ଅପରେଶନ୍ ବେଳେ ଠାବ ହେଲା ମାଓବାଦୀ କ୍ୟାମ୍ପ: ବିଭିନ୍ନ ସାମଗ୍ରୀ ଜବତ
ମାଲକାନଗିରି,୧୦।୭(ନୃସିଂହ ଚରଣ ମହାନ୍ତି): କାଲିମେଳା ଥାନା ଅନ୍ତର୍ଗତ ବଡ଼ିଗେଟା ପଞ୍ଚାୟତର ମାରିଗେତା ଗ୍ରାମ ନିକଟ ଗମ୍ପାକୋଣ୍ଡା ରିଜର୍ଭ ଜଙ୍ଗଲରେ ୧୪୨ ବାଟାଲିୟନର ବିଏସ୍ଏଫ ସୁରକ୍ଷାକର୍ମୀ ସୋମବାର ଅପରେଶନ କରିଥିଲେ। ସେଠାରେ ଶର୍ଚ୍ଚ ଅପରେଶନ ଚାଲିଲା ପରେ ଏକ ମାଓବାଦୀ କ୍ୟାମ୍ପ ଠାବ…
ସଫ୍ଟଓ୍ବେରରେ ଦ୍ରୁତ ପରିବର୍ତ୍ତନ
ମାଲକାନଗିର,୧୦ା୭ (ଦୁର୍ଯ୍ୟୋଧନ ପାତ୍ର) : ବର୍ତ୍ତମାନ ଆଧୁନିକ ଯୁଗରେ ଡିଜିଟାଲ ମାଧ୍ୟମରେ ଅନେକ କାର୍ଯ୍ୟ ହୋଇପାରୁଛି। ଫଳରେ ପୂର୍ବରୁ ବ୍ୟବହୃତ ହେଉଥିବା ଅନେକ ସାମଗ୍ରୀ ବିଲୁପ୍ତ ହେବାକୁ ବସିଲାଣି। ଏହି ସାମଗ୍ରୀ ଉତ୍ପାଦନରେ ପ୍ରତିଷ୍ଠା ହୋଇଥିବା ଅନେକ କମ୍ପାନୀ କ୍ଷତି ସହୁଥିବା…
ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ
ମାଲକାନଗିରି,୧୦ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦର ବ୍ଲକ ଚମ୍ପାଖାରି ଘାଟି ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ହୋଇଛନ୍ତି। ସୂଚନାନୁଯାୟୀ, ମାଲକାନଗିରି ସଦରମହକୁମା ରିଜର୍ଭ ପୋଲିସରେ କାର୍ଯ୍ୟରତ ଡିବିଏଫ୍ ଯବାନ ବିଶ୍ୱନାଥ…
ଅବକାରୀ ଥାନା ହାଜତରେ ମହିଳାଙ୍କ ମୃତ୍ୟୁ
ମାଲକାନଗିରି,୮ା୭(ଦୁର୍ଯ୍ୟୋଧନ ପାତ୍ର): ଅବକାରୀ ଥାନାରେ ଜଣେ ମହିଳାଙ୍କ ଶନିବାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମହିଳାଙ୍କ ନାମ ପ୍ରୀତି। ମହିଳା ଜଣଙ୍କ ଏମ୍ଭି ୬୬ ଗ୍ରାମର ହୋଇଥିବା ସୂଚନା ମିଳିଛି। ମାଥିଲି ଥାନା ଅନ୍ତର୍ଗତ କମଳାପଦର ନିକଟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ…
ପ୍ରବଳ ବର୍ଷାରେ ପାହାଡ଼ି ପାଣି ଆସିବାରୁ ଟେମୁରୁପାଲ୍ଲୀ ଜଳମଗ୍ନ
ମାଲକାନଗିରି,୭ା୭(ଦୁର୍ଯ୍ୟୋଧନ ପାତ୍ର): ଗୁରୁବାରଠାରୁ ମାଲାକାନଗିରି ଜିଲାରେ ପ୍ରବଳ ବର୍ଷା ହେଉଥିବାର ଦେଖିବାକୁ ମିଳିଛି। ଏହି ବର୍ଷାରେ ମାଲକାନଗିରି ଜିଲା ମାଥିଲି ବ୍ଲକ ଟେମୁରୁପାଲ୍ଲୀ ଗ୍ରାମରେ ବର୍ଷାଜଳ ମାଡ଼ି ଆସିବାରୁ ସମ୍ପୂର୍ଣ୍ଣ ଗ୍ରାମ ଜଳମଗ୍ନ ହୋଇଯାଇଛି। ତେବେ ପାହାଡ଼ ପାଣି ଆସି ଟେମୁରୁପାଲ୍ଲୀ…
‘ଧରିତ୍ରୀ ଖବରକାଗଜ ଯୁବପିଢ଼ିଙ୍କ ପାଇଁ ଜ୍ଞାନର ଭଣ୍ଡାର’
ମାଲକାନଗିରି,୬ା୭(ଦୁର୍ଯ୍ୟୋଧନ ପାତ୍ର/ନୃସିଂହ ମହାନ୍ତି): ‘ଧରିତ୍ରୀ’ ଖବରକାଗଜର ୫୦ ବର୍ଷ ଅବସରରେ ମାଲକାନଗିରି ଜିଲା ସଦରମହକୁମା ମହିଳା ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କୁ ନେଇ ବକ୍ତୃତା ପ୍ରତିଯୋଗିତା ଓ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି। ଦୁଇ ଶହ ଛାତ୍ରୀ ଓ ଅତିଥିମାନଙ୍କ ଉପସ୍ଥିତିରେ ୧୦ ଜଣ…
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ରାଜସୱ ନିରୀକ୍ଷକ
ମାଲକାନଗିରି,୫।୭(ଦୁର୍ଯ୍ୟଧନ ପାତ୍ର): ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ବ ନିରୀକ୍ଷକ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲାରେ। ସଦର ବ୍ଲକ ଅନ୍ତର୍ଗତ ସିଂଧରିମାଳ ସର୍କଲର ରାଜସ୍ବ ନିରକ୍ଷକ ସୀମାଞ୍ଚଳ ସାହୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା…
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ
ମାଲକାନଗିରି,୫।୭(ଦୁର୍ଯ୍ୟଧନ ପାତ୍ର ): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ । ମାଲକାନଗିରି ଜିଲା ସଦର ବ୍ଲକ ଅନ୍ତର୍ଗତ ସିଂଧରିମାଳ ସର୍କଲର ରାଜସ୍ବ ନିରକ୍ଷକ ସୀମାଞ୍ଚଳ ସାହୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି ।…
ପେଟରୁ ବାହାରିଲା ୨ କେଜିର ମାଂସ ପିଣ୍ଡୁଳା
ମାଲକାନଗିରି,୪ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଚିମିଟାପାଲ୍ଲୀ ଗ୍ରାମର ଶୁକ୍ରା ମୁଦୁଲି(୫୫) ଦୀର୍ଘ ବର୍ଷ ହେଲା ପେଟ ଯନ୍ତ୍ରଣା ଭୋଗୁଥିଲେ। ଏଥିସହ ତାଙ୍କ ପେଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା। ସେ ବହୁ ଚେରମୂଳୀ ଔଷଧ ବ୍ୟବହାର କରୁଥିଲେ…
ବିପୁଳ ମାଓବାଦୀ ସାମଗ୍ରୀ ଜବତ
ମାଲକାନଗିର,୨।୭(ଦୁର୍ଯ୍ୟୋଧନ ପାତ୍ର)ମାଲକାନଗିରି ପୋଲିସ ଓ ବିଏସ୍ଏଫ୍ ବାହିନୀ ଦ୍ୱାରା ଚିତ୍ରକୋଣ୍ଡା ବ୍ଲକ ଜଡାମ୍ବ ଥାନା ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଅଞ୍ଚଳରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଗତ ୨୯ ତାରିଖରେ ଜବତ କରାଯାଇଥିଲା। ଏ ସମ୍ପର୍କରେ ମାଲକାନଗିରି ଏସ୍ପି ନୀତୀଶ୍ ଓ୍ବାଧଓ୍ବାନି ଶନିବାର…
ଉଲ୍ଲେଖନୀୟ କାର୍ଯ୍ୟ: ରାଜ୍ୟରେ ମାଲକାନଗିରି ପ୍ରଥମ
ମାଲକାନଗିର,୨।୭(ଦୁର୍ଯ୍ୟୋଧନ ପାତ୍ର)ଯୋଜନା ଓ ସଂଯୋଜନ ବିଭାଗରେ ନିଜର ଉଲ୍ଲେଖନୀୟ କାର୍ଯ୍ୟ ଲାଗି ମାଲକନଗିରି ଜିଲା ରାଜ୍ୟରେ ପ୍ରଥମ ସ୍ଥାନ ହାସଲକରି ଶନିବାର ପୁରସ୍କୃତ ହୋଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଜାତୀୟ ପରିସଂଖ୍ୟାନ ଦିବସ ପାଳନ ଅବସରରେ ଯୋଜନା…
ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ
ମାଲକାନଗିରି,୧ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସ ଓ ବିଏସ୍ଏଫ୍ ବାହିନୀ ଦ୍ୱାରା ଚିତ୍ରକୋଣ୍ଡା ବ୍ଲକ ଜଡ଼ାମ୍ବ ଥାନା ଅଞ୍ଚଳ ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ ହୋଇଛି। ଏ ନେଇ ମାଲକାନଗିରି ଏସ୍.ପି. ନିତିଶ୍ ବାଧ୍ୱାନୀ…
Archives


