କୋରାପୁଟ

କୁନ୍ଦୁଲି ସାପ୍ତାହିକ ହାଟରେ ଡବଲ ମର୍ଡର : ଲାଗିଛି ଚାପା ଉତ୍ତେଜନା

ପଟ୍ଟାଙ୍ଗି,୨୫।୧୦(ଶରତ ଧଳ): ଦୁଇ ଗୋଷ୍ଠୀ ମଧ୍ୟରେ ମର୍ଡର ନେଇ ଚାପା ଉତ୍ତେଜନା ଦେଖାଦେଇଛି। ଏହିପରି ଘଟଣା ଘଟିଛି କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ହାଟପଦାର ଦୁଇଟି ସ୍ଥାନରେ। ସୂଚନା ମୁତାବକ ଶେମିଳିଗୁଡ଼ା ବ୍ଲକର ହାଟଗୁଡା ପଞ୍ଚାୟତ ଅଧୀନ ଟେମା…

ମୁହାଁମୁହିଁ ଧକ୍କା ହେଲା ଦୁଇ ମୋଟର ସାଇକେଲ, ଜଣେ ମୃତ ତିନି ଆହତ

ପଟ୍ଟାଙ୍ଗି,୨୪।୧୦(ଶରତ ଧଳ)ଦୁଇ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ଅନ୍ୟ ତିନି ଜଣ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତରିତ କରା ଯାଇଥିବା ଜଣାପଡିଛି ।…

ଜଙ୍ଗଲ ଜମି ହସ୍ତାନ୍ତରକୁ ବିରୋଧ କଲେ  ଗ୍ରାମବାସୀ

ପଟ୍ଟାଙ୍ଗି,୨୩/୧୦(ଶରତ ଧଳ): ଗ୍ରାମାଞ୍ଚଳରେ ବସବାସ କରୁଥିବା ପରିବାର ବର୍ଗଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ମାଧ୍ୟମରେ ସରକାର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରି ସମ୍ପୂର୍ଣ୍ଣ ଅଧିକାର ଦେଉଥିବା ବେଳେ ସେପଟେ ଗ୍ରାମବାସୀଙ୍କ ଅଜାଣତରେ ମାଇନିଙ୍ଗ୍କୁ ଜଙ୍ଗଲ ଜମି ତଥା ପାହାଡ଼…

କୋଲାବ ଜଳଭଣ୍ଡାର ଏବେ ଦଳଭଣ୍ଡାର

କୋରାପୁଟ,୨୨ା୧୦(ଅମିତାଭ ବେହେରା )କୋରାପୁଟ କୋଲାବ ଜଳଭଣ୍ଡାର ଏବେ ଦଳ ଭଣ୍ଡାରରେ ପରିଣିତ ହୋଇଛି। କୋରାପୁଟ ଜିଲାର ଜୟପୁର, ଲମତାପୁଟ, ବୈପାରିଗୁଡା, ନନ୍ଦପୁର, ସେମିଳିଗୁଡା ଓ କୋରାପୁଟ ବ୍ଲକର ବିଭିନ୍ନ ଅଞ୍ଚଳକୁ ସ୍ପର୍ଶ କରି ୧୬୩୦ ବର୍ଗ କିଲୋମିଟର ଜାଗାରେ ବିସ୍ତିର୍ଣ୍ଣ ଏହି…

କୋଟିଆରେ ପୁଣି ଆନ୍ଧ୍ର

ପଟ୍ଟାଙ୍ଗି,୨୨ା୧୦(ଶରତ ଧଳ) କିଛିଦିନ ପରେ ପୁଣି ଆନ୍ଧ୍ର ଓଡ଼ିଶାର ସୀମାନ୍ତ ଗ୍ରାମ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତରେ ଅନୁପ୍ରବେଶ କରିଛି। ଫାଟୁସିନେରି ଗ୍ରାମରେ ଶିବିର କରି ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଛି। ଫଳରେ ଏହା ଓଡ଼ିଶା ପ୍ରଶାସନ ପାଇଁ…

ଥାନାରୁ ହତ୍ୟା ଅଭିଯୁକ୍ତ ଫେରାର

କୋରାପୁଟ,୨୧ା୧୦(ଅମିତାଭ ବେହେରା): କୋରାପୁଟ ଟାଉନ ଥାନାରୁ ଜଣେ ହତ୍ୟା ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତଙ୍କୁ ନିଜେ ଧରି ବର୍ଷେ ପରେ ପୋଲିସକୁ ଜିମା ଦେଇଥିଲେ ପରିବାର ଲୋକେ। ଜିମା ଦେବାର ୧ ଘଣ୍ଟା ମଧ୍ୟରେ ପୋଲିସ ଉପସ୍ଥିତିରେ ଥାନା ଭିତରୁ ଫେରାର…

ପ୍ରତିରୋଧ ଶକ୍ତି ବଢ଼ାଇବ କୋରାପୁଟ ଔଷଧୀୟ ଧାନ

କୋରାପୁଟ,୨୧ା୧୦(ଅମିତାଭ ବେହେରା): କୋରାପୁଟର ଆଦିବାସୀମାନେ ଚାଷ କରୁଥିବା ପାରମ୍ପରିକ ଔଷଧୀୟ ଧାନ ପୁଷ୍ଟିର ସୁରକ୍ଷା ଦେବ। ରୋଗ ପ୍ରତିରୋଧକ ଶକ୍ତି ବଢାଇବ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ପ୍ରାକୃତିକ ସଂରକ୍ଷଣ ବିଭାଗ ସହାୟକ ପ୍ରଫେସର ଡ. ଦେବବ୍ରତ ପଣ୍ଡା। କୋରାପୁଟ…

୭ ଦଶନ୍ଧି ପରେ ଗାଁରେ ଲାଗିଲା ଷ୍ଟ୍ରିଟ୍‌ ଲାଇଟ୍‌

ଦଶମନ୍ତପୁର,୨୦ା୧୦(ଅରବିନ୍ଦ ନାୟକ): ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ରୂପେ ନିର୍ବାଚିତ ହେବା ପରେ ଜଣେ ସରପଞ୍ଚ ଭୋଟ ସମୟରେ ପଞ୍ଚାୟତବାୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି। ଦୀର୍ଘ ୭ ଦଶନ୍ଧି ୭୦ ବର୍ଷ ଧରି ଷ୍ଟ୍ରିଟ୍‌ ଲାଇଟ୍‌ ଏକ ଗ୍ରାମରେ ସେ ଷ୍ଟ୍ରିଟ୍‌…

ଆଳୁ ସାଇତିବାକୁ ନାହିଁ ଆବଶ୍ୟକ ସଂଖ୍ୟକ ଶୀତଳ ଭଣ୍ଡାର

କୋରାପୁଟ,୧୫ା୧୦(ଅମିତାଭ ବେହେରା)ଆଳୁଚାଷ ପାଇଁ କୋରାପୁଟ ଜିଲାର ଜଳବାୟୁ ଓ ମୃତ୍ତିକା ଅତି ଉତ୍ତମ। ଜିଲାରେ ଖରିଫ ଋତୁରେ ଆଳୁଚାଷ ଭଲ ହୋଇଥାଏ। ଜୁନ ପ୍ରଥମ ସପ୍ତାହରୁ ଜୁଲାଇ ପ୍ରଥମ ସପ୍ତାହ ଯାଏ ରୋପଣ ହୋଇଥିବା ଆଳୁ ବିହନ ଚଳିତ ଋତୁରେ ପ୍ରତି…

ସୀମାନ୍ତ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି କରୁଛି ଆନ୍ଧ୍ର

ପଟ୍ଟାଙ୍ଗି,୧୫ା୧୦(ଶରତ ଧଳ)ଓଡ଼ିଶାର ସୀମାନ୍ତ ଗ୍ରାମଗୁଡିକ ଉପରୁ ପଡ଼ୋଶୀ ଆନ୍ଧ୍ରର ନଜର ହଟୁନି। ଗତ ୮ରେ ଓଡ଼ିଶା ସୀମାନ୍ତରେ ଜଳପ୍ରକଳ୍ପ ନିର୍ମାଣ ଲାଗି ଏହି ରାଜ୍ୟ ସର୍ଭେ ଆରମ୍ଭ କରିଥିଲା। ଏହା ଜାଣିବା ପରେ ୯ରେ ଓଡ଼ିଶା ପକ୍ଷରୁ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ…

ରାଜପଥରେ ହୁତୁହୁତୁ ହୋଇ ଜଳିଗଲା ବୋଲେରୋ

କୋରାପୁଟ,୧୪ା୧୦(ଅମିତାଭ ବେହେରା): କୋରାପୁଟ ଜିଲା ସୁନାବେଡ଼ା ୨୬ ନଂ ଜାତୀୟ ରାଜପଥ ନୂଆ କଲୋନୀ ନିକଟରେ ଶନିବାର ସନ୍ଧ୍ୟାରେ ଏକ ବୋଲେରୋ ହୁତୁହୁତୁ ହୋଇ ଜଳିଯାଇଛି। ବୋଲେରୋଟି କୋରାପୁଟରୁ ସୁନାବେଡ଼ା ଅଭିମୁଖେ ଯାଉଥିଲା। କୌଣସି କାରଣବଶତଃ ଗାଡ଼ିରେ ନିଆଁ ଲାଗି ଯାଇଥିଲା।…

୮କୋଟି ଟଙ୍କା ବ୍ୟୟରେ କୋରାପୁଟ ସହରରେ ନିର୍ମାଣ ହେବ ୪ କଲ୍ୟାଣମଣ୍ଡପ

କୋରାପୁଟ,୧୪ା୧୦(ଅମିତାଭ ବେହେରା): ରାଜ୍ୟ ସରକାରଙ୍କ ୮ କୋଟି ଟଙ୍କା ବ୍ୟୟରେ ସହରର ପୋଲିସ କଲୋନୀ, ପୂଜାରୀପୁଟ ପଡ଼ିଆ ନିକଟ, ରେଲଓ୍ବେ ନିକଟ ସମେତ ୪ଟି ସ୍ଥାନରେ କଲ୍ୟାଣମଣ୍ଡପ ନିର୍ମାଣ କରାଯିବ। କୋରାପୁଟ ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?