ଖାଉଟିଙ୍କୁ ଠକୁଛି ସ୍ମାର୍ଟ ପଏଣ୍ଟ
ମାଲକାନଗିରି,୨୫ା୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦରରେ ଥିବା ସ୍ମାର୍ଟ ପଏଣ୍ଟ ଦୋକାନ ନିର୍ଦ୍ଧାରିତ ଦରଠାରୁ ଅଧିକ ନେଇ ଠକୁଥିବା ଅଭିଯୋଗ ଆଣିଲେ ଜଣେ ଗ୍ରାହକ। ସୂଚନା ଅନୁଯାୟୀ, ଜିଲା ସଦର ମହକୁମା ସୁକୁମା ବାଇପାସ୍ ଛକ ନିକଟରେ ରିଲିଆନ୍ସ ସ୍ମାର୍ଟ ପଏଣ୍ଟ…
ଏମ୍ଭି-୬୭ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ
କାଲିମେଳା, ୧୪ା୧୨(ଜୀବନକୃଷ୍ଣ ଦାସ)ମାଲକାନଗିରି ଜିଲା କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ ଏମ୍ଭି-୬୭ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ଗ୍ରାମର ଗୋଟିଏ ରାତିରେ ୨ଜଣଙ୍କ ଚାଷୀଙ୍କ ୪୦ରୁ ଊର୍ଦ୍ଧ୍ୱ ଛେଳି ଓ ମେଣ୍ଢାକୁ ଏହି ଜଙ୍ଗଲୀ ଅଜଣା ଜନ୍ତୁ ମାରି ଖାଇଛି।…
ଆଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର
ମାଲକାନଗିରି,୧୧।୧୨: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକମାରେ ମାଓବାଦୀଙ୍କ ଆଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର ହୋଇଛନ୍ତି। ସେମାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି। ସକାଳେ ଡ଼ାମବାମ ସିଆର୍ପିଏଫ କ୍ୟାମ୍ପରୁ କୋବ୍ରା ଯବାନମାନେ ଶର୍ଚ୍ଚ ଅପରେସନରେ ଯାଇଥିଲେ। ସାଲାତୋଙ୍ଗ ଜଙ୍ଗଲରେ ନକ୍ସଲ ଯବାନମାନଙ୍କୁ…
ଅନ୍ଧାରରେ ଗୁରୁପ୍ରିୟା ସେତୁ
ଚିତ୍ରକୋଣ୍ଡା,୧୧ା୧୨(କ୍ଷୀରୋଦ ବେହେରା): ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଲାଇଫ୍ଲାଇନ୍ ସାଜିଥିବା ଗୁରୁପ୍ରିୟା ସେତୁ ୩ ଦିନରୁ ଅଧିକ ହେଲାଣି ଅନ୍ଧାରରେ ରହିଛି। ସ୍ବାଭିମାନ ଅଞ୍ଚଳର ଲାଇଫ୍ଲାଇନ୍ ପାଲଟିଥିବା ଏହି ଗୁରୁପ୍ରିୟା ସେତୁ…
ପ୍ରକଳ୍ପ ଅଛି, ମିଳୁନି ପାଣି: ବସୁଧା ଯୋଜନାରୁ ଗ୍ରାମବାସୀ ବଞ୍ଚିତ
କାଲିମେଳା, ୩ା୧୨(ଜୀବନକୃଷ୍ଣ ଦାସ)ମାଲକାନଗିରି ଜିଲା କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତ ତେଲରାଇ ଗ୍ରାମରେ ପ୍ରକଳ୍ପ ଅଛି, କିନ୍ତୁ ପାଣି ମିଳୁନି। ଏହି ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୨୦୦ ପରିବାରର ୬ ସହରରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି l ଗ୍ରାମରେ…
ମାଲ୍ୟବନ୍ତ ମହୋତ୍ସବର ମୁଖ୍ୟ ଆକର୍ଷଣ ଘୋଡ଼ାଦୌଡ଼
ଚିତ୍ରକୋଣ୍ଡା,୨।୧୨(କ୍ଷୀରୋଦ କୁମାର ବେହେରା): ମାଲ୍ୟବନ୍ତ ମହୋତ୍ସବ ଅବସରରେ ମାଲକାନଗିରି ଜିଲା ପ୍ରଶାସନ ତଥା ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ ଉଦ୍ୟମରେ ଚିତ୍ରକୋଣ୍ଡା ଏସ୍ଏସ୍ଡି ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଡ଼ିଆଠାରେ ଘୋଡ଼ାଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ସ୍ବାଭିମାନ ଅଞ୍ଚଳର ୩ଟି ପଞ୍ଚାୟତ…
ଜଙ୍ଗଲୀ ଫଳ ଖାଇ ୧୨ ଶିଶୁ ଗୁରୁତର
ମାଲକାନଗିର,୩୦।୧୧: (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦର ବ୍ଲକ ଝରାପାଲ୍ଲୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେଲିମେଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗାଁର ୧୨ଜଣ ଶିଶୁ ଜଙ୍ଗଲୀ ଜଡା ଫଳ ଖାଇ ଗୁରୁତର ହୋଇଯାଇଛନ୍ତି ା ଗୁରୁତର ଶିଶୁଙ୍କୁ ଜିଲ୍ଲା…
ଏକର ଏକର ଗଞ୍ଜେଇ ଚାଷ ଜମିରେ ଲାଗିଲା ନିଆଁ
ମାଲକାନଗିରି/ଚିତ୍ରକୋଣ୍ଡା,୨୦ା୧୧(ଦୁର୍ଯ୍ୟୋଧନ ପାତ୍ର/କ୍ଷୀରୋଦ ବେହେରା): ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଅରମ୍ଭ ହୋଇଛି ଅପରେଶନ ନୀଳ ଜହର ା ଜିଲା ପ୍ରସାସନ ଓ ପୋଲିସ ଏଥିପ୍ରତି ସତର୍କତା ଅବଲମ୍ବନ କରିଥିବା ଜଣାପଡିଛି। ବେଆଇନ ଗଞ୍ଜେଇ…
ଗୁମାଝରନକୁ ପର୍ଯ୍ୟଟକଙ୍କୁ ଦୂରେଇ ରଖୁଛି କଲଭର୍ଟ, ଖରାପ ରାସ୍ତା
ଗୋବିନ୍ଦପାଲି, ୧୮ା୧୧(କାର୍ତ୍ତିକ ରଥ): ମାଲକାନଗିରି ଜିଲା ଖଇରପୁଟ ବ୍ଲକର ଗୁମାଝରନ ଜଳପ୍ରପାତ ଏକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ। ଜିଲାର ପ୍ରବେଶ ଦ୍ୱାର ଗୋବିନ୍ଦାପଲିଠାରୁ ୧୮ କି.ମି. ଦୂରରେ ଅବସ୍ଥିତ ଏହି ଜଳପ୍ରପାତକୁ ବୁଲିବାକୁ ପ୍ରତି ବର୍ଷ ବିଭିନ୍ନ ଋତୁରେ ଓଡ଼ିଶାର ବିଭିନ୍ନ…
ଝିଅକୁ ବଳାତ୍କାର କରିଥିବା ବାପା ଗିରଫ
ମାଲକାନଗିରି,୧୭ା୧୧(ଦୁର୍ଯ୍ୟୋଧନ ପାତ୍ର)-ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ସଦର ମହକୁମାରେ ନିଜ ଝିଅକୁ ବଳାତ୍କାର ଥିତ୍ବା ଅଭିଯୋଗକୁ ଭିତ୍ତି କରି ଓର୍କେଲ ପୋଲିସ ସମ୍ପୃକ୍ତ ବାପାଙ୍କୁ ଶୁକ୍ରବାର ଗିରଫ କରିଛି। ଏନେଇ ବାଲିମେଳା ଡ୍ରଗ୍ ଲାଇନର ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ…
ଛତିଶଗଡ ନିର୍ବାଚନ ସାରି ଫେରିବା ବେଳେ ଆଇଇଡି ବିସ୍ଫୋରଣ, ଯବାନ ଶହୀଦ
ମାଲକାନଗିରି, ୧୭ା୧୧(ଦୁର୍ଯୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ପୁଣି ମାଓବାଦୀ ହିଂସା ଦେଖିବାକୁ ମିଳିଛି। ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣରେ ପୋଲିଂ କାର୍ଯ୍ୟ ସାରି ଫେରୁଥିବା ବେଳେ ରାସ୍ତାରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ଆଇଇଡି ବିସ୍ଫେରଣ ହୋଇଛି। ଏଥିରେ ଭାରତୀୟ…
ଡମ୍ପର ଜାଳିଦେଲେ ମାଓବାଦୀ
ମାଲକାନଗିରି,୧୧ା୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡାରେ ଶୁକ୍ରବାର ମାଓବାଦୀମାନେ ନିଜର ସ୍ଥିତି ଜାହିର କରିବାକୁ ଯାଇ ଏକ ଡମ୍ଫର ଗାଡିରେ ନିଆଁ ଲଗାଇ ଜାଳି ଦେଇଛନ୍ତି। ଏହାକୁ ନେଇ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଦାନ୍ତେୱାଡାର କିରାଣ୍ଡୁଲରେ…
Archives


