ତ୍ତମାନ…
ଡଙ୍ଗାବୁଡ଼ି ଘଟଣା: ଜଣଙ୍କ ମୃତଦେହ ମିଳିଲା, ଆଉ ଜଣେ ନିଖୋଜ
ମାଲକାନଗିରି,୨ା୬(ଡି.ଏନ୍.ଏ.): ମାଲକାନଗିରି ଜିଲା ସତୀଗୁଡ଼ା ଜଳଭଣ୍ଡାରରେ ନିଖୋଜ ୨ ଦୁଇ ଜଣଙ୍କ ମଧ୍ୟରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଉକ୍ତ ମହିଳାଙ୍କ ଜଣକ ହେଲେ ତୁଳୁସା ମାଢ଼ି। ନିଖୋଜ ଗୋବିନ୍ଦ ସର୍ଦ୍ଦାରଙ୍କୁ ଉଦ୍ଧାର ଲାଗି ଅଗ୍ନିଶମ କର୍ମଚାରୀମାନେ ଜୋରଦାର…
୨ ଡଙ୍ଗା ବୁଡ଼ି, ୨ ନିଖୋଜ
ମାଲକାନଗିରି,୨ା୬(ଡି.ଏନ୍.ଏ.): ମାଲକାନଗିରି ଜିଲାରେ ଗୁରୁବାର ଅପରାହ୍ନରେ ହଠାତ୍ କାଳବୈଶାଖୀରେ ପ୍ରବଳ ବେଗରେ ପବନ ବହିବାରୁ ସତୀଗୁଡ଼ା ଜଳଭଣ୍ଡାରରେ ୨ଟି ଡଙ୍ଗା ବୁଡ଼ିଯାଇଛି। ଏଥିରେ ମଞ୍ଜୁସା ଗ୍ରାମର ତୁଳୁସା ମାଢ଼ୀ ଓ ଏମ୍ଭି ୧୧୧ ଗ୍ରାମର ଗୋବିନ୍ଦ ସର୍ଦ୍ଦାର ନିଖୋଜ ଅଛନ୍ତି। ପ୍ରକାଶ…
ଭୁଶୁଡ଼ିଲା ଏୟାରଷ୍ଟ୍ରିପ୍ ପାଚେରି, ୨ ଶ୍ରମିକ ମୃତ
ମାଲକାନଗିରି,୨ା୬(ଡି.ଏନ୍.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ଗୁରୁବାର ଅପରାହ୍ନ ପ୍ରାୟ ୪ଟାରେ କାଳବୈଶାଖୀ ଯୋଗୁ ୨୦ମିନିଟ୍ ଧରି ପ୍ରବଳ ବେଗରେ ପବନ ବହିବା ସହ ବଜ୍ରପାତ ହୋଇଥିଲା। ଫଳରେ ରାସ୍ତା ଉପରେ ବଡ଼ ବଡ ଗଛ ଉପୁଡି ପଡିବା ସହ ବିଦ୍ୟୁତ୍…
କାଳବୈଶାଖୀ ପ୍ରଭାବ: ଉଡିଲା ଛପର, ଭାଙ୍ଗିଲା ଗଛ
କୋରୁକୋଣ୍ଡା,୧।୬(ଡି.ଏନ.ଏ.): ମାଲକାନଗିରି ଜିଲା ସଦର କୋରୁକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ବୁଦୁଗୁଡ଼ା, ବୁଦୁଗୁଡ଼ା କଲୋନୀ, ଜାମୁଗୁଡ଼ା, ଦୁରୁମାଗୁଡ଼ା ଏବଂ ଡୁଡ଼ାମେଟା ପଞ୍ଚାୟତ ଅନ୍ତର୍ଗତ ବାଲାକାଟି, ବେଣ୍ଡାଗୁଡ଼ା, ଏମ୍ଭି ୨୩ ଆଦି ଗ୍ରାମରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ପ୍ରାୟ ପାଖା ପାଖି ୨୫-୩୦…
ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ: ଉମେଶ ପାଣିଗ୍ରାହୀ ଜିଲା ଟପ୍ପର
ମାଲକାନଗିରି,୩୧ା୫(ଡି.ଏନ୍.ଏ.): ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ମାଲକାନଗିରି ସଦରମହକୁମାର ତିନୋଟି ଆବାସିକ ବିଦ୍ୟାଳୟର ଫଳାଫଳ ଶତ ପ୍ରତିଶତ ହୋଇଛି। ସେହିପରି ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ମଧ୍ୟ ମୋଟ୍ ୧୬୦ ଜଣ ପରୀକ୍ଷା ଦେଇଥିବା ବେଳେ…
ମେଧାବୀ ଛାତ୍ରୀ କର୍ମାଙ୍କୁ ମିଳିଲା ସରକାରୀ ସହାୟତା
ମାଲକାନଗିରି,୩୧ା୫(ଡି.ଏନ୍.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ମେଧାବୀ ଛାତ୍ରୀ କର୍ମା ମୁଦୁଲିଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଛି। କର୍ମା ଗତବର୍ଷ ଯୁକ୍ତଦୁଇ ବାଣିଜ୍ୟରେ ଜିଲା ଟପ୍ପର ଭାବେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା…
ସୀମାନ୍ତରୁ ଫେରାର ଥିବା ୩ ମାଓବାଦୀ ଗିରଫ
ମାଲକାନଗିରି, ୩୧।୫(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍ମା ଜିଲା କୋଣ୍ଟା ପୋଲିସ ଓ ଡିଆର୍ଜି ଯବାନ ଫେରାର ଥିବା ୩ ମାଓବାଦୀଙ୍କୁ ମଙ୍ଗଳବାର ଗିରଫ କରିଛି। ଏମାନେ ହେଲେ ମଡକମ ଦେବା, ମଡକମ ହିଡମା ଓ ସୋୟମ ଜଗା ା…
ପଢ଼ାଖର୍ଚ୍ଚ ପାଇଁ ରମାଦେବୀର ବଣ୍ଡା ଛାତ୍ରୀ ଦିନମଜୁରିଆ
ମାଲକାନଗିରି,୩୧।୫(ଡି.ଏନ୍.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ବଣ୍ଡାଘାଟିର ୫ ପଞ୍ଚାୟତରେ ୩୫ରୁ ଊର୍ଦ୍ଧ୍ୱ ଗ୍ରାମରେ ବଣ୍ଡା ଜନଜାତି ବସବାସ କରୁଛନ୍ତି। ଗତବର୍ଷ ମାଲକାନଗିରି ଜିଲାରେ ଯୁକ୍ତ ୨ ବାଣିଜ୍ୟରେ ବଣ୍ଡାଘାଟି ବାଣ୍ଡିପଡ଼ା ଗ୍ରାମର ଛାତ୍ରୀ କର୍ମା ମୁଦୁଲି ଗୋବିନ୍ଦପାଲ୍ଲୀ ମହାବିଦ୍ୟାଳୟରେ…
Archives


