ମାଲକାନଗିରି

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଟଳିଲେ ୨୨ ମାଓବାଦୀ

ମାଲକାନଗିରି,୨୦ା୩(ଦୁର୍ଯ୍ୟୋଧନ ପାତ୍ର): ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଗଙ୍ଗଲୁର ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇ ପୃଥକ୍‌ ସ୍ଥାନରେ ୨୨ ମାଓବାଦୀ ନିହତ ହୋଇଛନ୍ତି। ଗାଙ୍ଗୋଲ ଅଞ୍ଚଳରେ ୧୮ ମାଓବାଦୀ…

ଜଙ୍ଗଲରେ ମାଓବାଦୀଙ୍କ ବଡ଼ ବେସ୍‌ କ୍ୟାମ୍ପ ଠାବ, ଗୁଳି ଚଳାଇଲା ପୋଲିସ

ମାଲକାନଗିରି,୨୦ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଗଙ୍ଗଲୁର ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଜୋରଦାର ଗୁଳିବିନିମୟ। ପୋଲିସ ଏନ୍‌କାଉଣ୍ଟରରେ କିଛି ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସ୍‌ପି। ମାଓବାଦୀଙ୍କ ବଡ଼ ଧରଣର ବେସ୍‌ କ୍ୟାମ୍ପ ଥିଲା…

ଯାତ୍ରା ପରେ ଲାଟିନ୍‌ରେ ଘୋଡ଼ାଗଲା ଠାକୁରଙ୍କ ବ୍ୟାନର

ମାଲକାନଗିରି,୧୯ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଫେବୃଆରୀ ୨୬ରେ ବିଭିନ୍ନ ଶୈବପୀଠରେ ଶିବରାତ୍ରି ପାଳନ କରାଯାଇଥିଲା। ଯାତ୍ରା ସରିବାର ୨ଦିନ ପରେ ଏହିସବୁ ସଂସ୍ଥା ନିଜ ନିଜର ପୋଷ୍ଟର ବ୍ୟାନର ପ୍ରତି ଧ୍ୟାନ ଦିଅନ୍ତି ନାହିଁ କିମ୍ବା ଦୈବିସ୍ଥଳୀ ଚତୁଃପାର୍ଶ୍ୱରେ ପଡ଼ିଥିବା ଅଳିଆ…

ଅଙ୍ଗନଓ୍ବାଡି କର୍ମୀଙ୍କ ଟଙ୍କା ହଡ଼ପ, ଜିଲାପାଳଙ୍କୁ ଅଭିଯୋଗ

ମାଲକାନଗିରି,୧୯ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଝରାପାଲ୍ଲୀ ପଞ୍ଚାୟତ କନାଗୁଡା ଗ୍ରାମ ଅଙ୍ଗନଓ୍ବାଡି କର୍ମୀ ଶ୍ରୀତି ଢାଲି ଟଙ୍କା ହଡ଼ପ କରିବାରୁ ତାଙ୍କ ନାମରେ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଗ୍ରାମବାସୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି, କର୍ମୀ ଢାଲି ସେହି ଗ୍ରାମର ଜଣେ…

ନକଲି ଡାକ୍ତର ଗିରଫ: ବିପୁଳ ପରିମାଣର ଔଷଧ ଜବତ

କୋରୁକୋଣ୍ଡା, ୧୯ା୩(ଶିବଦତ୍ତ ସାହୁ ): ମାଲକାନଗିରି ଜିଲା ଓର୍କେଲ ପୋଲିସ ବିନା ଲାଇସେନ୍ସରେ ଗ୍ରାମାଞ୍ଚଳରେ ରୋଗୀଙ୍କୁ ଚିକିତ୍ସା ଏବଂ ଔଷଧ ବିକ୍ରୀ ଘଟଣାରେ ଜଣେ ନକଲି ଡାକ୍ତରଙ୍କୁ ବୁଧବାର ଗିରଫ କରିଛି। ସେ ରଖିଥିବା ପ୍ରାୟ ୧୦୦ ପ୍ରକାର ଔଷଧ ଜବତ…

୬୪ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୬ା୩(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନା ଭଦ୍ରାଦ୍ରି କତାଗୁଡେମ ଜିଲା ପୋଲିସ ନିକଟରେ ଛତିଶଗଡ ବିଜାପୁର ଓ ସୁକ୍‌ମାର ୬୪ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସୁକ୍‌ମା ଓ ବିଜାପୁରରେ ଏହି ମାଓବାଦୀମାନେ ଦଳ ସଭ୍ୟଭାବେ କାର୍ଯ୍ୟକରି ଆସୁଥିଲେ। ଏମାନଙ୍କ ମଧ୍ୟରୁ ୧୬ ମହିଳା…

ବାହାହୋଇ ଫସିଗଲେ ପ୍ରଦୀପ ମାଝୀ, ୧୨ ବର୍ଷ ବାସନ୍ଦ କଲେ ଜାତିଭାଇ

ମାଲକାନଗିରି,୧୪।୩(ନୃସିଂହ ଚରଣ ମହାନ୍ତି): ଅଣ ଆଦିବାସୀଙ୍କୁ ବିବାହ କରିବାରୁ ବାସନ୍ଦ ହେଲେ ପୂର୍ବତନ ଏମ୍‌ପି ତଥା ବିଜେଡି ନେତା ପ୍ରଦୀପ ମାଝୀ। ବିଜେଡି ନେତା ପ୍ରଦୀପ ମାଝୀ ଭତରା ସମାଜରୁ ବାସନ୍ଦ ହୋଇଛନ୍ତି। ତାଙ୍କୁ ୧୨ ବର୍ଷ ପାଇଁ ବାସନ୍ଦ କଲା…

ଗୋ’ଚାଲାଣ ହବ ପାଲଟିଛି କାଲିମେଳା ଅଞ୍ଚଳ

କାଲିମେଳା, ୧୩।୩(ଜୀବନ କୃଷ୍ଣ ଦାସ): ଗୋ’ଚାଲାଣ ହବ ପାଲଟିଛି କାଲିମେଳା ଅଞ୍ଚଳ। କାଲିମେଳା ପୋଲିସ ଦ୍ୱରା ପୋଡ଼ଶୀ ରାଜ୍ୟ ଚାଲାଣ ହେଉଥିବା ଗାଈ ଜବତ ସହିତ ୬ ଜଣ ଅଟକ ମାଲକାନଗିରି ଜିଲାର କାଲିମେଳା ଥାନା ପୋଲିସ ଗତକାଲି ରାତିରେ ରାତ୍ର…

ଆତ୍ମସମର୍ପଣ କରିଥିବା ଦମ୍ପତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ମାଓବାଦୀ ସଙ୍ଗଠନ

ମାଲକାନଗିରି,୧୦ା୩(ନୃସିଂହ ଚରଣ ମହାନ୍ତି)-ଛତିଶଗଡ ବିଜାପୁରରେ ଗତ କିଛିଦିନ ତଳେ ଏକ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ନାମରେ ଅର୍ଥ ଲୁଟ ଭଳି ସଙ୍ଗୀନ ଅଭିଯୋଗ ଆଣି ଏକ ପ୍ରେସ୍‌ ବିବୃତ୍ତି ଜାରି କରିଛି ମାଓବାଦୀ ସଙ୍ଗଠନ। ମିଳିଥିବା ସୂଚନା ଅନୁଯାୟୀ,…

ବଡ଼ଯାତ୍ରା: ମାଉଲି ମା’ ପୀଠରେ ବଡ଼ଠାକୁର

ମାଲକାନଗିରି,୯ା୩(ନୃସିଂହ ଚରଣ ମହାନ୍ତି): ମାଲକାନଗିରି ଜିଲାରେ କାହିଁ କେଉଁକାଳରୁ ପାଳନ ହୋଇଆସୁଛି ‘ବଡ଼ଯାତ୍ରା’। ପ୍ରତି ୨ ବର୍ଷରେ ଥରେ ପାଳନ ହେଉଥିବା ଏହି ଯାତ୍ରା ପ୍ରାୟ ୧ ମାସ ଧରି ବିଭିନ୍ନ ନୀତିକାନ୍ତିରେ ଆରମ୍ଭ ହୋଇଛି। ବଡ଼ଯାତ୍ରା ପାଇଁ ଆନ୍ଧ୍ରସ୍ଥିତ ତାଡ଼କାରେଉ…

ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ

ମାଲକାନଗିରି, ୮।୩ (ନୃସିଂହ ଚରଣ ମହାନ୍ତି): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ପୋଲିସ ନିକଟରେ ଶନିବାର ୨ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ମାଲାଙ୍ଗୀର ମାଓବାଦୀ ଏରିଆ କମିଟିରେ ସକ୍ରିୟ ଥିଲେ। ଉଭୟ ମହିଳା ମାଓବାଦୀ ହେଲେ ପ୍ଲାଟୁନ…

ଗାଁ ପୋଖରୀରେ କୁମ୍ଭୀର

କୋରୁକୋଣ୍ଡା,୮।୩(ଶିବଦତ୍ତ ସାହୁ ): କୋରୁକୋଣ୍ଡା ବ୍ଲକ୍‌ ଅଧୀନ ମାରିୱାଡା ପଞ୍ଚାୟତ ଅଧୀନ ଏମ୍‌ଭି-୨୬ ଗ୍ରାମ ପୋଖରୀରେ ଏକ କୁମ୍ଭୀର ରହିଥିବା ଗ୍ରାମବାସୀ ଦେଖିବାକୁ ପାଇଛନ୍ତି। ଗ୍ରାମବାସୀ ଏହି ସମ୍ପର୍କରେ ବନ ବିଭାଗକୁ ସୂଚନା ଦେବା ପରେ କର୍ମଚାରୀମାନେ ପୋଖରୀ ନିକଟରେ ପହଞ୍ଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?