ଝିଅକୁ ବଳାତ୍କାର କରିଥିବା ବାପା ଗିରଫ
ମାଲକାନଗିରି,୧୭ା୧୧(ଦୁର୍ଯ୍ୟୋଧନ ପାତ୍ର)-ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ସଦର ମହକୁମାରେ ନିଜ ଝିଅକୁ ବଳାତ୍କାର ଥିତ୍ବା ଅଭିଯୋଗକୁ ଭିତ୍ତି କରି ଓର୍କେଲ ପୋଲିସ ସମ୍ପୃକ୍ତ ବାପାଙ୍କୁ ଶୁକ୍ରବାର ଗିରଫ କରିଛି। ଏନେଇ ବାଲିମେଳା ଡ୍ରଗ୍ ଲାଇନର ଜଣେ ବ୍ୟକ୍ତି ଥାନାରେ...
ଛତିଶଗଡ ନିର୍ବାଚନ ସାରି ଫେରିବା ବେଳେ ଆଇଇଡି ବିସ୍ଫୋରଣ, ଯବାନ ଶହୀଦ
ମାଲକାନଗିରି, ୧୭ା୧୧(ଦୁର୍ଯୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ପୁଣି ମାଓବାଦୀ ହିଂସା ଦେଖିବାକୁ ମିଳିଛି। ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣରେ ପୋଲିଂ କାର୍ଯ୍ୟ ସାରି ଫେରୁଥିବା ବେଳେ ରାସ୍ତାରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ଆଇଇଡି ବିସ୍ଫେରଣ ହୋଇଛି। ଏଥିରେ...
ଡମ୍ପର ଜାଳିଦେଲେ ମାଓବାଦୀ
ମାଲକାନଗିରି,୧୧ା୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡାରେ ଶୁକ୍ରବାର ମାଓବାଦୀମାନେ ନିଜର ସ୍ଥିତି ଜାହିର କରିବାକୁ ଯାଇ ଏକ ଡମ୍ଫର ଗାଡିରେ ନିଆଁ ଲଗାଇ ଜାଳି ଦେଇଛନ୍ତି। ଏହାକୁ ନେଇ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଦାନ୍ତେୱାଡାର...
୧୨ ପଞ୍ଚାୟତରେ ୧୧୯ ପ୍ରକଳ୍ପ ପାଇଁ ୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
କୋରୁକୋଣ୍ଡା,୪ା୧୧(ଅବିନାଶ ବେହେରା): ମାଲକାନଗରି ଜିଲା କୋରୁକୋଣ୍ଡା ବ୍ଲକ ସଦର ଖେଳପଡ଼ିଆଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଚିନ୍ତାଧାରାକୁ ନେଇ ଶନିବାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ୧୨ଟି ପଞ୍ଚାୟତକୁ ନେଇ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ସୀମାନ୍ତରେ ଆଇଇଡି ନିଷ୍କ୍ରିୟକଲେ ଯବାନ
ମାଲକାନଗିରି,୨୯ା୧୦ (ଦୁର୍ଯ୍ୟୋଧନ ପାତ୍ର)ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ଘୋଟୁଲପାରାରେ ଖଞ୍ଜାଯାଇଥିବା ଏକ ୪ କେଜିର ଆଇଇଡି ବୋମାକୁ ଶନିବାର ଯବାନମାନେ ନିଷ୍କ୍ରିୟ କରିଛନ୍ତି। ସୂଚନା ଅନୁଯାୟୀ, ଛତିଶଗଡ଼ ବିଧାନସଭା ନିର୍ବାଚନ ଥିବାରୁ ମାଓବାଦୀ ଦମନ ସର୍ଚ୍ଚ ଅପରେଶନକୁ ଯବାନମାନଙ୍କୁ ପକ୍ଷରୁ...
ମୌଳିକ ସୁବିଧାରୁ ବଞ୍ଚିତ ୨ ଗ୍ରାମବାସୀ
ପୋଟେରୁ, ୨୩।୧୦(ସୌରଭ ମଣ୍ଡଳ): ପଛୁଆ ଅଞ୍ଚଳର ବିକାଶ ଲାଗି ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଯେଉଁଥିପାଇଁ ରାଜ୍ୟର ଅନେକ ଗ୍ରାମ ବିକାଶ ଦେଖିପାରିଛି। ତେବେ ରାଜ୍ୟ ସରକାର ପଛୁଆ ଅଞ୍ଚଳର ବିକାଶ ପାଇଁ ଯେତିକି ତତ୍ପରତା ଦେଖାଉଛନ୍ତି, କେତେକ...
ପୋଲିସ-ମାଓବାଦୀ ଗୁଳି ବିନିମୟ, ୨ ମାଓବାଦୀ ମୃତ
ମାଲକାନଗିରି,୨୨ା୧୦ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲାରେ ଡିଆର୍ଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। କାଙ୍କେର ଜିଲା ପୋଲିସ କାର୍ଯ୍ୟାଳୟରୁ ଡିଆର୍ଜି, ବସ୍ତର ଫାଇଟର...
ମାଲକାନଗିରିରୁ ବ୍ରହ୍ମପୁର ସାଇକେଲ ଯାତ୍ରା: କ’ଣ ରହିଛି ଏହାର ଉଦ୍ଦେଶ୍ୟ
ମାଲକାନଗିରି,୨୦।୧୦(ନୃସିଂହ ଚରଣ ମହାନ୍ତି): ବିଦ୍ୟୁତ୍ ଉପଭୋକ୍ତା ଏବଂ କର୍ମଚାରୀଙ୍କ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ନେଇ ଟିପିଏସ୍ଓଡିଏଲ୍ କର୍ମଚାରୀ ଇଂ.ସୌମ୍ୟ ରଞ୍ଜନ ଲେଙ୍କା ଶୁକ୍ରବାର ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି। ସେ ସୁଦୂର ମାଲକାନଗିରିରୁ ବାହାରି...
ମାଲକାନଗିରିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ: ୧୦ ଟଙ୍କା ଦେଇ ବସ୍ରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨ା୧୦(ଅସମାପିକା ସାହୁ/ନୃସିଂହ ଚରଣ ମହାନ୍ତି): ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଗୁରୁବାର ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଥମ ବସ୍ରେ ୧୦ ଟଙ୍କା ଦେଇ ପ୍ରଥମ ଟିକେଟ୍ କିଣି ମାଲକାନଗିରିରୁ ଏମ.ଭି- ୦୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯାତ୍ରା କରି...
ମାଲକାନଗିରି: ଜିଲା ବିଜେଡି ଉପସଭାପତି ହେଲେ ଉଦୟ
ମାଥିଲି, ୧୨।୧୦(ସୁବାସ ଚନ୍ଦ୍ର ଖୁଡୁପିଆ ): ମାଲକାନଗିରି ଜିଲା ବିଜେଡି ନେତା ତଥା ମାଥିଲି ଜୋନ୍ ୨ର ପୂର୍ବତନ ଜିଲା ପରିଷଦ ସଭ୍ୟ ଉଦୟନାଥ ମାଦ୍ରି ବିଜେଡି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଉପସଭାପତି ଭାବେ ନିଯୁକ୍ତି ହୋଇଛନ୍ତି। ଆଗାମୀ ସାଧାରଣ...
ଆଜି ଲକ୍ଷ୍ମୀ ବସ୍ ସେବା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ମାଲକାନଗିରି,୧୨ା୧୦(ଦୁର୍ଯ୍ୟୋଧନ ପାତ୍ର)ଲକ୍ଷ୍ମୀ ବସ୍ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ମାଲକାନଗିରି ଜିଲାରୁ ଶୁଭାରମ୍ଭ କରିବେ। ଏହାକୁ ନେଇ ଜିଲାରେ ବ୍ୟାପକ ପ୍ରସ୍ତୁତି ଦେଖିବାକୁ ମିଳିଛି। ଜିଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ଦେଖିବାକୁ...
ବିଏସ୍ଏଫ୍ ଯବାନଙ୍କ ଦ୍ୱାରା ୫ ଟିଫିନ୍ ବୋମା ଜବତ
ମାଲକାନଗିରି, ୧ ୧।୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡ଼ିଆ ସଦର ବ୍ଲକରେ ଥିବା ୧୪୨ ବାଟାଲିୟନ ବିଏସ୍ଏଫ୍ ଯବାନଙ୍କ ଦ୍ୱାରା ୫ ଟିଫିନ ବୋମା ଜବତ କରାଯାଇଛି। ପ୍ରକାଶ ଯେ, ମଙ୍ଗଳବାର ସକାଳେ ପଡ଼ିଆସ୍ଥିତ ୧୪୨ ବାଟାଲିୟନ ବିଏସ୍ଏଫ୍ ଯବାନମାନେ...
Archives


