କେନ୍ଦ୍ର ପ୍ରଦତ୍ତ ଅର୍ଥର ହିସାବ ଦେଲେ ଜୁଏଲ ଓରାମ
ମାଲକାନଗିରି,୧ା୭ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଗସ୍ତରେ ଆସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ ଶୁକ୍ରବାର ଜିଲା ସଦର ମହକୁମା ସର୍କିଟ ହାଉସଠାରେ ଏକ ଖବରଦତା ସମ୍ମିଳନୀରେ କେନ୍ଦ୍ର ସରକାର ଓଡ଼ିଶାକୁ ବିଭିନ୍ନ ଯୋଜନାରେ ଦେଇଥିବା…
ସୀମାନ୍ତରେ ମାଓବାଦୀଙ୍କ ବର୍ବରତା: ପ୍ରଜା କୋର୍ଟରେ ଉପ ସରପଞ୍ଚଙ୍କ ସମେତ ୨ଜଣଙ୍କୁ ହତ୍ୟା
କୋରିକୋଣ୍ଡା,୨୯।୬(ଅବିନାଶ ବେହେରା): କିଛି ଦିନର ନିରବତା ପରେ ପୁଣି ମାଓବାଦୀମାନେ ମାଲକାନଗିରି-ଛତିଶଗଡ଼ ସମାନ୍ତ ତାଡମେଟଲା ଅଞ୍ଚଳରେ ବର୍ବରତା ଦେଖାଇଛନ୍ତି। ୧୦ ଦିନ ହେଲା ମାଓବାଦୀମାନେ ତାଡମେଟଲା ପଞ୍ଚାୟତ ଉପ ସରପଞ୍ଚ ମାଣ୍ଡଭି ଗଙ୍ଗାଙ୍କ ସମେତ ୧୫ଜଣ ଗ୍ରାମବାସୀଙ୍କୁ ଅପହରଣ କରି ରଖିଥିଲେ।…
ଚୋରା ବାଇକ୍ ଚାଲାଣକାରୀ ଗିରଫ
ମାଲକାନଗିରି,୨୭।୬(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ଜିଲା ପୋଲିସ ଦ୍ୱାରା ଏକ ବଡ ସଫଳତା ମିଳିଛିା ୯ଟି ଚୋରା ବାଇକ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣେ ଚୋର ଓ ଦୁଇଜଣ ବାଇକ କ୍ରେତାଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛିା ଆଜି…
ଦାବି ପୁରଣ ନ ହେଲେ ସମୂହ ଛୁଟିରେ ଯିବେ ବନ କର୍ମଚାରୀ
ମାଲକାନଗିରି,୨୭।୬(ଦୁର୍ଯ୍ୟୋଧନ ପାତ୍ର)ରାଜ୍ୟରେ ବନ ବିଭାଗର କ୍ଷେତ୍ର କର୍ମଚାରୀ ଯଥା ଉପ ବନାଞ୍ଚଳ ଅଧିକାରୀ, ବନପାଳ, ଏବଂ ବନରଧରକ୍ଷୀ ମାନେ ସୁରକ୍ଷିତ ନୁହନ୍ତି ବୋଲି ଓଡିଶା ଅଣ ଗେଜେଟେଡ ବନ କର୍ମଚାରୀ ସଂଘ ବାରମ୍ବାର ରାଜ୍ୟ ସରକାରଙ୍କୁ ଜଣାଉଥିଲେ ମଧ୍ୟ ତାହା ସରକାରଙ୍କ…
ଆକ୍ସନ ମୋଡ଼ରେ ଚିତ୍ରକୋଣ୍ଡା ତହସିଲଦାର, ଆଇନ ବିରୋଧି କାର୍ଯ୍ୟ କରି ଲକ୍ଷାଧିକ ଟଙ୍କାର ତଣ୍ଡ ଗଣିଲେ ଜମି ମାଫିଆ
କୋରୁକୋଣ୍ଡା ୨୭।୦୬(ଅବିନାଶ ବେହେରା)ଜଙ୍ଗଲ କଡ଼ରେ ଥିବା ସରକାରୀ ଜମିରେ ଜେସିବି ମେସିନ ଲଗାଇ ରାତାରାତି ବେଆଇନ ଭାବେ ପୋଖରୀ ଖନନ କଲେ ଅସାଧୁ ବ୍ୟକ୍ତି। ଖବର ଶୁଣି ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚି ଆଇନଗତ କାର୍ଯ୍ୟାନୁଷ୍ଠାନ ନେଲେ ତହସିଲଦାର। ଆଜି ଏପରି ଏକ…
ଅଘୋଷିତ ବିଦ୍ୟୁତ କାଟ୍କୁ ନେଇ ମାଲକାନଗିରି ଜିଲା କଂଗ୍ରେସର ବିଦ୍ୟୁତ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ
ମାଲକାନଗିରି,୨୭।୬(ଦୁର୍ଯ୍ୟୋଧନ ପାତ୍ର): ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଏବଂ ଅହେତୁକ ବିଦ୍ୟୁତ ଦରବୃଦ୍ଧିକୁ ବନ୍ଦ କରିବା ଦାବିରେ ମାଲକାନଗିରି ଜିଲା କଂଗ୍ରେସର ବିଦ୍ୟୁତ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛି। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଶତାଧିକ କଂଗ୍ରେସ…
ମାଲକାନଗିରିରେ ୨୧ ରାସ୍ତା ପ୍ରକଳ୍ପ ପାଇଁ ୧୫୮ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୪ା୬(ଅନିଲ ଦାସ): ମାଓବାଦୀ ପ୍ରବଣ ମାଲକାନଗିରି ଜିଲାର ଯୋଗାଯୋଗ କ୍ଷେତ୍ରକୁ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୧୫୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଜିଲା ଗ୍ରାମୀଣ ବିକାଶ ବିଭାଗର ପ୍ରସ୍ତାବ ଅନୁସାରେ ୨୧ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ…
ପୂର୍ବତନ ଜିଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣା: ତତ୍କାଳୀନ ଜିଲାପାଳଙ୍କ ସମେତ କର୍ମଚରୀଙ୍କ ବିରୋଧରେ ଲାଗିଥିବା ଦଫା ରଦ୍ଦ କଲେ ହାଇକୋର୍ଟ
ମାଲକାନଗିରି,୨୪।୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ତତ୍କାଳୀନ ଜିଲାପାଳ ମନିଷ ଅଗ୍ରଓ୍ବାଲଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ସ୍ତ୍ରୀ ବନଜା ପଣ୍ଡା ଓ ପରିବାର ବର୍ଗ ଜିଲାପାଳଙ୍କ ନାମରେ ହାଇକୋର୍ଟରେ ଏକ ମାମଲା ଦାଏର କରିଥିଲେ। ଶୁକ୍ରବାର…
ପୁଣି ୧୭ ଜଣଙ୍କ ପଟ୍ଟା ରଦ୍ଦକଲା ପ୍ରଶାସନ
ମାଲକାନଗିର,୨୪ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲମେଳା ତହସିଲ ଜମି ଦୁର୍ନୀତି ମାମଲାର ତଦନ୍ତ ପରେ ପୁଣି ୧୭ ଜଣଙ୍କ ପଟ୍ଟା ଜିଲା ପ୍ରଶାସନ ରଦ୍ଦ କରିଛି। ତା୨୮ା୭୨୦୨୧ରେ ମିସ୍କେସ୍ ମାଧ୍ୟମରେ ୧୦ ଜଣଙ୍କ ପଟ୍ଟା ପ୍ରଶାସନ ରଦ୍ଦ କରିଥିଲେ। ଏହି ୧୦ଟି…
୫ ବର୍ଷ ହେବ ଅଧାପନ୍ତରିଆ ତର୍ଲାକୋଟା ପୋଲ
ବାଲିମେଳା,୨୩ା୬(ଶିବଦତ୍ତ ସାହୁ): ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ ନିର୍ମାଣାଧୀନ ଥିବା ପୋଲ କାର୍ଯ୍ୟ ଶେଷ ହେଉନାହିଁ। ଫଳରେ ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକେ ବର୍ଷାଦିନେ ଯାତାୟାତରେ ବହୁ ଦୁର୍ଦ୍ଦଶା ଭୋଗୁଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲିମେଳା ସହରକୁ…
ଏସ୍ଏସ୍ସି ମାନ୍ୟତା ପାଇଲେ ମିଳିବ ଘରବାରି ପଟ୍ଟା
ଚିତ୍ରକୋଣ୍ଡା,୨୨ା୬ (କ୍ଷୀରୋଦ ବେହେରା)ମାଲକାନଗିରି ଜିଲା ପ୍ରଶାସନ ଦ୍ୱାରା ୨୦୧୧ରେ ହୋଇଥିବା ଜନଗଣନାରେ ଚିତ୍ରକୋଣ୍ଡା ପଞ୍ଚାୟତର ୭୫୦୦ ଶହରୁ ଊର୍ଦ୍ଧ୍ୱ ଲୋକ ଥିବା ବେଳେ ୧୦ ବର୍ଷ ପରେ ଜନଗଣନାରେ ୧୦ ରୁ ୨୦ ଭାଗ ଲୋକ ସଂଖ୍ୟା ବଢ଼ିବା ସହ ୨୦୨୧ରେ…
ଗାମୁଛାରେ ବୃଦ୍ଧଙ୍କ ବେକ ଭିଡ଼ି ହତ୍ୟା ଅଭିଯୋଗ: ଯୁବକ ଗିରଫ
କୋରୁକୋଣ୍ଡା,୨୧ା୬(ଅବିନାଶ ବେହେରା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଚିତାପାରି ୩ ପଞ୍ଚାୟତ ଅଧୀନସ୍ଥ ସିତାଗନ୍ଧୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ନଜରକୁ ଆସିଛି। ଗତ ୧୯ ତାରିଖ ସୋମବାର ରାତିରେ ସୀତାଗନ୍ଧି ଗ୍ରାମରେ ରହୁଥିବା ଲଇଖନ ଖରା ନାମକ ଜଣେ…
Archives


