ପାଣିରେ ଭାସୁଥିଲା ଅଜଣା ମୃତଦେହ
ସୁନାବେଡ଼ା,୮ା୪(ସ୍ବ.ପ୍ର.): କୋରାପୁଟ ଜିଲା ସୁନାବେଡ଼ା ପୋଲିସ ଶନିବାର ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ତାଙ୍କ ପରିଚୟ ମିଳିପାରିନାହିଁ। ପୂର୍ବାହ୍ନରେ ଦାମନଯୋଡ଼ି ଇଣ୍ଟେକ ରାସ୍ତାରେ ଥିବା କୋଲାବ ଜଳଭଣ୍ଡାରକୁ ଚଉଗାଁ ଗ୍ରାମର କେତେ ଜଣ ଯୁବକ ଶୌଚ ହେବା ପାଇଁ ଯାଇଥିଲେ।…
ଗୋରୁଙ୍କୁ ବ୍ୟାପୁଛି ଚର୍ମ ବିଣ୍ଡି ରୋଗ
ବୈପାରିଗୁଡା,୮।୪ (ଡି.ଏନ୍.ଏ.): କୋରାପୁଟ ଜିଲା ବୈପାରିଗୁଡା ଅଞ୍ଚଳରେ ଗୋରୁଙ୍କୁ ଚର୍ମବିଣ୍ଡି ରୋଗ ବ୍ୟାପୁଥିବା ଦେଖିବାକୁ ମିଳୁଛି। ତେବେ ଏପରି କ୍ଷେତ୍ରରେ ଭ୍ୟାକ୍ସିନ ନ ଥିବା କହି ପ୍ରାଣୀ ଚିକିତ୍ସା ବିଭାଗ ହାତ ଟେକି ବସିଛି। ଫଳରେ ଗୋରୁଙ୍କ ଚିକିତ୍ସା ଲାଗି ଚାଷୀ…
କୋଟିଆର ୧୦୦ ଏକର ଜମିରେ ଷ୍ଟ୍ରବେରି ଚାଷ
କୋରାପୁଟ,୬ା୪(ସ୍ବ.ପ୍ର.): କୋରାପୁଟ ଜିଲାର କୋଟିଆ ପଞ୍ଚାୟତ ଅଞ୍ଚଳରେ ଏବେ ୨୦ ଏକର ଜମିରେ ଷ୍ଟ୍ରବେରି ଚାଷ କରାଯାଉଛି। ଆଗାମୀ ଦିନରେ ଏହାକୁ ବୃଦ୍ଧି କରାଯାଇ ୧୦୦ ଏକର ଜମିରେ ଷ୍ଟ୍ରବେରି ଚାଷ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ପିଏ ଆଇଟିଡିଏ…
ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ଟ୍ରକ୍, ଅଲଗା ହେଲା ମୁଣ୍ଡଗଣ୍ଡି
କୋରାପୁଟ,୫ା୪(ସ୍ବ.ପ୍ର.): କୋରାପୁଟ ଓଏମ୍ପି ପେଟ୍ରୋଲ ପମ୍ପ୍ ନିକଟରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି। ଆନ୍ଧ୍ରରୁ ଜୟପୁର ଯାଉଥିବା ଏକ ଟ୍ରକ୍ ଜଣେ ବ୍ୟକ୍ତିଙ୍କ ଉପରେ ମାଡ଼ିଯିବାରୁ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ କୋରାପୁଟ ଜିଲା…
ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ମାମଲା: ୨୦ ଗିରଫ
କୋରାପୁଟ,୪।୪(ସ୍ବ.ପ୍ର): କୋରାପୁଟ ସହରରେ ଥିବା ପରଜା ସାହି ଓ ଇନ୍ଦିରା କୋଲାନୀ ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ମଙ୍ଗଳବାର କୋରାପୁଟ ଟାଉନ ପୋଲିସ ୨୦ ଜଣଙ୍କୁ ଗିରଫ କରିଛି। ସ୍ଥାନୀୟ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍ଡିପିଓ ମନୋଜ…
ଗଞ୍ଜେଇ ଚୋରା ଚାଲାଣ ମାମଲାରେ ୫ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ
କୋରାପୁଟ,୪।୪(ସ୍ବ.ପ୍ର. ): ଗଞ୍ଜେଇ ଚୋରା ଚାଲାଣ ମାମଲାର ବିଚାରକରି ମଙ୍ଗଳବାର କୋରାପୁଟ ଅତିରିକ୍ତ ଜିଲାଜର୍ଜ ୫ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ଏକ ଲକ୍ଷ ଟଙ୍କା ଲେଖାଏ ଜରିମାନା ଦେବାକୁ କୋର୍ଟ…
ରେଲଓ୍ବେକୁ ଜାଗା ଦେଇ ହଇରାଣ ହେଉଛନ୍ତି ଲୋକେ
ସୁନାବେଡା, ୪ା୪ (ସ୍ବ.ପ୍ର.): କୋରାପୁଟ ଜିଲା ଦାମନଯୋଡିସ୍ଥିତ ନାଲ୍କୋ ଭିଆଇପି ଅତିଥି ଭବନରେ ଅବିଭକ୍ତ କୋରାପୁଟ ଜିଲାର ରେଲୱେ ଜମିହରା ସଂଘ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଧର୍ମେନ୍ଦ୍ରଙ୍କ କୋରାପୁଟ ଜିଲା ଗସ୍ତ ଅବସରରେ ସଂଘ…
୨୦ ଲକ୍ଷ ଖର୍ଚ୍ଚ ହୋଇଛି, କାମରେ ଲାଗୁନି ଦୋକାନ ଗୃହ
ନନ୍ଦପୁର, ୪ା୪ (ଡି.ଏନ.ଏ.): ବେକାର ଯୁବତୀଯୁବକଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଗ୍ରାମାଞ୍ଚଳରେ ଦୋକାନ ଗୃହମାନ ନିର୍ମାଣ କରାଯାଉଛି। ଏଥିରେ ବହୁ ଅର୍ଥ ବ୍ୟୟ ହେଉଛି। ମତ୍ର ଦୋକାନ ଗୃହ ନିର୍ମାଣ ପରେ ଏଗୁଡିକ କାର୍ଯ୍ୟକ୍ଷମ ହେଉ ନ ଥିବା ଦେଖିବାକୁ ମିଳୁଛି।…
୧ନଂ. ପ୍ଲାଟଫର୍ମରେ ରହୁନି ଟ୍ରେନ, ଯାତ୍ରୀ ହଇରାଣ
କୋରାପୁଟ,୩ା୪(ସ୍ବ.ପ୍ର.): କୋରାପୁଟ ରେଲୱେ ଷ୍ଟେସନ ଜିଲାର ଏକ ପ୍ରମୁଖ ରେଳ ଷ୍ଟେସନ। ବିଶେଷ କରି ଏଠାରୁ କୋରାପୁଟ, ମାଲକାନାଗରି, ନବରଙ୍ଗପୁର ଜିଲାର ବହୁ ସଂଖ୍ୟାରେ ଯାତ୍ରୀ ଭୁବେନେଶ୍ୱର, କଲକୋତା, ବିଶାଖାପାଟଣା , ବିଜୟନଗର, କିରୋଣ୍ଡଲ, ଜଗଦଲପୁର, ରାୟଗଡା, ରାଉଲକେଲା, ସମ୍ବଲପୁର ଆଦି…
ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ସମାଲୋଚନା କଲେ ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ
ପଟ୍ଟାଙ୍ଗି,୩ା୪(ଡି.ଏନ.ଏ.): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋରାପୁଟ ଜିଲା ଗସ୍ତକୁ ସମାଲୋଚନା କରିଛନ୍ତି ଆନ୍ଧ୍ର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପିଡିକା ରାଜନା ଦୋରା। ଶନିବାର କେନ୍ଦ୍ରମନ୍ତ୍ରୀ ପ୍ରଧାନ ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତ ଗସ୍ତରେ ଆସି ଓଡ଼ିଶା ଦିବସ ପାଳନ କରିବା ସହ…
ମଜୁରି ମାଗିବାରୁ ମାଡ଼, ବେଙ୍ଗାଲୁରୁରୁ ଚାଲିଚାଲି ଫେରିଲେ ୩ ଶ୍ରମିକ
ପଟ୍ଟାଙ୍ଗି,୩ା୪(ଡି.ଏନ.ଏ.): ନିଜ ଅଞ୍ଚଳରେ କାମ କଲେ ଟଙ୍କା ଠିକ ସମୟରେ ମଜୁରି ମିଳୁନାହିଁ। ବାହାର ରାଜ୍ୟରେ କାମ କଲେ ପରିଶ୍ରମର ଉଚିତ୍ ମଜୁରି ମିଳିବ ଏହି ଉଦ୍ଦେଶ୍ୟ ନେଇ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ଦାଦନ ଶ୍ରମିକମାନେ ନିର୍ଯାତନାର ଶିକାର…
ଟାଙ୍ଗିଆରେ ବୃଦ୍ଧଙ୍କୁ ହାଣି ହତ୍ୟା
କୋରାପୁଟ,୨।୪(ସ୍ବ.ପ୍ର.): କୋରାପୁଟ ସହରର ସୁନାରି ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ପଡ଼ୋଶୀ ସ୍ବାମୀ-ସ୍ତ୍ରୀଙ୍କ କଳହ ମଧ୍ୟରେ ମଧ୍ୟସ୍ଥ ହୋଇ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ବୃଦ୍ଧ। ଅଭିଯୁକ୍ତଙ୍କ ଟାଙ୍ଗିଆ ଚୋଟରେ ୭୦ ବର୍ଷୀୟ ବୃଦ୍ଧ ରାମ ପ୍ରସାଦଙ୍କ ଘଟଣା ସ୍ଥଳରେ ମୃତ୍ୟୁ…
Archives


