ଖାରିକଣା ଗ୍ରାମକୁ ହେଲା ରାସ୍ତା ନିର୍ମାଣ
କୋରାପୁଟ /ନାରାୟଣପାଟଣା, ୫ା୧ (ସ୍ବ.ପ୍ର./ଡି.ଏନ.ଏ.): କେତେବେଳେ ଭରା ନଦୀ ପାର ହେବାକୁ ପଡେ ତ କେତେବେଳେ ଖଟିଆରେ ବୁହା ହୋଇ ଯିବାକୁ ପଡେ ଡାକ୍ତରଖାନା। କେବେ ଡାକ୍ତରଖାନା ନେବାକୁ ରାତି ଅଧରେ ନଦୀ ସେପଟେ ରହେ ଆମ୍ବୁଲାନ୍ସ। ଜନନୀ ଯନ୍ତ୍ରଣାରେ ଛଟପଟ…
ଉତ୍ତମ ଫସଲ ନେଇ ବାଲି , ଗାଙ୍ଗମାଁ ପର୍ବ
ପଟ୍ଟାଙ୍ଗି,୪।୧ (ଡି.ଏନ.ଏ.): ପ୍ରତିବର୍ଷ ଯେପରି ନିଜ ଚାଷଜମି ନିଜ ଜମିରେ ଉତ୍ତମ ଚାଷ ସହ ଅଧିକ ଫସଲ ଉତ୍ପାଦନ ପାଇଁ ମଙ୍ଗଳବାର କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରସ୍ଥିତ ବଡଗାଁରେ ଅଞ୍ଚଳବାସୀ ପାଳନ କରିଛନ୍ତି ବାଲି , ଗାଙ୍ଗମାଁ ପର୍ବ। ପ୍ରତି ୩ବର୍ଷକୁ…
ନାରୀ ଶିକ୍ଷାର ଆଲୋକବର୍ତ୍ତିକା ଥିଲେ
ଜୟପୁର,୪।୧(ନି.ପ୍ର.): ସ୍ଥାନୀୟ ଶ୍ରମିକ କର୍ମଚାରୀ ଭବନଠାରେ ଭାରତବର୍ଷରେ ପ୍ରଥମେ ମହିଳାଙ୍କ ଶିକ୍ଷା ପାଇଁ ବିଦ୍ୟାଳୟ ପ୍ରତିଷ୍ଠା କରିଥିବା ସାବିତ୍ରୀବାଈ ଫୁଲେଙ୍କ ୧୯୩ତମ ଜୟନ୍ତୀ ମଙ୍ଗଳବାର ପାଳିତ ହୋଇଯାଇଛି। ଯୁଧିଷ୍ଠିର ରାଉଳଙ୍କ ସଭାପତିତ୍ୱରେ ହୋଇଥିବା ଏହି ସଭାରେ ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି…
ଓଡ଼ିଶା ଜମିରେ ଚାଷ କରୁଛନ୍ତି ଆନ୍ଧ୍ରବାସୀ
କୋରାପୁଟ/ନାରାୟଣପାଟଣା,୩।୧(ସ୍ବ.ପ୍ର./ଡି.ଏନ୍.ଏ.):କୋରାପୁଟ ଜିଲାର ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକ କାପଲଡା ଗ୍ରାମରେ ଆନ୍ଧ୍ର ପକ୍ଷରୁ ପ୍ରାୟ ୩୬ ଏକର ଜମିରେ ପାମଅଏଲ ଚାଷ ହୋଇଥିବା ବନ୍ଧୁଗାଁ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି । ଏହି ଖବର ପରେ ସୋମବାର ବନ୍ଧୁଗାଁ ତହସିଲଦାର…
କୋରାପୁଟର ପାରମ୍ପରିକ ମାଣ୍ଡିଆ ଅଧିକ ଅମଳକ୍ଷମ, ପୁଷ୍ଟିକର
କୋରାପୁଟ,୩।୧(ସ୍ବ.ପ୍ର.):କୋରାପୁଟର ଆଦିବାସୀମାନେ ଚାଷ କରୁଥିବା ପାରମ୍ପରିକ ମାଣ୍ଡିଆ ଅଧିକ ଅମଳକ୍ଷମ ଓ ପୁଷ୍ଟିକର ବୋଲି ଦର୍ଶାଇଛନ୍ତି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡଃ ଦେବବ୍ରତ ପଣ୍ଡା। ସେ ଦୀର୍ଘ ୧୦ ବର୍ଷ ହେବ କୋରାପୁଟର ବିଭିନ୍ନ ଦେଶୀ ମାଣ୍ଡିଆର ଗୁଣାମତ୍କମାନ ଓ…
ଜୟପୁର ରାଜ ପରିବାରର ଶେଷ ରାଣୀଙ୍କ ପରଲୋକ
ଜୟପୁର,୨ା୧(ନି.ପ୍ର.): ଜୟପୁର ରାଜ ପରିବାରର ଶେଷରାଣୀ ରମା କୁମାରୀ ଦେବୀଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଦୀର୍ଘବର୍ଷ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ପରେ ଶେଷରେ ଜୟୁପରସ୍ଥିତ ମୋତି ମହଲରେ ରବିବାର ରାତିରେ ରାଣୀଙ୍କ ପରଲୋକ…
୬୦ ପିଲାଙ୍କୁ ମାଗଣାରେ ଦେଉଛନ୍ତି ସଙ୍ଗୀତ ଶିକ୍ଷା : ଦୃଷ୍ଟିବାଧିତ ଗୋବିନ୍ଦଙ୍କ ସାଧନା
କୋରାପୁଟ,୧ା୧(ସ୍ବ.ପ୍ର.): ସେ ଦୃଷ୍ଟିବାଧିତ। ମାତ୍ର ସଙ୍ଗୀତ ପ୍ରତି ରହିଛି ଅସୀମ ଆଗ୍ରହ। ୬୦ ପିଲାଙ୍କୁ ଦେଉଛନ୍ତି ମାଗଣାରେ ସଙ୍ଗୀତ ଶିକ୍ଷା। ସେ ହେଉଛନ୍ତି କୋରାପୁଟ ପୌର ପରିଷଦର ଢ଼େପସାହିରେ ରହୁଥିବା ଗୋବିନ୍ଦ ନାଇଡୁ। ଜନ୍ମରୁ ଦୃଷ୍ଟି ଶକ୍ତି ହରାଇଥିଲେ ଗୋବିନ୍ଦ। ପିଲାବେଳୁ…
ହକି ବିଶ୍ୱକପ ଟ୍ରଫିକୁ କୋରାପୁଟରେ ବିପୁଳ ସ୍ବାଗତ
କୋରାପୁଟ,୩୧ା୧୨(ସ୍ବ.ପ୍ର.): ଚଳିତବର୍ଷ ଓଡ଼ିଶା ବିଶ୍ୱକପ ହକି ଆୟୋଜନ କରୁଛି। ଏଥିପାଇଁ କ୍ରୀଡା ବିଭାଗ ପକ୍ଷରୁ ବିଶ୍ୱକପ ହକିର ଟ୍ରଫି ରାଜ୍ୟର ସମସ୍ତ ଜିଲା ପରିକ୍ରମା କରାଯାଉଛି। କୋରାପୁଟରେ ଏହି ଟ୍ରଫି ପହଞ୍ଚତ୍ବା ପରେ ଜିଲା ପ୍ରଶାସନ ପକ୍ଷରୁ ବିପୁଳ ସ୍ବାଗତ କରାଯାଇଛି।…
୪୧ ପଦକ ଜିତିଲେ ପ୍ରତିଯୋଗୀ
ସେମିଳିଗୁଡା,୩୧ା୧୨(ସ୍ବ.ପ୍ର.): ଭୁବନେଶ୍ୱରସ୍ଥିତ ଉତ୍କଳ କରାଟେ ସ୍କୁଲରେ ସର୍ବ ଭାରତୀୟ କରାଟେ ଚାମ୍ପିୟନଶିିପ ନିକଟରେ ଅନୁଷ୍ଠିତ ହୋଇଯାଇଛି। ୪ ରାଜ୍ୟରୁ ୮୦୦ ଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ସେମିଳିଗୁଡାର ଉତ୍କଳ କରାଟେ ସ୍କୁଲରୁ ୨୬ ଜଣ କରାଟେକା ଅଂଶଗ୍ରହଣ…
ମାଣ୍ଡିଆ କିଣାକୁ ବିରୋଧ କଲେ ଗ୍ରାମବାସୀ
ଦଶମନ୍ତପୁର, ୩୧ା୧୨ ( ଡି.ଏନ୍.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏ.ମାଲକାନଗିରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମାଣ୍ଡିଆ କିଣାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଖବରପାଇ ପୋଲିସ ପହଞ୍ଚତ୍ ୬ ବସ୍ତା ମାଣ୍ଡିଆ ଏବଂ ଏକ ଭ୍ୟାନ(ଓଡି ୧୦ ବି-୮୫୦୦)କୁ ଜବତ…
ରେଳଧାରଣାରୁ ମିଳିଲା କଲେଜ ଛାତ୍ରୀଙ୍କ ମୃତଦେହ
କୋରାପୁଟ,୨୬।୧୨(ସ୍ବ.ପ୍ର.): କୋରାପୁଟ-କିରଣ୍ଡଲ ରେଳଧାରଣାରୁ ସୋମବାର ଜଣେ କଲେଜ ଛାତ୍ରୀଙ୍କ ମୃତଦେହ କୋରାପୁଟ ସଦର ଜିଆର୍ପି ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରୀ ଜଣକ ହେଲେ ଗୀତା ଜାନୀ(୧୮)। ତାଙ୍କ ଘର କୋରାପୁଟ ମ୍ୟୁନିସିପାଲଟି ଅଧୀନ ବଡ଼ଚିନ୍ଦ୍ରୀ ଗ୍ରାମରେ। ସେ ଜୟପୁର ବିକ୍ରମଦେବ…
ଭେଣ୍ଡିଂ ଜୋନ୍ ପାଲଟିଲାଣି ଗାଡ଼ି ପାର୍କିଂ ସ୍ଥଳ
ସୁନାବେଡ଼ା/ସେମିଳିଗୁଡ଼ା, ୨୬ା୧୨ (ସ୍ବ.ପ୍ର.):ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ସୁନାବେଡ଼ା ହାଲ୍ ମ୍ୟୁଜିୟମ ସମ୍ମୁଖ ଜାତୀୟ ରାଜପଥ ପାର୍ଶ୍ୱରେ ଭେଣ୍ଡିଂ ଜୋନ୍ ନିର୍ମାଣ ହୋଇଥିଲା ତାହା ବିଫଳ ହେଇଛି। ଏବେ ସେହି ସ୍ଥାନ ଅଘୋଷିତ ବସ୍ଷ୍ଟାଣ୍ଡ ପାଲଟିଛି। ଯିଏ ପାରୁଛି ସେ…
Archives


